ETV Bharat / bharat

ଜୀବନସାଥୀଙ୍କ ସହିତ ସୁଦୃଢ଼ ହେବ ସମ୍ପର୍କ, ଖୁସି ପାଇବେ ଏହି ରାଶିର ବ୍ୟକ୍ତି

author img

By ETV Bharat Odisha Team

Published : Dec 20, 2023, 12:00 AM IST

20th December Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ।

horoscope
horoscope

ମେଷ: ଆଜି ଦିନଟି ବହୁ ଅସୁବିଧାରେ ଅତିବାହିତ ହୋଇପାରେ। ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ। ଅଯଥା ଖର୍ଚ୍ଚର ପରିମାଣ ବୃଦ୍ଧି ହୋଇପାରେ। ନିଜେ ନିଜର ବଳକା ଅର୍ଥକୁ ସଞ୍ଚୟ କରିବା ଯୋଜନା କରିପାରନ୍ତି। ନିଜର ବଦାନ୍ୟତା ଦେଖାଇ କିଛି ଦାନ କରିବା ପ୍ରବୃତ୍ତି ପ୍ରତି ସତର୍କ ରୁହନ୍ତୁ। ଦେବାନେବା ପ୍ରକ୍ରିୟାରେ ସତର୍କତା ଅବଲମ୍ୱନ କରିବା ଉଚିତ୍।

ବୃଷ: ଆଜି ଏକ ଶୁଭଦିନ। ଆପଣଙ୍କର ବ୍ୟବସାୟ ବୃଦ୍ଧି ପାଇବ। ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ ହେବ। ନୂତନ ବନ୍ଧୁ ତଥା ୠଣ ଦେବା ବ୍ୟକ୍ତିଙ୍କ ଠାରୁ ବ୍ୟବସାୟ ଓ ବୃତ୍ତିରେ ଲାଭଜନକ ହେବ। ଗୋଟିଏ ଛୋଟକାଟିଆ ପରିଭ୍ରମଣରେ ଯାଇ ହସଖୁସି କରିପାରନ୍ତି। ସଂକ୍ଷିପ୍ତରେ କହିବାକୁ ଗଲେ ଦିନଟିଯାକ ହସଖୁସି ଓ ଆନନ୍ଦ ଉଲ୍ଳାସରେ ଅତିବାହିତ ହେବ।

ମିଥୁନ: ଆଜି ଆପଣଙ୍କର ଶରୀର ସୁସ୍ଥ ରହିବ। ମାନସିକ ଚିନ୍ତାରୁ ମୁକ୍ତ ହୋଇ ନିଜକୁ ହାଲକା ମନେକରିବେ। ନିଜେ ବୃତ୍ତିରେ ନିଜର କାର୍ଯ୍ୟ ଦକ୍ଷତା ପାଇଁ ପ୍ରଂଶସିତ ହେବେ। ଆପଣଙ୍କର ସହକର୍ମୀମାନେ ମଧ୍ୟ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ। ସାମାଜିକ ଜୀବନରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ। ପାରିବାରିକ ଜୀବନ ଅତ୍ୟନ୍ତ ମଧୁରମୟ ହେବ। ପଦୋନ୍ନତି ମିଳିବାର ଶୁଭ ସୂଚନା ଅଛି।

କର୍କଟ: ଆପଣଙ୍କର କାର୍ଯ୍ୟ ଓ ବ୍ୟବସାୟରେ ଆପଣ କଠିନ ପରିଶ୍ରମ ଦ୍ବାରା ନିଜର ସ୍ଥାନକୁ ସୁରକ୍ଷିତ କରିପାରିବେ। ସହଯୋଗୀଙ୍କ ସହିତ ସମ୍ବନ୍ଧରେ ଉନ୍ନତି ଆସିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ଼ ହେବ। ଘରେ ଆନନ୍ଦର ବାତାବରଣ ରହିବ। ଆପଣ ନିଜର ପ୍ରିୟଜନଙ୍କ ସହିତ ସମୟ ବିତାଇବେ।

ସିଂହ: ଯଦି ଆପଣ କୌଣସି ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଥାନ୍ତି ତେବେ ଏଥିପାଇଁ ଆଶ୍ଚର୍ଯ୍ୟାନ୍ବିତ ହୁଅନ୍ତୁ ନାହିଁ। ଏହା ବ୍ୟକ୍ତିଗତ ହେଉ ବା କାର୍ଯ୍ୟସମ୍ବନ୍ଧିତ ଆପଣା ଏହାର ସମାଧାନର ମାର୍ଗ ବାହାର କରିବା ଉଚିତ୍। ଆପଣଙ୍କୁ ଏଥିପାଇଁ ବୁଦ୍ଧି ଓ କୂଟନୀତିର ପ୍ରୟୋଗ କରିବା ଆବଶ୍ୟକ।

