ETV Bharat / bharat

ଦେଶରେ ଦିନକରେ 47 ହଜାର 905 ଆକ୍ରାନ୍ତ ଚିହ୍ନଟ, 512 ମୃତ - ତଳମୁହାଁ କୋରୋନା ଗ୍ରାଫ

ଦେଶରେ ତଳମୁହାଁ କୋରୋନା ଗ୍ରାଫ । ଗତ 24 ଘଣ୍ଟାରେ 47 ହଜାର 905 ନୂଆ ସଂକ୍ରମିତ ଚିହ୍ନଟ, 550 ଜଣଙ୍କର ମୃତ୍ୟୁ । ଅଧିକ ପଢନ୍ତୁ...

india corona update:  47,905 new covid19 infections and 512 death
ଦେଶରେ କମୁଛି ସଂକ୍ରମଣ: ଦିନକରେ 47 ହଜାର 905 ଆକ୍ରାନ୍ତ ଚିହ୍ନଟ, 512 ମୃତ
author img

By

Published : Nov 12, 2020, 10:25 AM IST

ନୂଆଦିଲ୍ଲୀ:ଦେଶରେ ଏବେ ଧୀରେ ଧୀରେ କମୁଛି କୋରୋନା ପ୍ରକୋପ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 47 ହଜାର 905 ନୂତନ କୋରୋନା ଆକ୍ରାନ୍ତ ସହ ଦେଶରେ ମୋଟ ସଂକ୍ରମଣ 86 ଲକ୍ଷ 83 ହଜାର 917କୁ ବୃଦ୍ଧି ପାଇଛି । ସେହିପରି ଗୋଟିଏ ଦିନରେ 550 ଜଣଙ୍କର ମୃତ୍ୟୁ ସହ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 28 ହଜାର 121ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ତେବେ, ମୋଟ ସଂକ୍ରମିତଙ୍କ ମଧ୍ୟରୁ 80 ଲକ୍ଷ 66 ହଜାର 502 ଆରୋଗ୍ୟ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ 4 ଲକ୍ଷ 89 ହଜାର 294 ଜଣ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.