ETV Bharat / bharat

Horoscope: ଡିସେମ୍ବର 26 ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Dec 26, 2022, 12:46 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope

ମେଷ: କାର୍ଯ୍ୟାଳୟରେ ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କ ସହ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ରହିବେ । ଆପଣଙ୍କ ଯୋଜନା ପାଇଁ ସରକାରଙ୍କଠାରୁ କିଛି ଅର୍ଥ ମିଳିପାରେ । ନିଜ କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନକୁ ଆପଣଙ୍କୁ ଯିବାକୁ ପଡିପାରେ । ନିଜ ଗୃହର ପରିବେଶ ଦୋଳାୟମାନ ଅବସ୍ଥାରେ ରହିବ । ନିଜ ଗୃହର ସାଜସଜ୍ଜା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ନିଜକୁ ବ୍ୟସ୍ତ ରଖିବେ । ଆପଣଙ୍କ କାର୍ଯ୍ୟବ୍ୟସ୍ତତାର ଚାପ ଆପଣଙ୍କ ଅଣ୍ଟାକୁ ନୁଆଁଇ ଦେବ । ନିଜର ମାଆଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

ବୃଷ: ଆପଣଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କଠାରୁ ଭଲ ଖବର ଆଶା କରିପାରନ୍ତି । ଏହା ଆପଣଙ୍କୁ ଖୁସି କରାଇବ, ଏବଂ ଭ୍ରମଣ କରିଯିବା ପାଇଁ ଆପଣ ଏକ ଯୋଜନା ପ୍ରସ୍ତୁତ କରିବେ । ଛାତ୍ରମାନେ ମନ ଯୋଗ ଦେଇ ପାଠପଢିବେ ଏବଂ ବିଦେଶରେ ଯାଇ ଇଣ୍ଟର୍ଣ୍ଣ କରିବା ସପକ୍ଷରେ ଯିବ । ଛୁଟି ସମୟରେ ଗୋଟିଏ ତୀର୍ଥସ୍ଥାନ ଦର୍ଶନ କରିପାରନ୍ତି । ଏସବୁ ସମସ୍ତ ଖୁସିରେ ମିଳିଯିବ ।

ମିଥୁନ: ସବୁଦିନ ସମାନ ଯାଏନି କିମ୍ୱା ମାନବ ଜୀବନ ଏକ ଗୋଲାପର ଶଯ୍ୟା ନୁହେଁ । ଆଜି ଦିନଟିରେ ଆପଣ ନିଜର କ୍ରୋଧକୁ ଆଦୌ ସମ୍ୱରଣ କରିପାରିବେ ନାହିଁ । ଆଜି ଆପଣଙ୍କର ଚେତନା ଶକ୍ତି ଏବଂ ଇଚ୍ଛାକୁ ନିଜ ଆୟତ୍ତରେ ନ ରଖିଲେ ଅପଦସ୍ତ ହୋଇପାରନ୍ତି । କୌଣସି କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ପର୍ଯ୍ୟଟନ ଏବଂ ଅଜଣା ବ୍ୟକ୍ତିଙ୍କଠାରୁ ଦୁରେଇ ରୁହନ୍ତୁ । ଡାକ୍ତରୀ ପରୀକ୍ଷା ପାଇଁ ଦିନଟି ଶୁଭ ନୁହେଁ । କୌଣସି ଯୁକ୍ତିତର୍କ କିମ୍ୱା ଝଗଡା କରିବା ବର୍ଜନ କରନ୍ତୁ । ରୋଜଗାରର ପନ୍ଥା ନ ଥିବାରୁ ଆର୍ଥିକ ଅନାଟନ ଘଟିପାରେ । ଏହା ଆପଣଙ୍କୁ ହତୋତ୍ସାହିତ କରିପାରେ । ନିଜର କ୍ରୋଧ ସମ୍ୱରଣ କରନ୍ତୁ । ଖର୍ଚ୍ଚ ପ୍ରତି ସତର୍କତା ଅବଲମ୍ୱନ କରିବା ଉଚିତ୍‍ । ଜଣେ ହୋଟେଲର କର୍ମଚାରୀ ଖାଦ୍ୟ ପରଶିବା ପାଇଁ ବିଲମ୍ୱ କରିବାରୁ ଆପଣ କ୍ରୋଧିତ ହୋଇ ପାରନ୍ତି । ଏପରି କିଛି କାର୍ଯ୍ୟ କରନ୍ତୁ ନାହିଁ , ଯାହା ପାଇଁ ଆପଣ ପରେ ଅନୁତାପ କରିବେ | ଧ୍ୟାନ କିମ୍ୱା ସଙ୍ଗୀତ ଶ୍ରବଣରେ ଆପଣଙ୍କ ହିଂସ୍ର ସ୍ନାୟୁ ସୁସ୍ଥ ଅବସ୍ଥାକୁ ଫେରିପାରନ୍ତି।

