ETV Bharat / bharat

Horoscope: ଏପ୍ରିଲ ୯ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By

Published : Apr 9, 2023, 6:49 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢ଼ନ୍ତୁ, ଆଜିର ରାଶିଫଳ

Horoscope
Horoscope

ମେଷ: ଆଜିର ଦିନ ପ୍ରେମଭରା ରହିବ । ଆପଣ ପ୍ରଲୋଭନ ଦ୍ୱାରା ବନ୍ଧା ହେବେ ଓ ଭୁଲିଯାଇ ପାରନ୍ତି ଯେ, ଆପଣଙ୍କର ଇଚ୍ଛା ଏକତରଫା ଅଟେ । ଯଦି ଆପଣ ସମସ୍ୟାଯୁକ୍ତ ସମ୍ପର୍କରେ ଅଛନ୍ତି, ତେବେ ଅମିମାଂସିତ ସମସ୍ୟାର ଅନ୍ତର୍ଦୃଷ୍ଟି ପ୍ରାପ୍ତ କରିପାରନ୍ତି ।

ବୃଷ: ଆଜି ଆପଣ ଯାହା କିଛି ଆରମ୍ଭ କରିବେ ସେଥିରେ ସଫଳତା ମିଳିବାର ସମ୍ଭାବନା ଅଛି । ଦ୍ୱିପ୍ରହରରେ ବିତ୍ତୀୟ ଦେଣନେଣ ଉଭୟ ଲାଭଦାୟକ ଓ ସନ୍ତୋଷଜନକ ହେବ । ଆଜିର ଦିନ ଆଶାନୁରୂପକ ରୋମାଞ୍ଚକର ହୋଇ ନପାରେ । ସନ୍ଧ୍ୟା କଷ୍ଟଦାୟକ ଓ କ୍ଳାନ୍ତଭରା ହେବ ।

ମିଥୁନ: ନିଜ ପରିବାର ଓ ବନ୍ଧୁମାନଙ୍କୁ ଉତ୍ସାହିତ ଓ ସନ୍ତୁଷ୍ଟ ରଖିବା ପାଇଁ ନିରନ୍ତର ପ୍ରୟାସ କରିବେ । ଆପଣ ତାଙ୍କୁ ଯେତେ ଖୁସି ଦେବେ ସେତିକି ଆର୍ଶୀବାଦ ମିଳିବ । ଆପଣଙ୍କୁ ପରାମର୍ଶ ଦିଆଯାଉଛି ଯେ ନିଜକୁ ମଧ୍ୟ କିଛି ସମୟ ଦିଅନ୍ତୁ ।

କର୍କଟ: ଆଜି ଆପଣ ଏକ ଚିରସ୍ଥାୟୀ ଆଶାବାଦୀ ଵ୍ୟକ୍ତି ହେବେ । ଆପଣଙ୍କ ଉପଲବ୍ଧି ଅନ୍ୟମାନଙ୍କୁ ନକଲ କରିବା ପାଇଁ ପ୍ରେରିତ କରିବ । ଆଜି ସନ୍ଧ୍ୟାରେ ଆପଣ ନିଜ ବନ୍ଧୁବାନ୍ଧବଙ୍କ ସହ ଖୁସି ଓ ମଜାରେ ବିତାଇବେ । ଆପଣ ସେସବୁକୁ ପୁରା କରିବା ପାଇଁ ଏକ ବିଶିଷ୍ଟ ଉଦାହରଣର ଅନୁସରଣ କରିବେ ।

ସିଂହ: ଆପଣଙ୍କ ଉତ୍‍ଫୁଲ୍ଲିତ ମନ ଯୋଗୁଁ ଖର୍ଚ୍ଚର ପରିମାଣ ବଢ଼ିପାରେ, ଏହାକୁ କମ୍ କରିବାକୁ ହେବ । ଦିନର ଦ୍ୱିତୀୟାର୍ଦ୍ଧରେ କର୍ମକ୍ଷେତ୍ରରେ ଛୋଟ ଛୋଟ ସମସ୍ୟା ଦେଖାଯାଇପାରେ । ଦୟାକରି ଏହାକୁ ବନ୍ଦ କରନ୍ତୁ ନାହିଁ ଅନ୍ୟଥା ପରେ ଆପଣଙ୍କ ମନର ଶାନ୍ତି ଚାଲିଯାଇପାରେ ।

କନ୍ୟା: ଖରାପ ସମ୍ପର୍କକୁ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ । କାର୍ଯ୍ୟକ୍ଷେତ୍ରରେ ନିଜର ଗତିବିଧି ଓ ବାକ୍ୟ ମାଧ୍ୟମରେ ଅନ୍ୟମାନଙ୍କୁ ଆକର୍ଷିତ କରିବେ । ଆପଣଙ୍କ ଆଖପାଖରେ ଥିବା ଲୋକଙ୍କୁ ନିଜର ଗପପୁଡ଼ିଆରେ ବାନ୍ଧି ରଖିବେ ଓ ସେମାନଙ୍କ ମନରେ ସଦ୍ଭାବନା ଆଣି ନିଜକୁ ସ୍ୱତନ୍ତ୍ର ଅନୁଭବ କରିବେ ।

