ETV Bharat / bharat

ମେ ୮ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ମେ ୮ ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେ ୮ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : May 8, 2022, 12:16 AM IST

ମେଷ: ଆପଣଙ୍କ ଭାବ ପ୍ରବଣତା ଲୁଚାଇବା କିମ୍ୱା ନିୟନ୍ତ୍ରଣ କରିବା ଆଜି ଆପଣଙ୍କ ପାଇଁ ଏକ ପରୀକ୍ଷା ସ୍ୱରୂପ ହେବ । ଏହା ଆପଣଙ୍କର ପ୍ରବୃତି ନୁହେଁ ଯେ ଆପଣ ନିଜର ଭିତର ଭାବନାକୁ ସହଜରେ ତ୍ୟାଗ କରିପାରିବେ, କିନ୍ତୁ ଆପଣ ଏଥିରେ କିଛି କରିପାରିବେ ନାହିଁ । ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।

ବୃଷ: ଆପଣ ଦିନସାରା ହାଲୁକା ଏବଂ ଖୁସି ଅନୁଭବ କରିବେ । ଆପଣଙ୍କ ହୃଦୟ ଭାବନାରେ ଭରା ରହିବ, କିନ୍ତୁ ଅନୁକୂଳ ଭାବନାରେ ଆପଣ ଭବିଷ୍ୟତର ସ୍ୱପ୍ନ ଦେଖିବେ । ସ୍ୱପ୍ନ ରାଇଜର ଅଦ୍ଭୁତ ଦୁନିଆଁରେ ଆପଣ ଘୁରି ବୁଲିବେ । ଏହା ସମସ୍ତ ସ୍ୱପ୍ନ ଭରା ରହିବ ।

ମିଥୁନ: ଆଜି ଦିନ ଧୀର ଏବଂ ମନ୍ଥର କିନ୍ତୁ ଲଗାତାର ରହିବ । ତେଣୁ ବ୍ୟସ୍ତ ହୁଅନ୍ତୁ ନାହିଁ ଯଦି କାର୍ଯ୍ୟ ସମାପ୍ତ କରିବା ପାଇଁ ସାଧାରଣରୁ ଅଧିକ ସମୟ ନେଉଛି। ଧୈର୍ଯ୍ୟ ରଖନ୍ତୁ, ଏହା ସମାପ୍ତ ହେବ, ଯଦିଓ କିଛି ସମୟ ବିଳମ୍ବ ହେବ କିନ୍ତୁ ଫଳ ନିଶ୍ଚୟ ମିଳିବ । ନେଇଥିବା କାର୍ଯ୍ୟ ଏବଂ ଆର୍ଥିକ କାରବାର ମଧ୍ୟ ସଫଳ ହେବ ।

କର୍କଟ: ଆପଣଙ୍କର ଆତ୍ମବିଶ୍ୱାସ ଉଚ୍ଚ ସ୍ତରରେ ଅଛି ଏବଂ ଏହା ପ୍ରତ୍ୟେକ କାରବାରରେ ପ୍ରତିଫଳିତ ହେଉଛି । ଆପଣ ଏହି ଶୁଭ ଦିନ ବନ୍ଧୁ ଏବଂ ପ୍ରିୟଜନଙ୍କ ଗହଣରେ ବିତାଇବାକୁ ଚାହୁଁଛନ୍ତି । ସାଙ୍ଗମାନଙ୍କ ସହିତ ଭ୍ରମଣ କରିବା ପାଇଁ ଆପଣ ସଫଳ ଯୋଜନା ପ୍ରସ୍ତୁତ କରିବେ । ଆଜି ଦିନରେ ଆପଣ ଅନେକ ସୁଯୋଗ ପାଇବେ ଯେତେବେ‌ଳେ ଆପଣ ପ୍ରଦର୍ଶନ କରିବେ ଯେ ଆପଣଙ୍କର ବିଶେଷ ଏକ ସମ୍ବେଦନଶୀଳ ଏବଂ କବିତ୍ୱ ଗୁଣ ରହିଛି ।

ସିଂହ: ଅନ୍ୟଜଣକ ମନ୍ତବ୍ୟ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ । ଆପଣଙ୍କ ରାଗ ନିୟନ୍ତ୍ରଣ କରନ୍ତୁ, ଯେହେତୁ ଅନ୍ୟ ସମ୍ବେଦନଶୀଳ ସଙ୍କେତ ମଧ୍ୟ ଦେଖା ଦେଉଛି । ତେଣୁ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ପରିସ୍ଥିତିକୁ ଜଟିଳ କରିବାକୁ ଚାହାଁନ୍ତୁ ନାହିଁ । ଅତ୍ୟଧିକ ଯୁକ୍ତିତର୍କରୁ ଦୁରେଇ ରହନ୍ତୁ, ନହେଲେ ନିଃସନ୍ଦେହରେ ଆଇନଗତ ସମସ୍ୟା ସୃଷ୍ଟି କରିବ ।

କନ୍ୟା: ଆପଣଙ୍କ ରାଶି ଚକ୍ର ପାଇଁ ଏହି ଭାବପ୍ରବଣତା ଭରା ଦିନ ବିଶେଷ ଭାବରେ ସ୍ୱପ୍ନ-ଭଳି ଗୁଣ ପ୍ରତିଫଳନ କରୁଛି । ଆପଣଙ୍କ କୌଶଳ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହେଉଥିବା ବ୍ୟକ୍ତିଙ୍କ ବ୍ୟତୀତ, ଆପଣ ଜଣକ ପାଇଁ ଅତ୍ୟଧିକ ପ୍ରେମ ଘୋଷଣା କରିପାରନ୍ତି ।

