ନୂଆଦିଲ୍ଲୀ: ଜାଲିଆନାୱାଲାବାଗ ସ୍ମାରକର ନବୀକରଣ ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜାଲିଆନାୱାଲାବାଗ ସ୍ମାରକର ନୂଆ ରୂପ ଶହୀଦଙ୍କୁ ଅପମାନ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ମୁଁ ଜଣେ ଶହୀଦଙ୍କ ପୁଅ କୌଣସି ମତେ ଏ ଅପମାନକୁ ସହ୍ୟ କରାଯିବ ନାହିଁ ବୋଲି କହିଛନ୍ତି ରାହୁଲ ।
-
जलियाँवाला बाग़ के शहीदों का ऐसा अपमान वही कर सकता है जो शहादत का मतलब नहीं जानता।
— Rahul Gandhi (@RahulGandhi) August 31, 2021 " class="align-text-top noRightClick twitterSection" data="
मैं एक शहीद का बेटा हूँ- शहीदों का अपमान किसी क़ीमत पर सहन नहीं करूँगा।
हम इस अभद्र क्रूरता के ख़िलाफ़ हैं। pic.twitter.com/3tWgsqc7Lx
">जलियाँवाला बाग़ के शहीदों का ऐसा अपमान वही कर सकता है जो शहादत का मतलब नहीं जानता।
— Rahul Gandhi (@RahulGandhi) August 31, 2021
मैं एक शहीद का बेटा हूँ- शहीदों का अपमान किसी क़ीमत पर सहन नहीं करूँगा।
हम इस अभद्र क्रूरता के ख़िलाफ़ हैं। pic.twitter.com/3tWgsqc7Lxजलियाँवाला बाग़ के शहीदों का ऐसा अपमान वही कर सकता है जो शहादत का मतलब नहीं जानता।
— Rahul Gandhi (@RahulGandhi) August 31, 2021
मैं एक शहीद का बेटा हूँ- शहीदों का अपमान किसी क़ीमत पर सहन नहीं करूँगा।
हम इस अभद्र क्रूरता के ख़िलाफ़ हैं। pic.twitter.com/3tWgsqc7Lx
ଅଗଷ୍ଟ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଲିଆନାୱାଲାବାଗ ସ୍ମାରକର ନବୀକରଣ ହୋଇଥିବା କଂପ୍ଲେକ୍ସକୁ ଦେଶବାସୀଙ୍କୁ ଉତ୍ସର୍ଗ କରିଥିଲେ । ଏହାସହ ସ୍ମାରକୀରେ ବିକଶିତ ସଂଗ୍ରହାଳୟ ଗ୍ୟାଲେରୀର ମଧ୍ୟ ଉଦଘାଟନ କରିଥିଲେ । ଯାହାକୁ ବିରୋଧ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।
ଭାରତୀୟ ସ୍ବାଧୀନତା ଆନ୍ଦୋଳନର ଗୌରବମୟ ଇତିହାସର ଅନ୍ୟ ଏକ ପ୍ରମୁଖ ସ୍ମାରକୀ ଐତିହାସିକ ଜାଲିଆନାୱାଲାବାଗ । ଦେଶ ପାଇଁ ଜୀବନ ଦେଇଥିବା ମହାନ ବ୍ୟକ୍ତିତ୍ବଙ୍କ ଅବଦାନ ସ୍ମୃତି ହୋଇ ଜାଲିଆନାୱାଲାବାଗର କାନ୍ଥରେ ଛାପି ହୋଇଛି। ଏପରି କାର୍ଯ୍ୟ ସେଇମାନେ କରନ୍ତି ଯେଉଁମାନେ ଶହୀଦଙ୍କ ମୂଲ୍ୟ ବୁଝନ୍ତି ନାହିଁ ବୋଲି କହିଛନ୍ତି ରାହୁଲ ।
@ANI