ETV Bharat / bharat

ନଭେମ୍ବର 19 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ - ନଭେମ୍ବର 19 ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ। ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ନଭେମ୍ବର 19 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Nov 19, 2022, 12:01 AM IST

ମେଷ: ବିନା କାରଣରେ ଆପଣ ଆଜି ଶାନ୍ତ ରହିପାରନ୍ତି । ଅବଶ୍ୟ ଆପଣ ଅନ୍ୟମାନଙ୍କୁ ସେମାନଙ୍କ ଯୋଗଦାନ ପାଇଁ ପ୍ରଶଂସା କରିବେ । କିନ୍ତୁ, ଆପଣଙ୍କୁ ତାହା ଠାରୁ ଅଧିକ ଉଦାର ହେବାକୁ ପଡିବ ଓ ଆପଣଙ୍କ ସହ ଥିବା ଲୋକମାନଙ୍କୁ ସଫଳତାର ରହସ୍ୟ ଜଣାଇବା ଆବଶ୍ୟକ ।

ବୃଷ: ଯଦି ଆପଣ ସଂମ୍ପର୍କ ଏବଂ ସର୍ବସାଧାରଣ ବକ୍ତା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ଆଜି ଆପଣ ଶ୍ରୋତାମାନଙ୍କୁ ଉତ୍ସାହିତ କରିବେ ଏବଂ ଆନନ୍ଦ ଉପଭୋଗ କରିବାକୁ ଦେବେ । ଏପରିକି ବ୍ୟକ୍ତି ବିଶେଷଙ୍କ ସହିତ କଥାବାର୍ତ୍ତା ସମୟରେ ମଧ୍ୟ ଆପଣଙ୍କ ଶ୍ରୋତା ଅତ୍ୟନ୍ତ ପ୍ରଭାବିତ ହୋଇ ନିରବ ହୋଇଯିବେ । ଫଳରେ ଦୀର୍ଘକଳୀନ ଭାବରେ ଜଣାଶୁଣା ବ୍ୟକ୍ତିମାନଙ୍କ ସହିତ ବିଶେଷ ସମ୍ପର୍କ ରହିବାର ସମ୍ଭାବନା ରହିଛି ।

ମିଥୁନ: ବିଶେଷ ଭାବରେ ମହିଳାମାନଙ୍କ ସହିତ କାରବାର କଲାବେଳେ ଆପଣଙ୍କ ଭାବ ପ୍ରବଣତା ଆପଣଙ୍କୁ ଅତ୍ୟଧିକ ଭାବରେ ପ୍ରଭାବିତ କରିବାକୁ ଦିଅନ୍ତୁ ନାହିଁ । ଆପଣ ମାୟାଜାଲରେ ଫସି ପାରନ୍ତି କାରଣ ମହିଳା ଜଣକ ଆପଣଙ୍କୁ ଭାବନାତ୍ମକ ଭାବରେ ଶୋଷଣ କରିପାରେ । କେବଳ ଗୋଟିଏ ଜିନିଷ ଆଜି ଆପଣଙ୍କ ପାଇଁ ମହିଳାଠାରୁ ଅଧିକ ବିପଦ ସଙ୍କୁଳ ତାହା ହେଉଛି ଜଳାଶୟ, ସେଥିରୁ ଦୂରରେ ରହନ୍ତୁ ।

