ETV Bharat / bharat

Horoscope: ଅଗଷ୍ଟ 8 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By

Published : Aug 8, 2023, 12:05 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ । ଅଧିକ ପଢନ୍ତୁ

Horoscope
Horoscope

ମେଷ: କିଛି ନିଷ୍ପତ୍ତି ନେବା କଠିନ ହୋଇ ପଡ଼ିବ । କିନ୍ତୁ ଦୃଢ଼ ସଂକଳ୍ପ ଆପଣଙ୍କୁ ସହଯୋଗ କରିବ । ଭାବପ୍ରବଣତା କାର୍ଯ୍ୟକୁ ପ୍ରଭାବିତ କରିପାରେ। କିନ୍ତୁ ଥରେ ନିଷ୍ପତି ନେଇଗଲା ପରେ ଆପଣ ସେଥିରେ ଲାଗି ରହିବାକୁ ହେବ । ଆହୁରି ମଧ୍ୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ସ୍ଥିର ଚିତ୍ତରେ ଅଗ୍ରସର ହେବାକୁ ପଡ଼ିବ ।

ବୃଷ: ଆପଣ ସତର୍କତା ଏବଂ ସଞ୍ଜମ ରକ୍ଷା କରିବାକୁ ପରାମର୍ଶ ଦିଆ ହେଉଛି । ଦିନସାରା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଆପଣ ଚେଷ୍ଟା କଲେ ସମ୍ପୂର୍ଣ୍ଣ ଭାବରେ ଏଡ଼ାଇ ପାରିବେ । ତେଣୁ ସତର୍କତାର ସହିତ ଅଗ୍ରସର ହୁଅନ୍ତୁ । ଆପଣଙ୍କ ଆଖି ଏବଂ କାନ ଖୋଲା ରଖନ୍ତୁ ଏବଂ ସେଗୁଡ଼ିକ ଏଡ଼ାନ୍ତୁ ।

ମିଥୁନ: ଆଜି ଅନେକ ପ୍ରକାର ଲାଭ ଆପଣଙ୍କ ଖୁସିକୁ ଦ୍ୱିଗୁଣା କରିପାରେ । ଆପଣ ଆପଣଙ୍କର ସ୍ତ୍ରୀ ଏବଂ ପିଲାମାନଙ୍କଠାରୁ ଭଲ ଆଶୀର୍ବାଦ ଗ୍ରହଣ କରିପାରନ୍ତି । ଆପଣ ବନ୍ଧୁମାନଙ୍କ ସହ ମିଶି ଏକ ଖୁସିର ଭଣ୍ଡାର ଅନୁଭବ କରିବେ । ବିବାହ ହେବାକୁ ଥିବା ବ୍ୟକ୍ତିମାନେ ସେମାନେ ସେମାନଙ୍କର ଭଲ ଜୀବନସାଥୀ ପାଇପାରିବେ । ଆପଣଙ୍କ ଉପରେ ଥିବା ଆଶୀର୍ବାଦକୁ ଦେଖନ୍ତୁ ଏବଂ ସେଗୁଡ଼ିକର ଅନୁକୂଳ ବ୍ୟବହାର ପାଇଁ ତତ୍ପର ହୋଇ ପଡନ୍ତୁ ।

କର୍କଟ: ପେଶାଦାରମାନଙ୍କ ପାଇଁ ଏହି ଦିନଟି ଫଳପ୍ରଦ ହେବ । ପଦୋନ୍ନତି ହେବାର ସମ୍ଭାବନା ଅଛି । ଆପଣ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରିପାରନ୍ତି । ଆପଣ ସମ୍ମାନ ଏବଂ ଅର୍ଥ ଉପାର୍ଜନ କରିବେ । ଆପଣ ଆପଣଙ୍କ ଘରର ଡେକୋରେସନ କରି ସୌନ୍ଦର୍ଯ୍ୟ ବଢାଇ ପାରନ୍ତି । ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଆପଣ ଥକି ପଡ଼ି ପାରନ୍ତି ।

ସିଂହ: ଆଜି ଆପଣ ଧର୍ମାର୍ଥ କାର୍ଯ୍ୟକଳାପରେ ଲାଗି ପଡ଼ିପାରନ୍ତି । ବନ୍ଧୁ ଏବଂ ପରିବାର ସହ ତୀର୍ଥ ସ୍ଥାନ ବୁଲିଯିବା ପାଇଁ ଆଜି ହେଉଛି ଏକ ବଢିଆ ଦିନ । ଆପଣ ଯଦି କୌଣସି କାର୍ଯ୍ୟ କରିବା ପାଇଁ ସିଦ୍ଧାନ୍ତ ନେଲେ, ଆପଣ ଯେକୌଣସି ମତେ ତାହା ସମ୍ପୂର୍ଣ୍ଣ କରି ରହିବେ । ଆପଣଙ୍କ ମନ୍ତବ୍ୟରୁ ଆପଣ ଅଲଗା ରହିବେ । ଆପଣଙ୍କର ବିରକ୍ତି ଭାବ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣ ଆପଣଙ୍କ ପେଶା ଉପରେ ଅଳ୍ପ ହଇରାଣର ସମ୍ମୁଖୀନ ହୋଇପାରନ୍ତି ।

