ETV Bharat / bharat

‘ରାହୁଲ ଯଦି ଚାହିଁବେ ହରିୟାଣାରେ ଟିକା ନେଇ ପାରିବେ’

author img

By

Published : Jul 3, 2021, 9:54 AM IST

ହରିୟାଣାରେ ଟିକା ନେବାକୁ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଅଧିକ ପଢନ୍ତୁ...

ହରିୟାଣାରେ ଟିକା ନେଇ ପାରିବେ ରାହୁଲ ଗାନ୍ଧୀ: ମନୋହର ଲାଲ ଖଟ୍ଟର

ଚଣ୍ଡିଗଡ: ହରିୟାଣାରେ ଟିକା ନେବାକୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଯଦି ରାହୁଲ ଗାନ୍ଧି ଟିକା ନେବାକୁ ଚାହାନ୍ତି ତେବେ ସେ ଆମ ରାଜ୍ୟରେ ଆସି ଟିକା ନେଇପାରିବେ ।

  • जुलाई आ गया है, वैक्सीन नहीं आयीं।#WhereAreVaccines

    — Rahul Gandhi (@RahulGandhi) July 2, 2021 " class="align-text-top noRightClick twitterSection" data=" ">

ଏହା ପୂର୍ବରୁ ରାହୁଲ ଗାନ୍ଧୀ ଦେଶରେ ଟିକାର ଅଭାବକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ଗତକାଲି(ଶୁକ୍ରବାର) ମଧ୍ୟ ଦେଶରେ କୋଭିଡ 19 ଟିକାର ଅଭାବକୁ ନେଇ ଟାର୍ଗେଟ କରିଥିଲେ । ଟ୍ବିଟ କରି କହିଥିଲେ କି ଜୁଲାଇ ମାସ ଆସିଗଲା ହେଲେ ଟିକା ଆସିଲା ନାହିଁ ।

ଏହାର ଉତ୍ତରରେ ହରିୟାଣା ମୁଖ୍ୟମନ୍ତ୍ରୀ ରାହୁଲଙ୍କୁ ସମ୍ବୋଧନ କରି କୋଓ୍ବିନ ପୋର୍ଟାଲରେ ପଞ୍ଜୀକରଣ କରି ହରିୟାଣାରେ ଟିକା ନେଇ ପାରିବେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.