ETV Bharat / bharat

ଅକ୍ଟୋବର 31 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ, ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଅକ୍ଟୋବର 31 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ଅକ୍ଟୋବର 31 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
author img

By

Published : Oct 31, 2022, 12:31 AM IST

ମେଷ: ଆଜି ଲାଭ ପ୍ରାପ୍ତ କରିବା ପାଇଁ ଆପଣ ଅନାବଶ୍ୟକ ଯୁକ୍ରିତର୍କ, ଅର୍ଥହୀନ ତର୍କ ଏବଂ ପ୍ରତିକୂଳ ମନୋଭାବରୁ ଦୂରରେ ରହନ୍ତୁ । ଅନ୍ୟଥା ଆପଣଙ୍କ ପାଇଁ ଭାରି ପଡିବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ । କାର୍ଯ୍ୟ ସମାପ୍ତ କରିବା ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସମାପ୍ତ କରିବା ଏକ ସମସ୍ୟା ହେବ ନାହିଁ। ଆଜି ହସ ଖୁସିରେ ଦିନ କାଟିବେ।

ବୃଷ: ଆଜି ଦିନ ଭଲରେ କଟିବ ନାହିଁ। ତେଣୁ କାର୍ଯ୍ୟ ଆରମ୍ଭ କରିବା ପୁର୍ବରୁ କିମ୍ବା କୌଣସି ଜିନିଷରେ ଆପଣ ନିଜକୁ ସଂପୃକ୍ତ କରିବା ପୁର୍ବରୁ ପୁନଃ ଭାବନ୍ତୁ। ଆଜି ନୂଆ କାର୍ଯ୍ୟ ଏବଂ ପ୍ରକଳ୍ପ ହାତକୁ ନୁଅନ୍ତୁ ନାହିଁ କାରଣ ଏହା ଫଳପ୍ରଦ ହୋଇ ନପାରେ । ଏହା ପରିବର୍ତ୍ତେ ଆପଣ ନିଜର ପ୍ରୀୟ ଅଭ୍ୟାସ ଏବଂ ମନ-ତାଜା କରିବା କାର୍ଯ୍ୟରେ ଲିପ୍ତ ରହନ୍ତୁ। ଏହା ଆପଣଙ୍କ ବ୍ୟାକୁଳତା ଏବଂ ଷ୍ଟ୍ରେସ୍‌ କମ୍‌ କରିବାରେ ସାହାଯ୍ୟ କରିବ ।

ମିଥୁନ: ଆଜି ଦିନଟି ମିଶାମିଶି ରହିବ। ପ୍ରଥମ ଭାଗ ଆମୋଦପ୍ରମୋଦ, ଖୁସୀ ଏବଂ ଉତ୍ତମ ସ୍ୱାସ୍ଥ୍ୟକୁ ପ୍ରତିନିଧିତ୍ୱ କରୁଛି ଏବଂ ଦ୍ୱିତୀୟ ଭାଗ ଆପଣଙ୍କ ପାଇଁ ଅସୁବିଧା ଆଣିଦେବ । ତେଣୁ ଦିନର ଅଧିକାଂଶ ସମୟ ମଙ୍ଗଳକାରୀ କାର୍ଯ୍ୟରେ ବିତାନ୍ତୁ ଏବଂ ତା ସହିତ ବନ୍ଧୁ ଏବଂ ପରିବାର ବର୍ଗଙ୍କ ସହିତ ମିଳାମିଶା ଏବଂ ଆନନ୍ଦ ଉଲ୍ଲାସରେ କାଟନ୍ତୁ ।

କର୍କଟ: ପ୍ରତ୍ୟେକ କ୍ଷେତ୍ର ବ୍ୟକ୍ତିଗତ, ପେଶାଗତ କିମ୍ୱା ସାମାଜିକ ହେଉ, ଆପଣ ପ୍ରକୃତରେ ପ୍ରଭାବଶୀଳ ରହିବେ । ବିପୁଳ ଅର୍ଥ ଲାଭ ହେବ, ପେଶାଦାରଙ୍କ ପାଇଁ ପଦୋନ୍ନତି ଏବଂ ଦରମାରେ ବୃଦ୍ଧି ମଧ୍ୟ ହୋଇପାରେ । ଆଜି କୌଣସି ପ୍ରକାର ଭୁଲ ହେବ ନାହିଁ । କାର୍ଯ୍ୟର ଗୁଣବତ୍ତାରେ କମ୍‌ ନ ହୋଇ ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟ ସୀମାରେ ସମାପ୍ତ ହୋଇପାରିବ। ଫଳରେ ଅଫିସ୍‌ର ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଭାବିତ ହେବେ ।

