ETV Bharat / bharat

Horoscope News: ଡିସେମ୍ବର 23 ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Dec 23, 2022, 12:01 AM IST

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

horoscope 2022
horoscope 2022

ମେଷ: ଜଣେ ବନ୍ଧୁଙ୍କ ଘରକୁ କୌଣସି ଏକ ଉତ୍ସବକୁ ନିମନ୍ତ୍ରିତ ହୋଇ ଗଲେ ମଧ୍ୟ ଆପଣ ଉତ୍ସବର ମଜା ନେଇପାରିବେ ନାହିଁ । ଏହାର କାରଣ ମଧ୍ୟ ସୁସ୍ପଷ୍ଟ । ନିଜର ଶରୀରର ଅସୁସ୍ଥତା ଲାଗି ରହୁଥିବାରୁ ଓ ମନ ଉତେଜିତ ଥିବାରୁ ସେଠାରେ ଖୁସି ମିଳିବ ନାହିଁ । କାରଣ ଆପଣଙ୍କ ବୃତ୍ତିରେ ଉଚ୍ଚପଦସ୍ଥ ଅଫିସରଙ୍କ ସହ ଭୁଲ ବୁଝାମଣା ଓ ଘରର ସଦସ୍ୟଙ୍କ ସହ ମନମାଳିନ୍ୟ ଏହାର ମୁଳ କାରଣ ହୋଇପାରେ । ନିଜର ମନକୁ ଟିକେ ଆଘାତ ପାଇଲେ ଉତ୍ତେଜିତ ହେବା ଆଦୌ ଶୋଭନୀୟ ନୁହେଁ। ଏପରିକି ଏହି ପ୍ରକୃତି ଯୋଗୁଁ ଆପଣଙ୍କ କୌଣସି ନୁଆ ଆବଶ୍ୟକୀୟ ପ୍ରକଳ୍ପକୁ ଆଘାତ ପହଞ୍ଚାଇପାରେ ।

ବୃଷ: ଆଜି ଦିନଟି ଯୋଗ ଓ ଧ୍ୟାନ କଲେ ମାନସିକ ଶାନ୍ତି ପାଇପାରିବେ । ଉପରିସ୍ଥ ହାକିମ ତଥା ସହକର୍ମୀମାନେ ଆପଣଙ୍କୁ ଦେଇଥିବା କାର୍ଯ୍ୟର ଚାପରୁ ମୁକ୍ତି ମିଳିବ ନାହିଁ । ବହୁ ପ୍ରତିକ୍ଷିତ କାର୍ଯ୍ୟର ସଫଳତାର ଖବର ପାଇବା ବିଳମ୍ୱିତ ହୋଇପାରେ । କୌଣସି ସ୍ଥାନକୁ ବୁଲିବାକୁ ଇଛା ଥିଲେ ବି ଯାଇ ପାରିବେନି । ନିଜକୁ ଆଳସ୍ୟ ଘେରରେ ରଖି ମାନସିକ ଶାନ୍ତି ପାଇବେ ନାହିଁ । ତେଣୁ ଧୈର୍ଯ୍ୟହୀନ ନ ହୋଇ ସୁଦିନକୁ ଅପେକ୍ଷା କରନ୍ତୁ । ଖାଇବା ପିଇବାରେ ସତର୍କତା ଅବଲମ୍ୱନ କରନ୍ତୁ କୌଣସି ନୁତନ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ ।

ମିଥୁନ: ଗୁପ୍ତ କାର୍ଯ୍ୟ ସିଦ୍ଧି ଓ ମନ ଭଲ ରହିବ । ଭିନ୍ନ ଭିନ୍ନ ଲୋକଙ୍କ ସହ ମିତ୍ରତା ବଢିବ । ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ଯାତ୍ରା କରିବେ । ନୂତନ ବସ୍ତ୍ର ପରିଧାନ କରିବେ । ପ୍ରେମ ବାଣରେ ଆଜି କାହାକୁ ବସିଭୁତ କରିପାରନ୍ତି । ଶାରୀରିକ ସୁସ୍ଥତା , ସାମାଜିକ ପ୍ରତିଷ୍ଠା ଓ କ୍ଷତି ବଢିବ । ଶରୀରିକ ସମ୍ୱନ୍ଧ ମଧୂର ମୟ ହେବ ।