କନ୍ୟା: ଆଜି ଆପଣଙ୍କ ପାଇଁ ଶୁଭଦିନ ଅଟେ। ଆପଣ ନିଜର ନାମ ଓ ସମ୍ମାନକୁ ବଜାୟ ରଖିବେ। ଆଜି ବ୍ୟବସାୟୀ ଓ ଅଂଶୀଦାରଙ୍କ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ପାଇପାରେ। ନିଜପାଇଁ ନୂତନ ବସ୍ତ୍ର କିଣିବାରେ ତୃପ୍ତି ଲାଭ କରିବେ। ବନ୍ଧୁଙ୍କ ଗହଣରେ ଦୂରସ୍ଥାନକୁ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦ କରିପାରନ୍ତି।

ତୁଳା: ଶରୀର ସୁସ୍ଥ ରହିବ। ବୃତ୍ତିରେ ଲାଭବାନ ହେବେ। ଆପଣଙ୍କର ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିବେ। ପରିବାରର ସଦସ୍ୟଙ୍କ ଅଧିନରେ ଦିନଟିକୁ ହସଖୁସିରେ କାଟିବେ। ଅତ୍ୟଧିକ ଖର୍ଚ୍ଚପ୍ରତି ଜାଗୃତ ରୁହନ୍ତୁ। ଆପଣ ସବୁକାର୍ଯ୍ୟରେ ସଫଳତା ଲାଭକରି ନିଜର ନାମ ଓ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବେ।

ବିଛା: କୌଣସି ପ୍ରକାର ଯୁକ୍ତିତର୍କ ଏବଂ ମୁହାଁମୁହିଁ ହେବାରୁ ନିଜକୁ ଦୂରରେ ରଖନ୍ତୁ। ଏହା କାର୍ଯ୍ୟ କ୍ଷେତ୍ରରେ ହେଉ କିମ୍ୱା ପରିବାର ସଂପର୍କରେ ହେଉ । ବିଦେଶକୁ ଅଧ୍ୟୟନ ପାଇଁ ଯିବାକୁ ଥିବା ପିଲା ପାଇଁ ଆପଣ ବ୍ୟସ୍ତ ହୋଇପାରନ୍ତି। କୌଣସି କାର୍ଯ୍ୟ ପାଇଁ ଆଜି ପ୍ରଶଂସିତ ହେବେ।

ଧନୁ: ଆଜି ଦିନ ଆପଣଙ୍କ ପାଇଁ ଶୁଭ ଦିନ ନୁହେଁ । ଅର୍ଥର ଅଭାବ ଲାଗି ରହିବ। ଅଧିକ କଥା ଭାବନ୍ତୁ ନାହିଁ। ସମ୍ପତ୍ତି କିମ୍ୱା ପୈତୃକ ସମ୍ପତ୍ତି ସମ୍ପର୍କିତ ଆଇନଗତ କାଗଜ ପତ୍ର ପ୍ରତି ଯତ୍ନଶୀଳ ହୁଅନ୍ତୁ ।

ମକର: ଆଜି ଦିନକୁ ଭଲ ଭାବରେ ଉପଭୋଗ କରିବା ପାଇଁ ଆପଣ ଏକ ପର୍ଯ୍ୟଟନ ସ୍ଥାନଙ୍କୁ ଭ୍ରମଣ କରିଯାଇ ପାରନ୍ତି। ସମ୍ପତ୍ତି ବିଷୟରେ କୌଣସି କାରବାର ଆପଣଙ୍କ ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ। ଆପଣ ଏକ ଯେ କୌଣସି ସମୟରେ ଏକ ଅଫିସ୍‌ ସ୍ପେସ୍‌ କ୍ରୟ କରିବାକୁ ଯୋଜନା କରିପାରନ୍ତି ।

କୁମ୍ଭ: ଆଜି ରାଗ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ ଦିଆଯାଉଛି। ସନ୍ଧ୍ୟା ସମୟରେ ବାହାରକୁ କିଛି କିଣିବାକୁ ଯାଇ ପାରନ୍ତି। ଅଚାନକ ଅତିଥି ଘରକୁ ଆସିପାରନ୍ତି। କାର୍ଯ୍ୟାଳୟରେ ସୁସମ୍ବାଦ ପାଇବେ।

ମୀନ: ଆଜି ଆପଣଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ। ଆପଣଙ୍କର ଉତ୍କଣ୍ଠିତ ଚିତ୍ତ ନୂଆ କାମ କରିବାକୁ ପ୍ରେରଣା ଯୋଗାଇବ। ଆପଣଙ୍କର ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ। ନିଜର ବନ୍ଧୁ ଓ ପ୍ରିୟଜନଙ୍କ ସଙ୍ଗେ ସଙ୍ଗେ ପରିଭ୍ରମଣରେ ଯାଇପାରନ୍ତି। ଅର୍ଥାଗମର ଶୁଭ ସୂଚନା ମିଳୁଛି। ଆପଣ ତୀର୍ଥଯାତ୍ରା କରିପାରନ୍ତି କିମ୍ୱା ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.