ETV Bharat / bharat

ମେ’ ୨୨ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ଆଜିର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେ’ ୨୨ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : May 22, 2022, 12:16 AM IST

ମେଷ: ଆଜି ଦିନଟି ଯାତ୍ରା ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ । ଆପଣଙ୍କ ବ୍ୟବସାୟରେ ସଂପୃକ୍ତ ଥିବା ବ୍ୟବସାୟୀଙ୍କ ଠାରୁ ଆପଣ ଅର୍ଥ ଆଦାୟ କରିବେ । ସେମାନେ ପରିଶୋଧ କରିଥିବା ଅର୍ଥ ଆପଣ ନିଜର ବ୍ୟବସାୟର ଅଭିବୃଦ୍ଧି ନିମନ୍ତେ ଲଗାଇବେ । ଆପଣଙ୍କ ପୁଞ୍ଜିକୁ ପୁଞ୍ଜି ବିନିଯୋଗ ସଂସ୍ଥାରେ ଖଟାଇଲେ ଳାଭଜନକ ଫେରସ୍ତ ପାଇପାରନ୍ତି ।

ବୃଷ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ । ଗୋଟିଏ ଦିଗରେ ଆପଣଙ୍କୁ ସୁଫଳ ପ୍ରାପ୍ତ ହେଲେ ଅନ୍ୟଦିଗରେ ଅସଫଳତା ମିଳିପାରେ । ଆପଣଙ୍କ ସନ୍ତାନ ସନ୍ତତିଙ୍କ ପାଠପଢାରେ ଉନ୍ନତ ଖବର ଶୁଣି ଖୁସିହେବାବେଳେ ଆପଣଙ୍କର ପ୍ରତିଦ୍ୱନ୍ଦୀମାନେ ଈର୍ଷାନ୍ୱିତ ହୋଇ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବେ । ବ୍ୟବସାୟରେ ଶୁଭଫଳ ପାଇବା ସଙ୍ଗେସଙ୍ଗେ ପାରିବାରିକ ଜୀବନ ସୁଖମୟ ହେବ ।

ମିଥୁନ: ଆପଣଙ୍କ ପାଇଁ ଏହି ଦିନଟି ଘଟଣା ପୂର୍ଣ୍ଣ ରହିବ । ନକାରାତ୍ମକ ବିଚାର ଠାରୁ ଦୂରେଇ ରହନ୍ତୁ ନଚେତ ଏହା ଆପଣଙ୍କୁ ନିରାଶ ଓ ଉଦାସ କରି ଛାଡିବ । ଅବୈଧ କାର୍ଯ୍ୟ ଆପଣଙ୍କୁ ବିପଦରେ ପକାଇ ପାରେ । ଆପଣ ଖାଉଥିବା ଖାଦ୍ୟ ଉପରେ ସତର୍କ ଦୃଷ୍ଟି ରଖନ୍ତୁ, ନଚେତ ଅସ୍ଵାସ୍ଥ୍ୟକର ଖାଦ୍ୟ ଆପଣଙ୍କୁ ଅସୁବିଧା କରିପାରେ । ଆପଣଙ୍କ ବ୍ୟବସାୟକୁ ପ୍ରୋତ୍ସାହନ ମିଳିପାରେ ।

କର୍କଟ: ଦିନଟି ଅନ୍ୟ ଦିନମାନଙ୍କ ଭଳି ଯିବ । କିଛି ବିଶେଷ ହେବାର ନାହିଁ । ପିଲାମାନଙ୍କ ସମ୍ପର୍କିତ ବିଷୟ ଆପଣଙ୍କୁ ବିରକ୍ତି ଭାବ ପ୍ରକାଶ କରାଇବ । ଯଦି ଆପଣ ଜଣେ ଛାତ୍ର ତେବେ, ଆପଣ ପାଠପଢାରେ ଏକାଗ୍ରତା ଆଣିବା କଷ୍ଟସାଧ୍ୟ ହେବ । ଅଦରକାରୀ, କଳହପୂର୍ଣ୍ଣ ଆଲୋଚନାରେ ଲାଗି ରୁହନ୍ତୁ ନାହିଁ । ଆପଣଙ୍କ ମର୍ଯ୍ୟାଦା ବିପଦପୂର୍ଣ୍ଣ ଅବସ୍ଥାରେ ରହିପାରେ ।

