ETV Bharat / bharat

ଅକ୍ଟୋବର ୩୦ ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ, ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଅକ୍ଟୋବର ୩୦ ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ଅକ୍ଟୋବର ୩୦ ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
author img

By

Published : Oct 30, 2022, 12:00 AM IST

ମେଷ: କ୍ଲାନ୍ତି, ଆଳସ୍ୟ ଓ ଇଦାସିନତା ଆପଣଙ୍କର ଆଜିର ଶତ୍ରୁ ଅଟନ୍ତି । ସେମାନେ ମିଳିତ ଭାବେ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଆପଣଙ୍କ ଶାରିରୀକ ଓ ମାନସିକ ସ୍ଥିତିକୁ ଦୋହଲାଇଦେବେ ଏବଂ ଆପଣଙ୍କୁ କ୍ରୋଧିତ କରାଇବେ । ଯେଉଁମାନେ କୌଣସି ଘଟଣାରେ ଆପଣଙ୍କୁ ଅଯଥାରେ ହଇରାଣରେ ପକାଇବାପାଇଁ ଚେଷ୍ଟା କରିବେ, ଆପଣ ସେହି ଲୋକଙ୍କୁ ପ୍ରତିରୋଧ କରନ୍ତୁ । କୌଣସି ଧାର୍ମିକ ସ୍ଥାନକୁ ପର୍ଯ୍ୟଟନ ଲାଗି ଯିବାର ଯୋଜନା କରିବା ପାଇଁ ଆଜି ସବୁଠାରୁ ଶୁଭଦିନ ଅଟେ ।

ବୃଷ: ଆଜି ଆପଣ କଳ୍ପନା ରାଜ୍ୟରେ ଅନୁଧାବନ କରେବେ । କର୍ମକ୍ଷେତ୍ରରେ କିଛି ଅଲଗା କରୁଥିବାରୁ ସହଯୋଗୀଙ୍କ ଠାରୁ ଚାପ ଅନୁଭବ କରିବେ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସୁସ୍ଥ ମନରେ ଚିନ୍ତା କରନ୍ତୁ ଓ ନିଶ୍ଚିତ ରୁହନ୍ତୁ ।

ମିଥୁନ: ଅତ୍ୟନ୍ତ ଫଳପ୍ରଦ ଦିନ ଆପଣଙ୍କ ଅପେକ୍ଷାର ରହିଛି । ଦୈନିକ ଦିନଚର୍ଯ୍ୟା ବ୍ୟତୀତ ଘର କାମରେ ଧ୍ୟାନ ଦେବେ । କୌଣସି ବସ୍ତୁକୁ ବିକ୍ରି କରିଵା ପାଇଁ ଆଜି ଉତ୍ତମ ଦିନ ଅଟେ । କୌଣସି କାର୍ଯ୍ୟ କରିବା ପାଇଁ ଇଚ୍ଛା କରିଥିଲେ ଆଜି ତାହା କରନ୍ତୁ ।

କର୍କଟ: ଯେଉଁମାନେ ସରକାରୀ, ସମାଜସେବା ଅଥବା ନୁଆକାମ କରିବାକୁ ଯାଉଛନ୍ତି ସେମାନେ ନିଜର ମନମୁତାବକ କାର୍ଯ୍ୟ୍ୟସ୍ଥଳରେ ଅତ୍ୟଧିକ ଉପକୃତ ହେବେ। ସ୍ତ୍ରୀଙ୍କସହ ଆନନ୍ଦରେ ଓ ପାଖରେ ଥିବା ପ୍ରିୟଜନଙ୍କ ସହ ଆନନ୍ଦ ଉଲ୍ଲାସରେ ଦିନସାରା ଭରିରହିବ।

