ETV Bharat / bharat

ଡିସେମ୍ବର 8 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Dec 8, 2022, 12:01 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଡିସେମ୍ବର 8 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ଡିସେମ୍ବର 8 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ: ଆଜି ଦିନଟି ଆପଣଙ୍କୁ ନମନୀୟ ଅନୁରୁପ ରଖିବ । ଆପଣ ଆଜି ଦାୟିତ୍ୱପୁର୍ଣ୍ଣ କାର୍ଯ୍ୟ କରିପାରନ୍ତି ଏବଂ ନମ୍ୱର ଏକ ରେ ଆପଣଙ୍କ ପରିବାର ର ଦାବି ଏବଂ ଆବଶ୍ୟକତା କୁ ରଖିବେ ।ଏଥିପାଇଁ ଆପଣଙ୍କ ଉପରେ ଖର୍ଚ୍ଚ ଭାର ପଡିପାରେ । ଆପଣଙ୍କ ଜିହ୍ୱା ଏବଂ ଖର୍ଚ୍ଚ ଉପରେ ଜଗି ରଖି ଚଳନ୍ତୁ । ନଚେତ୍‍ ଆପଣଙ୍କର ନିକଟ ସମ୍ପର୍କୀୟଙ୍କୁ ଆଘାତ ଲାଗିପାରେ । ତର୍କବିତର୍କ ପରି କାର୍ଯ୍ୟକଳାପ ନିଜ ମୁଣ୍ଡରେ ନିଅନ୍ତୁ ନାହିଁ କିମ୍ୱା ନିଜର ନିୟମିତ ଭୋଜନ ମେସରେ କରିବାର ସମ୍ଭାବନା ଅଛି। ବୃଥା ଖର୍ଚ୍ଚରୁ ବିରତ ରହନ୍ତୁ ;ବିଭିନ୍ନ ପ୍ରକାର ଖର୍ଚ୍ଚ ଆପଣଙ୍କୁ ଭାରଗ୍ରସ୍ତ କରାଇବ ।

ବୃଷ: ଆପଣ ଆଜି ମାନସିକ ଭାବେ ସଚେତନ ଓ ଜାଗ୍ରତ ରହିପାରନ୍ତି । ଆପଣ ଯାହା କଲେ ବି ରଚନାତ୍ମକତା ଆପଣଙ୍କ ଉଚ୍ଚରେ ରହିବ । ଆପଣ କଳା, ଡିଜାଇନ, ଗ୍ରାଫିକ୍‍ସ ଓ ସ୍ପେସିଆଲ ଇଫେକ୍ଟରୁ କିଛି କିଛି କରିପାରନ୍ତି । ଆପଣଙ୍କ ମୋହକତା ବିପରୀତ ଲିଙ୍ଗକୁ ଆକର୍ଷିତ କରି ଦେବ ।

ମିଥୁନ: ଆପଣଙ୍କର କଥା ଏବଂ କାର୍ଯ୍ୟ ଅବୁଝାମଣାର କାରଣ ହୋଇପାରେ । ଆପଣଙ୍କ ଇଛା ଏବଂ ଆଗ୍ରହକୁ ଚେକ୍‌ କରନ୍ତୁ । ଶରୀର ସମସ୍ୟା ସାଥି ଦେବନାହିଁ, ବିଶେଷ କରି ଆପଣଙ୍କ ଆଖି, ଅତ୍ୟଧିକ ଭାବରେ କଷ୍ଟ ଦେବ । ଆଶାନୁତୀତ ଘଟଣା ପାଇଁ ପ୍ରସ୍ତୁତ ରୁହନ୍ତୁ । ଆପଣଙ୍କ ପରିବାର ସଦସ୍ୟଙ୍କ ସହିତ କିଛି ବି ଖରାପ ହୋଇପାରେ । ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ପ୍ରାର୍ଥନା ଏବଂ ଧ୍ୟାନ ହିଁ କାମରେ ଆସିବ ।

କର୍କଟ: ଆପଣଙ୍କ ପାଖରେ ଭାଗ୍ୟଶାଳୀ, ଫଳପ୍ରଦ ଦିନ ଅଛି । ପେଶାଦାର ଏବଂ ବ୍ୟବସାୟ ଶ୍ରେଣୀର ଲୋକମାନଙ୍କ ପାଇଁ ଲାଭ ଏବଂ ଆୟ ସୁନିଶ୍ଚିତ । ଆପଣ ଆପଣଙ୍କର ମଜାଦାର ସମୟ ବନ୍ଧୁମାନଙ୍କ ସହ ଆନନ୍ଦରେ ବିତାଇବେ । ଯଦି ଆପଣ ବିବାହ କରି ନାହାନ୍ତି ତେବେ ବିବାହ ଯୋଗ ନିଶ୍ଚୟ ଅଛି । ଆୟର ସୂତ୍ର ବହୁଗୁଣିତ ଆଶା କରାଯାଏ ।

