ETV Bharat / bharat

Horoscope: ଡିସେମ୍ବର 27 ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Dec 27, 2022, 12:01 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

horoscope
horoscope

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଭଲ ଅଟେ। ଜାତକରେ ଦେଖାଯାଏ ଆଜି ଅନେକ ସାମଜିକ କାର୍ଯ୍ୟ ସାଙ୍ଗ ଓ ବନ୍ଧୁ ମାନଙ୍କ ସହ କରିବେ। ତେଣୁ ଏକ ସୁବର୍ଣ୍ଣ ସୁଯୋଗ ଅଟେ। ବଣଭୋଜି ଅଥବା ଦର୍ଶନୀୟସ୍ଥଳ ପରିଦର୍ଶନରେ ଯାଆନ୍ତୁ। ସାଙ୍ଗସାଥିଙ୍କ ସହିତ ତୁମର ସଂପର୍କ ଅତିବଢିଆ ରହିବ, ଏବଂ ସେମାନଙ୍କ ଅନ୍ତରରେ ତୁମକୁ ସାହାଯ୍ୟ କରିବାପାଇଁ ଇଛା ସୃଷ୍ଟି କରିପାରିବ। ଜଗି ରଖି ଖର୍ଚ୍ଚ କରନ୍ତୁ, ଅଧିକ ପ୍ରାଚୁର୍ଯ୍ୟରେ ଖର୍ଚ କରନ୍ତୁ ନାହିଁ। କୌଣସି ନ ମିଳିବା ସ୍ଥାନରୁ ଆର୍ଥିକ ଲାଭର ସମ୍ଭାବନା ଅଛି। ନକ୍ଷତ୍ର ମାନଙ୍କର ଏହି ଚମତ୍କାର ସଂଯୋଗ ତୁମର ଆନନ୍ଦର କାରଣ ହେବ। ତୁମ ପିଲାମାନେ ମଧ୍ୟ ଅନେକ ସାହାଯ୍ୟ କରିବେ।

ବୃଷ: ତୁମେ ସମସ୍ତ କାର୍ଯ୍ୟ ସ୍ୱଳ୍ପ ଚେଷ୍ଟାରେ ସମାପନ କରିବାପାଇଁ ସକ୍ଷମ ଅଟ। ତେଣୁ ଯଦି ଚାହୁଛନ୍ତି ତେବେ ନୁତନ କାମରେ ଲାଗିପଡନ୍ତୁ। ଗ୍ରହ ମାନେ ସହାୟ ହେବେ ଚାକିରି କ୍ଷେତ୍ରରେ ଉନ୍ନତି, ପଦୋନ୍ନତି ପାଇଁ। ବିବାହିତ ମାନେ ଜାଣିପାରିବେ ଏବଂ ବୁଝି ପାରିବେ ଯେ ଏହିଭଳି ଦିନରେ ସେମାନଙ୍କ ସୁଖର ସ୍ୱପ୍ନ କେତେ ମିଠା ଓ ସୁନ୍ଦର ଅଟେ। ଶେଷରେ ତୁମେ ପ୍ରତିଷ୍ଠା ଅର୍ଜନ କରିବ।

ମିଥୁନ: ତୁମ ମନ ଚିନ୍ତାରେ ପୁରି ରହିବ । କାମରେ ମନ ଲଗାଇବା ପାଇଁ ଅସହାୟ ମନେ କରିବେ । ବ୍ୟର୍ଥ ଖର୍ଚ୍ଚ ହେବ । ସାଙ୍ଗ ସାଥି ମାନେ ଅସୁବିଧାର କାରଣ ହେବେ । ପିଲାମାନଙ୍କ ଚିନ୍ତାରେ ବ୍ୟସ୍ତ ରହିବେ । ବ୍ୟର୍ଥ କାର୍ଯ୍ୟରେ ବ୍ୟସ୍ତ ରହିବେ ।ଅଫିସ କାମରେ ଦୁଃଖ ପାଇପାରନ୍ତି।

