ETV Bharat / bharat

ଡିସେମ୍ବର 9 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - ଆଜିର ରାଶିଫଳ

Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By ETV Bharat Odisha Team

Published : Dec 9, 2023, 12:00 AM IST

ମେଷ: ଆଜି ଦିନଟି ପରିବାର ପାଇଁ ଅଟେ । ସ୍ତ୍ରୀଙ୍କ ସହ ସମୟ ଅତିବାହିତ କରନ୍ତୁ । ନିଜର ଭାବପ୍ରବଣତା ଓ ଶାରୀରିକ ପରିସ୍ଥିତି ଆପଣଙ୍କୁ ସନ୍ତୁଷ୍ଟ କରିବ । ଆର୍ଥିକ କ୍ଷେତ୍ରରେ ଦିନଟି ଅନୂକୁଳ ଅଟେ । ଆପଣଙ୍କ କାର୍ଯ୍ୟକୁ ଲୋକ ପ୍ରଶଂସା କରିବେ। ଭଲ ଦିନଟିକୁ ନଷ୍ଟ କରିବାକୁ ଦିଅନ୍ତୁ ନାହିଁ।

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ଦିନ ଅଟେ । ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ । କୌଣସି ଭଲ କାରଣ ପାଇଁ ଦିନ ସାରା ସୌଖିନ ବସ୍ତ୍ର ପିନ୍ଧିବେ । ଅର୍ଥ ବିନିଯୋଗରୁ ଭଲ ଅର୍ଥ ଫେରିପାଇବେ । ପିତୃ ସ୍ଥାନୀୟଙ୍କ ଦ୍ୱାରା ଅର୍ଥ ଆଗମନ ହେବ । ଖରାପ ସମୟର ଅନ୍ତ ଘଟିବ ଏବଂ ଭଲ ହେବ।

ମିଥୁନ: ଆଜି ଦିନଟି ସ୍ମରଣୀୟ ଅଟେ । ପ୍ରତିବନ୍ଧକର ସମ୍ମୁଖୀନ ହେବେ । ନୂଆ କାମ ହାତକୁ ନେବେ କିନ୍ତୁ ଚାହୁଁଥିବା କାର୍ଯ୍ୟ ହେବନାହିଁ । ପିଲାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପଛରେ ଅର୍ଥ ଖର୍ଚ୍ଚ ହେବ । ସ୍ୱାସ୍ଥ୍ୟ ଭଲ ନରହିବା ଆପଣଙ୍କୁ ବ୍ୟସ୍ତ କରିବ । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ଖୁସୀ କରିବ । ଛାତ୍ରଙ୍କ ପାଇଁ ଭଲ ଦିନ ନୁହେଁ ମାତ୍ର କଠିନ ପରିଶ୍ରମ ଫଳ ଆଣିବ। ଆପଣଙ୍କ ଶାରୀରିକ ସମ୍ୱନ୍ଧ ଭଲ ରହିବ ।

କର୍କଟ: ଆଜି ଦିନଟି ଭଲରେ କଟିବ ନାହିଁ । ଅତି ଖରାପ ଚିନ୍ତାରେ ରହିବେ । ଏହା ଖରାପ ସମୟ ଅଟେ । ମୁଣ୍ଡରେ ଚିନ୍ତା ରହିବ ଓ ବିବ୍ରତ ହେବେ। କାହାକୁ କଣ କହୁଛନ୍ତି ତାହା ଜାଣିପାରିବେ ନାହିଁ। ପରିବାର ବର୍ଗ ଯଥା କୌଣସି ସ୍ତ୍ରୀ ଲୋକ ସହ କଳି କରିବେ। ଅର୍ଥ ହାନି ହେବ। କିଛି ଅସୁବିଧାର ସମ୍ମୁଖିନ ହେବେ।

ସିଂହ: ଆଜି ଦିନଟି ଭଲ ରହିବା ସହିତ ସ୍ୱାସ୍ଥ୍ୟ ଭଲ ରହିବ । ଆତ୍ମୀୟ ସ୍ଵଜନଙ୍କ ସହିତ ସୁନ୍ଦର ଜାଗା ପରିଦର୍ଶନରେ ଯିବେ । ବନ୍ଧୁ ତଥା ନିଜ ଲୋକ ଉନ୍ନତିରେ ସହାୟ ହେବେ। ଶରୀର, ମନ ଓ ଆତ୍ମା ପାଇଁ ଭଲ ଦିନ ଅଟେ ।

କନ୍ୟା: ଆପଣଙ୍କୁ ମିଛ ପ୍ରଶଂସା ଭଲ ଲାଗିବ । ଉପର ବର୍ଣ୍ଣିତ କଥା ପାଇଁ ପରିବାର ପ୍ରଶଂସା କରିବେ । ନିଶ୍ଚିନ୍ତ ଭାବରେ ସହଯୋଗ କରିବେ । ସୁନ୍ଦର ସ୍ୱାସ୍ଥ୍ୟ ଯୋଗୁଁ ସମୟଟି ଉପଭୋଗ କରିବେ । ବୁଦ୍ଧିମାନ ବିଚାରରେ ଭାଗ ନେବେ । ଧାର୍ମିକ କାର୍ଯ୍ୟରେ ଭାଗ ନେବେ।