କର୍କଟ: ଦିନଟି ଶୁଭ ଫଳ ଦାୟକ ଅଟେ । ପାରିବାରିକ ସମ୍ପର୍କ ଭଲ ରହିବ । କିଛି ଶୁଭ ଫଳ ପାଇବେ । ଯାହା କରିବେ ଜଶ ପାଇବେ ,ଶରୀର ସୁସ୍ଥ ରହିବ । ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ସମୟ ଅଟେ । ଚାକିରି କ୍ଷେତ୍ରରେ ଉନ୍ନତି । ଅଧିନସ୍ଥ କର୍ମଚାରୀଙ୍କ ଦ୍ୱାରା ଉପକୃତ ହେବେ । ସ୍ତ୍ରୀ ସାଙ୍ଗ ମାନଙ୍କ ସହ ମଧୁର ସମ୍ପର୍କ ରହିବ। ଶତୃ ପରାଜୟ ହେବେ ।

ସିଂହ: ଦିନଟି ଖୁସିରେ କଟିବ । ଉଚ୍ଚ ଚିନ୍ତା ଶକ୍ତି ହେବ। ପ୍ରେରଣା ପାଇବେ ନୂତନ କବିତା ଲେଖିବା ପାଇଁ । ପ୍ରେମାଳାପ ମଧୁର ଫଳ ଯୁକ୍ତ ହେବ । ପିଲାଙ୍କ ପ୍ରଗତିରେ ସୁଫଳ ପ୍ରାପ୍ତି। ପିଲାମାନେ ପାଠପଢାରେ ଉଚ୍ଚ ଫଳ ଯୁକ୍ତ ହେବେ । ସାଙ୍ଗ ତଥା ସ୍ତ୍ରୀଙ୍କ ଠାରୁ ଲାଭ ମିଳିପାରେ । କିଛି ଆୟୋଯକ ଭାବରେ କାମ କରିପାରନ୍ତି ।

କନ୍ୟା: ଦିନଟି ଅଶୁଭ ଅଟେ। ଶରୀର ଓ ମନ ଭଲ ରହିବ ନାହିଁ । ପ୍ରେମିକାଙ୍କ ସହ ମତ ଭେଦ ହେବ । ମା ଙ୍କ ଦେହ ଭଲ ରହିବ ନାହିଁ । ଧନ ସମ୍ପତି ତଥା ଜରୁରୀ କାଗଜ ପତ୍ରର ଯତ୍ନ ନିଅନ୍ତୁ । ପାଣିକୁ ଡରିବେ । ସ୍ତ୍ରୀ ଙ୍କ ସହ ବାର୍ତ୍ତାଳାପ ନ କରିବା ଭଲ । ଅଯଥା ଗଣ୍ଡଗୋଳରେ ଭାଗ ନିଅନ୍ତୁ ନାହିଁ । ଖର୍ଚ୍ଚ ବଢିବାର ସମ୍ଭାବନା ରହିଛି |

ତୁଳା: ସୁଫଳ ଯୁକ୍ତ ଦିନଟି ହେବ। ଭ୍ରାତୃ ସମ୍ପର୍କ ବଢିବ । ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଯିବେ । ଅର୍ଥ ବ୍ୟୟ ବଢିବ । ବିଦେଶରୁ ସୁ ସମ୍ୱାଦ ପ୍ରାପ୍ତି । ବିବାହ ଇତ୍ୟାଦି କାର୍ଯ୍ୟ ରେ ଯୋଗଦେବେ । ନୂତନ କାର୍ଯ୍ୟାରମ୍ଭ ପାଇଁ ଦିନଟି ଖୁବ ଭଲ ଅଟେ। ଶରୀର ଓ ମନ ଭଲ ରହିବ। ଧନ ଲଗାଣ କ୍ଷେତ୍ରରୁ ଲାଭ ବାନ ହେବେ । ସ୍ତ୍ରୀ ଙ୍କର ଭାଗ୍ୟ ଆପଣଙ୍କୁ ସହାୟ ହେବ ।

ବିଛା: ଧନ ପ୍ରାପ୍ତିର ସୁବର୍ଣ୍ଣ ସୁଯୋଗ ହେବ । ଅଯଥା ଖର୍ଚ୍ଚକୁ ଟାଳନ୍ତୁ । ପରିବାରରେ ଅନ୍ୟ ବ୍ୟକ୍ତିଙ୍କ ଦଖଲକୁ ନଜର ଅନ୍ଦାଜ କରନ୍ତୁ ନାହିଁ । ପରିବାରରେ ସୁସମ୍ପର୍କ ସ୍ଥାପନ କରନ୍ତୁ । ଶାରୀରିକ ପରିସ୍ଥିତି ଜଟିଳ ହେବ । ଦୁଃଚିନ୍ତା କରନ୍ତୁ ନାହିଁ । ପିଲାମାନେ ପାଠ ପଢାରେ ମନ ଦେବେ ନାହିଁ ।

