ETV Bharat / bharat

ଜୁଲାଇ ୯ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

author img

By

Published : Jul 9, 2022, 12:16 AM IST

ଜୁଲାଇ ୯ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଜୁଲାଇ ୯ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ: ଆପଣଙ୍କ ମାନସିକ ସୁସ୍ଥତା ଯୋଗୁଁ ମନ ପ୍ରଫୁଲ ରହିବ। ପାରିବାରିକ ଜୀବନ ସୁଖମୟ ହେବ । ବିଭିନ୍ନ ଯାଗାରେ ପରିଭ୍ରମଣ କରିବେ ଏବଂ ପସନ୍ଦ ମୁତାବକ ସୁସ୍ୱାଦୁ ଖାଦ୍ୟ ଖାଇ ତୃପ୍ତ ହେବେ । ନିଜର ମନକୁ ଚିନ୍ତାରୁ ଦୂରେଇ ରଖନ୍ତୁ । ଯେଉଁ ବ୍ୟକ୍ତିମାନେ ବିଦେଶରେ ବ୍ୟବସାୟରେ ଲିପ୍ତ ସେମାନଙ୍କରେ ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ ।

ବୃଷ: ଆଜି ପୁରା ଦିନଟି ଆପଣଙ୍କର ମନରେ ଶିଥିଳତା ଦେଖାଦେବ । ଆପଣଙ୍କ ଯୋଜନା ଅନୁସାରେ କାର୍ଯ୍ୟରେ କ୍ରମାଗତ ଭାବେ ଉନ୍ନତି ପରିଲକ୍ଷିତ ହେବ । ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରିବେ । କାର୍ଯ୍ୟାଳୟରେ ସହକର୍ମୀମାନଙ୍କଠାରୁ ଯଥେଷ୍ଟ ସାହାଯ୍ୟ ମିଳିବ । ପିତାମାତାଙ୍କଠାରୁ ଶୁଭଖବର ପାଇବେ । ଶାରୀରିକ ସୁସ୍ଥତା ବଜାୟ ରଖିବେ ।

ମିଥୁନ: ଆଜି ଆପଣ ମାନସିକ ଭାବରେ ଶାନ୍ତି ଏବଂ ଶାରୀରୀକ ଭାବରେ ସୁସ୍ଥ ରହିବେ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣଙ୍କ ସହକର୍ମୀ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ସମାଜରେ ଆପଣଙ୍କର ଖ୍ୟାତି ବଢିବ ।

କର୍କଟ: ଅବାଞ୍ଛିତ ଘଟଣା ଓ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ । ଏହାଦ୍ୱାରା ଆପଣ ଦୁଃଖିତ ହେବେ କିନ୍ତୁ ଏଥିରୁ ଆପଣ ଶୀଘ୍ର ମୁକ୍ତ ହେବେ । ଅଧ୍ୟୟନରେ ଅଧିକ ପରିଶ୍ରମ କରନ୍ତୁ । ବାପା ମାଆଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ ।

ସିଂହ: ଆଜି ଦିନଟି ଦୁଃଖମୟ ରହିବ । ଆପଣଙ୍କ ଶରୀର, ରାଗ, ଏବଂ କଥା ପ୍ରତି ଯତ୍ନବାନ ହୁଅନ୍ତୁ । ପରିବାର ଭିତରେ ଦ୍ୱନ୍ଦର ଆଶଙ୍କା ଅଛି ତେଣୁ ପରିସ୍ଥିତିକୁ ବିଜ୍ଞତାର ସହିତ ଶାନ୍ତ ରହି ହ୍ୟାଣ୍ଡେଲ୍‌ କରନ୍ତୁ । ଯଦି ସମ୍ଭବ ବେଆଇନ୍‌ କାର୍ଯ୍ୟକଳାପ କିମ୍ବା ଅନୈତିକ କାର୍ଯ୍ୟଠାରୁ ଦୁରେଇ ରୁହନ୍ତୁ । ଯାହାକି ଆପଣଙ୍କୁ ହଇରାଣରେ ପକାଇ ଦେଇପାରେ ।

କନ୍ୟା: ପରିବାରରେ ଶାନ୍ତ ବାତାବରଣ ରହିବ। ମଧୁର କଥା କହି ସବୁ କାମ ସଫଳତାର ସହିତ ଶେଷ କରିବେ । କୌଣସି ସୂକ୍ଷ୍ମ ବିଚାର ନକରିବା ପାଇଁ ଚେଷ୍ଟା କରିବେ । ଭ୍ରମଣରେ ଯାଇପାରନ୍ତି । ଜଗି ରଖି ଖର୍ଚ୍ଚ କରନ୍ତୁ । ଛାତ୍ରଛାତ୍ରୀ ପାଠପଢାରେ ଦୁର୍ବଳ ହେବେ ।

