ETV Bharat / bharat

ଡିସେମ୍ବର 9 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Dec 9, 2022, 12:01 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଡିସେମ୍ବର 9 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ଡିସେମ୍ବର 9 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ: ଆପଣ ରଚନାତ୍ମକ ଓ ଆଜି ଆପଣ ସାଧନସମ୍ପନ୍ନ ବୋଲି ପ୍ରମାଣ କରିବେ ଓ ସଫଳତା ମଧ୍ୟ ପାଇବେ! ଆପଣ ମହତ୍ତ୍ଵାକାଂକ୍ଷୀ ତାହା ଠିକ କଥା କିନ୍ତୁ ଯେତେ ସମ୍ଭାଳି ପାରିବେ କେବଳ ସେତେ ହାତକୁ ନିଅନ୍ତୁ । ଆପଣଙ୍କ କ୍ଷମତା ଉପରେ ଆତ୍ମବିଶ୍ଵାସୀ ହୁଅନ୍ତୁ, କଠିନ ପରିଶ୍ରମ କରନ୍ତୁ ଓ ମିତବ୍ୟୟିତା ଉପରେ ବିଶ୍ଵାସ ରଖନ୍ତୁ ।

ବୃଷ: ଆଜି ଆପଣଙ୍କ କାନ୍ଧରେ ଆର୍ଥିକ ଦାୟିତ୍ଵଗୁଡିକର ଚାପ ଥିବାର ଅନୁଭବ କରିବେ । ଖର୍ଚ୍ଚ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ । ଦିନର ଶେଷ ଭାଗରେ ଆପଣଙ୍କ ନିକଟକୁ ଆଶା କରାଯାଇନଥିବା ସ୍ଥାନରୁ ଟଙ୍କା ଆସିବ । ଯଦି ଆପଣ ନିଷ୍ପକ୍ଷ ନିର୍ଣ୍ଣୟ ନେବେ, ତେବେ ତାହା ଆପଣଙ୍କ ଆର୍ଥିକ ଅବସ୍ଥା ଉପରେ ବହୁତ ଭଳ ଫଳ ଦେବ ।

ମିଥୁନ: ଆଜି ଯେତେ ସମ୍ଭବ ଅଧିକ ସମୟ ଏକା ଆପଣଙ୍କ ଜୀବନସାଥୀଙ୍କ ସହ ବିତାଇବେ । ଏକ ଆକସ୍ମିକ ବାର୍ତ୍ତାଳାପ ଏକ ଭାବମୟ ଅବସ୍ଥାରେ ସମାପ୍ତି ହେବ । ସଂଧ୍ୟା ସମୟରେ ଆପଣଙ୍କ ବୁଦ୍ଧି ଓ ଜ୍ଞାନ ଦ୍ଵାରା ଆପଣ ଲୋକମାନଙ୍କ ଉପରେ ଜାଦୁ କରିଦେବେ ।

କର୍କଟ: ଯଦି ଆପଣ ଜଣେ ଷ୍ଟକ୍‍ ବ୍ରୋକର୍‍ ତେବେ ଆପଣ ଅନୁଭବ କରିବେ ଯେ ଆପଣଙ୍କ ପାଇଁ ଦିନଟି ଭଲ ଯାଉ ନାହିଁ । ଆଜି ଆପଣ ଷ୍ଟକ୍‍ ବ୍ରୋକର୍‍ କାହିଁକି ହେଲେ ସେଥିପାଇଁ ପଶ୍ଚାତାପ କରିବେ । ଉତ୍ପାଦନକାରୀ ନୂଆ ଉତ୍ପାଦ ବଜାରକୁ ଛାଡିବାରେ ବିଳମ୍ଵ କରିବା ଆବଶ୍ୟକ । ଅବଶ୍ୟ ଅପେକ୍ଷା ଶେଷରେ, ଯେତେବେଳେ ଆପଣ ଉତ୍ପାଦ ବଜାରକୁ ଛାଡିବେ ତାହାର ଉଚ୍ଚ ଦାବି ରହିବ ।

