ETV Bharat / bharat

ମେ’ ୨୧ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ମେ ମାସର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ମେ ୨୧ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : May 21, 2022, 6:38 AM IST

ମେଷ: କାର୍ଯ୍ୟାଳୟରେ ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କ ସହ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ରହିବେ । ଆପଣଙ୍କ ଯୋଜନା ପାଇଁ ସରକାରଙ୍କଠାରୁ କିଛି ଅର୍ଥ ମିଳିପାରେ । ନିଜର ମାଆଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସରକାରୀ କାର୍ଯ୍ୟଟିକୁ ଆପଣ ସୁଚାରୁ ରୁପେ ତୁଲାଇବାରେ ସକ୍ଷମ ହେବେ । ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନକାରୀ ଅଟେ ।

ବୃଷ: ଆପଣଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କଠାରୁ ଭଲ ଖବର ଆଶା ପାଇପାରନ୍ତି । ସମସ୍ତ ଦିଗରୁ ଆମଦାନୀ ତୁମ ସୁଖକୁ ଆହୁରି ବୃଦ୍ଧି କରିବ । ଦରମା ବୃଦ୍ଧି ହେବ । ଦୂରଯାତ୍ରା ପାଇଁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନବାଞ୍ଛା ପୂର୍ଣ୍ଣ ହେବ ।

ମିଥୁନ: ଚାପଗ୍ରସ୍ତ ହୋଇପାରନ୍ତି । ଏତେ ଚାପ ରହିବ ଯେ ଆପଣ ଅଶାନ୍ତି ଅନୁଭବ କରିବେ । ବନ୍ଧୁ ଓ ପ୍ରିୟଜନଙ୍କ ସଙ୍ଗେ ଯୁକ୍ତିତର୍କ କିମ୍ୱା ପାଟିତୁଣ୍ଡ କରନ୍ତୁ ନାହିଁ । ଏପରି ଅପ୍ରୀତିକର ପରିସ୍ଥିତିଠାରୁ ଦୂରେଇ ନରହିଲେ ଏହା ଆପଣଙ୍କର ଶରୀର ଉପରେକୁ ପ୍ରଭାବ ପକାଇପାରେ । ଧର୍ମ କାର୍ଯ୍ୟରେ ଯୋଗଦାନ କରି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଧ୍ୟାନକଲେ ମାନସିକ ଶାନ୍ତି ଫେରିପାଇ ପାରନ୍ତି । ନିଜ ଶରୀରର ଯତ୍ନ ନିଅନ୍ତୁ ।

କର୍କଟ: ଦିନଟି ସବୁ ଦୃଷ୍ଟିରୁ ଶୁଭଫଳ ପ୍ରଦାୟକ ଅଟେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ମୌଜ ମଜଲିସ କରିବେ । କିଛି ଜିନିଷ କିଣାକିଣି କରିବାରେ ଆନନ୍ଦ ପାଇପାରନ୍ତି । ଆପଣ ବହୁ ଦୂରରୁ ଆସିଥିବା ଜଣେ ଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ସାକ୍ଷାତ କରି ଉଲ୍ଲସିତ ହେବେ । ଏହି ସାକ୍ଷାତକାର ଭବିଷ୍ୟତରେ ଉପକାରୀ ହୋଇପାରେ ।

ସିଂହ: ସତର୍କ ରହିବା ପାଇଁ ପ୍ରୟାସ କରନ୍ତୁ । ଆପଣଙ୍କର ଶାରୀରିକ ତଥା ମାନସିକ ସ୍ଥିତି ଭଲ ନଥିବାରୁ ବିଶ୍ରାମ ନେବା ଆପଣଙ୍କ ପାଇଁ ଜରୁରୀ ଅଟେ । ଅସନ୍ତୋଷ ଓ ଉଦାସ ମନୋଭାବ ଯୋଗୁଁ ମନ ବିଚଳିତ ହେବ ଏବଂ ଆପଣ ପ୍ରତିକଥାରେ ବିରକ୍ତି ଭାବ ପ୍ରକାଶ କରିପାରନ୍ତି । ତେଣୁ ପରିବାରର ସଦସ୍ୟମାନଙ୍କ ନିମିତ୍ତ ନିଜର ଆଚରଣ ଓ ବ୍ୟବହାରକୁ ମାର୍ଜିତ କରନ୍ତୁ । ସର୍ବୋତ୍ତମ ଫଳ ହାସଲ କରିବାକୁ ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କରିବାକୁ ପଡିବ ।

କନ୍ୟା: ଆଜି ଦିନରେ ଆପଣ ନିଜର ସନ୍ତାନ ଓ ପ୍ରିୟଜନଙ୍କ ଚିନ୍ତାରେ ବିଚଳିତ ହୋଇପାରନ୍ତି । ଏଥିପାଇଁ ଆପଣଙ୍କ ମାନସିକ ଶାନ୍ତି ବ୍ୟାହତ ହେବ । ଅପଣଙ୍କ ପାକସ୍ଥଳୀ ଏବଂ କଲିଜା ଜନିତ ଶାରୀରିକ ଅସୁସ୍ଥତା ମଧ୍ୟ ମୁଣ୍ଡ ବ୍ୟଥାର କାରଣ ହୋଇପାରେ । ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁଁ ଆପଣ ଏହାର ସମାଧାନର ବାଟ ଖୋଜିପାରନ୍ତି । ଅର୍ଥଲଗାଣ କାରୀ ସଂସ୍ଥାରେ ନିଜ ପୁଞ୍ଜି ଆଦୌ ବିନିଯୋଗ କରନ୍ତୁ ନାହିଁ ।

