ETV Bharat / bharat

ନଭେମ୍ବର 2 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ - ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ, ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ନଭେମ୍ବର 2 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Nov 2, 2022, 12:01 AM IST

ମେଷ: ଆଜି ଦିନଟି ଯାତ୍ରାପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ। ଆପଣଙ୍କ ବ୍ୟବସାୟରେ ସଂପୃକ୍ତ ଥିବା ବ୍ୟବସାୟୀଙ୍କ ଠାରୁ ଆପଣ ଅର୍ଥ ଆଦାୟ କରିବେ । ସେମାନେ ପରିଶୋଧ କରିଥିବା ଅର୍ଥ ଆପଣ ନିଜର ବ୍ୟବସାୟର ଅଭିବୃଦ୍ଧି ନିମନ୍ତେ ଲଗାଇବେ । ଆପଣଙ୍କ ପୁଞ୍ଜିକୁ ପୁଞ୍ଜି ବିନିଯୋଗ ସଂସ୍ଥାରେ ଖଟାଇଲେ ଳାଭଜନକ ଫେରସ୍ତ ପାଇପାରନ୍ତି । ଗୃହରେ ଏକ ବନ୍ଧୁମିଳନ ଘଟି ଏକ ବଣଭୋଜିର ଯୋଜନା କରିପାରନ୍ତି କିମ୍ଵା ଗୃହର କୌଣସି ଏକ ଶୁଭକର୍ମ ପାଇଁ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିପାରନ୍ତି | ମାତ୍ର ହଠାତ୍‍ ଆପଣଙ୍କ ଧର୍ମପତ୍ନୀଙ୍କ ଅସୁସ୍ଥତା ଯୋଗୁଁ ଆପଣ କରିଥିବା ଯୋଜନାସବୁ କାର୍ଯ୍ୟକାରୀ ହୋଇନପାରେ ।

ବୃଷ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ | ଗୋଟିଏ ଦିଗରେ ଆପଣଙ୍କୁ ସୁଫଳ ପ୍ରାପ୍ତ ହେଲେ ଅନ୍ୟଦିଗରେ ଅସଫଳତା ମିଳିପାରେ | ଆପଣଙ୍କ ସନ୍ତାନ ସନ୍ତତିଙ୍କ ପାଠପଢାରେ ଉନ୍ନତ ଖବର ଶୁଣି ଖୁସିହେବାବେଳେ ଆପଣଙ୍କର ପ୍ରତିଦ୍ୱନ୍ଦୀ ମାନେ ଇର୍ଷାନ୍ୱିତ ହୋଇ ଆପଣଙ୍କ କାର୍ଯ୍ୟରେ ବାଧ ସୃଷ୍ଟି କରିବେ | ସେମାନେ ଆପଣଙ୍କୁ ଯୁକ୍ତିତର୍କ ବଳରେ ଅବ୍ୟବସ୍ଥିତ କରିବାକୁ ଚେଷ୍ଟାକରିବେ | ଏଥିପାଇଁ ଆପଣ ସବୁବେଳେ ମାନସିକ ଅଶାନ୍ତି ଭୋଗ କରିବେ | ଧୈର୍ଯ୍ୟ ଧରନ୍ତୁ, କିଛି ଶୃତିମଧୁର ସଙ୍ଗୀତକୁ ଉପଭୋଗ କରନ୍ତୁ | ଯାହା ମନେହୁଏ ଘଟଣାଟା ସେତେ ଖରାପ ନୁହେଁ | ସୂର୍ଯ୍ୟାସ୍ତ ପରେ ଆପଣଙ୍କର ଗ୍ରହମାନେ ଶୁଭଫଳ ପ୍ରଦାନ କରିବେ ଏବଂ ଆପଣ ଖୁସିରେ ସମୟ କାଟିବେ | ବ୍ୟବସାୟରେ ଶୁଭଫଳ ପାଇବା ସଙ୍ଗେସଙ୍ଗେ ପାରିବାରିକ ଜୀବନ ସୁଖମୟ ହେବ |