ସିଂହ: ସମସ୍ତେ ଭିନ୍ନ ହେବାକୁ ଚାହାନ୍ତି । କିନ୍ତୁ ସେମାନେ ଏହା କଦାପି ହୃଦୟଙ୍ଗମ କରିପାରନ୍ତି ନାହିଁ ଯେ ସେମାନେ ପୂର୍ବରୁ ଅଦ୍ଵିତୀୟ ଅଟନ୍ତି । ଆଜି ଆପଣ ଏହିପରି ଅନେକ ଲୋକଙ୍କ ସହ କାର୍ଯ୍ୟସ୍ଥଳରେ ସମ୍ମୁଖୀନ ହେବେ, ସେମାନଙ୍କ ମଧ୍ୟରୁ କିଛି ଆପଣଙ୍କ ଧୈର୍ଯ୍ୟର ପରୀକ୍ଷା ମଧ୍ୟ ନେବେ । ସେଥିପାଇଁ ସବୁବେଳେ ମନେ ରଖନ୍ତୁ ଯେ ଗୋଟିଏ ଦଳରେ କାମ କରିବା ଅର୍ଥ ଅନେକ ଅହଙ୍କାର ଓ ମତାମତ ମଧ୍ୟରେ ସନ୍ତୁଳନତା ରଖିବା ।

କନ୍ୟା: ଆଜି ଏକ ଲାଭଜନକ ଦିବସ ଅଟେ । ବହୁଦିନରୁ ଯୋଜନା କରିଥିବା ଅନୁସାରେ ନିଜ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ । ଆପଣଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ସୁଖମୟ ହୋଇପାରେ ଏବଂ ଭବିଷ୍ୟତକୁ ଔଜଲ୍ୟମୟ କରିପାରେ । ଆପଣଙ୍କର ପଦୋନ୍ନତି ହେବାର ଉଜ୍ଜଳ ସମ୍ଭାବନା ଅଛି ଏବଂ କାର୍ଯ୍ୟାଳୟରେ ସମସ୍ତେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ । ସରକାରଙ୍କ ଠାରୁ ଅର୍ଥ ଲାଭ ଯୋଗ ଅଛି । ସରକାରଙ୍କ ଠାରୁ ଉପକୃତ ହେବା ଫଳରେ ଆପଣଙ୍କୁ ଅନ୍ୟ କାର୍ଯ୍ୟ କରିବା ସହଜସାଧ୍ୟ ହେବ ।

ତୁଳା: ସମୁଦାୟ ଆଜି ଏକ ଭଲ ଦିନର ଆଶା କରାଯାଉଛି । କାର୍ଯ୍ୟରେ ସହକର୍ମୀମାନଙ୍କଠାରୁ କୌଣସି ପ୍ରକାର ସାହାଯ୍ୟର ଆଶା କରନ୍ତୁ ନାହିଁ । ବିଶ୍ରାମ କିମ୍ୱା ଧାର୍ମିକ ସ୍ଥାନର ଭ୍ରମଣ କାର୍ଡରେ ରହିଛି । ଦିନ ମଧ୍ୟରେ ଏପରି ଏକ ସମୟ ଆସିବ ଯାହା ଆପଣଙ୍କୁ ନିରାଶ କରିପାରେ । ସୃଜନାତ୍ମକ କାର୍ଯ୍ୟକଳାପ ଏବଂ ଆଧ୍ୟାତ୍ମିକ ଆଲୋଚନା ଆପଣଙ୍କର ଶକ୍ତି ବଢାଇପାରେ । ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଡାକ୍ତରଙ୍କୁ ସାକ୍ଷାତ କରିବାକୁ ଭୁଲନ୍ତୁ ନାହିଁ । କିଛି ଶୁଭ ଖବର ଆଜି ଆପଣଙ୍କୁ ଖୁସୀ ଦେଇପାରେ ଏବଂ ଭଲ ଭାବରେ ଦିନ କଟାନ୍ତୁ।

