ETV Bharat / bharat

ସେପ୍ଟେମ୍ବର ୪ ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି । କିପରି କଟିବ ଦାମ୍ପତ୍ୟ ଜୀବନ। ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କଣ ପ୍ରତିକାର । ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି । ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ । ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

horoscope of 4th september 2022
ସେପ୍ଟେମ୍ବର ୪ ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
author img

By

Published : Sep 4, 2022, 12:00 AM IST

ମେଷ: ଆପଣ ଅଲୌକିକା ଓ ଦୈବିକ ଘଟଣାରେ ନିଜର ଇଚ୍ଛା ପ୍ରକଟ କରିବେ ଓ ଆଜି ଏହା ହିଁ ଆପଣଙ୍କ ସଉକ ହେବ । ଆପଣ ଆଜି ତନ୍ତ୍ର କିମ୍ଵା ଅନ୍ୟ ଅପସାମାନ୍ୟ ଘଟଣାଗୁଡିକ ଉପରେ ଏକ ଦାମୀ ବହି କିଣିପାରନ୍ତି । କିନ୍ତୁ, ଆପଣ ଏଥ୍ରୁ ପାଇବା ଜ୍ଞାନକୁ କେବଳ ଶାନ୍ତି ଉଦ୍ଦେଶ୍ୟରେ ବ୍ୟବହାର କରିବେ ।

ବୃଷ: ଆପଣ ନିଜକୁ ଏକ ଦୋଛକିରେ ପାଇବେ ଓ ପ୍ରତି ପାଦରେ ଆପଣଙ୍କୁ କିଛି ଭଲ ଓ କିଛି ଖରାପ ଉଭୟ ମିଳିବ । ଆପଣଙ୍କ ଭାବନା ଆପଣଙ୍କ ସ୍ଵାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ । ଆପଣ ପରିବାର ସଦସ୍ୟ ଓ ବନ୍ଧୁମାନଙ୍କ ସହ ଏକ ଭଲ ସମୟ କଟାଇପାରନ୍ତି ଯାହା ଦ୍ଵାରା ଆପଣଙ୍କ ଆତ୍ମା ଉପରେ ଥିବା ବୋଝ କମିବ ।

ମିଥୁନ: ଆଜିର ଦିନ ଉତ୍କଣ୍ଠାପୂର୍ଣ୍ଣ ହେବ । ପାରିବାରିକ ଜୀବନ ଶାନ୍ତ ଓ ଆନନ୍ଦଦାୟକ ହେବ । ପୁରୁଣା କାମ ଶେଷ କରିବେ । ପ୍ରଶଂସା ପାଇବେ । ଖର୍ଚ୍ଚ ବଢିବ, ଅର୍ଥ ସଦୁପୋଯୋଗ କରିବାର ନିଷ୍ପତ୍ତି ନେବେ । ଶରୀର ସୁସ୍ଥ ରହିବ, ଅଯଥା ପ୍ରତିଦ୍ୱନ୍ଦିତା ମୁଳକ ପରିସ୍ଥିତି ଉପୁଜିବ । କିନ୍ତୁ କାହାରିକୁ କଟୁକଥା କହନ୍ତୁ ନାହିଁ ।

କର୍କଟ: ପରାମର୍ଶ ଦିଆଯାଉଛି ଯେ ଆପଣ ଆଜି ଦିନକୁ ଗୁରୁତର ଭାବରେ ନିଅନ୍ତୁ ନାହିଁ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଆପଣ ଏତେ ଭଲ ହୋଇ ନପାରନ୍ତି, ହଜମ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇପାରେ । ଆଉ ମଧ୍ୟ ମାନସିକ ଭାବରେ କୌଣସି ସମସ୍ୟା ଆପଣଙ୍କୁ ବାରମ୍ବାର ବ୍ୟସ୍ତ କରିପାରେ । ସବୁଠାରୁ ଭଲ ହେବ ଯଦି ଆପଣ କୌଣସି ଷ୍ଟ୍ରେସ୍‌ ଦେଲା ଭଳି କାର୍ଯ୍ୟ କରିବେ ନାହିଁ । ଖର୍ଚ୍ଚ ବଢିବ ଏବଂ ଯଦି ଆପଣ ନିଜକୁ ଯୁକ୍ତିତର୍କରେ ସାମିଲ କରିବେ, ତେବେ ରାଗ ମଧ୍ୟ ବଢିବ ।