ତୁଳା: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିପାରେ । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ନିଜର ପତ୍ନୀ ଓ ସନ୍ତାନମାନଙ୍କ ଚିନ୍ତା ଆପଣଙ୍କୁ ବିବ୍ରତ କରିବ । ଏହା ଆପଣଙ୍କୁ ମାନସିକ ଦ୍ୱନ୍ଦ ଆଡକୁ ଟାଣିନେଇପାରେ । ପେଟ ଯନ୍ତ୍ରଣା ଯୋଗୁଁ ଶାରିରୀକ ପୀଡା ପାଇବେ ।

ବିଛା: ଯେକୌଣସି କାର୍ଯ୍ୟ ଆରମ୍ଭ ପାଇଁ ଏହା ଏକ ସୁନ୍ଦର ସୁଯୋଗର ଦିନ ଅଟେ।ଆଜି ସାମାଜିକ ଏବଂ ସାର୍ବଜନୀନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିବ । ପାରିବାରିକ ଏବଂ ଦାମ୍ପତ୍ୟ ଜୀବନରେ ସୁଖ ଏବଂ ତୃପ୍ତି ରହିବ । ଦିନସାରା ରୋମାଣ୍ଟିକ୍ ରହିବେ । ପ୍ରେମ ଜୀବନରେ ତୁମେ ସଫଳତା ପାଇବ ।

ଧନୁ: ଆଜି ଦ୍ୱନ୍ଦ୍ୱରେ ରହିବେ । ମନରେ ନକାରାତ୍ମକ ଭାବନା ହେତୁ ଭୟ ରହିବ । ପରିବାର ସଦସ୍ୟଙ୍କ ସହିତ ମତଭେଦ କିମ୍ବା ବିବାଦ ହୋଇପାରେ । ଭୁଲ ବାଟରେ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ଛାତ୍ରମାନେ ଅଧ୍ୟୟନରେ ଏକାଗ୍ର ହୋଇପାରିବେ ନାହିଁ । କାହା ସହିତ କୌଣସି ବିବାଦ କିମ୍ବା ଆଲୋଚନାରେ ପ୍ରବେଶ କରନ୍ତୁ ନାହିଁ । ଯାତ୍ରା ସମ୍ଭବତଃ । ଆପଣ ଆମଦାନୀ-ରପ୍ତାନିରେ ଲାଭ ପାଇପାରନ୍ତି ।

ମକର: ଆଜି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ସାକ୍ଷାତ କରିବା ଆନନ୍ଦଦାୟକ ହେବ । ଏକ ସ୍ବଳ୍ପ ଯାତ୍ରା ଆୟୋଜିତ ହୋଇପାରେ । ଭାଇମାନଙ୍କ ସହିତ ସମ୍ପର୍କରେ ଘନିଷ୍ଠତା ରହିବ । ମଧ୍ୟାହ୍ନ ପରେ, ଅପ୍ରୀତିକର ଘଟଣା ହେତୁ ମନ ଅସୁସ୍ଥ ରହିବ । ଆର୍ଥୀକ କ୍ଷେତ୍ରରେ ଅଧିକ ଖର୍ଚ୍ଚାନ୍ତ ହେବେ । ସ୍ଥାୟୀ ସମ୍ପତ୍ତି ଦସ୍ତାବିଜରେ ଦସ୍ତଖତ କରିବା ସମୟରେ ସତର୍କ ରୁହନ୍ତୁ । ମା’ଙ୍କ ସ୍ବାସ୍ଥ୍ୟ ବିଷୟରେ ଚିନ୍ତା ହେବ ।

କୁମ୍ଭ: ଆଜି ଆପଣଙ୍କର ମନ ଅଶାନ୍ତ ରହିବ । ଶାରୀରିକ ଦୁର୍ବଳତା ଲାଗିରହିବ । କୌଣସି କାରଣରୁ ପାରିବାରିକ ଅଶାନ୍ତି ବଢିପାରେ । ପାଟିତୁଣ୍ଡ ଯୋଗୁଁ ଆପଣଙ୍କର ମନ ଭାରାକ୍ରାନ୍ତ ରହିବ । ଆପଣ ନିଜକୁ ସଞ୍ଜତ କରି ରଖନ୍ତୁ ଖର୍ଚ୍ଚ କମାନ୍ତୁ । ସରକାରୀ କାଗଜ ପ୍ରତି ଯତ୍ନବାନ ହୁଅନ୍ତୁ ।

ମୀନ: ଆପଣଙ୍କ ପାଇଁ ହଠାତ୍ ଆର୍ଥିକ ଲାଭର ଏକ ସୁଯୋଗ ରହିବ । ବ୍ୟବସାୟୀମାନେ ସେମାନଙ୍କର ବାହାରେ ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ଆପଣଙ୍କୁ ହୁଏତ ଅଧିକ ଶାରୀରିକ ଏବଂ ମାନସିକ ସ୍ତରରେ କାର୍ଯ୍ୟ କରିବାକୁ ପଡିବ । ଆପଣଙ୍କୁ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପଡିବ । ଖର୍ଚ୍ଚ ବୃଦ୍ଧି ପାଇବ । ନିୟମ ବିରୁଦ୍ଧରେ ଆପଣଙ୍କର କାର୍ଯ୍ୟ ସମସ୍ୟାକୁ ବଢାଇପାରେ । ଆଧ୍ୟାତ୍ମିକତା ଆପଣଙ୍କୁ ଭୁଲ ପଥରୁ ଦୂରେଇ ରଖିବ । ପ୍ରେମ ଜୀବନରେ ସଫଳତା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.