ETV Bharat / bharat

ନଭେମ୍ବର ୮ ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ, ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ନଭେମ୍ବର ୮ ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ନଭେମ୍ବର ୮ ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
author img

By

Published : Nov 8, 2022, 12:00 AM IST

ମେଷ: କୌଣସି ନୂଆ କାମ ଆରମ୍ଭପାଇଁ ସକାଳ ବେଳ ଶୁଭ ରହିବ । ଆଜି ସରକାରୀ ଲାଭର ସମ୍ଭାବନା ଅଛି । ବ୍ୟାପାରର ଲାଭ ହୋଇପାରେ। ଚାକିରିରେ ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ବିଚାରରେ ଶୀଘ୍ର ପରିବର୍ତ୍ତନ ହେବ । ଦ୍ବିପ୍ରହର ପରେ ମନ ହଜିଲା ହଜିଲା ରହିବ ଏବଂ କେଉଁଥିରେ ବି ମନ ଲାଗିବନି । ପରିବାର ସହ ଶାନ୍ତିରେ ସନ୍ଧ୍ୟାଟି କାଟିବେ ।

ବୃଷ: କିଣାକିଣିପାଇଁ ଦିନଟି ସ୍ଥିରୀକୃତ ହୋଇଅଛି । ମଲ ମାର୍କେଟ, ଡଲାର ଷ୍ଟୋର କିମ୍ବା ମୂଲଚାଲ କାଉଣ୍ଟର ବୁଲାବୁଲି କରିପାରନ୍ତି । ସବୁଠୁ ଭଲ ଡିଲ କରିବାକୁ ଚେଷ୍ଟା କରିଵେ । ଗୁଡ଼ାଏ ଜିନିଷ କିଣାକିଣି କରିପାରନ୍ତି ।

ମିଥୁନ: ଶତ୍ରୁଙ୍କ ସହ ଝଗଡ଼ା ହେଵ । ଶତ୍ରୁତା ଅନୁସାରେ ଏହି ଲୋକମାନେ ଆପଣଙ୍କୁ ବଦନାମ କରିପାରନ୍ତି । ଯାହା ହେଉ ଆପଣ ତାଙ୍କୁ ପରାସ୍ତ କରିଵେ । ଆପଣଙ୍କ ଉନ୍ନତ ବୁଦ୍ଧି ଆଗରେ ସେମାନେ ଧରାଶାୟୀ ହେଵେ ।

କର୍କଟ: ଆଜି ଦିନରେ ମନ ଭଲ ରହିବ । ସମସ୍ତ କାର୍ଯ୍ୟ କରିବାରେ ସକ୍ଷମ ରହିବେ । ଉପରସ୍ଥ କର୍ମଚାରୀମାନେ ଖୁସି ରହିବେ । ପଦୋନ୍ନତି ହେବାର ଆଶା ଅଛି । କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବେ । ନିଜ ପରିବାର ବର୍ଗଙ୍କ ସହ ମଧ୍ୟ ଖୋଲା ଖୋଲି ଭାବରେ କିଛି ଆଲୋଚନା କରିବେ । ଘର ସାଜସଜ୍ଜାରେ ମନ ନିବେଶ କରିବେ । ଅଫିସ୍‍ କାମରେ ଦୂର ଯାତ୍ରା କରିପାରନ୍ତି । ମାଙ୍କ ସହ ସମ୍ପର୍କ ନିବିଡ ହେବ ।

ସିଂହ: ଆଜି ଆପଣଙ୍କର ଦିନଟି ମଧ୍ୟମଯୁକ୍ତ ରହିବ । ଆପଣ ଚେଷ୍ଟା କରି ଆପଣଙ୍କ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ଆପଣଙ୍କ ଚିନ୍ତା ବର୍ଣ୍ଣବାଚ୍ୟ ହେବ । ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଦୂର ଯାତ୍ରା ପାଇଁ ଯୋଜନା କରିପାରନ୍ତି । କୌଣସି କାରଣରୁ ରାଗି ପାରନ୍ତି । ବିଦେଶୀ ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ । ପିଲାଙ୍କ ଠାରୁ ସୁଖବର ପାଇବେ । ମାନସିକ ଚିନ୍ତା ଲାଗିରହିବ । ପିଲାଙ୍କ ପାଇଁ ଚିନ୍ତା ବଢିବ । ବ୍ୟବସାୟୀମାନେ ବାଧାର ସମ୍ମୁଖିନ ହେବେ ।

କନ୍ୟା: ନୂତନ କାର୍ଯ୍ୟରମ୍ଭ ପାଇଁ ଦିନଟି ଖୁବ ବଢିଆ ଅଟେ । ଶରୀରର ଜତ୍ନ ନିଅନ୍ତୁ । ବାସି ଖାଦ୍ୟ ତଥା ରେଷ୍ଟୁରାଣ୍ଟର ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ । ନିଜର ବାକ୍ୟାଳାପ ପ୍ରତି ଯତ୍ନବାନ ହୁଅନ୍ତୁ । ନିଜ ପରିବାର ବର୍ଗଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ପାଣି,ନଦୀ,ପୋଖରୀ ଠାରୁ ଦୂରେଇ ରୁହନ୍ତୁ ।