ବିଛା: ଆଜି ଆପଣଙ୍କ ଉପରେ କାର୍ଯ୍ୟର ଚାପ ବଢି ଚାଲିବ । କିନ୍ତୁ ଆପଣ ଭଲ ଢଙ୍ଗରେ ସେଗୁଡିକୁ ସମ୍ଭାଳିବେ, ଯାହା କେବଳ ଆପଣଙ୍କ ଧୈର୍ଯ୍ୟ ପାଇଁ ସମ୍ଭବ ହେବ । ଅବଶ୍ୟ ଧ୍ୟାନ ଦିଅନ୍ତୁ ଓ କିପରି ଚାପ ମୁକ୍ତ ହେବେ ତାହା ଜାଣନ୍ତୁ ଏବଂ ଯେତେ ଶୀଘ୍ର ସମ୍ଭବ ଏହାକୁ କାର୍ଯ୍ୟରେ ଲଗାନ୍ତୁ ।

ଧନୁ: ଆପଣ ଭାବନାର ଭଉଁରୀରେ ଫସି ଯାଇଛନ୍ତି । ଆପଣ ଆଜି ଅନେକ ସୁଖଦୁଃଖ ଅବସ୍ଥା ଦେଇ ଗତି କରିପାରନ୍ତି । ଅବଶ୍ୟ କିଛି ବି କାମ ପ୍ରତି ଆପଣଙ୍କର ଥିବା ସଂକଳ୍ପ ଓ ନିଷ୍ଠାକୁ ପ୍ରଭାବିତ କରିପାରିବ ନାହିଁ ।

ମକର: ଆପଣ କିଛି ଖାଲି ସମୟ ଖୋଜୁଛନ୍ତି, କିନ୍ତୁ ଆପଣଙ୍କ ବ୍ୟସ୍ତବହୁଳ ଜୀବନରୁ ଏକ ମିନିଟ ମଧ୍ୟ ଖାଲି ପାଉନାହାନ୍ତି, ଏପରିକି ଆପଣଙ୍କ ଅତ୍ୟଧିକ କାମ କରୁଥିବା ଆତ୍ମାକୁ ଶାନ୍ତି ଦେଇ ପାରୁନାହାନ୍ତି । ଏପରି ସମୟରେ, ଅଭିନବତା ମନକୁ ଆସିବା ଦୂର କଥା ଜଣେ ଠିକ ଭାବେ କିଛି ଚିନ୍ତା ମଧ୍ୟ କରିପାରିବେ ନାହିଁ । କିନ୍ତୁ ଆପଣ ଘଟଣାଗୁଡିକୁ ପ୍ରାଥମିକତା ଦେଇ କାର୍ଯ୍ୟରୁ ହାଲୁକା ହୋଇପାରେ ।

କୁମ୍ଭ: ଆପଣ ଆଜି ଯାତ୍ରାରେ ସାନ୍ତ୍ଵନା ପାଇବେ । ଅବଶ୍ୟ ଯଦି ଆପଣ ଅନ୍ୟମାନଙ୍କୁ ମିଶାଇବାକୁ ଚାହୁଁଛନ୍ତି ତେବେ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କୁ ସେମାନଙ୍କ ଅଳିଆ କାମଗୁଡିକ ମଧ୍ୟ କରିବାକୁ ପଡିପାରେ । ଅବଶ୍ୟ, ସେଥିରେ ମଧ୍ୟ ଆପଣ ସମ୍ପୂର୍ଣ୍ଣତା ଅନୁଭବ କରିପାରିବେ ଯାହା ହେଉଛି ଆପଣଙ୍କ ଶକ୍ତିକ୍ଷେତ୍ର । ଆପଣ ଏକ ଦୂର୍ବଳତାକୁ କିପରି ଶକ୍ତିର କାରଣ କରିପାରିବେ ତାହା ଜାଣନ୍ତି ।

ମୀନ: ଖଣ୍ଡାରେ କାଟିବା ରୁ ଏକ କଲମରେ ଭୁଷିବା ଅଧିକ ସନ୍ତୋଷଜନକ । ଏପରି ଉଚ୍ଚ ଧାରଣାକୁ ମନରେ ରଖି ଆପଣ ନିଜର ଘାତକ ଉପସ୍ଥାପନା କୌଶଳ ସହିତ ଆକ୍ରମଣ କରିବେ ଓ ଯାହାର ଫଳ ସ୍ଵରୂପ ଆପଣ ଅନେକ ପ୍ରଶଂସା ମଧ୍ୟ ପାଇବେ । ଅବଶ୍ୟ ସେଥିରେ ଭାସି ଯିବେନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.