କନ୍ୟା: ଲୋକମାନଙ୍କ ସହ କଥାବାର୍ତ୍ତା କରିବା ବେଳେ ଆପଣଙ୍କର ରାଗକୁ ନିୟନ୍ତ୍ରଣରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନଟି ଭଲ ନାହିଁ । ଆପଣ ହତାଶ ଏବଂ ରାଗ ଅନୁଭବ କରିପାରନ୍ତି । ସାବଧାନ ରୁହନ୍ତୁ । ପରିବାର ଭିତରେ କଳହ ଆପଣଙ୍କୁ ଦୁଃଖ ଦେଇପାରେ । ଯଦି ସମ୍ଭବ, ଯାତ୍ରା କରନ୍ତୁ ନାହିଁ । ଆପଣଙ୍କୁ ଆଘାତ ଦେବାକୁ ଚାହୁଁଥିବା ଲୋକମାନଙ୍କଠାରୁ ଦୁରରେ ରୁହନ୍ତୁ ।

ତୁଳା: ଆପଣଙ୍କ ପ୍ରିୟଜନ ଏବଂ ବନ୍ଧୁମାନଙ୍କ ସହ ଆମୋଦପ୍ରମୋଦରେ ମଜ୍ଜି ରହି ଅତ୍ୟଧିକ ଖୁସି ହେବେ । ଯାତ୍ରା କରିବା ପାଇଁ ଆଜି ଦିନଟି ହେଉଛି ଅତି ଉତ୍ତମ । ଆପଣ ପୋଷାକ ପତ୍ର ଏବଂ ଆମୋଦପ୍ରମୋଦ କରିବା ପରି ଜିନିଷ କ୍ରୟ କରିବେ । ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ କରିପାରନ୍ତି । ଆପଣଙ୍କ ମର୍ଯ୍ୟାଦା ବଢିବ ।

ବିଛା: ଆପଣଙ୍କ ପରିବାରର ପରିବେଶ ସାରାଦିନ ଅନୁକୂଳମୟ ରହିବ । ଆପଣ ଶାରୀରିକ ଏବଂ ମାନସିକ ଭାବରେ ଶକ୍ତି ସମ୍ପନ୍ନ ଅନୁଭବ କରିବେ । ଆପଣଙ୍କ ଶତୃମାନେ ଆପଣଙ୍କ ଠାରୁ ପରାସ୍ତ ହେବେ । ଆପଣ ଆପଣଙ୍କ ସହକର୍ମୀମାନଙ୍କଠାରୁ ସାହାଯ୍ୟ ପାଇବାରେ ସକ୍ଷମ ହେବେ । ଆଉ ମଧ୍ୟ ଆର୍ଥିକ ଲାଭ ହୋଇପାରେ । ଆପଣ ଆପଣଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନେ ଟିକିଏ ଯନ୍ତ୍ରଣାରୁ ଉପଶମ ପାଇ ପାରିବେ ।

ଧନୁ: ଗ୍ରହ ଜନିତ ଜଟିଳତାରୁ ନକ୍ଷତ୍ରଗଣ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇପାରି ନାହାନ୍ତି । ଫଳରେ ଆପଣ ମାନସିକ ଭାବରେ ଟିକିଏ ଅବ୍ୟବସ୍ଥିତ ରହିବେ । ହଜମ ସଂକ୍ରାନ୍ତିୟ ଅସୁସ୍ଥତା ପାଇଁ ଆପଣ ଗ୍ରହଣ କରୁଥିବା ଜିନିଷ ଉପରେ ନଜର ରଖନ୍ତୁ । ବିଗତ ଦୁଇଦିନ ହେଲା ଆପଣ ନେଉଥିବା ଚିନ୍ତା ହେତୁ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବାର ସମ୍ଭାବନା ଅଛି ।

ମକର: ଆତ୍ମବିଶ୍ବାସ ହିଁ ସଫଳତାର ଦ୍ଵାର ଉନ୍ମୁକ୍ତ କରିବ । ନିଜର ସକରାତ୍ମକ ଚିନ୍ତାଧାରା ଓ ବ୍ୟବହାର ଦ୍ଵାରା ସଫଳତାର ନିକଟବର୍ତ୍ତୀ ହୋଇପାରିବେ । ଆପଣ ଚିନ୍ତାଶୂନ୍ୟ ଵ୍ୟକ୍ତି ନୁହଁନ୍ତି । ନିଜର ସମସ୍ତ ନିଷ୍ପତ୍ତିକୁ ଭାବିଚିନ୍ତି ନିଅନ୍ତି ।

କୁମ୍ଭ: ଏକ ବିଶେଷ ଆୟୋଜନ ପାଇଁ ଆପଣଙ୍କୁ କୌଣସି ପ୍ରକାରର କାରଣ ଦେଵାକୁ ଦରକାର ପଡ଼ିବନି । କାରଣ କିଛି ବି ହୋଇପାରେ । ଯଦି ଆପଣ ବ୍ଯବସାୟୀ ଅଟନ୍ତି ଆପଣ ସଫଳତାର ନିକଟବର୍ତ୍ତୀ ହେବେ ।

ମୀନ: ଅନିଶ୍ଚିତତା ଏବଂ ଦ୍ଵନ୍ଦ୍ୱ ଭିତରେ ସାରାଦିନ ବୁଡ଼ି ରହିବେ । ସମସ୍ୟା ପାଇଁ ସ୍ଥାୟୀ ପ୍ରତିକାର ପାଇବେ ନାହିଁ । କଳହଠାରୁ ଦୁରେଇବାକୁ ଚେଷ୍ଟା କରନ୍ତୁ ଏବଂ ନିଜ କାର୍ଯ୍ୟକୁ ସୁଚାରୁରୂପେ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.