ମିଥୁନ: ଆପଣଙ୍କ ପାଇଁ ଏହି ଦିନଟି ଘଟଣା ପୂର୍ଣ୍ଣ ରହିବ | ନକାରାତ୍ମକ ବିଚାର ଠାରୁ ଦୁରେଇ ରହନ୍ତୁ ନଚେତ ଏହା ଆପଣଙ୍କୁ ନିରାଶ ଓ ଉଦାସ କରି ଛାଡିବ | ଅବୈଧ କାର୍ଯ୍ୟ ଆପଣଙ୍କୁ ବିପଦରେ ପକାଇ ପାରେ | ଆପଣ ଖାଉଥିବା ଖାଦ୍ୟ ଉପରେ ସତର୍କ ଦୃଷ୍ଟି ରଖନ୍ତୁ, ନଚେତ ଅସ୍ଵାସ୍ଥ୍ୟକର ଖାଦ୍ୟ ଆପଣଙ୍କୁ ଅସୁବିଧା କରିପାରେ | ତଥାପି, ସନ୍ଧ୍ୟା ସମୟରେ ଜିନିଷ ଗୁଡିକ ଭଲ ଆଡକୁ ପରିବର୍ତ୍ତନ ହୋଇପାରେ | ଯଦ୍ୟପି ଆପଣଙ୍କ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଝଗଡା ଏକ ଭଲ ବିଚାର ନୁହେଁ, ଆପଣ ଆରମ୍ଭ କରିଥିବା ଯୋଜନା ଏବଂ ସେହି ଭଳି ଯୋଜନା ପାଇଁ ଆପଣଙ୍କ ବ୍ୟବସାୟକୁ ପ୍ରୋତ୍ସାହନ ମିଳିବାର ସମ୍ଭାବନା ଅଛି |

କର୍କଟ: ଆପଣ କାହା ସହିତ ଅତି ଭାବୁକ ହୋଇ ମିଶି ପାରନ୍ତି; ଏବଂ ମନରେ ଏହାର ଦୃଢ ବନ୍ଧନ ହୋଇପାରେ | ଏହା ବନ୍ଧୁ ମାନଙ୍କ ସହ ମିଶି ଆନନ୍ଦିତ ହେବା, ଖୁସି ମନେଇବାର ସମୟ; ସିନେମା ଦେଖିବା, ଖେଳିବା ପରି ମନୋରଞ୍ଜକ କାର୍ଯ୍ୟ ଖୋଜନ୍ତୁ ଯାହା ଆପଣଙ୍କ ଅବକାଶ ର ମଜ୍ଜା କୁ ଦ୍ଵିଗୁଣିତ କରିବ | ତଥାପି, ସନ୍ଧ୍ୟା ସମୟରେ ଏହା ଆପଣଙ୍କୁ ଉତ୍ତେଜିତ କରିପାରେ, ତେଣୁ ଆପଣଙ୍କ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ | ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଭଲ ଦିନ ନୁହେଁ | ଆପଣ ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି, ସତର୍କତାର ସହ ଗାଡି ଚଲାନ୍ତୁ |

ସିଂହ: ଆର୍ଥିକ ସାଧନ ବ୍ୟବସ୍ଥା କରିବା ପାଇଁ ଏବଂ ବ୍ୟବସାୟ କୁ ବୃଦ୍ଧି କରିବା ପାଇଁ ଏହା ଏକ ଉପଯୁକ୍ତ ଦିନ ଅଟେ | ବ୍ୟବସାୟୀ ମାନଙ୍କ ପାଇଁ, ଆପଣଙ୍କ ଦଳ, ବିଶେଷ କରି ଆପଣଙ୍କ କନିଷ୍ଠ ଏବଂ ଅଧିନସ୍ଥ କର୍ମଚାରୀ ମାନେ ଲାଭାନ୍ୱିତ ହେବାର ସମ୍ଭାବନା ଅଛି | ସୁଧ ଏବଂ ନିବେଶ ରୁ ଆର୍ଥିକ ଲାଭ ପାଇବାର ମଜଭୁତ ସଂକେତ କାର୍ଡରୁ ମିଳୁଛି | ଏହା ଆପଣଙ୍କ ଆର୍ଥିକ ଅଭାବ ସମ୍ବନ୍ଧୀୟ ସମସ୍ତ ଅସୁବିଧା କୁ ବିଲୋପ କରିଦେବ | ଅନ୍ତରଙ୍ଗ ବନ୍ଧୁ ମାନଙ୍କ ସହିତ ଏକ ଛୋଟ ଭ୍ରମଣ ର ଆୟୋଜନ କରନ୍ତୁ; କିଣା କିଣି, ଖିଆ ପିଆ ଏବଂ ଆମୋଦ ପ୍ରମୋଦ କରନ୍ତୁ – ଉତ୍ସବ ପାଳନ କରନ୍ତୁ |