କର୍କଟ: ଆଜି ତୁମର ଦିନଟି ଦୁଃଖ ପୂର୍ଣ୍ଣ ହେବ । ଅସ୍ତ୍ରୋପଚାର ହେବ । ସବୁ କାମ ବଳି ପଡିବ । ନିଜର ଦକ୍ଷତା ଉପରେ ଭରଷା ରଖ । ଅସାମାଜିକ କାର୍ଯ୍ୟରୁ ଦୂରେଇ ରହନ୍ତୁ । ଖରାପ କାମ ଦୁଃଖର କାରଣ ହେବ । କାର୍ଯ୍ୟାଳୟରେ କାମ କରିବା ପାଇଁ ଅନିଚ୍ଛା ପ୍ରକାଶ କରିବେ ।ଘରର ପରିବେଶ ଖରାପ କରନ୍ତୁ ନାହିଁ । ଚିନ୍ତା ପୂର୍ଣ୍ଣ ଦିନଟି ଅଳସ୍ୟ ଆଣିବ | ନିଜେ ଠିକ ରୁହନ୍ତୁ |

ସିଂହ: ଗତକାଲି ପରି ଆଜି ମଧ୍ୟ ଆପଣଙ୍କ ଦିନଟି ସେତେ ଭଲରେ କଟିବ ନାହିଁ । ସାଙ୍ଗ ହୋଇ କରୁଥିବା ବ୍ୟବସାୟରେ ବନ୍ଧୁଙ୍କ ରୁକ୍ଷ ବ୍ୟବହାର ମନକୁ ଅଶାନ୍ତ କରିପାରେ | ନିଜର ବିଶ୍ୱାସରେ ଅନ୍ୟକୁ ସରଳ ଭାବି ରହିଗଲେ ତାହା ନିଜପାଇଁ ହାନିକାରକ ବୋଲି ସାବ୍ୟସ୍ତ ହୋଇପାରେ । ନିଜର ସ୍ୱାସ୍ଥ୍ୟ ଭଲ ରହିବ, ମାତ୍ର ପତ୍ନୀଙ୍କ କ୍ଷେତ୍ରରେ ବିପରୀତ ଦେଖାଦେଇପାରେ । ମନକୁ ହାଲ୍‍କା ରଖିବାକୁ ସମୁଦ୍ରକୂଳକୁ ବୁଲିବାକୁ ଯାଆନ୍ତୁ । ଦିନରେ ଭୋଗିଥିବା ଯନ୍ତ୍ରଣା ଆପେଆପେ ଦୂର ହୋଇଯିବ ।

କନ୍ୟା: ଆଜି ଦିନଟି ଶୁଭଙ୍କର ଅଟେ । ପରିବାରର ସଦସ୍ୟ ଏବଂ ବନ୍ଧୁବାନ୍ଧବଙ୍କ ଗହଣରେ ଆମୋଦ ପ୍ରମୋଦରେ ସୁଅ ଛୁଟିବ । ଶାନ୍ତ ପରିବେଶ ମଧ୍ୟରେ ଆପଣଙ୍କ ମନ ପ୍ରଫୁଲ୍ଲ ରହିବ । ଶରୀର ପୁର୍ବାବସ୍ଥା ଠାରୁ ଆହୁରି ଭଲ ରହିବ। ଆର୍ଥିକ ଅବସ୍ଥା ଅତି ସ୍ୱଛଳ ସାମାଜିକ ଜୀବନରେ ପ୍ରତିଷ୍ଠିତ ହୋଇପାରନ୍ତି । ସହକର୍ମୀ ମାନଙ୍କ କାର୍ଯ୍ୟରେ ସହଯୋଗ କରିବେ | ସବୁଦିଗରୁ ଶୁଭଖବର ଆପଣଙ୍କୁ ଉଲ୍ଲସିତ କରିବ ।

