ETV Bharat / bharat

ପୁଣି ବୃଦ୍ଧି ପାଉଛି କୋରୋନା; ଦେଶରେ ଦିନକରେ 81 ହଜାର ସଂକ୍ରମଣ, 469 ମୃତ - covid positive

ଦେଶରେ ଚିନ୍ତା ବଢାଇଲାଣି ମହାମାରୀ କୋରୋନା । ଆଜି ପୁଣି 81 ହଜାର 466 ନୂଆ ଆକ୍ରାନ୍ତ ଚିହ୍ନଟ, 469 ମୃତ। 6 ଲକ୍ଷ 14 ହଜାର 696 ବର୍ତ୍ତମାନ ରହିଛି ଆକ୍ଟିଭ କେସ ରହିଛି। ଅଧିକ ପଢନ୍ତୁ...

ପୁଣି ବୃଦ୍ଧି ପାଉଛି କୋରୋନା, ଦିନକରେ 81 ହଜାର ସଂକ୍ରମଣ 469 ମୃତ

author img

By

Published : Apr 2, 2021, 10:43 AM IST

ନୂଆଦିଲ୍ଲୀ: ଧୀରେ ଧୀରେ ବ୍ୟାପୁଛି କୋରୋନା। ଆଜି ଗୋଟିଏ ଦିନରେ 81,466 ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ 24 ଘଣ୍ଟାରେ 469 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି 50,356 ଲୋକଙ୍କୁ ଡିସଚାର୍ଜ କରାଯାଇଛି।

ପୁଣି ବୃଦ୍ଧି ପାଉଛି କୋରୋନା, ଦିନକରେ 81 ହଜାର ସଂକ୍ରମଣ 469 ମୃତ
ପୁଣି ବୃଦ୍ଧି ପାଉଛି କୋରୋନା, ଦିନକରେ 81 ହଜାର ସଂକ୍ରମଣ 469 ମୃତ

ବର୍ତ୍ତମାନ ଦେଶରେ 1,23,03,131 ମାମଲା ରହିଥିବା ବେଳେ 1,15,25,039 ଲୋକ ସୁସ୍ଥ ହୋଇଛନ୍ତି। ସେହିପରି ସର୍ବମୋଟ 6,14,696 ସକ୍ରିୟ ମାମଲା ରହିଥିବା ବେଳେ ଏବେ ସୁଦ୍ଧା 1,63,396 ଜଣଙ୍କ ମୃତ୍ୟୁ ହୋଇଛି।

ବର୍ତ୍ତମାନ ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ। ଗୋଟିଏ ଦିନରେ ଦେଶରେ ହୋଇଛି 36ଲକ୍ଷ 71ହଜାର 242 ହୋଇଛି ଟୀକାକରଣ। ଏପର୍ଯ୍ୟନ୍ତ 6 କୋଟି 87ଲକ୍ଷ 89 ହଜାର 138ଜଣ ନେଇ ସାରିଛନ୍ତି ଟିକା। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.