କନ୍ୟା: ଆପଣଙ୍କ ଆଲମାରୀ କୁ ଏକ ନୂଆ ରୁପ ଦେବା ପାଇଁ ନୂଆ ଢଙ୍ଗର ସୁନ୍ଦର ସାଜିଲା କପଡା କିଣିବାକୁ ଯାଉଥିବାରୁ ବହୁତ ଉତ୍ସାହିତ ଜଣା ପଡୁଛନ୍ତି | କଳାତ୍ମକ ବସ୍ତୁ ଏବଂ କଳାକୃତି ଆଡକୁ ରୁଚି କରିବାକୁ ପ୍ରେରିତ କରୁଛନ୍ତି |ବ୍ୟବସାୟୀ ଏବଂ ପେଶାଦାର ଉଭୟଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ ଏକ ଫଳପ୍ରଦ ଦିନ ଅଟେ| ଆପଣ ଆପଣଙ୍କ ପ୍ରତିଦ୍ଵନ୍ଦୀ ମାନଙ୍କ ଠାରୁ ଉନ୍ନତ ପ୍ରମାଣିତ ହେବା କାରଣରୁ ଆଜି ଦିନର ବାକି ସମୟ ଆପଣଙ୍କୁ ଖୁସି କରିବ | ଆପଣଙ୍କ ପାଇଁ ଏହା ଏକ ଅତ୍ୟୁତମ ଦିନ ଅଟେ!

ତୁଳା : ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ | ଆଜିର କ୍ଲାନ୍ତିଜନକ ଦିନରେ ଅପଣ ମନସିକ ଦୁଃଶ୍ଚିନ୍ତା ଘେରରେ ଶିଥିଳତା ପ୍ରଦର୍ଶନ କରିବେ | ବହୁଦିନ ଚାପ ଯୋଗୁଁ ଆପଣ ଏହି ଫଳାଫଳ ଭୋଗ କରିବେ | ତେଣୁ ବର୍ତ୍ତମାନ ଭାବିବାକୁ ସମୟ ଅଛି | ଆପଣ ଧୈର୍ଯ୍ୟ ନହରାଇ ଶାନ୍ତ ରୁହନ୍ତୁ | ନିଜ ପରିବାରରେ ଥିବା ମନୋମାଳିନ୍ୟକୁ ଦୂର କରିବାକୁ ଚେଷ୍ଟା କରନ୍ତୁ | ନଚେତ୍‍ ଏହା ଆପଣଙ୍କ ଆୟତ୍ତ ବାହାରକୁ ଚାଲିଯାଇପାରେ | ସାମାଜିକ ଜୀବନରେ ଅଜ୍ଞାତ ଭାବେ ଏକ ଲଜ୍ଜାଜନକ ପରିସ୍ଥିତିକୁ ସାମନା କରିପାରନ୍ତି | ମାତ୍ର ମଧ୍ୟାହ୍ନ ସୁଦ୍ଧା ଏହା ଶୀଘ୍ର ସମାଧାନ ହୋଇଯିବ | ଆପଣ ନିଜକୁ ଚିତ୍ରକଳା କିମ୍ଵା ସୃଜନାତ୍ମକ କାର୍ଯ୍ୟକଳାପରେ ବ୍ୟସ୍ତ ରହିବେ |

