ETV Bharat / bharat

India Corona Report; ଦିନକରେ 46,759 ପଜିଟିଭ, 509 ମୃତ

author img

By

Published : Aug 28, 2021, 9:58 AM IST

କିଛି ଦିନର ବ୍ୟବଧାନ ପରେ ପୁଣି ଉପରମୁହାଁ କୋରୋନା ଗ୍ରାଫ । ଗତ ୨୪ ଘଣ୍ଟାରେ ଦେଶରେ 46 ହଜାର 759 ପଜିଟିଭ ଚିହ୍ନଟ ହୋଇଛିନ୍ତି । ଏହାସହ 509 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

INDIA CORONA REPORT; ଦିନକରେ 46,759 ପଜିଟିଭ ଚିହ୍ନଟ,509  ମୃତ

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ଉପରମୁହାଁ କୋରୋନା ଗ୍ରାଫ । ଗତ ୨୪ ଘଣ୍ଟାରେ ଦେଶରେ 46 ହଜାର 759 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ 509 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 31 ହଜାର 374 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।

ତେବେ,ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ପଜିଟିଭ ସଂଖ୍ୟା 3 କୋଟି 26 ଲକ୍ଷ 49 ହଜାର 947କୁ ବୃଦ୍ଧି ପାଇଛି । 4 ଲକ୍ଷ 37 ହଜାର 370 ମୃତ୍ୟୁସଂଖ୍ୟା ଛୁଇଁଥିବା ବେଳେ 3 ଲକ୍ଷ 59 ହଜାର 775 ରହିଛି ସକ୍ରିୟ ମାମଲା । 3 କୋଟି 18 ଲକ୍ଷ 52 ହଜାର 802 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 62 କୋଟି 29 ଲକ୍ଷ 89 ହଜାର 134 ଜଣଙ୍କୁ ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.