ETV Bharat / bharat

୨୬ ଜୁଲାଇ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ...

୨୬ ଜୁଲାଇ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Jul 26, 2021, 12:00 AM IST

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଅଟେ । ଆଜି ସାଙ୍ଗ ଓ ବନ୍ଧୁ ମାନଙ୍କ ସହ ମିଶି ଅନେକ ସାମଜିକ କାର୍ଯ୍ୟ କରିବେ। ଦିନଟି ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିବ । ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଯାଆନ୍ତୁ । ସାଙ୍ଗସାଥିଙ୍କ ସହିତ ତୁମର ସଂପର୍କ ଭଲ ରହିବ । ସେମାନଙ୍କୁ ଅନ୍ତରରେ ତୁମକୁ ସାହାଯ୍ୟ କରିବା ପାଇଁ ଇଚ୍ଛା ରଖିବେ । ଜଗି ରଖି ଖର୍ଚ୍ଚ କରନ୍ତୁ । ଆର୍ଥିକ ଲାଭର ସମ୍ଭାବନା ଅଛି ।

ବୃଷ: ତୁମର ସମସ୍ତ କାର୍ଯ୍ୟ ସ୍ବଳ୍ପ ଚେଷ୍ଟାରେ ସମାପନ ହେବ । ତେଣୁ ଯଦି ଚାହୁଁଚ ତେବେ ନୂତନ କାମରେ ଲାଗିପଡ । ଗ୍ରହମାନେ ସହାୟ ହେବେ। ଚାକିରି କ୍ଷେତ୍ରରେ ଉନ୍ନତି, ପଦୋନ୍ନତ୍ତି ତଥା ପାଇବେ । ବିବାହିତ ମାନେ ଜାଣିପାରିବେ ଏବଂ ବୁଝି ପାରିବେ ଯେ ଏହି ଭଳି ଦିନରେ ସେମାନଙ୍କ ସୁଖର ସ୍ବପ୍ନ କେତେ ମିଠା ଓ ସୁନ୍ଦର ଅଟେ । ଆପଣ ପ୍ରତିଷ୍ଠା ଅର୍ଜନ କରିବେ ।

ମିଥୁନ: ନୂଆ କାର୍ଯ୍ୟ ହାତକୁ ନେବା ପାଇଁ ଏହି ଦିନଟି ଅନୁକୂଳ ନୁହେଁ । ଆପଣ କ୍ଲାନ୍ତ, ଅଳସୁଆ ଅନୁଭବ କରିପାରନ୍ତି । ପେଟ ଜନିତ ସମସ୍ୟା ଦେଖା ଦେଇପାରେ । ବ୍ୟବସାୟିକ ଭାବରେ, କୌଣସି ବିଷୟ ଆପଣଙ୍କ ସପକ୍ଷରେ ଯାଇ ନପାରେ । ଆପଣ ଆପଣଙ୍କ ଉପରସ୍ଥ ଅଧିକାରୀମାନଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି । ଅଦରକାରୀ ଖର୍ଚ୍ଚ କରନ୍ତୁ ନାହିଁ । ସମସ୍ତ ପ୍ରକାର ଗୁରୁତ୍ବପୂର୍ଣ୍ଣ ଯୋଜନା ଏବଂ ସିଦ୍ଧାନ୍ତ ଆଗକୁ ଘୁଞ୍ଚିଯିବାର ଅଛି ।

କର୍କଟ: ଆଜି ଦିନରେ ଆପଣ ଯାହା କରିବେ ସେଥିପ୍ରତି ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ। ପରିବାରରେ ଗଣ୍ଡଗୋଳରୁ ଦୂରରେ ରୁହନ୍ତୁ । ବିନମ୍ର ହୁଅନ୍ତୁ ଯାହା ଆପଣଙ୍କୁ ସମସ୍ୟା ବିହୀନ କରିବ । ଖର୍ଚ୍ଚ ପ୍ରତି ପ୍ରସ୍ତୁତ ରୁହନ୍ତୁ । ବେଆଇନ୍‌ କାର୍ଯ୍ୟରୁ ଦୂରରେ ରୁହନ୍ତୁ । ପ୍ରାର୍ଥନା ଏବଂ ଧ୍ୟାନ ଆପଣଙ୍କୁ ଅନେକ ଗୁଣରେ ସାହାଯ୍ୟ କରିବ ।