ତୁଳା: ଆଜି ଦିନଟି ଚମତ୍କାର ଅଟେ । ରଚନାତ୍ମକ ଓ କଳାତ୍ମକ କାର୍ଯ୍ୟରେ ମନୋନିବେଶ କରିବେ । ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ ରହିବେ । ଆପଣଙ୍କ ଦୃଢ ଇଚ୍ଛା ଶକ୍ତି ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବ ଏବଂ ଅର୍ଥ ପରିଚାଳନାରେ ସମର୍ଥ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ବିଛା: ଆଜି ସାବଧାନର ସହ ରୁହନ୍ତୁ । ଦୁର୍ଘଟଣା ପାଇଁ ସତର୍କ ହୁଅନ୍ତୁ । କୌଣସି ଅସ୍ତ୍ରୋପଚାର ହୋଇପାରେ । ନିଜ ବାକ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ନହେଲେ ଅଯଥା କଳି ଉପୁଜିପାରେ । ଦେହ ଓ ମନ ଭଲ ରହିବ ନାହିଁ । ବ୍ୟସ୍ତ ଲାଗିପାରେ । ବିଳାସବ୍ୟସନରେ ଅର୍ଥହାନି ହେବ । ନିଜ ଲୋକଙ୍କ ସହ ମନୋମାଳିନ୍ୟ ହୋଇପାରେ ।

ଧନୁ: ଆଜି କିଛି ନୂଆ ଜିନିଷ ପାଇବେ । ନିଜର ପାରିବାରିକ ଜୀବନ ସମ୍ପୂର୍ଣ୍ଣ ଭାବରେ ଉପଭୋଗ କରିବେ । ସାଙ୍ଗଙ୍କ ସହିତ ଭ୍ରମଣରେ ଯାଇପାରନ୍ତି । ଗ୍ରହ ନକ୍ଷତ୍ରଙ୍କ ଉପସ୍ଥିତି ଆର୍ଥିକ ଲାଭ ଦେବ । ବନ୍ଧୁଙ୍କ ଜୀବନ ରକ୍ଷା କରିବେ ।

ମକର: ଆଜି ଦିନଟି ସଂଘର୍ଷମୟ ହେବ। ବେପାର ଭଲ ହେବନାହିଁ। ସ୍ୱାସ୍ଥ୍ୟହାନି ହେବା ବ୍ୟତୀତ ଦୁର୍ଘଟଣା ହୋଇପାରେ। ତେଣୁ ଖରାପ ଜିନିଷ ପରିତ୍ୟାଗ କରନ୍ତୁ। ବେପାର କାମରେ ଭ୍ରମଣରେ ଯିବେ। ଉପରିସ୍ଥ ଅଧିକାରୀ ଖୁସୀ ହେବେ। ସନ୍ତାନ ସନ୍ତତିଙ୍କ ଉନ୍ନତିରେ ଖୁସୀ ହେବେ। ଦିନଟି ଅତି ଭଲ ରହିବ।

କୁମ୍ଭ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଶାରୀରିକ ଅସୁସ୍ଥତା ବ୍ୟସ୍ତ କରିବ। ତଥାପି କଠିନ ପରିଶ୍ରମ କରିବେ। କାର୍ଯ୍ୟ ବ୍ୟସ୍ତତାରେ ଅସୁସ୍ଥତା ଭୁଲିଯିବେ। ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡିପାରେ। ଖର୍ଚ୍ଚକୁ ମାର୍ଜିତ କରନ୍ତୁ। ବ୍ୟବସାୟ ମାଧ୍ୟମରେ ଆନନ୍ଦ ପାଇଁ ସୁଯୋଗ ଅଛି। ଆପଣଙ୍କ ଉପରେ ନିର୍ଭର ଥିବା ବ୍ୟକ୍ତିଙ୍କୁ ସହାୟ ହେବ। ଯୁକ୍ତି ତର୍କରେ ସମୟ ଓ ଶକ୍ତି ନଷ୍ଟ କରନ୍ତୁ ନାହିଁ।

ମୀନ: ଆଜି ଆପଣଙ୍କର ସମସ୍ତ କାର୍ଯ୍ୟ ଏବଂ କାରବାର ପାଇଁ ସଜାଗ ରହିବାକୁ ସତର୍କ କରା ଯାଉଛି। ଗୋପନୀୟ ବିଷୟ ଗୁଡିକରେ କିମ୍ବା ସରକାରୀ ବିଷୟରେ ସଂଯତ ରକ୍ଷା କରନ୍ତୁ, ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟ କରିବା ନୈତିକତା ଦୃଷ୍ଟିକୋଣରୁ ମଧ୍ୟ ଭୂଲ ଅଟେ । ନିଜେ ଶାନ୍ତ ରହନ୍ତୁ ଏବଂ ପରିସ୍ଥିତି କିମ୍ବା ବ୍ୟକ୍ତିବିଶେଷଙ୍କୁ ପରୀକ୍ଷା କଲାବେଳେ ଆତ୍ମବିଶ୍ୱାସୀ ରୁହନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.