ସିଂହ: ଆପଣଙ୍କ ପାଇଁ ଆଜିର ଦିନ ଏକ ଖରାପ ଓ ଆନ୍ତରିକ ଦିନ ଅଟେ । ଶାରୀରିକ ଓ ମାନସିକ ସ୍ଥିତି ବହୁସମୟ ଧରି ଏକତ୍ର ରହିବେ ଏବଂ ଆପଣଙ୍କ କାର୍ଯ୍ୟଦକ୍ଷତା ବଢାଇବାରେ ସହାୟ ହେବ । ବିନା କାର୍ଯ୍ୟଦକ୍ଷତାରେ ପରିପୂର୍ଣ ହୋଇ ନୂତନ ସଫଳତା ସହିତ ସନ୍ତୋଷ ହେବେ । ଏହି କଥା ଆପଣଙ୍କ ପର ପିଢିକୁ ଆପଣଙ୍କ ଜନ୍ମ ପତ୍ରିକା ସୂଚାଇଦେଇଥାଏ । ତେଣୁ ସେମାନଙ୍କ ଠାରୁ ସୁସମ୍ବାଦ ଆଶାକରିପାର । ଏହି ଭାଗ୍ୟବାନ ଦିନଟି ଅନ୍ୟମାନଙ୍କ ସହିତ ବାଣ୍ଟିବାକୁ ବା ସମାଜ କଲ୍ଲ୍ୟାଣରେ ଲଗାଇବାକୁ ଚେଷ୍ଟା କରନ୍ତୁ ।

କନ୍ୟା: ଆପଣ ଆଜି ନିଜକୁ ଦିନସାରା ନିଷ୍କ୍ରିୟ ଓ ତନ୍ଦ୍ରାଳୁ ମନେକରିବେ । କିନ୍ତୁ ଆଜି ଏକ ସାଧାରଣ ଦିବସ ଅଟେ । ଆଜି ଆପଣଙ୍କ ଶାରୀରିକ ଅସୁସ୍ଥତା ଏବଂ ମାଆଙ୍କର ଅସୁସ୍ଥତା ଆପଣଙ୍କ ମୁଣ୍ଡବ୍ୟଥାର କାରଣ ହୋଇପାରେ । ଜଣେ ପ୍ରିୟଜନଙ୍କ ସଙ୍ଗେ ସାମାନ୍ୟ ଝଗଡା, ଜନସାଧାରଣଙ୍କ ମିଥ୍ୟା ଅପବାଦ କିମ୍ୱା ହଠାତ୍‍ ଖର୍ଚ୍ଚ ବୃଦ୍ଧି ଆପଣଙ୍କୁ ମଧ୍ୟ ଚିନ୍ତାଗ୍ରସ୍ତ କରିପାରେ । ଜଳାଶୟ ଏବଂ ମହିଳାଙ୍କ ଠାରୁ ଦୂରେଇ ରୁହନ୍ତୁ । ନିଜର ସମ୍ପତ୍ତି ଓ ଗୃହର ଯାବତୀୟ ଦରକାରୀ କାଗଜପତ୍ରକୁ ସୁରକ୍ଷିତ କରି ରଖନ୍ତୁ ।

ତୁଳା: ଆଜି ଆପଣଙ୍କ ପାଇଁ ଏକ ସୌଭାଗ୍ୟଶାଳୀ ଓ ଆମୋଦ ପ୍ରମୋଦର ଦିନ ଅଟେ । ବନ୍ଧୁ ବାନ୍ଧବ ଓ ଭାଇ ଭଉଣୀଙ୍କ ସହ ଏକ ଧର୍ମୀୟ ସ୍ଥାନକୁ ଯିବାପାଇଁ ଯୋଜନା କରିପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିବ । ନୂଆ ଦୁଃସାହାସିକ କାର୍ଯ୍ୟ କରିବାକୁ ଉତ୍ସାହିତ ହେବେ ଏବଂ ସଫଳ ହେବେ । ବିଦେଶରୁ ଶୁଭ ଖବର ପାଇବେ. ଆପଣ ଲାଭଜନକ ବ୍ୟବସ୍ଥାରେ ପୁଞ୍ଜି ଲଗାଣ କରିବେ । ଆପଣ ନିଜର ଭାଇଙ୍କ ସହ ଘର ଓ ପରିବାର ବିଷୟରେ ତେଜସ୍ୱୀ ଆଲୋଚନା କରିବାରେ ବ୍ୟସ୍ତ ରହିପାରନ୍ତି ।