ସିଂହ: ଆଜି ସମସ୍ତ ଦୃଷ୍ଟିକୋଣରୁ ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ଅଛନ୍ତି । ଘରେ, ପରିବେଶ ବନ୍ଧୁତ୍ୱପୁର୍ଣ୍ଣ ଏବଂ ଶାନ୍ତ ରହିବ ଏବଂ ଅଫିସ୍‌ରେ ପରିବେଶ ଅନୁକୂଳ ରହିବ ।ଜଙ୍କ ଫୁଡ ଏବଂ ରେଷ୍ଟୁରାଣ୍ଟ୍‌ରୁ ଦୁରେଇ ରହନ୍ତୁ। ଫଳରେ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ବ୍ୟବସାୟୀ ମାନଙ୍କ ପାଇଁ ଲାଭଦାୟକ ହେବ ଏବଂ ଭଲ ଭାଗ୍ୟ ଆଣିଦେବ ।

କନ୍ୟା: ଆଜିର ଦିନ ଅସୁବିଧା ଏବଂ କଷ୍ଟଭରା ରହିବ । ଯଦି ଆପଣ ମନ, ଶରୀର ଏବଂ ମନୋବୃତ୍ତି ଆଶାବାଦୀ ରଖିବାରେ ସଫଳ ହେବେ। ତେବେ ଆଜିର ସମସ୍ତ ପ୍ରତିବନ୍ଧକ ଅତିକ୍ରମ କରିପାରିବେ । ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଆପଣଙ୍କ ପାଇଁ ଏକ ପରୀକ୍ଷାର ଦିନ ରହିବ ଯେହେତୁ ଆପଣଙ୍କର ମାଆଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପରିବାର ସଦସ୍ୟ ଯଶ ହାନୀ ହୋଇପାରେ। ଟଙ୍କା ଅତ୍ୟଧିକ ଖର୍ଚ୍ଚ ହୋଇପାରେ। ତେଣୁ ପରିପକ୍ୱତାର ସହିତ ସମସ୍ୟା ସମାଧାନ କରନ୍ତୁ ଏବଂ ପ୍ରତ୍ୟେକ ପଦକ୍ଷେପରେ ସତର୍କତା ଅବଲମ୍ବନ କରନ୍ତୁ ।

ତୁଳା: ସମସ୍ତ ଆରମ୍ଭ ଭଲରେ ଶେଷ ହୋଇ ନଥାଏ । ଯଦି ଆପଣ ନୂଆ କାର୍ଯ୍ୟ କିମ୍ୱା ନୂଆ ପ୍ରକଳ୍ପ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ତେବେ ସକାଳ ସମୟରେ ହିଁ ଆରମ୍ଭ କରନ୍ତୁ, ଏହା ଫଳପ୍ରଦ ହୋଇପାରେ । କାରଣ ଅପରାହ୍ନରେ ଆପଣ ଶାରିରୀକ ଏବଂ ମାନସିକ ଭାବରେ କ୍ଲାନ୍ତ ଅନୁଭବ କରିପାରନ୍ତି । ଏଭଳି କାର୍ଯ୍ୟ ଆପଣ ଆରମ୍ଭ କରିବେ ନାହିଁ ଯାହାକି ଆପଣଙ୍କ ପାଇଁ କଷ୍ଟଦାୟକ ଏବଂ ମନରେ ଷ୍ଟ୍ରେସ୍‌ ଦେବ ।