ସିଂହ: ଆଜି, ଆପଣ କିଛି ଶାରୀରିକ ସମସ୍ୟା ଏବଂ ମାନସିକ ଚାପ ଅନୁଭବ କରିପାରନ୍ତି । ପ୍ରିୟଜନଙ୍କ ସହିତ ଆପଣଙ୍କ ଯୁକ୍ତିତର୍କ ମଧ୍ୟ ହୋଇପାରେ, ଏବଂ ଏହା ଆପଣଙ୍କର ମାନସିକ ଚାପକୁ ମଧ୍ୟ ବଢାଇ ଦେଇପାରେ । ମାଆଙ୍କ ସହିତ ଆପଣଙ୍କର ସମ୍ପର୍କ ଖରାପ ହୋଇପାରେ, ଏହା ପରାମର୍ଶ ଦିଆହେଉଛି ଯେ ପରିସ୍ଥିତିକୁ ସାମାନ୍ୟ କରିବା ପାଇଁ ଯାହା ସମ୍ଭବ ତାହା କରିବା ଉଚିତ ।

କନ୍ୟା: ନଭାବି ନଚିନ୍ତି କୌଣସି ଯୋଜନା ପ୍ରସ୍ତୁତ କରି ଆଗକୁ ଚାଲନ୍ତୁ ନାହିଁ । ଆପଣଙ୍କୁ ପରେ ଦୁଃଖ କରିବାକୁ ପଡିପାରେ । ଆପଣଙ୍କ ଭାଇ ଭଉଣୀଙ୍କ ସହିତ ହସ କୌତୁହଳରେ ସମୟ ବିତାଇବା ପାଇଁ ଆପଣଙ୍କୁ ଏତେ କିଛି ଭାବିବାକୁ ପଡିବ ନାହିଁ । ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହିତ ଆପଣଙ୍କ ମିଳନ ହେବ ।

ତୁଳା: ନିଷ୍ପତ୍ତି ନେବାରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ଏହି ଦୃଢ ମନୋବଳର ଅଭାବ କେତେକ ଗୁରୁତ୍ୱପୁର୍ଣ୍ଣ ପ୍ରକଳ୍ପ ବିଳମ୍ବ କରିଦେଇପାରେ । କୌଣସି ନୂଆ କିମ୍ବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆଜି ହାତକୁ ହୁଅନ୍ତୁ ନାହିଁ, ଏହି ଅନିଶ୍ଚିତତା ଭିତରେ ଫସି ଯାଇପାରେ । ଯୁକ୍ତିତର୍କ ସମୟରେ ପ୍ରିୟଜନଙ୍କ ଦୋଷ ଧରନ୍ତୁ ନାହିଁ, ଏହା ପରିସ୍ଥିତିକୁ ଆହୁରି ଖରାପ କରିବ ।

ବିଛା: ଆଜି ଆପଣଙ୍କ ପାଇଁ ଭଲ ଦିନ । ଆପଣଙ୍କର ଆତ୍ମା ଆପଣଙ୍କ ମନ ଏବଂ ଶରୀର ସହିତ ନିଜକୁ ସଜାଇ ନେବ ଏବଂ ଏହା ଏକ ଦୁନିଆଁ ବାହାର ଅନୁଭବ ଦେବ । ଆପଣଙ୍କ ପ୍ରୀୟଜନଙ୍କ ସହିତ ଆପଣ ଭଲ ସମୟ ବିତାଇବେ । କିଛି ଭଲ ଖବର ଆଶା କରନ୍ତୁ, ଆପଣ ଆନନ୍ଦରେ ଡେଇଁ ପଡିବେ । ଆପଣଙ୍କ ପାଇଁ ଉପହାର ଏବଂ ଜିନିଷ ଅପେକ୍ଷାରେ ଅଛି ।

ଧନୁ: ଆଜି, ଆପଣ ଅତି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି, ଦିନ କଷ୍ଟଭରା ରହିବ ଏବଂ ପ୍ରାର୍ଥନା କରନ୍ତୁ ଯେପରିକି ଏସବୁର ଅନ୍ତ ହେଉ । ଆପଣଙ୍କ ପରିବାର ସହିତ ଏକ ବଡ ଧରଣର ଯୁକ୍ତିତର୍କ ହେବାର ସମ୍ଭାବନା ରହିଛି, ଯାହାକି ଆପଣଙ୍କ ମନରେ ବିରକ୍ତି ମନୋଭାବ ସୃଷ୍ଟି କରିବ । ଆପଣଙ୍କୁ ପରାମର୍ଶ ଦିଆହେଉଛି ଯେ ଆପଣ କିଛି ସମୟ ଏକୁଟିଆ ବିତାନ୍ତୁ ଏବଂ କେଉଁଠାରେ ଭୁଲ ହେଲା ତାହାର ମୂଲ୍ୟାଙ୍କନ କରନ୍ତୁ ।