ସିଂହ: ଆର୍ଥିକ ସାଧନ ବ୍ୟବସ୍ଥା କରିବା ପାଇଁ ଏବଂ ବ୍ୟବସାୟ କୁ ବୃଦ୍ଧି କରିବା ପାଇଁ ଏହା ଏକ ଉପଯୁକ୍ତ ଦିନ ଅଟେ । ବ୍ୟବସାୟୀ ମାନଙ୍କ ପାଇଁ, ଆପଣଙ୍କ ଦଳ, ବିଶେଷ କରି ଆପଣଙ୍କ କନିଷ୍ଠ ଏବଂ ଅଧିନସ୍ଥ କର୍ମଚାରୀ ମାନେ ଲାଭାନ୍ୱିତ ହେବାର ସମ୍ଭାବନା ଅଛି । ଅନ୍ତରଙ୍ଗ ବନ୍ଧୁ ମାନଙ୍କ ସହିତ ଏକ ଛୋଟ ଭ୍ରମଣର ଆୟୋଜନ କରନ୍ତୁ । କିଣା କିଣି, ଖିଆ ପିଆ ଏବଂ ଆମୋଦ ପ୍ରମୋଦ କରନ୍ତୁ ।

କନ୍ୟା: ଆଜି ଦିନଟି ଆପଣଙ୍କ ପାଇଁ ଖିସି ଏବଂ ଲାଭଦାୟକ ଦିନ ହେବ ।ଉଭୟ ଶାରୀରିକ ଏବଂ ମାନସିକ ଭାବରେ ଅତ୍ୟନ୍ତ ଖୁସି ଅନୁଭବ କରିବେ । ଆପଣ ଉଭୟ ମାନସିକ ଏବଂ ଆଧ୍ୟାତ୍ମିକ ଭାବରେ ଖୁସି ଅନୁଭବ କରିବେ । ଆଜି ଦିନରେ ଆପଣ ଆପଣଙ୍କ ବନ୍ଧୁ ଏବଂ ପରିବାର ବର୍ଗଙ୍କ ଆନନ୍ଦରେ ଖିଆପିଆ କରି ଉପହାର ଗ୍ରହଣ କରି, ବାହାରେ ସମୟ ବିତାଇବେ, ଏ ସମସ୍ତ ତାରକାମାନଙ୍କ ଦ୍ୱାରା ସମ୍ଭବ ହେଉଛି । ଆପଣ ସାରାଦିନ ଆଧ୍ୟାତ୍ମିକ ଭାବନା ଅନୁଭବ କରିବେ।

ତୁଳା: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆଜିର କ୍ଲାନ୍ତିଜନକ ଦିନରେ ଆପଣ ମାନସିକ ଦୁଃଶ୍ଚିନ୍ତା ଘେରରେ ଶିଥିଳତା ପ୍ରଦର୍ଶନ କରିବେ । ବହୁଦିନ ଚାପ ଯୋଗୁଁ ଆପଣ ଏହି ଫଳାଫଳ ଭୋଗ କରିବେ । ଆପଣ ଧୈର୍ଯ୍ୟ ନହରାଇ ଶାନ୍ତ ରୁହନ୍ତୁ । ନିଜ ପରିବାରରେ ଥିବା ମନୋମାଳିନ୍ୟକୁ ଦୂର କରିବାକୁ ଚେଷ୍ଟା କରନ୍ତୁ ।

ବିଛା: ବହୁଦିନରୁ ଆପଣଙ୍କର ସମ୍ପତ୍ତି ଜନିତ ଚାଲିଥିବା ମକଦ୍ଦମାର ଆଜି ପରିସମାପ୍ତି ଘଟିବ । ଦିନଟି ଭଲରେ କଟିବ । ସୌଭାଗ୍ୟବଶତଃ ଘରର କେତେକ ସମସ୍ୟାକୁ ସମାଧାନ କରିବାକୁ ସକ୍ଷମ ହେବେ । ବ୍ୟବସାୟରେ ସମସ୍ତ ପ୍ରକାରର ସୁଫଳ ମିଳିବ । ପ୍ରତିଦ୍ୱନ୍ଦୀ ମାନେ ଆପଣଙ୍କ ଠାରୁ ପରାଜୟ ସ୍ୱୀକାର କରିବେ । ସତର୍କତା ଅବଲମ୍ଵନ କରନ୍ତୁ ।