ତୁଳା: ନାଟକୀୟ ଢଙ୍ଗରେ ଆପଣ ପ୍ରଦର୍ଶନର ନେତୃତ୍ୱ ନେବେ । ଆପଣଙ୍କ ଠାରୁ ଆଶା କରାଯାଇ ପାରେ ଯେ ଆପଣ ଅତି ଭଲ ପ୍ରଦର୍ଶନ କରିବେ ଯେଉଁଥିରେ ପରିବାର ପ୍ରତି ଆପଣଙ୍କର ସମର୍ପଣ ଭାବର ନିଦର୍ଶନ ମିଳିବ । କାର୍ଯ୍ୟରେ ନେଇଥିବା ସମସ୍ତ ନିଷ୍ପତ୍ତି ସଫଳ ହେବ ।

ବିଛା: ଦିନସାରା ଆନନ୍ଦମୟ ଓ ଶାନ୍ତିପୂର୍ଣ୍ଣ ରହିବ । ପ୍ରେମିକା ସହିତ ସମ୍ପର୍କ ଅଧିକ ଦୃଢୀଭୂତ ହେବ । ପ୍ରତିଟି ସମ୍ପର୍କର ମହତ୍ୱ ବୁଝି ପାରିବେ । ପାଖରେ ଥିବା ପରିଦର୍ଶନ ସ୍ଥଳ ବୁଲିଯାଇପାରନ୍ତି । ଚିନ୍ତା ଦୂର ହେବ ଓ କାର୍ଯ୍ୟରେ ସଫଳ ହେବେ ।

ଧନୁ: ଆଜି ପାଇବାର ଦିନ ଅଟେ । ନିଜର ପାରିବାରିକ ଜୀବନ ସମ୍ପୂର୍ଣ୍ଣ ଭାବରେ ଉପଭୋଗ କରିବେ । ସାଙ୍ଗଙ୍କ ସହିତ ଭ୍ରମଣରେ ଯାଇପାରନ୍ତି । ଗ୍ରହ ନକ୍ଷତ୍ରଙ୍କ ଉପସ୍ଥିତି ଆର୍ଥିକ ଲାଭ ଦେବ । ବନ୍ଧୁଙ୍କ ଜୀବନ ରକ୍ଷା କରିବେ ।

ମକର: ଆଜି ଦିନଟି ସଂଘର୍ଷମୟ ହେବ । ବେପାର ଭଲ ହେବନାହିଁ । ସ୍ୱାସ୍ଥ୍ୟହାନି ହେବା ବ୍ୟତୀତ ଦୁର୍ଘଟଣା ହୋଇପାରେ । ତେଣୁ ଖରାପ ଜିନିଷ ପରିତ୍ୟାଗ କରନ୍ତୁ । ବେପାର କାମରେ ଭ୍ରମଣରେ ଯିବେ । ଉପରିସ୍ଥ ଅଧିକାରୀ ଖୁସି ହେବେ । ସନ୍ତାନ ସନ୍ତତିଙ୍କ ଉନ୍ନତିରେ ଖୁସୀ ହେବେ । ଦିନଟି ଅତି ଭଲ ରହିବ ।

କୁମ୍ଭ: ଆଜି ଆପଣଙ୍କର ଦିନ ନୁହେଁ । ଆଜି ଶାନ୍ତିପୂର୍ଣ୍ଣ ଵାତାଵରଣ ସୃଷ୍ଟି କରିବାରେ ଅସମର୍ଥ ହେବେ ଓ ପିଲାମାନେ ମଧ୍ୟ ଅଧିକ କଷ୍ଟ ଅନୁଭବ କରିବେ । ପାରିବାରିକ ବିବାଦ ହେବାର ମଧ୍ୟ ସମ୍ଭାଵନା ଅଛି ।

ମୀନ: ଆପଣ ଦୈନିକ ଦିନଚର୍ଯ୍ୟାକୁ ବ୍ୟବସ୍ଥିତ କରିବା ପାଇଁ ଅଧିକ ପରିଶ୍ରମ କରିବେ । ତେବେ ଭାଗ୍ୟ ଦୁର୍ଵଳ ଥିବାରୁ ଆପଣଙ୍କୁ ସଫଳତା ମିଳିବ ନାହିଁ । ଧୈର୍ଯ୍ୟ ହରାନ୍ତୁ ନାହିଁ, ସମୟକୁ ତା ବାଟରେ ଯିବାକୁ ଦିଅନ୍ତୁ ଓ ନିଜ ଭାଵନାକୃୁ ନିୟନ୍ତ୍ରଣରେ ରଖନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.