କର୍କଟ: ଦିନଟି ସବୁ ଦୃଷ୍ତିରୁ ଶୁଭଫଳ ପ୍ରଦାୟକ ଅଟେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ମୌଜ ମଜଲିସ କରିବେ । କିଛି ଜିନିଷ କିଣାକିଣି କରିବାରେ ଆନନ୍ଦ ପାଇପାରନ୍ତି । ଆପଣ ବହୁ ଦୂରରୁ ଆସିଥିବା ଜଣେ ଭିନ୍ନ ସଂମ୍ପ୍ରଦାୟର ବ୍ୟକ୍ତିଙ୍କ ସାକ୍ଷାତ ପାଇ ଉଲ୍ଲସିତ ହେବେ । ଏହି ସାକ୍ଷାତକାର ଭବିଷ୍ୟତରେ ଉପକାରୀ ହୋଇପାରେ । କାର୍ଯ୍ୟରେ ଓ ବ୍ୟବସାୟରେ ସଫଳ ହେବେ । ଏଥିରେ ଆପଣଙ୍କର ଅର୍ଥଲାଭ ହୋଇପାରେ । ଆପଣ ସମ୍ମାନିତ ଏବଂ ପ୍ରଶଂସିତ ହୋଇପାରନ୍ତି । ଆପଣଙ୍କର ଏହି ଆତ୍ମସନ୍ତୋଷ ପାଇଁ ସୁସ୍ୱାଦ ଖାଦ୍ୟ ସେବନ କରିପାରନ୍ତି କିମ୍ୱା ସୃଜନକ୍ଷମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଶରୀର ସୁସ୍ଥ ରହିବ। ଗୋଟିଏ ନୂଆ ଚାରିଚକିଆ ଯାନ କ୍ରୟ କରିପାରନ୍ତି ।

ସିଂହ: ଏକ ସାଧାରଣ ଦିନଟିଏ ଜାତକରେ ଅଛି । ତୁମ କ୍ରୋଧ ଉପରେ ନଜର ରଖ ନଚେତ ପରିବାର ଜନଙ୍କ ସହିତ ପାଟିତୁଣ୍ଡ ହୋଇପାରେ । ତୁମର କାର୍ଯ୍ୟାଳୟରେ ଅଣନିଶ୍ଵାସୀ ହୋଇଯିବ ଯେହେତୁ କାର୍ଯ୍ୟଭାର ଅଧିକ ଅଟେ। ଏପରିକି ଅଧିକ ପରିଶ୍ରମ କରି ମଧ୍ୟ, ଅସଫଳତା ପାଇବେ। ତୁମ ମାଆ ଙ୍କ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ଭାବିପାର।