ତୁଳା: ମନଯୋଗ ଦେଇ ଯେଉଁ କାର୍ଯ୍ୟଟିରେ ହାତ ଦେବେ ତାହା ସଫଳତା ଲାଭ କରିବ । ଆପଣଙ୍କର ଚିନ୍ତନଶୀଳ ମନୋବୃତ୍ତି ଏବଂ ଧୀଶକ୍ତି ଯୋଗୁଁ ନିଜକୁ ଗୋଟିଏ ସ୍କୁଲ ବାଳକ ପରି ଭାବିବେ ଏବଂ ଗୋଟିଏ ଆନନ୍ଦଦାୟକ ବାଟରେ ଆଗେଇ ପାରନ୍ତି । ବିଦେଶରୁ ବାନ୍ଧବୀଙ୍କ ଠାରୁ କିମ୍ୱା ନିଜର ସନ୍ତାନ ଠାରୁ ଶୁଭଖବର ପାଇଁ ଆତ୍ମସନ୍ତୋଷ ଲାଭ କରିବେ । ଗ୍ରହର ସୁପ୍ରଭାବରୁ ସବୁ ମଙ୍ଗଳମୟ କାର୍ଯ୍ୟ କରିବାକୁ ଇଛା କରିପାରନ୍ତି। ଏହା ଆପଣ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିପାରେ ।

ବିଛା: ପାରିବାରିକ ଜୀବନରେ ସୁଖଶାନ୍ତି ଫେରିଆସିପାରେ । ଦିନଟି ସୁଖରେ କାଟିବାକୁ ହେଲେ ଧର୍ମପତ୍ନୀଙ୍କସହ ଆପୋଷ ବୁଝାମଣା କରିବାକୁ ପଡିପାରେ । ତେଣୁ କୌଣସି ନାଟକୀୟ ଢଙ୍ଗରେ ଗୃହରେ ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ | କୌଣସି ନାଟକୀୟ ଢଙ୍ଗରେ ଗୃହରେ ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ | କୌଣସି ବାନ୍ଧବୀଙ୍କ ସହ ବ୍ୟବସାୟିକ କଥାବାର୍ତ୍ତା ପାଇଁ ଅନ୍ୟ ଦିନ ସ୍ଥିର କରନ୍ତୁ । ପହଁରିବାର ଯୋଜନାକୁ ସ୍ଥଗିତ ରଖନ୍ତୁ। ଆଜି ଦିନଟି ଶରୀର ଓ ମନକୁ ବିଶ୍ରାମ ଦିଅନ୍ତୁ। ନିଜକୁ ଏପରି ଘଟଣାରେ ସଂଷ୍ଲିଷ୍ଟ କରନ୍ତୁ ନାହିଁ ଯାହା ଆପଣଙ୍କ ସମ୍ମାନ ଓ ଧନ ହାନି କରାଇବ | ଭାବିଚିନ୍ତି କାର୍ଯ୍ୟକଲେ ଏପରି କାର୍ଯ୍ୟରେ ଠକିଯିବେନି । ବାରମ୍ୱାର ନିରୀକ୍ଷଣ କରି ଦରକାରୀ କାଗଜରେ ଦସ୍ତଖତ କରନ୍ତୁ ।

ଧନୁ: ଆଜି ଏକ ଭଲ ଦିନ ତୁମ ଜାତକରେ ଅଛି। ତୁମ ବାନ୍ଧବୀଙ୍କ ସହ କଥା ଓ କାମରେ ସଂପର୍କ ନୀବିଡ ହେବ। ଏବଂ ସାଙ୍ଗ ମାନଙ୍କୁ ମିଶିବ। ସେହି ମୁହୁର୍ତକୁ ମନେରଖିବ। ଦିନଟି ଅଧିକ ମନେରଖିବାପାଇଁ ସେମାନଙ୍କ ସହ ବୁଲାବୁଲିରେ ଯିବ। ଏକ ଭଲ ଦିନ ନୁତନ କାମ କାର୍ଯ୍ୟ କରିବାପାଇଁ। କର୍ମକ୍ଷେତ୍ରରେ ତୁମକୁ ପରାଜୟ କରିବା ଆଜି କଷ୍ଟକର। ତୁମର କ୍ଷ୍ୟାତି ବଢିବ।