ସିଂହ: ଆପଣଙ୍କ ଚାକିରୀରେ ପ୍ରଭାବ ଏବଂ ମର୍ଯ୍ୟଦା ବଢିପାରେ । ଆପଣଙ୍କର ଦକ୍ଷତା ଏବଂ ସୃଜନଶୀଳତା ପ୍ରଶଂସିତ ଏବଂ ପୁରସ୍କୃତ ଯୋଗ୍ୟ ହେବେ । ଆପଣ ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଆପଣଙ୍କ କାର୍ଯ୍ୟକଳାପକୁ ପରିଚାଳିତ କରିବେ । ଆଗ୍ରହ ଏବଂ ଲାଭ ଆଗରେ ଅପେକ୍ଷାରତ । ସ୍ଥାୟୀ ଏବଂ ଅସ୍ଥାୟୀ ସମ୍ପତ୍ତି ସମ୍ବନ୍ଧୀୟ ବିଷୟରେ ସିଦ୍ଧାନ୍ତ ନେବା ପାଇଁ ଆଜି ଦିନଟି ହେଉଛି ଅତି ଭଲ ଦିନ ।

କନ୍ୟା: ଆପଣ ଆଜି ଦିନରେ ଚିନ୍ତିତ ଏବଂ ବ୍ୟଥିତ ହେବା ପ୍ରସ୍ତୁତ ରୁହନ୍ତୁ । ଆପଣଙ୍କ ମନ ଚିନ୍ତା ଏବଂ ବ୍ୟସ୍ତତା ପୂର୍ଣ୍ଣ ରହିପାରେ । ଆପଣ କାର୍ଯ୍ୟ କରିବାରେ ଆଳସ୍ୟତା, ଦୁର୍ବଳତା ଏବଂ ଅନାଗ୍ରହତା ଅନୁଭବ କରିପାରନ୍ତି । ସହକର୍ମୀ ଏବଂ ସିନିଅର୍‌ମାନେ ଦାୟିତ୍ୱବାନ୍‌ କିମ୍ବା ସାହାଯ୍ୟକାରୀ ହୋଇନପାରନ୍ତି । ଜବରଦସ୍ତ ପ୍ରତିଯୋଗୀତା ଏବଂ ଶତୃତାର ସଂକେତ ରହିଛି । ନିଜେ ନିଜକୁ ସଜାଗ ରଖନ୍ତୁ ।

ତୁଳା: ଆପଣ କାହା ସହିତ ଯୁକ୍ତିତର୍କ କରିପାରନ୍ତି । ଶାନ୍ତ ଏବଂ ନିରବ ରୁହନ୍ତୁ । ଭଦ୍ର ଏବଂ ବ୍ୟବହାରଶୀଳ ହୁଅନ୍ତୁ । ଆପଣଙ୍କ ଶତୃଙ୍କ ପ୍ରତି ସଜାଗ ରୁହନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ଯଦିଓ ଆଶାନୁତୀତ ଆୟ ଏବଂ ଲାଭର ଦୃଢ ଭାବରେ ସଙ୍କେତ ଅଛି ।ଆପଣ ଯାଦୁବିଦ୍ୟା ଏବଂ ଆଧ୍ୟାତ୍ମିକ ଜିନିଷ ଉପରେ ସଂଶ୍ଳିଷ୍ଟ ହୋଇପାରନ୍ତି । ଧ୍ୟାନ ଶାନ୍ତି ପ୍ରଦାନ କରିବ ।

ବିଛା: ଆଜି ହେଉଛି ଏକ ଖୁସି ଏବଂ ଆନନ୍ଦ, ହସଖୁସି ମଉଜ ମଜଲିସ୍‌ କରିବାର ଦିନ । ବାହାରକୁ ଯାଇ ପିକ୍‌ନିକ୍‌ କରିବାର ଆଶା ଅନେକ ପରିମାଣରେ ଅଛି । ଆପଣ ଏକ ଆନନ୍ଦମୟ ସମୟ ଆଡକୁ ଦେଖିବା ଉଚିତ୍‌ । ଗାଡି ଚଢିବା, ଭଲ ଖାଇବା, ବୁଲାବୁଲି କରିବା ପ୍ରଭୃତି ଆପଣ ପାଇପାରନ୍ତି । ଆପଣଙ୍କର ଜନପ୍ରିୟତା ଏବଂ ମର୍ଯ୍ୟାଦା ବଢିବ ।