କନ୍ୟା: ଆଜି ଦିନରେ ଆପଣ ନିଜର ସନ୍ତାନ ଓ ପ୍ରିୟଜନଙ୍କ ଚିନ୍ତାରେ ବିଚଳିତ ହୋଇପାରନ୍ତି। ଏଥିପାଇଁ ଆପଣଙ୍କ ମାନସିକ ଶାନ୍ତି ବ୍ୟାହତ ହେବ । ଅପଣଙ୍କ ପାକସ୍ଥଳୀ ଏବଂ କଲିଜା ଜନିତ ଶାରୀରିକ ଅସୁସ୍ଥତା ମଧ୍ୟ ମୁଣ୍ଡ ବ୍ୟଥାର କାରଣ ହୋଇପାରେ । ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁଁ ଆପଣ ଏହାର ସମାଧାନର ବାଟ ଖୋଜିପାରନ୍ତି। ଏଥିପାଇଁ ଆପଣ ବ୍ୟାୟାମ ସମ୍ପର୍କିତ କାର୍ଯ୍ୟ , ନିଜର ସ୍ୱାସ୍ଥ୍ୟ ଏବଂ ସୃଜନକ୍ଷମ କାର୍ଯ୍ୟକୁ ପଛକୁ ପକାଇ ପାରନ୍ତି । ଜଣେ ଅନ୍ତରଙ୍ଗ ବନ୍ଧୁ ଓ ପ୍ରିୟଜନଙ୍କ ସାକ୍ଷାତକାର ଆପଣଙ୍କ ଖୁସିକୁ ଦ୍ୱିଗୁଣିତ କରିପାରେ ଏବଂ ଆପଣଙ୍କ ଉଲ୍ଲାସ ପାଇଁ ଏହା ଶ୍ରେଷ୍ଠ ଔଷଧ ହୋଇପାରେ । ଏହା ଫଳରେ ଆଜିର ସବୁ ଦୁଃଖକୁ ଆପଣ ଭୁଲିଯାଇ ପାରନ୍ତି । କୌଣସି ଗୁରୁତ୍ୱ ପୁର୍ଣ୍ଣ ଆଲୋଚନାରେ ନିବ୍ରୁତ୍ତ ରୁହନ୍ତୁ । ଅର୍ଥଲଗାଣକାରୀ ସଂସ୍ଥାରେ ନିଜ ପୁଞ୍ଜି ଆଦୌ ବିନିଯୋଗ କରନ୍ତୁ ନାହିଁ ।

ତୁଳା: ଜଦିଓ ନକ୍ଷ୍ୟତ୍ରମାନେ ଭଲରେ ଅଛନ୍ତି, ତଥାପି ଜୀବନର କିଛି ଗଭୀର ସମସ୍ୟା ଜଟିଳ ହେବ। ଏହା ଜଟିଳ ସମସ୍ୟା ରୁ ଜଟିଳତାର ହେବ, କିନ୍ତୁ ଏପରି ଗ୍ରହ ସ୍ଥିତି କାରଣରୁ ତୁମ ଦିନଟି ସେତେ ସହଜ ହେବନାହିଁ। ଅଧିକ ସହଜରେ ଦୁଃଖି ହୋଇଯାଉଥିବା କାରଣରୁ ଏହା ହୋଇପାରେ। ତେଣୁ ତୁମେ ଧର୍ଯ୍ୟହରା ହେବା ସହ ନିଜେ ଭାରସାମ୍ୟ ହରାଇବା କିଛି ନିଶ୍ଚିତ ଭବରେ ତୁମର ଚିନ୍ତା ରହିବ ଯାହା ତୁମର ଭାବନା କୁ ଗ୍ରାସ କରିବ। ତୁମ ପ୍ରତିଷ୍ଠାକୁ ଧକା ଲାଗିପାରେ ଏବଂ ପ୍ରିୟଜନଙ୍କ ସହ ଯୁକ୍ତିତର୍କରେ ଶେଷ ହେବ। କିଛି ମା’ଙ୍କୁ ନେଇ ସମସ୍ୟା କିମ୍ବା ତୁମ ମା ତୁମକୁ ହଈରାଣ କରି ପାରନ୍ତି। ଯତ୍ନ ନେବା ସହିତ ଧୈର୍ଯ୍ୟ ଧରି ରୁହନ୍ତୁ।