ବିଛା: ନିଜର ପରିବାରର ସଦସ୍ୟ କିମ୍ୱା ସାମାଜିକ ସ୍ତରରେ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି । ତେଣୁ ମତଭେଦ ହେବା ପରି ଘଟଣାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ଏହିଭଳି କିଛି ଭ୍ରାନ୍ତିକୁ ଦୂର କରିବାକୁ ପ୍ରାଣପୂର୍ବକ ଚେଷ୍ଟା କରନ୍ତୁ । ନିଜକୁ ଏହିଭଳି ସ୍ଥିତିରୁ ମୁକୁଳିବାକୁ ଚେଷ୍ଟା ନକଲେ ସାଧାରଣ ସ୍ୱାସ୍ଥ୍ୟଗତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଯଥା ଖର୍ଚ୍ଚକୁ ରୋକିବାକୁ ଚେଷ୍ଟା କରନ୍ତୁ ଏବଂ ନୀତିଶାସ୍ତ୍ର ସମ୍ୱନ୍ଧୀୟ ପ୍ରତିଦ୍ୱନ୍ଦିତା ପାଇ ଆହ୍ୱାନ ପରି କାର୍ଯ୍ୟକ୍ରମଠାରୁ ଦୂରେଇ ରୁହନ୍ତୁ । ବିଦ୍ୟାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ଧନୁ: ଆପଣ ଏକ ତୀର୍ଥ ଯାତ୍ରାରେ ଯାଇପାରନ୍ତି । ଆପଣଙ୍କ ଯୋଜନା ଅନୁସାରେ ଆପଣ ଆପଣଙ୍କ କାର୍ଯ୍ୟ ସମାପ୍ତ କରିପାରନ୍ତି । ଆପଣଙ୍କର ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଆପଣ ଉତ୍ସାହୀ ଏବଂ ଉଲ୍ଲାସ ଅନୁଭବ କରିପାରନ୍ତି । ପରିବାରରେ ଏକ ଶୁଭ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ । ପ୍ରିୟଜନଙ୍କ ସହିତ ମିଳନ ହେବ ଏବଂ ଏହା ଦିନସାରା ଆପଣଙ୍କୁ ହସଉଲ୍ଲାସ ମନରେ ରଖିବ ।

ମକର: ଧାର୍ମିକ ଏବଂ ଆଧ୍ୟାତ୍ମିକ ବିଷୟ ଗୁଡିକରେ ଆପଣଙ୍କ ମନ ଆକର୍ଷିତ ରହିବ ଏବଂ ସେଥିପାଇଁ ଆପଣ ବ୍ୟସ୍ତ ରହିବେ । ଆପଣ କୋର୍ଟ ସମସ୍ୟାରେ ମଧ୍ୟ ବାନ୍ଧି ହୋଇପାରନ୍ତି । ବ୍ୟବସାୟ ସମ୍ପର୍କିତ ବିଷୟରେ ଆପଣଙ୍କ ବିରୋଧି ସୃଷ୍ଟି ହୋଇପାରନ୍ତି । ଆପଣଙ୍କ ପ୍ରୀୟଜନଙ୍କ ଯଶରେ ହାନି ପହଞ୍ଚିପାରେ ।

କୁମ୍ଭ: ଆଜି ଆପଣଙ୍କ ପାଇଁ ଏକ ଅନୁକୂଳ ଦିନ । ବ୍ୟବସାୟୀମାନେ ଲାଭ ପାଇବାର ସମ୍ଭାବନା ରହିଛି । ସାଙ୍ଗମାନଙ୍କ ସହିତ ମିଳନ ହେତୁ ଆପଣଙ୍କ ମନ ଉଲ୍ଲାସ ରହିବ । ସାଙ୍ଗମାନଙ୍କ ସହିତ ଆପଣ ଏକ ଯାତ୍ରାରେ ଯାଇପାରନ୍ତି । ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଆଜି ହେଉଛି ଉପଯୁକ୍ତ ଦିନ ।

ମୀନ: ବ୍ୟବସାୟ ପାଇଁ ଆଜି ହେଉଛି ଏକ ଭଲ ଦିନ । ଆପଣଙ୍କ ପ୍ରଚେଷ୍ଟା ସଫଳତାରେ ପରିଣତ ହେବ ଏବଂ ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ପଦନ୍ନୋତି ହୋଇପାରେ । ବ୍ୟବସାୟୀମାନେ କେବଳ ଲାଭ କରିବେ ତାହା ନୁହେଁ, ସେଥିରେ ମଧ୍ୟ ଅନେକ ଉନ୍ନତି କରିବେ । ବାପାଙ୍କଠାରୁ ଲାଭ ମିଳିପାରେ । ପରିବାରରେ ପରିବେଶ ଆନନ୍ଦ ଉଲ୍ଲାସରେ ଭରା ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.