ସିଂହ: ଆପଣଙ୍କ ଜୀବନସାଥୀଙ୍କ ସହିତ କଳହ ହୋଇପାରେ । ଆପଣ ଅସୁସ୍ଥ ଅନୁଭବ କରିବେ । ବିଶେଷ କରି ଆପଣଙ୍କ ଅନୁଷ୍ଠାନ ଏବଂ ବ୍ୟବସାୟ ପାର୍ଟନରଙ୍କ ସହ କଥାବାର୍ତ୍ତା କରିବା ବେଳେ ସାବଧାନତା ଅବଲମ୍ବନ କରିନ୍ତୁ । ଅଜଥା କଥାକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ ।

କନ୍ୟା : ଆଜି ଆପଣ ସବୁଠାରୁ ଅଧିକ ଖୁସି ଅନୁଭବ କରିବେ । ଘରେ ଏବଂ କାର୍ଯ୍ୟ କ୍ଷେତ୍ରରେ ଆପଣ ଅଧିକ ଭାବନାତ୍ମକ ଭାବେ ଖୁସି ହେବେ । ବିଶେଷ କରି ଆପଣଙ୍କ ବନ୍ଧୁ ଏବଂ ସହକର୍ମୀ ଆପଣଙ୍କୁ ସହଯୋଗ କରିବେ । ଆପଣଙ୍କ ଲାଗି ରହିଥିବା ଅସୁସ୍ଥତା ସମସ୍ୟା ଦୂର ହେବ । ଆପଣଙ୍କ ପରିବାର ତରଫରୁ କିଛି ଭଲ ଖବର ମିଳିପାରେ ।

ତୁଳା: ଦିନଟି ସବୁ ଦିନଙ୍କ ପରି ଯିବ । କିଛି ବିଶେଷ ହେବାର ନାହିଁ । ପିଲାମାନଙ୍କ ସମ୍ପର୍କିତ ବିଷୟ ଆପଣଙ୍କୁ ବିରକ୍ତି ଭାବ ପ୍ରକାଶ କରାଇବ । ଯଦି ଆପଣ ଜଣେ ଛାତ୍ର ତେବେ, ଆପଣ ପାଠପଢାରେ ଏକାଗ୍ରତା ଆଣିବା କଷ୍ଟସାଧ୍ୟ ହେବ । ଅଦରକାରୀ, କଳହପୂର୍ଣ୍ଣ ଆଲୋଚନାରେ ଲାଗି ରୁହନ୍ତୁ ନାହିଁ । ଆପଣଙ୍କ ମର୍ଯ୍ୟଦା ବିପଦପୂର୍ଣ୍ଣ ଅବସ୍ଥାରେ ରହିପାରେ ।

ବିଛା: ଆଜି ଆପଣ ମାନସିକ ଏବଂ ଶାରୀରିକ ଦୃଷ୍ଟିକୋଣରୁ ବିରକ୍ତି ଏବଂ ଚିନ୍ତିତ ଅନୁଭବ କରିପାରନ୍ତି । ଆପଣଙ୍କୁ ଶାନ୍ତ ଏବଂ ନିରବ ଭାବରେ ରହି କାର୍ଯ୍ୟ କରିବାକୁ ପଡିବ । ଆପଣଙ୍କର ବନ୍ଧୁ ଏବଂ ସମ୍ପର୍କୀୟ ଅଧିକ ସ୍ନେହୀ ଏବଂ ବୁଝାମଣା ପ୍ରିୟ ନ ହୋଇପାରନ୍ତି । ଆର୍ଥିକ ହାନି ଘଟିପାରେ । ଗୁରୁତ୍ବପୂର୍ଣ୍ଣ କାଗଜପତ୍ରରେ ଦସ୍ତଖତ ମାରନ୍ତୁ ନାହିଁ ।