ବିଛା: ନକ୍ଷତ୍ର ମାନେ ସୁନ୍ଦର ଭାଗ୍ୟ ଓ ଭବିଷ୍ୟତ ତୁମ ପାଇଁ ସାଇତି ରଖିଛନ୍ତି । ଯେ କୌଣସି କାର୍ଯ୍ୟରମ୍ଭ ପାଇଁ ଏହା ଏକ ସୁନ୍ଦର ସୁଯୋଗର ଦିନ ଅଟେ। ତୁମେ ଦିନସାରା ଆନନ୍ଦ ଅନୁଭବ କରିବା ସଂକ୍ଷେପରେ ଏବଂ ବହୁ କଠିନ ସଂପର୍କ ଦ୍ୱାରା ମନପ୍ରଫୁଲ୍ଲ ରହିବ । କୌଣସି ପାରିବାରିକ ସମସ୍ୟା କୁ ନେଇ ତୁମେ ଜୀବନସାଥିଙ୍କ ସହ ଆଲୋଚନା କରିବ । ଯାହା ଫଳପ୍ରଦ ହେବ। ଜାତକରେ ଆର୍ଥିକ ସ୍ଥିତି ମଜଭୁତ ଏବଂ ସଂପୂର୍ଣ୍ଣ ଭାଗ୍ୟଶାଳୀ ଦେଖାଯାଉଛି । ଛୋଟିଆ ଯାତ୍ରା ସାଙ୍ଗ ମାନଙ୍କ ସହିତ ଖୁସିଦାୟକ ହେବ ଏବଂ ଏକ ଚିନ୍ତା କରି ନ ଥିବା କାର୍ଯ୍ୟକ୍ଷେତ୍ରରୁ ବିଜୟ ମିଳିବ ।

ଧନୁ: ଏହା ଏକ ମଧ୍ୟମ ଧରଣ ଦିନଟି ଅଟେ। ତୁମେ କୌଣସି ଏକ ନିର୍ଣ୍ଣାୟକ କଥାରେ ଦ୍ୱିବିଧାରେ ପଡିପାର। ଠିକ ଅଛି, ସେ ଯାହା ହେଉ ତୁମେ ହୁଏତ ଅସୁରକ୍ଷିତ ଅନୁଭବ କରିପାର ଏବଂ ଏହା ତୁମକୁ ଭାବିବା ପାଇଁ ପଡିବ। ନିଜେ ଧିର ସ୍ଥିର ଭାବେ ରୁହ ଅଯଥା ନିଜ ପ୍ରିୟଜନଙ୍କୁ ଦୁଃଖ ଦେବାକୁ ପଡିପାରେ। ଯଦି ତୁମେ କିଛି ଅଘଟଣ ହେବାର ସୁଚନା ପାଉଛ ବା କ୍ଷତି ହେବା କଥା ଭାବୁଛ ତେବେ ତୁମ କର୍ମ କ୍ଷେତ୍ରରେ, ଅନ୍ତରର ସହ ଦେଖ, ଅତିଶୀଘ୍ର ସବୁ ଭଲ ହୋଇଯିବ । କାର୍ଯ୍ୟ ବ୍ୟସ୍ତତା ଓ ଖର୍ଚ୍ଚ ବଢି ପାରେ, ସନ୍ତୁଳନ କର।