ବିଛା: ଆଜିର ଦିନ ହତାଶରେ ଆରମ୍ଭ ହେବ ଏବଂ ଆଶାବାଦୀରେ ଶେଷ ହେବ । ସକାଳରେ ସବୁ ଦୃଷ୍ଟିକୋଣରୁ କଷ୍ଟକର ହେବ, ବିଶେଷ ଭାବରେ ପେଶାଦାର ଦୃଷ୍ଟିକୋଣରୁ । ଅଧିକ କାର୍ଯ୍ୟଭାର ଏବଂ ଆଶାନୁରୁପ ଫଳ ପ୍ରାପ୍ତ ନକରିବା ଆପଣଙ୍କ ଉତ୍ସାହକୁ କମ୍‌ କରିଦେବ। କିନ୍ତୁ ଅପେକ୍ଷା କରନ୍ତୁ ସନ୍ଧ୍ୟା ବେଳକୁ ପରିସ୍ଥିତିରେ ଉନ୍ନତି ହେବ । ଘରେ ଆପଣ କଳହ ଏବଂ ଅର୍ଥହୀନ ଯୁକ୍ତିତର୍କରୁ ଦୁରେଇ ରହନ୍ତୁ ।

ଧନୁ: ଆପଣଙ୍କ ପାଇଁ ଆଜିର ଦିନ ସାଧାରଣ ରହିବ । ଦିନର ପ୍ରଥମ ଭାଗରେ ଖୁସୀ ଏବଂ ସନ୍ତୁଷ୍ଟିର ବର୍ଷା ହେବ। କିନ୍ତୁ ଦିନର ଦ୍ୱିତୀୟ ଭାଗରେ ଆପଣ ଅସୁବିଧାର ସମ୍ମୁଖୀନ ହେବେ । ଆର୍ଥିକ ଲାଭ, ସାମାଜିକ ପରିଦର୍ଶନ ଏବଂ ମନ୍ଦିରକୁ ଯାତ୍ରା ହେବାର ସମ୍ଭାବନା ରହିଛି । ଦ୍ୱିତୀୟ ଭାଗ ଆପଣଙ୍କ ପାଇଁ ସହାୟକ ଏବଂ ସାହାଯ୍ୟକାରୀ ହେବ ।

ମକର: ଆଜି ସକାଳ ସମୟରେ ଆପଣ‍ଙ୍କ ପାଇଁ କିଛି ସମସ୍ୟା ରହିବ। କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଦିନର ପ୍ରଥମ ଭାଗରେ ଆପଣ ଅତ୍ୟନ୍ତ ସଜାଗ ଏବଂ ଯତ୍ନଶୀଳ ରହନ୍ତୁ। ଗାଡି ଅଧିକ ସ୍ପିଡ କରନ୍ତୁ ନାହିଁ କାରଣ ଦୁର୍ଘଟଣା ହେବାର ସମ୍ଭାବନା ରହିଛି ।

କୁମ୍ଭ: ଆଜି ଆପଣଙ୍କ ପାଇଁ ଏକ ଫଳପ୍ରଦ ଦିନ । ସାମାଜିକ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଫଳପ୍ରଦ ହେବ । ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତି କଷ୍ଟକର ହେବ, ଯେହେତୁ ଘରର ପରିବେଶ ଶାନ୍ତରୁ ଶାନ୍ତ ଅପ୍ରିତିକର ଆଡକୁ ଗତି କରିବ । ପରିବାରରେ ଅପ୍ରିତିକର ପରିବେଶ ସ୍ୱହାର୍ଦପୂର୍ଣ୍ଣ ଏବଂ ଶାନ୍ତତାକୁ ନଷ୍ଟ କରିଦେବ ।

ମୀନ: ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଜି ଆପଣ ଉନ୍ନତି କରିବେ । ସାମାଜିକ ଦୃଷ୍ଟିକୋଣରୁ ଆପଣଙ୍କ ସମ୍ମାନରେ ବୃଦ୍ଧି ହେବ ଏବଂ ପେଶାଦାର ଦୃଷ୍ଟିକୋଣରୁ ପଦୋନ୍ନତି ହୋଇପାରେ ଏବଂ ଆର୍ଥିକ ଲାଭ ମଧ୍ୟ ହୋଇପାରେ । ଅବଶ୍ୟ ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଭଲ ରହିବ । ଆଜିର ଜୀବନ ଆପଣଙ୍କ ପାଇଁ ଖୁସୀ, ଶାନ୍ତତା ଏବଂ ସନ୍ତୁଷ୍ଟିର ଉପଯୁକ୍ତ ସନ୍ତୁଳନ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.