ETV Bharat / bharat

ସେପ୍ଟେମ୍ବର ୨୭ ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ - ଆଜିର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ସେପ୍ଟେମ୍ବର ୨୭ ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Sep 27, 2022, 12:01 AM IST

ମେଷ: ଆଜି ଘରୋଇ ଦୃଷ୍ଟିକୋଣରୁ ଶୁଭ ଅଟେ । ଆର୍ଥିକ ସଫଳତା ଏବଂ ହସ କୌତୁହଳପୂର୍ଣ୍ଣ ଭ୍ରମଣର ଯୋଗ ରହିଛି । ଆପଣଙ୍କର ଭାବପ୍ରବଣତା ନିୟନ୍ତ୍ରଣ କରିବା ପାଇଁ ଅଧିକ ଯତ୍ନ ନିଅନ୍ତୁ । ଆପଣଙ୍କ କାର୍ଯ୍ୟ ପାଇଁ ଆପଣ ପ୍ରଶଂସା ଏବଂ ପୁରସ୍କାର ପାଇବାର ସମ୍ଭାବନା ରହିଛି । ପାରିବାରିକ ସ୍ଥିତି ଭଲ ରହିବ ।

ବୃଷ: ଆଜି ଆପଣଙ୍କ ଶାରିରୀକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ଏବଂ ବସ୍ତୁଗତ ସଫଳତା ଆପଣଙ୍କ ଅପେକ୍ଷାରେ ଅଛି । ଆପଣ ପ୍ରସ୍ତୁତ କରିଥିବା ଯୋଜନା କାର୍ଯ୍ୟରେ ପରିଣତ ହେବ । ଆପଣଙ୍କ ଉପରେ ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ସହଜରେ ସମାପ୍ତ ହେବ । ଆପଣଙ୍କ ମନ ହସଖୁସୀରେ ଭରା ରହିବ । ଏହି ଖୁସୀ ଅନ୍ୟମାନଙ୍କ ସହିତ ମଧ୍ୟ ବାଣ୍ଟନ୍ତୁ ।

ମିଥୁନ: ଆପଣ ଅନ୍ୟମାନଙ୍କୁ ନିଜର ନମ୍ର-ବ୍ୟବହାର ଏବଂ ମିଠା କଥାରେ ପ୍ରଭାବିତ କରିପାରିବେ । ଏହା ଆପଣଙ୍କୁ ଅନେକ ପ୍ରକାରରେ ସାହାଯ୍ୟ କରିବ । ବୌଦ୍ଧିକ ଦୃଷ୍ଟିକୋଣରୁ ଆପଣଙ୍କର ବିକାଶ ହେବ । ଆପଣଙ୍କ ଦୃଷ୍ଟିକୋଣରେ ମଧ୍ୟ ହଠାତ୍‌ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ, ଉଭୟ ଶାରିରୀକ ଏବଂ ମାନସିକ ଭଲ ରହିବ ।

କର୍କଟ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଆଜିର ଦିବସର ପ୍ରାରମ୍ଭରୁ ପ୍ରତି ପଦକ୍ଷେପରେ ନିଶ୍ଚିତ ଭାବେ ଆଗେଇବା ପାଇଁ ଉତ୍ସାହିତ ହେବେ । ଆପଣ ଆଜି ଦିନରେ ଅତ୍ୟଧିକ ସମ୍ଵେଦନଶୀଳ ରହିବେ । ମାନସିକ ଚାପ ଓ ଉତ୍କଣ୍ଠିତ ମନ ଆପଣଙ୍କ ମନ ଓ ଶରୀରକୁ ଚଳଚଞ୍ଚଳ କରିବ ନାହିଁଷ ଏହାର କୁପ୍ରବାବ ଯୋଗୁଁ ଆପଣ ଚିନ୍ତାଗ୍ରସ୍ତ ରହିବେ । ପରିବାରର ସଦସ୍ୟଙ୍କ ସହ ମତାନ୍ତର ଓ ମନୋମାଳିନ୍ୟ ଘଟିପାରେ । ତେଣୁ ସେମାନଙ୍କୁ ଶାନ୍ତ ମନରେ ବୁଝାବୁଝି କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଖର୍ଚ୍ଚର ପରିମାଣ ଅଶାତୀତ ଭାବରେ ବୃଦ୍ଧି ପାଇପାରେ ।

