ETV Bharat / bharat

ଜୁଲାଇ ୨୧ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Jul 21, 2022, 12:00 AM IST

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଜୁଲାଇ ୨୧ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଜୁଲାଇ ୨୧ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କର ଅନୁକୂଳ ମନୋଭାବ ରହିବ । ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ରହିବେ । ଆଜି ଦିନରେ ଆପଣ ଯାହା କରିବେ ତାହା ସଫଳ ହେବ । ଆପଣଙ୍କ ପରିବାରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ । ଆପଣଙ୍କ ବାପାମାଙ୍କଠାରୁ ଭଲ ଖବର ଆଶା କରିବେ । ଆର୍ଥିକ ଲାଭ ହେବ ।

ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନାହିଁ । ସମସ୍ତ ଛୋଟ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ । ଶାରୀରିକ ଅସୁସ୍ଥତା ସମ୍ଭନ୍ଧୀୟ ସମସ୍ୟା ଆପଣ ଅନୁଭବ କରିପାରନ୍ତି । ଆପଣ ଏବଂ ଆପଣଙ୍କ ପ୍ରିୟଜନ ମାନଙ୍କ ସହ ମତଭେଦ ସୃଷ୍ଟି ହେବ, ଯାହାକି ଆପଣଙ୍କର ପରିବାରର ପରିବେଶ ଅସନ୍ତୁଳନ ରଖିପାରେ । ଆଜି ଆପଣଙ୍କର କାମ ସଂପୂର୍ଣ୍ଣ କରିପାରିବେ ନାହିଁ ।

ମିଥୁନ: ଆଜି ଦିନ ଆପଣଙ୍କ ପାଇଁ ଆଶୀର୍ବାଦ ଭରା ରହିବ । ଆପଣଙ୍କ ପ୍ରେମ ଏବଂ ପରିଶ୍ରମର ଲାଭ ଉଠାନ୍ତୁ । ଆପଣଙ୍କର ସମସ୍ତ ଭଲ ଭାଗ୍ୟ ଆପଣଙ୍କୁ ଖୁସି ଦେବ । ସମସ୍ତ କ୍ଷେତ୍ରରୁ ଲାଭ ପ୍ରବାହିତ ହେବ । ଯେତେବେ‍ଳେ ଆପଣଙ୍କର ପାଟର୍ଣ୍ଣର କିମ୍ବା ବରିଷ୍ଠ ଅଧିକାରୀ ପ୍ରଶଂସା ଢାଳନ୍ତି ଆପଣ ନମ୍ରତାର ସହିତ ଗ୍ରହଣ କରନ୍ତୁ । ଆପଣ ଏକ ବଡ ଧରଣର ପ୍ରକଳ୍ପ ପାଇବାର ସମ୍ଭାବନା ରହିଛି କିମ୍ୱା ଏକ ରାଜିନାମା କାର୍ଯ୍ୟକାରୀ ହେବାରେ ଅପେକ୍ଷାରେ ଅଛି ।

କର୍କଟ: ଆପଣଙ୍କ ପାଇଁ ଆଜି ହେଉଛି ଏକ ସହଜ ଏବଂ ଖୁସୀର ଦିନ । ସବୁ ଜିନିଷ ଶାନ୍ତ ରହିବ, କାର୍ଯ୍ୟ ପାଇଁ ଏତେ ସଂଘର୍ଷ କରିବାକୁ ପଡିବ ନାହିଁ ଏବଂ ଲାଭ ସହଜରେ ପ୍ରବାହିତ ହେବ । ଆପଣଙ୍କ କଠିନ ପରିଶ୍ରମ ଫଳପ୍ରଦ ହେବ । ଆପଣ ଶାନ୍ତ ଏବଂ ମାନସିକ ଭାବରେ ଉତ୍ସାହିତ ଅନୁଭବ କରିବେ । ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କ ପଦୋନ୍ନତି ହୋଇପାରେ ।

ସିଂହ: ଆଜି ଆପଣଙ୍କ ପାଇଁ ମଧ୍ୟମ ଭାବରେ ହସଖୁସୀର ଦିନ ହେବ । ଆପଣ କାର୍ଯ୍ୟ କ୍ଷେତ୍ରରେ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବେ ଏବଂ ନ୍ୟସ୍ତ ହୋଇଥିବା ସମସ୍ତ କାର୍ଯ୍ୟ ସମାପ୍ତ କରିବେ । ଆଜି ନିର୍ଦ୍ଦିଷ୍ଟ ହୋଇଥିବା ମିଟିଙ୍ଗ୍‌ରୁ ଆପଣ ଲାଭ ପ୍ରାପ୍ତ ହୋଇପାରନ୍ତି । ଆପଣ ଯୁକ୍ତିଯୁକ୍ତ ଭାବରେ ବ୍ୟବହାର କରନ୍ତି ଏବଂ କୌଣସି ସମସ୍ୟାକୁ ଧୈର୍ଯ୍ୟ ଏବଂ ଦୁରଦୃଷ୍ଟିର ସହିତ ସମାଧାନ କରନ୍ତି ।