ଧନୁ: ଏକ ଧାର୍ମୀକ କାର୍ଯ୍ୟରେ ଯୋଗ ଦେବାକୁ ଆପଣ ନିଜକୁ ପ୍ରସ୍ତୁତ ରଖନ୍ତୁ । ଯେଉଁ କାର୍ଯ୍ୟ କରିବାକୁ ଆପଣ ଯୋଜନା କରିଥିଲେ , ତାହା ଆଜି ସାରିବାକୁ ସକ୍ଷମ ହେବେ । ଏହା ଆପଣଙ୍କ ଉତ୍କଣ୍ଠିତ ଚିତ୍ତକୁ ଉତ୍ସାହିତ କରିପାରେ। ଆପଣଙ୍କ ଘରେ ଏକ ମାଙ୍ଗଳିକ କାର୍ଯ୍ୟକ୍ରମ ହୋଇପାରେ ଏବଂ ଆପଣ ନିଜର ପ୍ରିୟଜନଙ୍କ ସଙ୍ଗ ଲାଭ କରି ଖୁସି ହେବେ । ସାମାଜିକ ଜୀବନରେ ଆପଣଙ୍କ ସମ୍ମାନ ବୃଦ୍ଧି ଘଟିପାରେ ।

ମକର: ଆଜି ଦିନଟି ଆପଣଙ୍କ ଧାର୍ମୀକ କାର୍ଯ୍ୟରେ ଅତିବାହିତ ହେବ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ସମ୍ପାଦନ କରିବା ପାଇଁ ଆପଣଙ୍କୁ କିଛି ଖର୍ଚ୍ଚ କରିବାକୁ ପଡିପାରେ । ଆଇନ ସମ୍ମତ କାଗଜପତ୍ର ସଂକ୍ରାନ୍ତୀୟ କର୍ମ ପାଇଁ ଆପଣ ଆଗ୍ରହ ପ୍ରକାଶ କରିପାରନ୍ତି । ମାତ୍ର ଆଦୌ କୌଣସି କାର୍ଯ୍ୟ କରିବାକୁ ଆପଣଙ୍କ ଇଛା କମିଯିବ । ଦୁର୍ଘଟଣା ପ୍ରତି ସାବଧାନ ରୁହନ୍ତୁ ।

କୁମ୍ଭ: ଆଜି ଆପଣଙ୍କ ଦିନଟି ଅତି ଶୁଭଙ୍କର ଅଟେ । ବ୍ୟବସାୟ ପାଇଁ ଆଜିହିଁ ସର୍ବୋଉତ୍କୃଷ୍ଟ ଦିବସ ଅଟେ । ପୁରୁଣା ବନ୍ଧୁଙ୍କ ସହ ଆପଣଙ୍କର ସାକ୍ଷାତ ହୋଇପାରେ। ଆପଣ କିଛି ନୁଆ ବନ୍ଧୁମଧ୍ୟ କରିବେ । ସେମାନଙ୍କ ସହ ଏକ ସଂକ୍ଷିପ୍ତ ପରିଭ୍ରମଣରେ ଯିବାର ସମ୍ଭାବନା ଅଛି । ନୂତନ କାର୍ଯ୍ୟର ଶୁଭାରମ୍ଭ ପାଇଁ ପ୍ରକୃଷ୍ଟ ଦିନ ଅଟେ । ଆପଣ ଯଦି ବିବାହ କରିବାକୁ ଆଗ୍ରହ ପ୍ରକାଶ କରୁଥାଆନ୍ତି ତାହା ହେଲେ ସଫଳ ହେବେ ।

ମୀନ: ବ୍ୟବସାୟ ପାଇଁ ଆଜି ସର୍ବୋତ୍କୃଷ୍ଟ ସମୟ । ଆପଣଙ୍କ ବୃତ୍ତିରେ ଆପଣଙ୍କର କଠିନ ପରିଶ୍ରମ ଓ ଦକ୍ଷତା ପାଇଁ ଉପରିସ୍ଥ ହାକିମଙ୍କୁ ସନ୍ତୁଷ୍ଟ କରିବ । ପଦୋନ୍ନତିର ଉଜ୍ୱଳ ସମ୍ଭାବନା ଅଛି । ପିତାଙ୍କ ଠାରୁ ଉପକୃତ ହେବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ । ସାମାଜିକ ସ୍ତରରେ ପ୍ରତିପତ୍ତି ଓ ସମ୍ମାନ ମିଳିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.