ETV Bharat / bharat

୪ ସେପ୍ଟେମ୍ବର: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ଆଜିର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ...

୪ ସେପ୍ଟେମ୍ବର: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Sep 4, 2021, 12:00 AM IST

ମେଷ: ଆପଣ ଆଜି ଉଦାସୀନ ଓ ଚିନ୍ତିତ ହୋଇପାରନ୍ତି । ଆପଣଙ୍କ ସମ୍ପର୍କ ଅଧିକ ଭଲ କରିବା ପାଇଁ ଆପଣ ନିଜର ସାଧାରଣ ପଥରୁ ଅଲଗା ହେବେ । ଆପଣଙ୍କ ପାଇଁ ଆପଣଙ୍କ ପ୍ରତିବଦ୍ଧତା ଭବିଷ୍ୟତ ପାଇଁ ନିବେଶ ହେବ । ପରିବାରର ମଧୁର ସମ୍ପର୍କ ଯୋଡି ହୋଇ ରହିବ ।

ବୃଷ: ଆପଣଙ୍କ ପ୍ରେମ ଜୀବନରେ ଗ୍ରହଣଶୀଳତା ଓ ସମ୍ଵେଦନଶୀଳତାର ବହୁତ ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ, ଆପଣଙ୍କ ନକାରାତ୍ମକତା ମଧ୍ୟବର୍ତ୍ତୀ ସ୍ତରର ଫଳାଫଳ ଦେଇପାରେ । ଅନ୍ୟମାନଙ୍କ ସମସ୍ୟା ସମୟରେ ଆପଣ ଜଣେ ଯୋଦ୍ଧା ହୋଇଯାଆନ୍ତି କିନ୍ତୁ ନିଜ ଘର କଥା ଭୁଲିଯାଆନ୍ତି ।

ମିଥୁନ: ଭାବନାତ୍ମକ ଓ ସାମଗ୍ରୀକ ସୁରକ୍ଷାର ଆଜି ସମାନ ଗୁରୁତ୍ଵ ରହିବ । ଆପଣ ଭଲ ପାଇବାକୁ ଚାହାନ୍ତି, କିନ୍ତୁ ନିଷ୍ପତ୍ତି ନେଇ ପାରିବେ ନାହିଁ । ପାଠ ପଢାରେ, ଆପଣଙ୍କ ମନରେ ଯାହା ସମସ୍ୟାର ସମାଧାନ ପାଇ ନିଷ୍ପତ୍ତି ନେଇଥିବେ ତାହା କରିବେ ।

କର୍କଟ: ଅସୁବିଧା ସମୟରେ କଷ୍ଟ ବେଳେ ଆଗକୁ ବଢିବା ଠିକ ହେବ । ସବୁ ସମସ୍ୟାର ସମାଧାନ କରିବାକୁ ହେବ । କିନ୍ତୁ ଆପଣ ବିଶ୍ଵାସ କରନ୍ତି ଯେ ଅସୁବିଧା ସମୟରେ, ଅସୁବିଧା ଠାରୁ ଦୂରରେ ରହିବା ଭଲ । ଯେହେତୁ ଆଜି ଦିନଟି ଆପଣଙ୍କର ନୁହେଁ, ଆପଣ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଓ କାମଗୁଡିକ ସ୍ଥଗିତ କରିପାରନ୍ତି ।

ସିଂହ: ଅନ୍ୟଜଣକ ମନ୍ତବ୍ୟ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ । ଆପଣଙ୍କ ରାଗ ନିୟନ୍ତ୍ରଣ କରନ୍ତୁ, ଯେହେତୁ ଅନ୍ୟ ସମ୍ବେଦନଶୀଳ ସଙ୍କେତ ମଧ୍ୟ ଦେଖା ଦେଉଛି । ତେଣୁ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ପରିସ୍ଥିତିକୁ ଜଟିଳ କରନ୍ତୁ ନାହିଁ । ଯୁକ୍ତିତର୍କରୁ ଦୂରେଇ ରହନ୍ତୁ, ନହେଲେ ଆଇନଗତ ସମସ୍ୟା ସୃଷ୍ଟି ହେବ ।

କନ୍ୟା: ଆପଣଙ୍କ ରାଶି ଚକ୍ର ପାଇଁ ଏହି ଭାବପ୍ରବଣତା ଭରା ଦିନ ବିଶେଷ ଭାବରେ ସ୍ବପ୍ନ-ଭଳି ଗୁଣ ପ୍ରତିଫଳନ କରୁଛି । ଆପଣଙ୍କ କୌଶଳ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହେଉଥିବା ବ୍ୟକ୍ତିଙ୍କ ବ୍ୟତିତ, ଆପଣ ଜଣକ ପାଇଁ ଅତ୍ୟଧିକ ପ୍ରେମ ଘୋଷଣା କରିପାରନ୍ତି । ଆଗକୁ ଚାଲନ୍ତୁ, ଏହା ଆପଣଙ୍କ ପାଇଁ ଭାଗ୍ୟଶାଳୀ ହୋଇପାରେ ।