ବିଛା: ବହୁଦିନରୁ ଆପଣଙ୍କର ସମ୍ପତ୍ତି ଜନିତ ଚାଲିଥିବା ମକଦ୍ଦମାର ଆଜି ପରିସମାପ୍ତି ଘଟିବ | ଦିନଟି ଭଲରେ କଟିବ | ସୌଭାଗ୍ୟବଶତଃ ଘରର କେତେକ ସମସ୍ୟାକୁ ସମାଧାନ କରିବାକୁ ସକ୍ଷମ ହେବେ | ବ୍ୟବସାୟରେ ସମସ୍ତ ପ୍ରକାରର ସୁଫଳ ମିଳିବ | ପ୍ରତିଦ୍ୱନ୍ଦୀ ମାନେ ଆପଣଙ୍କ ଠାରୁ ପରାଜୟ ସ୍ୱୀକାର କରିବେ | ଭାଇ ଭଉଣୀଙ୍କ ସଙ୍ଗେ ଆମୋଦ ପ୍ରମୋଦ କରିବେ | ଦିବସର ଶେଷାର୍ଦ୍ଧ ଆଡକୁ ଅପ୍ରୀତିକର ଘଟଣା ଘଟିବ ଯାହାଦ୍ୱାରା ଆପଣ ମାନସିକ ଆଘାତ ପାଇପାରନ୍ତି, ଅପମାନିତ ହୋଇପାରନ୍ତି କିମ୍ଵା ଖର୍ଚ୍ଚାନ୍ତ ହୋଇପାରନ୍ତି | ଏଥିପାଇଁ ଆପଣଙ୍କର ବାରମ୍ଵାର ସ୍ପୃହା ରହିବନି କି ଭଲରେ ନିଦ ବି ହେବନି | ଏହା ଫଳରେ ଆପଣ ଅସୁସ୍ଥ ହୋଇପାରନ୍ତି | ସତର୍କତା ଅବଲମ୍ଵନ କରନ୍ତୁ |

ଧନୁ: ଆଜି ଦିନଟି ବିଶେଷତଃ ବିଦ୍ୟାର୍ଥୀ, ଶିକ୍ଷା ବିଭାଗୀୟ କର୍ମଚାରୀ ଏବଂ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଶୁଭ ଦିନ ଅଟେ | ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ | ଆପଣ ନିଜ ଉଦ୍ୟମ ଫଳରେ ସବୁକ୍ଷେତ୍ରରେ ଉତ୍ତମ ଫଳ ପାଇବେ | ବ୍ୟବସାୟରେ ଅର୍ଥଲାଭ ହେବ | ବୃତ୍ତିଧାରୀଙ୍କ ନିମନ୍ତେ ଅନୁରୂପ ଫଳ ପ୍ରାପ୍ତି ହୋଇପାରେ | ମଧ୍ୟାହ୍ନ ପରେ ଗ୍ରହମାନଙ୍କ ଶୁଭଦୃଷ୍ଟି ପଡିପାରେ | ସନ୍ଧ୍ୟା ବେଳକୁ ଆପଣ ମାନସିକ ଶାନ୍ତି ଆପଣଙ୍କୁ ଉତ୍ତେଜିତ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ଅସଫଳ ରହିବେ | ଆପଣ ନିଜର ବନ୍ଧୁ ଓ ପରିବାରର ସଦସ୍ୟଙ୍କ ସହ ରାତ୍ର ଭୋଜନର ସ୍ୱାଦ ଖୁସିମନରେ ଉପଭୋଗ କରିବେ |

ମକର: ଆଜି ଆପଣ ନିଜକୁ ଆଧ୍ୟାତ୍ମିକ ଚିନ୍ତାଧାରାରେ ମଗ୍ନ ରହିବେ | ଆପଣ ଆଜି ଦାର୍ଶନିକ ତତ୍ତ୍ୱ, ଅଧ୍ୟାତ୍ମବାଦ ଏବଂ ଭଗବାନଙ୍କ ବିଚିତ୍ର ସୃଷ୍ଟି ବିଷୟରେ ଜ୍ଞାନ ଅର୍ଜନ କରିବାକୁ ଆଗ୍ରହାନ୍ୱିତ ହେବେ | ଏହାର ପ୍ରଭାବ ଆପଣଙ୍କ କର୍ମଶୈଳୀରେ ପ୍ରକାଶିତ ହେବ | ଆପଣଙ୍କର ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଠିକ୍‍ ସମୟରେ ସମ୍ପୂର୍ଣ୍ଣ କରିବେ | ପୁଞ୍ଜି ଲଗାଣ କ୍ଷେତ୍ରରେ ପ୍ରଚୁର ଅର୍ଥ ଫେରିପାଇବେ | ସମ୍ପୂର୍ଣ୍ଣ ଦିବସଟିକୁ ଆପଣ ମୌଜ ମଜଲିସରେ କାଟିବେ | କୌଣସି କାରଣରୁ ବେଳେବେଳେ ଆପଣ ନିଜେ ବାଛିଥିବା ରାସ୍ତାରୁ ଅଲଗା ରାସ୍ତାରେ ଯାଇ ନିଜର ସାମର୍ଥ୍ୟକୁ କ୍ଷୟ କରିପାରନ୍ତି | ଆପଣ ନିଜ କ୍ରୋଧକୁ ପରିତ୍ୟାଗ କରି ଦିନଟିକୁ ମନଭରି ଉପଭୋଗ କରନ୍ତୁ |