ତୁଳା: ଆପଣଙ୍କ ଦିନଟି ଖୁସୀରେ କଟିବ । ବିଭିନ୍ନ ଲୋକଙ୍କ ଗହଣରେ ରହିବେ ଏବଂ ସେମାନଙ୍କର ସାନିଧ୍ୟରେ ପ୍ରସନ୍ନ ରହିବେ । ସାଙ୍ଗସାଥିଙ୍କ ମେଳରେ ଯାତ୍ରା ଶୁଭ ରହିବ । କିଣାକିଣି କରିବେ । ଶାରୀରିକ ତଥା ମାନସିକ ଶାନ୍ତି ମିଳିବ । ସାମାଜିକ ପ୍ରତିଷ୍ଠା ମିଳିବ । ଜୀବନ ସାଥି ସହ ସମ୍ୱନ୍ଧ ଅତି ଭଲ ରହିବ ।

ବିଛା: ଆଜି ନୂଆ କାମ ହାତକୁ ନେଵେ । ସେ କାମଗୁଡ଼ିକ ନିଜକୁ ଆଶାନୁରୂପ ହୋଇନପାରେ । ଆଶା ହରାନ୍ତୁ ନାହିଁ କି ନିରୁତ୍ସାହିତ ହୁଅନ୍ତୁ ନାହିଁ । ଉଚ୍ଚ ଆଶା ରଖନ୍ତୁ । ସ୍କୁଲରେ ମିଳିଥିଵା ପ୍ରଥମ ଶିକ୍ଷାକୁ ବିନିଯୋଗ କରନ୍ତୁ । ସଫଳ ହେଵା ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖନ୍ତୁ ।

ଧନୁ: କଷ୍ଟ ନାହିଁ ତ କୃଷ୍ଣ ନାହିଁ । ଯେତେଵେଳେ ଆପଣ କଠିନ ପରିସ୍ଥିତି ଦେଇ ନିଜ କାମ କରୁଥାନ୍ତି, ସେଥିରୁ ମିଳିଵାକୁ ଥିଵା ଫଳ ନିହାତି ମିଠା ହେଵ । ବନ୍ଧୁ ଓ ପରିଵାର ସହ ହସଖୁସି ଓ ଖାଦ୍ୟପେୟର ସମୟ । ଆଜି ଦିନଟି କୌତୁକରେ ଭରା ।

ମକର: ଆତ୍ମବିଶ୍ବାସ ହିଁ ସଫଳତାର ଦ୍ଵାର ଉନ୍ମୁକ୍ତ କରିଵ । ନିଜର ସକରାତ୍ମକ ଚିନ୍ତାଧାରା ଓ ଵ୍ୟଵହାରଦ୍ଵାରା ସଫଳତାର ନିକଟଵର୍ତ୍ତୀ ହୋଇପାରିଵେ । ଆପଣ ଚିନ୍ତାଶୂନ୍ୟ ହୋଇ ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ । କିଛି କରିବା ଆଗରୁ ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।

କୁମ୍ଭ: ଆଜି ଆପଣଙ୍କର ମାନସିକ ଚିନ୍ତା କିଛି କମ ହୋଇପାରେ । ଆପଣ ଉତ୍ସାହିତ ଅନୁଭବ କରିବାର ସମ୍ଭାବନା ଅଛି । ବନ୍ଧୁ ଓ ପ୍ରିୟଜନମାନଙ୍କ ସହିତ ମିଳିତ ହେବେ । ଆଜି ଆପଣଙ୍କୁ କିଛି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ କରିବାର ଯୋଜନା ଅଛି । ଏକ ଛୋଟ ଯାତ୍ରାର ବହୁତ ସମ୍ଭାବନା ରହିଛି ।

ମୀନ: ଆଜି ଆପଣଙ୍କର କଥା କହିବାରେ ଗମ୍ଭୀର ଭାବେ ସଞ୍ଜତ କରିବା ଆବଶ୍ୟକ ଅଟେ । ବିଫଳତାର ଫଳାଫଳ ପରିବେଶକୁ ବିରୋଧି କରିପାରେ । ଆପଣଙ୍କ ଖର୍ଚ୍ଚ ଉପରେ ଆୟତ କରିବା ଆବଶ୍ୟକ ହେଉଛି । ସାବଧାନତାର ସହ କାର୍ଯ୍ୟ କରନ୍ତୁ । ଅଫିସରେ କୌଣସି କାର୍ଯ୍ୟକୁ ନେଇ ନିନ୍ଦିତ ହୋଇପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.