ETV Bharat / bharat

ଷ୍ଟିଲ କମ୍ପାନୀ ମାଲିକଙ୍କ ଘରେ ରେଡ, 390 କୋଟିର ସମ୍ପତ୍ତି ଜବତ - ଆୟକର ବିଭାଗ ଚଢାଉ

ମହାରାଷ୍ଟ୍ର ଜାଲନାରେ ଜଣେ ଷ୍ଟିଲ କମ୍ପାନୀ ମାଲିକଙ୍କ ଘରେ ରେଡ ମାରିଛି ଆୟକର ବିଭାଗ । 58 କୋଟି ନଗଦ ଟଙ୍କା ସହ 32 କିଲୋ ସୁନା ଜବତ ହୋଇଛି । ଅଧିକ ପଢନ୍ତୁ

ଷ୍ଟିଲ କମ୍ପାନୀ ମାଲିକଙ୍କ ଘରେ ରେଡ
ଷ୍ଟିଲ କମ୍ପାନୀ ମାଲିକଙ୍କ ଘରେ ରେଡ
author img

By

Published : Aug 11, 2022, 9:50 AM IST

ମୁମ୍ବାଇ: ପୁଳା ପୁଳା ଟଙ୍କା । ଥାକ ମରା ହୋଇ ରହିଛି ଟଙ୍କା ବିଡା । ଏତେ ପରିମାଣର ଟଙ୍କା ବିଡା ଦେଖି ତାଜୁବ ଆୟକର ଅଧିକାରୀ । ଜାଣି ଆଶ୍ଚର୍ଯ୍ୟ ହେବେ ଏ ଟଙ୍କା ବିଡା ଜଣେ ଷ୍ଟିଲ କମ୍ପାନୀ ମାଲିକଙ୍କର । ମହାରାଷ୍ଟ୍ର ଜଲନାରେ ଜଣେ ଷ୍ଟିଲ କମ୍ପାନୀ ମାଲିକଙ୍କ ଘର ଓ କାରଖାନାରେ ଆୟକର ବିଭାଗ ଚଢାଉ କରିଥିଲା । ଚଢାଉରେ 58 କୋଟି ନଗଦ ଟଙ୍କା, 32 କିଲୋ ସୁନା ଜବତ ହୋଇଛି । ଜବତ ଟଙ୍କା ଗଣିବାକୁ ଆୟକର ବିଭାଗରୁ 13 ଘଣ୍ଟା ସମୟ ଲାଗିଥିଲା । ମୋଟ 390କୋଟି ବେନାମୀ ସମ୍ପତ୍ତି ଜବତ ହୋଇଛି ।

ଜବତ ସୁନାରେ 16 କୋଟିର ହୀରା ଅଳଙ୍କାର ରହିଛି । ଏହା ସହ ଜେମଷ୍ଟୋନ ମଧ୍ୟ ରହିଛି । କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ କରିଛି ଆୟକର ବିଭାଗ । ଏତେ ପରିଣାର ସମ୍ପତ୍ତି କେଉଁଠୁ ଆସିଲା ତାର ଖୋଳତାଡ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.