କନ୍ୟା: ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ହେଉଛି ଏକ ମହତ୍ୱପୂର୍ଣ୍ଣ ଦିନ । ଆପଣଙ୍କୁ ପ୍ରୋତ୍ସାହିତ କରାଯାଉଛି ଯେ ଆପଣ ବହୁ ପୁର୍ବରୁ ପ୍ରସ୍ତୁତ କରିଥିବା ଯୋଜନା କାର୍ଯ୍ୟକାରୀ କରିବେ । ଅବଶ୍ୟ ଆପଣଙ୍କ ପାଇଁ ସାହାଯ୍ୟକାରୀ ହେବ ଯଦି ଆପଣ ଜୀବନର ଅନ୍ୟ କ୍ଷେତ୍ରରେ ଯତ୍ନଶୀଳ ହେବେ ।

ତୁଳା: ଆଜି ଦିନସାରା ପାଇଁ ଆପଣଙ୍କୁ ହସଖୁସୀ, ଆମୋଦପ୍ରମୋଦର ଆଶିର୍ବାଦ ମିଳିଛି । ବହୁ ସାଂସ୍କୃତିକ କ୍ଷେତ୍ରରେ ମିଳାମିଶାରେ ଆଜି ବହୁତ ସମୟ ଅତିବାହିତ ହେବ ଏବଂ ଆପଣ ଅଭିଯୋଗ କରିବା ଆବଶ୍ୟକ ନାହିଁ । ବିଭିନ୍ନ ପୃଷ୍ଠଭୂମିରୁ ଆସିଥିବା ଲୋକ ଏବଂ ନିଜର ପୁରୁଣା ବନ୍ଧୁ ମାନଙ୍କ ସହିତ ମିଶିବା ଏକ ଆକର୍ଷଣର ବିଷୟ । ଏହା ଆପଣଙ୍କୁ ତ୍ୱରାନ୍ୱିତ କରିବ, ପୁନଃ ଶକ୍ତିଶାଳୀ କରିବ ଏବଂ ଖୁସି କରିବ ।

ବିଛା: ଆଜିଦିନଟି ଅତ୍ୟନ୍ତ ଖୁସିରେ କାଟିବେ । ନିଜର ପରିବାରର ସଦସ୍ୟଙ୍କ ମେଳରେ ମଉଜ ମଜଲିସ କରିବେ । ନିଜ ପିତୃପକ୍ଷ ଲୋକଙ୍କଠାରୁ କିଛି ଶୁଭ ସମ୍ୱାଦ ପାଇ ମନ ଉତଫୁଲିତ ହେବ । ଆପଣଙ୍କ ସହକର୍ମୀ ମାନେ ଆପଣଙ୍କୁ ସହଯୋଗ କରିବେ । ଅସଂପୁର୍ଣ୍ଣ ଥିବା କାର୍ଯ୍ୟକୁ ଆଜି ସମାପ୍ତ କରିପାରନ୍ତି । ଆର୍ଥିକ ସ୍ଥିତି ସ୍ୱଛଳ ରହିବ ।

ଧନୁ: ଆପଣଙ୍କ ପିଲାର ଶରୀର ଏବଂ ପାଠପଢା ସଂକ୍ରାନ୍ତିୟ ବିଷୟ ସାରାଦିନ ଆପଣଙ୍କୁ ଚିନ୍ତାଗ୍ରସ୍ତ କରି ପକାଇବ । ଆପଣଙ୍କ ବିରକ୍ତି ଭାବ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଯଦିଓ ଆପଣ ଆପଣଙ୍କ କାମ ସଫଳତାର ସହ ସଂପୂର୍ଣ୍ଣ କରିପାରିନାହାନ୍ତି । ଆଜି ଆପଣ କିଛି ବିଷୟରେ କଳ୍ପନା କରିପାରନ୍ତି ।

ମକର: ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ ନ କରିପାରନ୍ତି । ଏକ ଅସନ୍ତୁଳନ ପରିବାର ପରିବେଶ ଆପଣଙ୍କୁ ଭାବନାଗ୍ରସ୍ତ କରି ପକାଇପାରେ । ଆପଣ ଶକ୍ତି ଏବଂ ଇଚ୍ଛାର ଅଭାବ ଅନୁଭବ କରିପାରନ୍ତି । ଆପଣଙ୍କ ପ୍ରିୟଜନମାନକ ସହ ଯୁକ୍ତିତର୍କ ହେବାର ସମ୍ଭାବନା ରହିପାରେ, ଯାହାକି ପ୍ରତିକୂଳୀୟ ପରିବେଶ ସୃଷ୍ଟି କରିପାରେ ।

କୁମ୍ଭ: ଆପଣଙ୍କ ପ୍ରତ୍ୟେକ ପଦକ୍ଷେପ ଆଗକୁ ଅଗ୍ରସର ହେବାକୁ ପ୍ରସ୍ତୁତ ରୁହନ୍ତୁ । ଅନେକ ଦିନର ଇଚ୍ଛା ପୂରଣ ହେବ । ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି । ବାକି ରହିଥିବା କାମ ଆଜି ସମ୍ପୁର୍ଣ୍ଣ ହେବ ।

ମୀନ: ଆଜି ସାବଧାନ ରହିବାକୁ ପଡ଼ିବ । ପରିବାରରେ ମତଭେଦ ରହିପାରେ ଓ ମାତାଙ୍କ ସ୍ବାସ୍ଥ୍ୟ ଚିନ୍ତା ରହିବ । ମନରେ କିଛି ଚିନ୍ତା ରହିବ ଚାକିରିରେ ଅସୁବିଧା ସାମନା କରିବେ । ସମ୍ପତ୍ତିର ଦସ୍ତାବିଜ୍ କରିବା ସମୟରେ ବିଶେଷ ଧ୍ୟାନ ଦେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.