ଧନୁ: ଆଜି ଦିନଟି ବିଶେଷତଃ ବିଦ୍ୟାର୍ଥୀ, ଶିକ୍ଷା ବିଭାଗୀୟ କର୍ମଚାରୀ ଏବଂ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ଶୁଭ ଦିନ ଅଟେ । ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଆପଣ ନିଜ ଉଦ୍ୟମ ଫଳରେ ସବୁକ୍ଷେତ୍ରରେ ଉତ୍ତମ ଫଳ ପାଇବେ । ଆପଣ ନିଜର ବନ୍ଧୁ ଓ ପରିବାରର ସଦସ୍ୟଙ୍କ ସହ ରାତ୍ର ଭୋଜନର ସ୍ୱାଦ ଖୁସିମନରେ ଉପଭୋଗ କରିବେ ।

ମକର: ଆଜି ସମସ୍ତ ଅଫିସ୍‌ ଯିବା ଲୋକମାନଙ୍କ ପାଇଁ ହସଖୁସି ଭରା ଭାଗ୍ୟଶାଳୀ ଦିନଟିଏ ରହିବ । ସଫଳତାର ସହ ନୂଆ କାର୍ଯ୍ୟ ମିଳିବ । ବରିଷ୍ଠ ବ୍ୟକ୍ତିମାନେ ଆପଣଙ୍କ ସପକ୍ଷରେ ଯିବେ, ପୁରସ୍କାର ଏବଂ ପଦୋନ୍ନତି ହେବାର ସମ୍ଭାବନା ଅଛି । ଘରୋଇ ଦ୍ୱନ୍ଦ ଆଶା କରାଯାଏ । ଅସମ୍ପୂର୍ଣ୍ଣ କାର୍ଯ୍ୟ ସନ୍ତୁଷ୍ଟତାର ସହ ଶେଷ ହେବ । ଅଫିସିଆଲ୍‌ ସହାୟତା ଆପଣଙ୍କୁ ମିଳିବାର ଆଶା କରାଯାଏ ।

କୁମ୍ଭ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ଆପଣ ପ୍ରତିକ୍ଷେତ୍ରରେ ସତର୍କତା ଅବଲମ୍ଵନ କରିବାକୁ ପରାମର୍ଶ ଦିଆଯାଉଛି । ଆପଣ ଦୀର୍ଘ ସମୟ ଧରି ଧାର୍ମିକ ଓ ଆଧ୍ୟାତ୍ମିକ ଅନ୍ୱେଶଣରେ ସମୟ କାଟିବେ । ଏହା ମାତ୍ର ଆପଣ ଏହି କର୍ମରେ ଲିପ୍ତ ରହିଲେ ଆପଣଙ୍କର ସ୍ତ୍ରୀ ଓ ପରିବାରର ସଦସ୍ୟଙ୍କ ସହ ଝଗଡା ହୋଇପାରେ ଯାହା ପାଇଁ ଆପଣ ଉଦାସୀନ ରହିବେ ।

ମୀନ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିବ । ଦିବସର ପ୍ରଥମାର୍ଦ୍ଧରେ କାର୍ଯ୍ୟରେ ଏବଂ ବ୍ୟବସାୟରେ ସଫଳତା ହାସଲ କରିବେ । ଜଣେ ବନ୍ଧୁ ବା ସହକର୍ମୀ ଯିଏ ନିକଟରେ ବିଦେଶରୁ ଫେରିଥିବେ, ତାହଙ୍କଠାରୁ ଉପହାର ପାଇବେ । ବନ୍ଧୁମାନଙ୍କ ସହ ହସଖୁସିରେ କଟାଇବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.