ସିଂହ: ଆପଣ ନିଜର ମିଷ୍ଠଭାଷୀ ବ୍ୟକ୍ତିତ୍ୱ ଏବଂ ଶାନ୍ତଶିଷ୍ଟ ବ୍ୟବହାର ପାଇଁ ସମସ୍ତଙ୍କର ହୃଦଯକୁ ଜୟ କରିପାରିବେ । ଏଥିପାଇଁ ଆପଣ ନିଜର ସହକର୍ମୀଙ୍କ ସାହାଯ୍ୟ ଓ ସହୟୋଗ ପାଇପାରିବେ । ଆପଣ ପ୍ରତିକ୍ଷେତ୍ରରେ ସଫଳତା ହାସଲ କରିବାରେ ସମର୍ଥ ହେବେ । ନିଜର ଏହି ନମ୍ର ଗୁଣ ଯୋଗୁଁ ପାରିବାରିକ ଜୀବନ ମଧୁମୟ ହେବ । ନିଜର ପ୍ରତିଦ୍ୱନ୍ଦୀ ମାନେ ପରାଜିତ ହେବେ । ଏହା ଲୋକମାନଙ୍କ ସହ ରଖିଥିବା ଉତ୍ତମ ସମ୍ପର୍କର ପରିଣାମ ଅଟେ । ଭାବିଚିନ୍ତି କାର୍ଯ୍ୟକରନ୍ତୁ |

କନ୍ୟା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳଦାୟକ ଅଟେ । ଆପଣଙ୍କର ପ୍ରଥମ ଭାଷଣରେ ଲୋକଙ୍କର ଧ୍ୟାନକୁ ମୋହିତ କରିବାରେ ସମର୍ଥ ହେବେ । ଏହା ଫଳରେ ସେମାନଙ୍କର ସ୍ନେହ ଓ ପ୍ରଶଂସାରେ ଆପଣ ପୋତିହୋଇ ପଡିବେ । ଏହା ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ଉପହାର ଅଟେ । ନିଜର ଏହି ଗୁଣଯୋଗୁଁ ବନ୍ଧୁଙ୍କ ସହିତ ଉତ୍ତମ ବନ୍ଧୁତ୍ୱ ସ୍ଥାପନ କରିପାରିବେ । ନିଜର ମେଧାବୀ ସାହାସ ବିଜ୍ଞଲୋକଙ୍କ ସହ ଆଲୋଚନା ଓ ତର୍କରେ ଉଚ୍ଚ ପ୍ରଶଂସିତ ହେବେ ।

ତୁଳା: ଆଜି ଦିନଟିକୁ ଆପଣ କଷ୍ଟରେ କାଟିପାରନ୍ତି । ନିଜର ଶାରୀରିକ ଓ ମାନସିକ ଅସୁସ୍ଥତା ଯୋଗୁଁ ଆପଣ ଅସନ୍ତୋଷ ଭାବ ପ୍ରକାଶ କରିବା ସହ ନିଜକୁ ଦୁର୍ବଳ ଓ ଅସମର୍ଥ ବୋଲି କ୍ରୋଧାନ୍ୱିତ ହୋଇପାରନ୍ତି । ଏହାଫଳରେ ବନ୍ଧୁ ଓ ପ୍ରିୟଜନଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ । ତେଣୁ ନିଜକୁ ଯୁକ୍ତିତର୍କରୁ ଦୂରେଇ ରହିବା ସହ ନମ୍ର ଏବଂ କୋମଳ ବ୍ୟବହାର ପ୍ରଦର୍ଶନ କରନ୍ତୁ । ଅପରାହ୍ନରେ ଧୀରେଧୀରେ ଉନ୍ନତି ପରିଲକ୍ଷିତ ହୋଇପାରେ ।

ବିଛା: ଗ୍ରହମାନଙ୍କର ଶୁଭ ଦୃଷ୍ଟିରୁ ଆଜି ଦିନଟି ଆପଣଙ୍କୁ ଆନନ୍ଦ ପ୍ରଦାନ କରିପାରେ । ଏହାର ଶୁଭ ନିଦର୍ଶନ ସ୍ୱରୁପ ଆପଣଙ୍କର ବ୍ୟବସାୟ ଓ ବୃତ୍ତିରେ ଅର୍ଥଲାଭ ହୋଇପାରେ । ନିଜର ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ଆପଣ ଏକ ସୁଖମୟ ପରିଭ୍ରମଣର ଯୋଜନା କରିପାରନ୍ତି । ମାତ୍ର ନିଜର ଖର୍ଚ୍ଚପ୍ରତି ସତର୍କତା ଅବଲମ୍ଵନ କରନ୍ତୁ । ମଧ୍ୟାହ୍ନ ପରେ ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ । ସେଥିପାଇଁ ଆପଣ ଅତ୍ୟଧିକ ଭୋଜନ କରନ୍ତୁ ନାହିଁ ।