ମକର: ଆଜି, ଆପଣଙ୍କ ପାଇଁ ଅତି ଉତ୍ତମ ଏବଂ ଘଟଣା ବହୁଳ ରହିବ । ଆପଣଙ୍କ ମିଳନ ବନ୍ଧୁବର୍ଗ ଏବଂ ପ୍ରୀୟଜନଙ୍କ ସହିତ ହୋଇପାରେ, ଯାହାକି ବହୁ ଦିନ ହେଲା ହୋଇପାରି ନାହିଁ । ଏହି ଦିନ ବ୍ୟବସାୟ, ସାମାଜିକ ସମ୍ପର୍କ ଏବଂ ଅନ୍ୟ କାର୍ଯ୍ୟକଳାପ ପାଇଁ ଏକ ଭଲ ଦିନ । ଯଦି ଆପଣ ଜୀବନସାଥୀ ଖୋଜୁଛନ୍ତି, ତେବେ ଆଜି ସେହି ଖୋଜିବା ଶେଷ ହେବ । କୌଣସି ଏକ ସୁନ୍ଦର ସ୍ଥାନକୁ ଭ୍ରମଣ କରିବାର ସମ୍ଭାବନା ରହିଛି ଏବଂ ଘରେ କିଛି ଅନୁକୂଳ ଘଟଣା ଘଟିବାର ଅଛି ।

କୁମ୍ଭ: ଆଜି ଆପଣ ଭାଗ୍ୟଶାଳୀ ଅଟନ୍ତି । ଆପଣ ପ୍ରତ୍ୟେକ କାର୍ଯ୍ୟ ସହଜରେ ସମାପ୍ତ କରିପାରିବାର ସମ୍ଭାବନା ରହିଛି । ଏହା ଆପଣଙ୍କର ଆତ୍ମ ବିଶ୍ୱାସକୁ ମଧ୍ୟ ବୃଦ୍ଧି କରିବ ଏବଂ ଦିନସାରା ମନ ପ୍ରଫୁଲ୍ଲ ରହିବ । ଆପଣଙ୍କ ଉଚ୍ଚମାନର କାର୍ଯ୍ୟ ଆପଣଙ୍କ ବରିଷ୍ଠ ଅଧିକାରୀଙ୍କୁ ଅତ୍ୟନ୍ତ ପ୍ରଭାବିତ କରିବ ଏବଂ ସେମାନେ ହୁଏତ ଆପଣଙ୍କୁ ପଦୋନ୍ନତି ଦେଇପାରନ୍ତି । ବଡ ମାନଙ୍କର ଆଶିର୍ବାଦ ପାଇବେ ଏବଂ ଆପଣଙ୍କ ପରିବାର ଜୀବନ ଅତ୍ୟନ୍ତ ସୁଖମୟ ହେବ ।

ମୀନ: ଆଜି ଆପଣଙ୍କର କିଛି ମାନସିକ ସମସ୍ୟା ରହିପାରେ । ମାନ୍ଦାପଣ ଏବଂ ନିଷ୍ପତ୍ତି ନ ନେଇପାରିବାର କ୍ଷମତା ଆପଣଙ୍କ ଜୀବନ ଗତିରେ ପ୍ରତିବନ୍ଧକ ସୃଷ୍ଟି କରିବ । ଆପଣଙ୍କ ମନର ଭାବନା ଭଲ ହୋଇ ନପାରେ । ଲଗାତାର ଭାବରେ ଚିନ୍ତା କରିବା ଏବଂ ଉଧାର କରିବା ଆପଣଙ୍କ ପାଇଁ କ୍ଲାନ୍ତ ଅନୁଭବ କରିବାର କାରଣ ହୋଇପାରେ । କାର୍ଯ୍ୟରେ ବରିଷ୍ଠ ଅଧିକାରୀଙ୍କ ସହିତ କାରବାରେ କଲାବେଳେ ଯଦି ଆପଣ ବିଶେଷ ଭାବରେ ଯତ୍ନଶୀଳ ହେବେ, ତେବେ ତାହା ଆପଣଙ୍କୁ ସାହାଯ୍ୟ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.