କର୍କଟ: ଆଜି ଭାଇମାନଙ୍କଠାରୁ କିଛି ସାହାଯ୍ୟ ପାଇବେ । ବନ୍ଧୁମାନଙ୍କ ସହ ମିଳନ ଏବଂ ପ୍ରିୟଜନଙ୍କ ରୌଶ୍ୟରୁ ଆପଣ ଲାଭବାନ ହେବେ । କୌଣସି ଏକ ରମଣୀୟ ସ୍ଥାନ ଦେଖିବାକୁ ଯାଇପାରନ୍ତି । ଆଜି ଆପଣ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ । ଶତ୍ରୁ ତଥା ଦୁର୍ଜନମାନେ ପରାଜିତ ହେବ । ଆପଣଙ୍କର ଭାବାବେଗ ପ୍ରିୟଜନଙ୍କ ସହିତ ସମ୍ପର୍କକୁ ବୃଦ୍ଧି କରିବେ । ବିଭିନ୍ନ ଘଟଣାବଳୀରୁ ଜଣାପଡିବ ଯେ ଆଜି ଦିନଟିରେ ଆପଣଙ୍କର ଭାଗ୍ୟ ଅନୁକୂଳ ଅଛି । ସମାଜିକ ଜୀବନରେ ପ୍ରତିଭା ଓ ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ସ୍ୱଚ୍ଛଳତାର ବୃଦ୍ଧି ବି ହୋଇପାରେ ।

ସିଂହ: ଆଜି ଆପଣଙ୍କ ଦିନ ଆଦୌ ଆପଣଙ୍କ ଅନୁସାରେ ଯିବ ନାହିଁ । ଏହା ବହୁତ ଭଲ ଲୋକମାନଙ୍କ ସହ ମଧ୍ୟ ହୁଏ । ଏଥିପାଇଁ ସେ ବିଷୟରେ କେହି କିଛି କରିପାରିବେ ନାହିଁ ସେଥିପାଇଁ ଆପଣଙ୍କୁ ନିଜ ଭିତରୁ ନୈତିକ ସମର୍ଥନ ଖୋଜିବାକୁ ପଡିବ ।

କନ୍ୟା: ଆଜି ଧାର୍ମିକ ବିଶ୍ଵାସ ଓ ଆଧ୍ୟାତ୍ମିକତା ସମ୍ପର୍କିତ ସମସ୍ୟାଗୁଡିକ ସାମ୍‍ନାକୁ ଆସିବ । ଆପଣଙ୍କ ପସନ୍ଦ କ୍ଷେତ୍ରରେ ସଫଳତା ପାଇବା ପାଇଁ ଗୋଟିଏ ମନରେ ଆପଣଙ୍କ ଲକ୍ଷ୍ୟକୁ ଅନୁସରଣ କରନ୍ତୁ । ଆପଣଙ୍କ ଦକ୍ଷତା ଓ ପ୍ରତିଭାର ଲାଭ ଉଠାନ୍ତୁ । ଆପଣ ଆଜି ସମ୍ପର୍କ କ୍ଷେତ୍ରରେ ଭାବପୂର୍ଣ୍ଣ ନ ହୋଇ ତର୍କସଙ୍ଗତ ଓ ହିସାବୀ ହେବା ଆବଶ୍ୟକ ।

ତୁଳା: କ୍ଷମତାରେ ଥିବା କେହି ଜଣେ ଆପଣଙ୍କୁ ମଜାରେ ହଇରାଣ କରିପାରନ୍ତି । କିନ୍ତୁ ଆପଣଙ୍କ ଭାଗ୍ୟ ଟାଣ ଥିବାରୁ ଆପଣଙ୍କ ନିଜ ଭାବନା ଛଡା କେହି ଆପଣଙ୍କୁ ଅସୁବିଧା ପକେଇପାରିବେ ନାହିଁ । ଆପଣ ସହଜରେ ଏହି ସବୁ ସମସ୍ୟାରୁ ବାହାରିଯିବେ ଯାହା ସେମାନଙ୍କୁ ଚିଡେଇବ ।

ବିଛା: ଯଦି ଆପଣ ନିକଟରେ ମିଳିତ ଭାବେ ଏକ ବ୍ୟବସାୟ ଆରମ୍ଭ କରିଥାଆନ୍ତି, ତେବେ ଆଜି ଏକ ଲାଭଦାୟକ ଚୁକ୍ତି କରିବା ପାଇଁ ଆପଣ ପ୍ରଥମ ପାଦ ଆଗକୁ ନେଇପାରନ୍ତି । ଅବଶ୍ୟ ଆଜି ଆପଣ ଚୁକ୍ତିରେ ସ୍ଵାକ୍ଷର କରିବା ପୂର୍ବରୁ କିଛି ସମୟ ନେବା ଆବଶ୍ୟକ । ଆହୁରି ମଧ୍ୟ ଏହା ଧ୍ୟାନ ରଖନ୍ତୁ ଯେ ଆପଣ ଅସୁବିଧାରେ ଯେପରି ନପଡନ୍ତି ।