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଏକ ଭଲ ଦିନ । ତୁମ ବାନ୍ଧବୀଙ୍କ ସହ ସମ୍ପର୍କ ନିବିଡ ହେବ । ଦିନଟିକୁ ଅଧିକ ମନେ ରଖିବା ପାଇଁ ସାଙ୍ଗମାନଙ୍କ ସହିତ ବୁଲାବୁଲିରେ ଯିବେ । ଏକ ଭଲ ଦିନ ନୂତନ କାର୍ଯ୍ୟ କରିବାପାଇଁ । କର୍ମକ୍ଷେତ୍ରରେ ତୁମକୁ ପରାଜୟ କରିବା ଆଜି କଷ୍ଟକର । ତୁମର ଖ୍ୟାତି ବଢିବ ।

ମକର: ଆପଣ ପରିବାର ଭିତରେ କଳହ ଏବଂ ଗଣ୍ଡଗୋଳ କରନ୍ତୁ ନାହିଁ । ଯଦି ଆପଣ କୋମଳ ଭାଷୀ ରହିବେ ତେବେ ସମସ୍ୟାଠାରୁ ଦୂରରେ ରହିବେ । ଆଜି ସେୟାର ମାର୍କେଟରେ ନିବେଶ କରିପାରନ୍ତି । ସ୍ବାସ୍ଥ୍ୟବସ୍ଥା ଭଲ ରହି ନପାରେ । ଆଖି ସମସ୍ୟା ଦେଖା ଦେଇପାରେ । ବିଦ୍ୟୀର୍ଥୀମାନେ କଠିନ ପରିଶ୍ରମ କରିପାରନ୍ତି ।

କୁମ୍ଭ: ‌ଆଜି ଦିନଟି ଆପଣଙ୍କ ପାଇଁ ଲାଭଦାୟକ ହେବ । ଉଭୟ ଶାରୀରିକ ଏବଂ ମାନସିକ ଭାବରେ ଅତ୍ୟନ୍ତ ଖୁସି ଅନୁଭବ କରିବେ । ଆଜି ଦିନରେ ଆପଣ ଆପଣଙ୍କ ବନ୍ଧୁ ଏବଂ ପରିବାର ବର୍ଗଙ୍କ ସହିତ ଆନନ୍ଦ ବିତାଇବେ । ଆପଣ ସାରାଦିନ ଆଧ୍ୟାତ୍ମିକ ଭାବନା ଅନୁଭବ କରିବେ ।

ମୀନ: ଆପଣଙ୍କ ଲୋଭ ଏବଂ ଆଶାକୁ ନିୟନ୍ତ୍ରଣରେ ରଖନ୍ତୁ । ଅର୍ଥ ସମ୍ବନ୍ଧୀୟ ବିଷୟ ପରିଚାଳନା କରିବାବେଳେ ସାବଧାନତା ଅବଲମ୍ବନ କରନ୍ତୁ । କଥାବାର୍ତ୍ତା ଏବଂ ନିବେଶ କରିବା ପୂର୍ବରୁ ଦୁଇଥର ଭାବନ୍ତୁ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ମାନସିକ ଭାବରେ, ଆପଣଙ୍କୁ ଲକ୍ଷ୍ୟ ଏବଂ ସନ୍ତୁଳନ ବଜାୟ ରଖିବାରେ କଷ୍ଟସାଧ୍ୟ ହେବ । ଧାର୍ମିକ ବିଷୟରେ ହେଉଥିବା ଖର୍ଚ୍ଚକୁ ହଟାଇ ପାରିବେ ନାହିଁ । ପାରିବାରିକ କଳହ ହେବାର ସମ୍ବାବନା ଅଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.