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ସୁଫଳ ପାଇବେ । ଗୃହରେ ଏବଂ ଅଫିସରେ ସୁସ୍ଥ ବାତାବରଣ ଯୋଗୁଁ ଏହା ସମ୍ଭବପର ହୋଇପାରେ । ବନ୍ଧୁ ଏବଂ ପରିବାରବର୍ଗଙ୍କ ସହ ଆପଣ ପରିଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି । ନିଜ ବୃତ୍ତିରେ ବହୁ ପରିମାଣରେ ଉପକୃତ ହେବା ସହ ଆପଣଙ୍କର ପଦୋନ୍ନତି ହେବାର ୟଥେଷ୍ଟ ସମ୍ଭାବନା ଅଛି । ଦରମା ବୃଦ୍ଧି ମଧ୍ୟ ହୋଇପାରେ । ସାମାଜିକ କ୍ଷେତ୍ରରେ ଆପଣଙ୍କର ସୁନାମ ଓ ଖ୍ୟାତି ବୃଦ୍ଧି ପାଇବ। ଶାରୀରିକ ସୁସ୍ଥତା ଦିନତମାମ ବଜାୟୀ ରହିବ ।

ମକର: ଆଜି ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ଆପଣ ଯଦି କିଛି ନୂଆ ଯୋଜନାର ଶୁଭାରମ୍ଭ କରିବାକୁ ମନସ୍ଥ କରିଛନ୍ତି, ତାହେଲେ ତୁରନ୍ତ ତାହାକ କାର୍ଯ୍ୟକାରୀ କରନ୍ତୁ । ଆଜିର ଦିନଟି ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ଅଟେ । ବ୍ୟବସାୟୀଙ୍କ ନିମନ୍ତେ ଏହି ଦିନଟି ଆଶୀର୍ବାଦ ସୂଚକ ମନେ ହୋଇପାରେ । ତେଣୁ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।

କୁମ୍ଭ: ଆଜି ଆପଣ ନିଜକୁ ଶାନ୍ତ, ନମ୍ର ଭାବକୁ ଆପଣେଇ ନେଲେ ଦିବସଟି ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ବୋଲି ମନେହେବ । ନିଜର କ୍ରୋଧକୁ ସମ୍ଵରଣ କଲେ ସବୁ କାର୍ଯ୍ୟରେ ସଫଳତା ହାସଲ କରିପାରିବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ମନେହେବ । ଆପଣ ନିଜର ତର୍କବିତର୍କ ମନୋଭାବକୁ ଦମନ କରି ପରିସ୍ଥିତିକୁ ଧୀରସ୍ଥିର ଚିତ୍ତରେ ସୁଧାରି ନେଇପାରିବେ । ମଧ୍ୟାହ୍ନ ପରେ ସବୁଦିଗରୁ ସୁଖଶାନ୍ତି ପ୍ରାପ୍ତିର ଯୋଗ ରହିଛି, ପାରିବାରିକ କ୍ଷେତ୍ରରେ ଏହା ଅଧିକ ପରିଦୃଷ୍ଟି ହୋଇପାରେ ।

ମୀନ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିପାରେ । ଦିବସର ପ୍ରଥମାର୍ଦ୍ଧରେ ଆପଣ ନିଜର ବନ୍ଧୁ ଓ ପ୍ରୀୟଜନଙ୍କ ସହ ମୌଜ ମଜଲିସ କରିବାପାଇଁ ପରିଭ୍ରମଣରେ ଯିବାର ଯୋଜନା କରିପାରନ୍ତି । କର୍ମଜୀବିଙ୍କ କ୍ଷେତ୍ରରେ ସେମାନେ ନିର୍ବିଘ୍ନରେ ବା କୌଣସି କାର୍ଯ୍ୟରେ ସଫଳତା ଲାଭ କରିବେ । ଯୁଗ୍ମ ବ୍ୟବସାୟରେ ସହକର୍ମୀଙ୍କ ସହଯୋଗ ତଥା ଉତ୍ତମ ବୁଝାମଣା ଯୋଗୁଁ ବ୍ୟବସାୟରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେବ । ମଧ୍ୟାହ୍ନ ପରେ ଆପଣ ସ୍ୱାସ୍ଥ୍ୟରେ ସାମାନ୍ୟ ଅବନତି ଘଟିପାରେ । ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.