ତୁଳା: ଆପଣଙ୍କ ଜୀବନର ପ୍ରତ୍ୟେକ କ୍ଷେତ୍ର ପାଇଁ ଆଜି ଦିନ ଭାଗ୍ୟଶାଳୀ ରହିବ । ବର୍ତ୍ତମାନ ସୁଦ୍ଧା ଆପଣ ହୁଏତ ସବୁଠାରୁ ଅଧିକ ସଫଳତା ପ୍ରାପ୍ତ କରିଥାଇପାରନ୍ତି । ଆପଣଙ୍କ ପାଇଁ ଆଜି ସହଜ ଦିନ ରହିବ, କାରଣ କୌଣସି କାର୍ଯ୍ୟ କରିବା ପାଇଁ ଆପଣଙ୍କୁ ସଂଘର୍ଷ କରିବାକୁ ପଡିବ ନାହିଁ । ତେଣୁ ଆଶା କରନ୍ତୁ ଯେ ସମସ୍ତ କାର୍ଯ୍ୟ ସହଜରେ ଶେଷ ହେବ କିମ୍ବା ସମାଧାନ ହେଉ । ଘରେ ପ୍ରିୟଜନଙ୍କ ସହିତ ମାହୋଲ ପ୍ରେମଭରା ଏବଂ ଖୁସିଭରା ରହିବ ।

ବିଛା: ଆଜି ଆପଣ ସମୟକୁ ଆତିବାହିତ କରିବାକୁ ଚାହୁଁଥିଲେ ବି ଅତିକ୍ରମ କରିପାରିବେ ନାହିଁ । ଛୁଟି ସହଜରେ ପାଇପାରିବେ ନାହିଁ । ଆଜି ସହଜରେ କାମ କରିପାରିବେ ନାହିଁ କିମ୍ବା ସହଜରେ କାମରେ ଧ୍ୟାନ ଦେଇପାରିବେ ନାହିଁ । ସଂକ୍ଷେପରେ କହିବାକୁ ଗଲେ ସଂଘର୍ଷ କରିବାକୁ ପଡିବ । ଆପଣ ମାନ୍ଦା ଅନୁଭବ କରିବେ ଏବଂ ଦିନସାରା ବ୍ୟସ୍ତ ରହିବେ ।

ଧନୁ: ଭାବପ୍ରବଣତା ଏବଂ ଆବେଗତା, ଦୁର୍ଭାଗ୍ୟବସତଃ, ଆଜି ଆପଣଙ୍କୁ ଘେରି ରହିବ । ସାଧାରଣ ଭାବରେ ଏହାର ଅର୍ଥ ଯେ ଆପଣଙ୍କର ଭାବ ପ୍ରବଣତା ପ୍ରଦର୍ଶନ କରି କିଛି ଲାଭବାନ ହେବ ନାହିଁ , କାରଣ ଏହାର କୌଣସି ଅନ୍ତ ନାହିଁ । ଏହାକୁ ନିୟନ୍ତ୍ରଣ ରଖନ୍ତୁ ।

ମକର: ଆଜି ଆପଣଙ୍କ ଅର୍ନ୍ତଜ୍ଞାନ ବହୁତ ଭଲ ରହିବ, ଯାହା ଦ୍ଵାରା ଆପଣ ସମ୍ମାନ ଓ ମାନ୍ୟତା ପାଇବେ । ଅବଶ୍ୟ, ଆପଣ ସବୁ ଦିନ ଏପରି ଭାଗ୍ୟବାନ ହେବେ ନାହିଁ, ସେଥିପାଇଁ ଯେତେ ସମ୍ଭବ ଆପଣଙ୍କ ଅନ୍ତଜ୍ଞାନକୁ ବ୍ୟବହାର କରନ୍ତୁ, କାରଣ ଆପଣ ଜାଣିଛନ୍ତି ଅନ୍ତଜ୍ଞାନ ସବୁବେଳେ ଠିକ ନ ହୋଇପାରେ ।

କୁମ୍ଭ: ଆପଣ ଆନନ୍ଦ ଅନୁଭବ କରିବେ ଏବଂ ନିଜର ସଫଳତା ଏବଂ ଉତ୍ତମ ଜୀବନର ଝଲକ ପ୍ରତିଫଳିତ ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ, ଆପଣଙ୍କ ଖ୍ୟାତି ଏବଂ ସହକର୍ମୀମାନଙ୍କ ମଧ୍ୟରେ ସମ୍ମାନ ମଧ୍ୟ ବୃଦ୍ଧି ହେବ । ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ ଏବଂ ଆପଣ ନିର୍ଭରଶୀଳ ହେବେ । ଘରେ ମଧ୍ୟ ଭଲ ସମୟ ଅତିବାହିତ କରିବେ । ପରିବାର ସହିତ ପ୍ରେମଭାବ ଏବଂ ହସଖୁସୀରେ ସମୟ ବିତିବ ।

ମୀନ: ଯଦି ଆପଣ ଏକ ଗୀତ ଲେଖିପବା କିମ୍ବା ବ୍ଲଗ୍‌ରେ କିଛି ସେୟାର କରିବାକୁ ନେଇ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ଆପଣ ଏପରିକି ଏକ ନୁଆ କ୍ଷେତ୍ରକୁ ପ୍ରବେଶ କରିପାରନ୍ତି ଏବଂ ଆପଣଙ୍କ ପାଖରେ ଥିବା ଏକ ସୁନ୍ଦର କଳ୍ପନାତ୍ମକ ସୃଷ୍ଟି ଦୁନିଆକୁ ଉପକାର ସଦୃଶ ଦେଇପାରେ । ଆପଣଙ୍କ ପ୍ରେମିକା ଆପଣ ତାଙ୍କର ପ୍ରଶଂସା କରିବେ । ଛାତ୍ର ଏବଂ ସେମାନଙ୍କର ଶିକ୍ଷା ପାଇଁ ଏକ ଉକୃଷ୍ଟ ସମୟ ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.