ମକର: ଆପଣଙ୍କ ପାରିବାରିକ ସମ୍ପର୍କ ଅସାମାନ୍ୟ ହୋଇପାରେ | କାର୍ଯ୍ୟରେ ପ୍ରତିଷ୍ଠା ବୃଦ୍ଧି ଆପଣଙ୍କୁ ଆମୋଦ ଦେଇପାରେ। ବୃତ୍ତି ଏବଂ ବ୍ୟବସାୟ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟ। ଆପଣଙ୍କର ପଦୋନ୍ନତି ହୋଇପାରେ । ଯଦି ଆପଣଙ୍କର କାର୍ଯ୍ୟ ନିର୍ଘଣ୍ଟ ଆଜି ପାଇଁ ସ୍ଥିର ହୋଇଥାଏ ତାହା ହେଲେ ଅତ୍ୟଜ୍ଜଳ ଫଳ ଦେଇପାରେ । ଆପଣଙ୍କ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଆପଣ ଅକ୍ଳେଶରେ କରିପାରିବେ । ସନ୍ଧ୍ୟାରେ ଆପଣଙ୍କ ପ୍ରିୟତମା ପତ୍ନୀଙ୍କ ସହ ଚଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି କିମ୍ୱା ବନ୍ଧୁମାନଙ୍କ ସହ ରାତ୍ରି ଭୋଜନର ମଜ୍ଜା ନେଇପାରନ୍ତି । ଆଜି ଦିନଟି ଯେତେ ମୌଜ ମଜଲିସ କରିବେ ତାହା ଆପଣଙ୍କୁ ଶାନ୍ତିପ୍ରଦାନ କରିବ । ଆଜି ମଧ୍ୟ ଆପଣ ପ୍ରାର୍ଥନା ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାରେ ଉଦ୍‍ବୁଦ୍ଧ ହୋଇ ଭଗବାନଙ୍କୁ କୃତଜ୍ଞତା ଜଣାଇପାରନ୍ତି ।

କୁମ୍ଭ: ଆପଣଙ୍କର ମନ ଅଶାନ୍ତ ରହିବ । ଶାରୀରିକ ଦୁର୍ବଳତା ଲାଗିରହିବ । କୌଣସି କାରଣରୁ ପାରିବାରିକ ଅଶାନ୍ତି ବଢିପାରେ। ପାଟିତୁଣ୍ଡ ଯୋଗୁଁ ଆପଣଙ୍କର ମନ ଭାରାକ୍ରାନ୍ତ ରହିବ । ଆପଣ ନିଜକୁ ସଞ୍ଜତ କରି ରଖନ୍ତୁ ଖର୍ଚ୍ଚ କମାନ୍ତୁ । ସରକାରୀ କାଗଜ ପ୍ରତି ଯତ୍ନବାନ ହୁଅନ୍ତୁ । ଧାର ଉଧାରରୁ ଦୁରରେ ରହନ୍ତୁ । ଅନ୍ୟ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ନଚେତ ଅଯଥା ଅପଦସ୍ତ ହେବେ ।

ମୀନ: ଗ୍ରହଙ୍କର ଉଜ୍ଜଳ ଜ୍ୟୋତିର ପ୍ରଭାବରେ ଆପଣଙ୍କ ନିଜର ବନ୍ଧୁ , ସମକକ୍ଷ ବ୍ୟକ୍ତି ଏବଂ ପ୍ରିୟଜନଙ୍କର ପ୍ରିୟଭାଜନ ହୋଇପାରିବେ । ସମ୍ପର୍କୀୟ ପ୍ରିୟଜନମାନେ ଆପଣଙ୍କ ପାଇଁ ହିତକାରୀ ଓ ଫଳଦାୟକ ସାବ୍ୟସ୍ତ ହେବେ । ଆପଣ ସେମାନଙ୍କ ପିଛା ଯଥେଷ୍ଟ ଖର୍ଚ୍ଚ କରିପାରନ୍ତି । ନୂତନ ବନ୍ଧୁତ୍ୱ ଓ ସନ୍ଧି ସ୍ଥାପନ କରିପାରନ୍ତି ଯାହାକି ଆପଣଙ୍କୁ ଭବିଷ୍ୟତରେ ଉପକାରୀ ହୋଇପାରେ। ଆପଣ ନିଜର ଅବସର ସମୟରେ ଏକ ପରିଭ୍ରମଣ ଯୋଜନା କରିପାରନ୍ତି । ଆପଣଙ୍କ ପରିବାରର ସଦସ୍ୟଠାରୁ ଦୂର ବିଦେଶରୁ କିମ୍ୱା ଆପଣଙ୍କ କାର୍ଯ୍ୟାଳୟରୁ ଶୁଭ ଖବର ପାଇ ଇଲ୍ଲସିତ ହୋଇପାରନ୍ତି । ପରୋପକାରୀ କାର୍ଯ୍ୟରେ ମନୋନିବେଶ କରିବା ପାଇଁ ଉତ୍ସାହିତ ହୋଇପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.