ଧନୁ: ଆପଣ ପାଇଁ ଏହା ଗୋଟିଏ ବଢିଆ ଦିନ । ଆପଣଙ୍କ ଘରର ପରିସର ଉଜ୍ୱଳ ଏବଂ ଆନନ୍ଦମୟ ରହିବ । ଦିନ ସାରା ଆପଣ ସତେଜ ଏବଂ ଶକ୍ତି ସଂମ୍ପନ୍ନ ରହିବେ । ଅଫିସ୍‌ରେ କାମ ଆପଣଙ୍କ ପାଇଁ ଆନନ୍ଦମୟ ରହିବ । ଆପଣ ଅଫିସ୍‌ ଯାଉଥିବା ବ୍ୟକ୍ତି ହୋଇଥାନ୍ତୁ କିମ୍ବା ବ୍ୟବସାୟୀ ହୋଇଥାନ୍ତୁ, ଆପଣ ଆଶାନୁତୀତ ଭାବରେ ସହଯୋଗ ଏବଂ ସହାୟତା ପାଇପାରିବେ । ଘରୁ ପ୍ରୋତ୍ସାହନମୂଳକ ଖବର ଆସିବାର ସଙ୍କେତ ଅଛି ।

ମକର: ଆପଣ ବ୍ୟସ୍ତତା ଏବଂ କ୍ଲାନ୍ତକୁ ଅତିକ୍ରମ କରିପାରନ୍ତି । ଆପଣ ଦିନସାରା ହଇରାଣ ଏବଂ ଦୟନୀୟ ଅବସ୍ଥା ଅନୁଭବ କରିପାରନ୍ତି ।ପେଶା କ୍ଷେତ୍ରରେ, କିମ୍ବା ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ଆପଣଙ୍କର ସାଥି ଦେବନାହିଁ । ବଡମାନେ ଆପଣଙ୍କ ପ୍ରତି ଅସନ୍ତୁଷ୍ଟ ଦେଖାଇବେ । ଦ୍ୱନ୍ଦ ଏବଂ ସିଦ୍ଧାନ୍ତ ବିହୀନତା ବିଷୟକୁ ଖରାପ କରିବାରେ ।ଆପଣଙ୍କର ପିଲାମାନଙ୍କର ସ୍ୱାସ୍ଥ୍ୟ ଆପଣଙ୍କୁ ଯନ୍ତ୍ରଣା ଦେଇପାରେ ।

କୁମ୍ଭ: ଆପଣ ଆପଣଙ୍କର ଯିଦିପଣତାକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦିଆଯାଇଥାଏ । ତୀବ୍ର ଭାବ ପ୍ରବଣତା ଆପଣଙ୍କୁ ଅସୁସ୍ଥ କରିପକାଇବ । ଅଦରକାରୀ ଆଶଙ୍କା ଭିତରକୁ ଆପଣ ନାମ ଆଣନ୍ତୁ ନାହିଁ । ବାସସ୍ଥାନ ଏବଂ ସମ୍ପତ୍ତି ସମ୍ପର୍କିତ ବିଷୟ ଉପରେ କଥାବାର୍ତ୍ତା କଲାବେଳେ ବିଶେଷ ଭାବରେ ଯତ୍ନଶୀଳ ହୁଅନ୍ତୁ । ଆପଣଙ୍କ ମାଆଙ୍କଠାରୁ ବିଶେଷ ବ୍ୟବହାର ଏବଂ ଲାଭ ପାଇବାର ଦୃଢ ଭାବରେ ସଙ୍କେତ ଦେଉଅଛି ।

ମୀନ: ଗଭୀର ଭାବରେ ସିଦ୍ଧାନ୍ତ ନେବା ପାଇଁ ଆଜି ଦିନଟିକୁ ବ୍ୟବହାର କରନ୍ତୁ । ଆପଣ ଦିନସାରା ସୃଜନଶୀଳ ଏବଂ କଳ୍ପନାତ୍ମକ ଭାବରେ ରହି ପାରନ୍ତି । ଆପଣଙ୍କ ଭାବନାର ପରିସର ପୁରାପୁରି ସଫା ଏବଂ ଲକ୍ଷ୍ୟ ଯୁକ୍ତ ଏବଂ ଆପଣଙ୍କୁ ଆପଣଙ୍କର ଦାୟିତ୍ୱ ଆରାମ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିବ । ବନ୍ଧୁମାନଙ୍କ ସହ ଏକ ଆନନ୍ଦମୟ ଯାତ୍ରାର ଆୟୋଜନ ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.