ଧନୁ: ଆପଣ ଆଜି ପଥରକୁ ମଧ୍ୟ ସୁନା କରିପାରିବେ । ବ୍ୟବସାୟରେ ଆପଣଙ୍କ ଜ୍ଞାନ ଦ୍ଵାରା ଆପଣ ଉତ୍ପାଦନ କ୍ଷମତାରେ ସବୁଠାରୁ ଭଲ ଫଳାଫଳ ପାଇବେ ଓ ନୂଆ ଚୁକ୍ତି କରିପାରିବେ । ଦିନର ଅଧିକାଂଶ ସମୟରେ ଆପଣଙ୍କ ପଦକ୍ଷେପ ପଦ୍ଧତିଗତ, ଅନୁଶାସିତ ଓ ବ୍ୟବସ୍ଥିତ ରହିବ ।

ମକର: ଆପଣଙ୍କୁ ଆଜି ଆପଣଙ୍କ ପାଇଁ ସଠିକ ଜୀବନସାଥୀ ମିଳିବାର ଅନେକ ସମ୍ଭାବନା ଅଛି । ଆପଣ ତାଙ୍କୁ ନିଜ ମନକଥା କହିବେ । ଆପଣଙ୍କ ପରିବାର ଆପଣଙ୍କ ପାଇଁ ସବୁକିଛି ଓ ଗତ କିଛି ବର୍ଷ ମଧ୍ୟରେ ଆପଣ ଏହି ବିଷୟରେ ଅଧିକ ଭାବବୋଧକ ରହିବେ ।

କୁମ୍ଭ: ଆପଣଙ୍କ ମନ ଭାବନାରେ ଭରା ରହିବ ଏବଂ ଏହା ଆପଣଙ୍କୁ ସମ୍ପୁର୍ଣ୍ଣ ଭାବରେ କ୍ଳାନ୍ତ କରିଦେବ । ଆପଣ ରାଗିବେ, ଯେତେବେ‌ଳେ ନିଜକୁ ଶାନ୍ତ କରିପାରିବେ, ସେତେବେଳେ ହିଁ ଭଲ ଅନୁଭବ କରିବେ, ଅଧିକ ଭାବିବା ବନ୍ଦ କରନ୍ତୁ । ଚୋରି ଏବଂ ଅନ୍ୟ ଆଇନ ବିରୁଦ୍ଧ କାମରୁ ଦୂରରେ ରହନ୍ତୁ । ନିରାଶ ମନୋଭାବକୁ ଦୁରରେ ରଖନ୍ତୁ । ଆପଣଙ୍କ ଭାଷା ଉପରେ ନଜର ରଖନ୍ତୁ ।

ମୀନ: ଆପଣଙ୍କ ନିକଟରେ କେହି ପହଞ୍ଚିପାରିବେ ନାହିଁ । କିନ୍ତୁ ଆପଣ ଯେହେତୁ ଆପଣଙ୍କ ତଳେ ଥିବା କର୍ମଚାରୀମାନଙ୍କୁ ସେମାନଙ୍କ କାମରେ ସଠିକତା ଆଣିବାରେ ସାହାଯ୍ୟ କରୁଛନ୍ତି ସେଥିପାଇଁ ସେମାନଙ୍କର କୌଣସି ଅଭିଯୋଗ ରହିବ ନାହିଁ । ଆପଣ ପ୍ରେରିତା କରିବେ ଓ ସେମାନେ ପ୍ରେରିତ ହେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.