ତୁଳା: ଆପଣ ଏକ ପରିଯୋଜନା ନେବେ ଓ ଏହାକୁ କୌଣସି ପ୍ରକାରରେ ପୁରା କରିବେ । ଆପଣଙ୍କ କାର୍ଯ୍ୟାଳୟରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀ ଆପଣଙ୍କ କାର୍ଯ୍ୟକ୍ଷମତାରୁ ପ୍ରେରଣା ନେବେ । ଏହା ସେହି ସମୟରେ ପରିଲକ୍ଷିତ ହୁଏ ଯେଉଁ ସମୟରେ ଆପଣଙ୍କର ପଦୋନ୍ନତି ହେବାର ସମ୍ଭାବନା ଥାଏ ଅଥବା ବେତନ ବୃଦ୍ଧି ହୁଏ ।

ବିଛା: ଆପଣ ଦଳର ନେତା ହେବା ପାଇଁ ସମସ୍ତ ଗୁଣମାନ ଅଛି ଓ ସେସବୁକୁ ଦେଖାଇବା ପାଇଁ ଆଜି ଅବସର ଅଛି । ଆଜି ଯାହା ଇଚ୍ଛା କରନ୍ତୁ । ଅଫିସରେ ଆପଣଙ୍କ ଅଧିକାରୀ କାର୍ଯ୍ୟରେ ଖୁସି ହେବେ ।

ଧନୁ: କଥାରେ ନ କହି କାର୍ଯ୍ୟରେ ପରିଣତ କରିବା ସବୁଠି ଭଲ, ଏହା କେବଳ ଆଜି ପାଇଁ ନୁହେଁ ସବୁଦିନ ପାଇଁ ପ୍ରଜୁଯ୍ୟ । ଆପଣଙ୍କ କାର୍ଯ୍ୟଶକ୍ତିକୁ ପ୍ରଦର୍ଶିତ କରିବାର ସୁଯୋଗ ପ୍ରଦାନ କରନ୍ତୁ । ଆପଣ ନିଜର ଗତିବିଧି ଦ୍ୱାରା ନିଜର ଵ୍ୟକ୍ତିତ୍ୱ ଉନ୍ନତି ସାଧନ କରିବା ପାଇଁ ଚେଷ୍ଟା କରିବେ ଓ ଆପଣଙ୍କର ସ୍ୱପ୍ନର ଘରକୁ ତୋଳିବା ପାଇଁ ଅନ୍ୟମାନେ ଉତ୍ସାହ ପ୍ରଦାନ କରିବେ ।

ମକର: ଭଗବାନ ସେମାନଙ୍କୁ ସକ୍ଷମ କରନ୍ତି ଯେ ନିଜେ ନିଜକୁ ସାହାଯ୍ୟ କରେ । ସେଥିପାଇଁ ପରିଶ୍ରମୀ ହୁଅନ୍ତୁ । ନିଜର ମାନସିକ ଓ ଶାରୀରିକ ଯତ୍ନ ନେବା ସହ ନିଜ ସ୍ୱପ୍ନ ଉପରେ ଭରଷା ରଖନ୍ତୁ । ଆପଣଙ୍କ ସଂଗଠନରେ କିଛି ଅପ୍ରୀତିକର ଘଟଣା ଘଟିବାର ସମ୍ଭାବନା ଅଛି, ସେଥିପ୍ରତି ସତର୍କ ରୁହନ୍ତୁ ।

କୁମ୍ଭ: ଯଦି ଆପଣ ଜଣେ ମାଲିକ ଅଟନ୍ତି ତେବେ ଆଜି ଘରେ ଓ କାମରେ ଏକାପରି ଅନୁଭବ କରିବେ ନାହିଁ । କାର୍ଯ୍ୟଭାର ଯୋଗୁଁ ଆପଣ ଭାଙ୍ଗି ପଡ଼ିବେ ତେବେ ତାହା ଅତିଶୀଘ୍ର ପୂର୍ଣ୍ଣ ହେବ । ଆପଣଙ୍କ ଯୋଗ୍ୟତା ଅଧିସ୍ଥନଙ୍କୁ ପ୍ରେରଣା ଯୋଗାଇବ ଓ ପ୍ରତିବଦ୍ଧତାପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ସମ୍ମାନ ବଢ଼ାଇବ ।

ମୀନ: ଆପଣ ଦୀର୍ଘ ସମୟ ଧରି ଆପଣଙ୍କ ପୂର୍ବ ପ୍ରର୍ଦଶନ ବିଷୟରେ ଚିନ୍ତା କରୁଛନ୍ତି ଓ ଆଜିର ଦିନରେ ଆପଣ ଆହୁରି ଭଲ ପ୍ରଦର୍ଶନ କରିପାରିବେ । ସାଙ୍ଗସାଥୀ ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିପାରନ୍ତି କିନ୍ତୁ ଆପଣ ସେସବକୁ ଚିହ୍ନଟ କରି ସେଥିରୁ ସହଜରେ ମୁକ୍ତି ପାଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.