ମକର: ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ବିନିଯୋଗ କରି ଲାଭବାନ ହେବେ । ତେଣୁ ଆର୍ଥିକ ଅବସ୍ଥା ରହିବ । ପାରିବାରିକ ଜୀବନରେ ଟିକିଏ ବ୍ୟତିକ୍ରମ ଦେଖାଦେଇପାରେ ଯାହାଦ୍ୱାରା ଆପଣ ନିଜକୁ ନ୍ୟୁନ ମନେ କରିବେ । ମହିଳା ମାନେ ଘରକାମରେ ଅକ୍ଲାନ୍ତ ପରିଶ୍ରମ କରି ନିଜକୁ ଗୌରବାନ୍ୱିତ ମନେ କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ନୁହେଁ। ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ଚକ୍ଷୁରେ ଯନ୍ତ୍ରଣା ପାଇପାରନ୍ତି ।ମନରୁ ଦୁଶ୍ଚିନ୍ତା ଦୁର କରିବାକୁ ଚେଷ୍ଟା କରନ୍ତୁ | ସୁଖୀ ହେବେ।

କୁମ୍ଭ: ଆଜି ଦିନଟି ଏକ ଭାଗ୍ୟଶାଳୀ ଦିବସ ଅଟେ ।ବ୍ୟବସାୟରୁ ଅତ୍ୟନ୍ତ ଆର୍ଥିକ ସହାୟତା ମିଳିପାରେ । ଦିନଟି ନିଜର ବ୍ୟବସାୟୀ ବୁଦ୍ଧିକୁ ଖଟାଇ ମନୋରମ କରିପାରିବେ । ପ୍ରିୟଜନଙ୍କ ଠାରୁ ଉପହାର ପାଇ ନିଜକୁ ଭାଗ୍ୟଶାଳୀ ମନେ କରିବେ। ଶରୀର ସୁସ୍ଥ ରହିବ ,ଅବସର କାଳୀନ ଯାତ୍ରା ବନ୍ଧୁମେଳରେ ଖୁସିର ଲହରୀ ସୃଷ୍ଟି କରିବ ।ବ୍ୟବସାୟ ସଂକ୍ରାନ୍ତୀୟ ଏକ ବନ୍ଧୁ ମିଳନରେ ଆମୋଦ ପ୍ରମୋଦ କରିପାରନ୍ତି । ମାତାଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣିଦେଇପାରେ।

ମୀନ: ଆଇନ ସମ୍ପର୍କୀୟ ଘଟଣାରୁ ନିଜକୁ ଦୁରେଇ ରହନ୍ତୁ । କମ ସମୟରେ ଉପକୃତ ଆର୍ଥିକ ଯୋଜନା ପଛରେ ଧାଇଁବା ଉଚିତ ନୁହେଁ। କୌଣସି ଆଲୋଚନାରେ ଭାଗ ନିଅନ୍ତୁ ନାହିଁ । ଆପଣ ଘର ଓ ପ୍ରିୟଜନଙ୍କ ଠାରୁ ଦୁରେଇ ଯିବାଦ୍ୱାରା ମନରେ ଅଶାନ୍ତି ସୃଷ୍ଟି ହୋଇପାରେ । ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ଲଗାଇବା ଅନୁଚିତ। ସାମାଜିକ କାର୍ଯ୍ୟରେ ନିଜକୁ ବିନିଯୋଗ କରିପାରନ୍ତି କିମ୍ୱା ଧର୍ମକାର୍ଯ୍ୟରେ ନିଜକୁ ଯୋଗ ଦେଇ ପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.