ତୁଳା: ଆପଣଙ୍କ ଜୀବନର ପ୍ରତ୍ୟେକ କ୍ଷେତ୍ର ପାଇଁ ଆଜିଦିନ ଭାଗ୍ୟଶାଳୀ ରହିବ । ବର୍ତ୍ତମାନ ସୁଦ୍ଧା ଆପଣ ହୁଏତ ସବୁଠାରୁ ଅଧିକ ସନ୍ତୁଳନ ପ୍ରାପ୍ତ କରିଥାଇ ପାରନ୍ତି । ଆପଣଙ୍କ ପାଇଁ ଆଜି ସହଜ ଦିନ ରହିବ, କାରଣ କୌଣସି କାର୍ଯ୍ୟ କରିବା ପାଇଁ ଆପଣ ସଂଘର୍ଷ କରିବାକୁ ପଡିବ ନାହିଁ । ତେଣୁ ଆଶା କରନ୍ତୁ ଯେ ସମସ୍ତ କାର୍ଯ୍ୟ ସହଜରେ ଶେଷ ହେବ କିମ୍ୱା ସମାଧାନ ହେବ । ଘରେ ପ୍ରିୟଜନଙ୍କ ସହିତ ପ୍ରେମଭରା ଏବଂ ଖୁସିଭରା ରହିବ ।

ବିଛା: ଆଜି ସକାଳେ ସମସ୍ତ ଘଣ୍ଟାକୁ ଆପଣ ଅତିକ୍ରମ କରିବା ପାଇଁ ଚାହିଁବେ ଏବଂ ଆପଣ ଛୁଟି ସହଜରେ ପାଇପାରିବେ ନାହିଁ । ଆଜି ସହଜରେ କାମ କରିପାରିବେ ନାହିଁ କିମ୍ୱା ସହଜରେ କାମରେ ଧ୍ୟାନ ଦେଇପାରିବେ ନାହିଁ, ସଂକ୍ଷେପରେ କହିବାକୁ ଗଲେ ସଂଘର୍ଷ କରିବାକୁ ପଡିବ । ଆପଣ ମାନ୍ଦା ଅନୁଭବ କରିବେ ଏବଂ ଦିନସାରା ବ୍ୟସ୍ତ ରହିବେ ।

ଧନୁ: ଭାବପ୍ରବଣତା ଏବଂ ଆବେଗତା ଦୁର୍ଭାଗ୍ୟବସତଃ ଆଜି ଆପଣଙ୍କୁ ଘେରି ରହିବ । ସାଧାରଣ ଭାବରେ ଏହାର ଅର୍ଥ ଯେ ଆପଣଙ୍କର ଭାବ ପ୍ରବଣତା ପ୍ରଦର୍ଶନ କରି କିଛି ଲାଭ ହେବ ନାହିଁ ।

ମକର: ଆଜି ଦିନଟି ଆପଣଙ୍କ ପାଇଁ ସବୁଦିଗରୁ ଶୁଭଙ୍କର ହେବ । ଆପଣଙ୍କର ଆୟ ବୃଦ୍ଧି ଘଟିବା ସହିତ ଆପଣ ଯେମିତି ଚାହିଁବେ ସେମିତି ଖର୍ଚ୍ଚ କରିବେ । ବ୍ୟବସାୟରେ ଆପଣ ବିଭିନ୍ନ ସଂସ୍ଥାମାନଙ୍କର ବିଶ୍ୱାସଭାଜନ ହେବେ । ଏହା ଦ୍ୱାରା ବହୁ ସଫଳତା ଲାଭ କରି ସମାଗରେ ପ୍ରତିଷ୍ଠିତ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ସବୁ ଦିଗ ପାଇଁ ଦିନଟି ଆନନ୍ଦଦାୟକ ରହିବ ।

କୁମ୍ଭ: ଆପଣ ଆନନ୍ଦ ଅନୁଭବ କରିବେ ଏବଂ ନିଜର ସଫଳତା ଏବଂ ଉତ୍ତମ ଜୀବନର ଝଲକ ପ୍ରତିଫଳିତ ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ, ଆପଣଙ୍କ ଖ୍ୟାତି ଏବଂ ସହକର୍ମୀମାନଙ୍କ ମଧ୍ୟରେ ସମ୍ମାନ ମଧ୍ୟ ବୃଦ୍ଧି ହେବ । ପରିବାର ସହିତ ପ୍ରେମଭାବ ଏବଂ ହସଖୁସିରେ ସମୟ ବିତିବ ।

ମୀନ: ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଯଦି ଆପଣ ଏକ ଗୀତ ଲେଖିପାରିଲେ କିମ୍ୱା ବ୍ଲଗ୍‌ରେ ଏକ ପ୍ରଭାବଶୀଳ ପ୍ରବେଶ କଲେ । ଆପଣ ଏପରିକି ଏକ ନୂଆ କ୍ଷେତ୍ରକୁ ପ୍ରବେଶ କରିପାରନ୍ତି ଏବଂ ଆପଣଙ୍କ ପାଖରେ ଥିବା ଏକ ସୁନ୍ଦର କଳ୍ପନାତ୍ମକ ସୃଷ୍ଟି ଦୁନିଆକୁ ଉପକାର ସ୍ୱଦୃଶ ଦେଇପାରନ୍ତି । ଆପଣଙ୍କ ପ୍ରେମୀକା ମନମୁଗ୍‌ଧକର ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେତେବେଳେ ଆପଣ ତାଙ୍କର ପ୍ରଶଂସା କରିଚାଲିବେ । ଛାତ୍ର ଏବଂ ସେମାନଙ୍କର ଶିକ୍ଷା ପାଇଁ ଏକ ଉତ୍କୃଷ୍ଟ ସମୟ ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.