କୁମ୍ଭ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ | ଆପଣ ପ୍ରତିକ୍ଷେତ୍ରରେ ସତର୍କତା ଅବଲମ୍ଵନ କରିବାକୁ ପରାମର୍ଶ ଦିଆଯାଉଛି | ଆପଣ ଦୀର୍ଘ ସମୟ ଧରି ଧାର୍ମିକ ଓ ଆଧ୍ୟାତ୍ମିକ ଅନ୍ୱେଶଣରେ ସମ୍ୟ କାଟିବେ | ଏହା ମାତ୍ର ଆପଣ ଏହି କର୍ମରେ ଲିପ୍ତ ରହିଲେ ଆପଣଙ୍କର ସ୍ତ୍ରୀ ଓ ପରିବାରର ସଦସ୍ୟଙ୍କ ସହ ଝଗଡା ହୋଇପାରେ ଯାହା ପାଇଁ ଆପଣ ଉଦାସୀନ ରହିବେ | କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଆପଣ ଯଦି ଡାକ୍ତରଙ୍କ ସହ ବହୁ ଆଗରୁ ଆଲୋଚନା କରିଥାନ୍ତି, ତାହାହେଲେ ଆଜି କରେଇ ନିଅନ୍ତୁ | ମଧ୍ୟାହ୍ନ ବେଳକୁ ଆପଣଙ୍କ ଭୋଗିଥିବା ସବୁ ଯନ୍ତ୍ରଣାର ଅବସାନ ଘଟିବ | ମାନସିକ ଶାନ୍ତି ଫେରିଆସିବା ଆପଣଙ୍କ କାର୍ଯ୍ୟ ଅତି କ୍ଷୀପ୍ର ଗତିରେ ଆଗେଇବ ଏବଂ ହାକିମଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ହେବ | ଆପଣ ନିଜେ ଏହାର ସ୍ୱାଦ ଉପଭୋଗ କରିବେ |

ମୀନ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିବ | ଦିବସର ପ୍ରଥମାର୍ଦ୍ଧରେ କାର୍ଯ୍ୟରେ ଏବଂ ବ୍ୟବସାୟରେ ସଫଳତା ହାସଲ କରିବେ | ଜଣେ ବନ୍ଧୁ ବା ସହକର୍ମୀ ଯିଏ ନିକଟରେ ବିଦେଶରୁ ଫେରିଥିବେ, ତାହଙ୍କଠାରୁ ଉପହାର ପାଇବେ | ବନ୍ଧୁମାନଙ୍କ ସହ ହସଖୁସିରେ କଟାଇବେ | ଦିବସର ଦ୍ୱିତୀୟାର୍ଦ୍ଧରେ ଗ୍ରହମାନଙ୍କ ଶୁଭଦୃଷ୍ଟି ନ ଥିବାରୁ ସରକାରୀ କାର୍ଯ୍ୟ ବା ବ୍ୟବସାୟ ସଂକ୍ରାନ୍ତୀୟ ଆଇନଗତ କାର୍ଯ୍ୟକଳାପରେ ଆପଣଙ୍କୁ ସତର୍କତା ଅବଲମ୍ଵନ କରିବାକୁ ପଡିପାରେ | ଆପଣଙ୍କ ଉପରେ ନ୍ୟସ୍ତ ଥିବା କାର୍ଯ୍ୟ କରିବାକୁ ଆଦୌ ସ୍ପୃହା ହେବନାହିଁ | ମାନସିକ ଶାନ୍ତି ପାଇବାକୁ ହେଲେ ଆପଣ ପ୍ରାର୍ଥନା କରନ୍ତୁ | ଯୋଗ କରିବା ଦ୍ୱାରା ମନ ହାଲ୍‍କା ହୋଇପାରେ |

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.