ETV Bharat / bharat

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ...

author img

By

Published : Jun 19, 2021, 12:01 AM IST

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ...

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ : ବିନା କାରଣରେ ଆପଣ ଆଜି ନିଜ ଭିତରେ ରହିବେ ବା ଶାନ୍ତ ରହିବେ । ଆପଣ ଅନ୍ୟମାନଙ୍କୁ ସେମାନଙ୍କ ଯୋଗଦାନ ପାଇଁ ପ୍ରଶଂସା କରିବେ; କିନ୍ତୁ ଆପଣଙ୍କୁ ଆପଣଙ୍କ ତଳେ ଥିବା କର୍ମଚାରୀମାନଙ୍କୁ ଜ୍ଞାନ ମଧ୍ୟ ଦେବା ଆବଶ୍ୟକ । ଏହା ଛଡା ଆପଣଙ୍କୁ ଖର୍ଚ୍ଚ କମାଇବାକୁ ପଡିପାରେ ।

ବୃଷ : ଆଜି ନକ୍ଷତ୍ରଗଣ ଆପଣଙ୍କ ପାଇଁ ବହୁତ ଶୁଭ ଅଛି । ଆପଣଙ୍କ ଦିନ ଆଜି ମଜାଦାର ରହିବ । ସମସ୍ତ ଘଟଣା ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ । ଯଦି ଆପଣ ଉଚ୍ଚ ଅଧ୍ୟୟନ କରୁଛନ୍ତି, ଆପଣଙ୍କ ପ୍ରଦର୍ଶନ ବହୁତ ଭଲ ରହିବ ।

ମିଥୁନ : ଆପଣଙ୍କ ଘର ଆଜି ଖୁସି ଓ ଉଲ୍ଲାସରେ ଭରା ରହିବ । ଆପଣ ପିଲାମାନଙ୍କ ସହିତ ବହୁତ ସମୟ କଟାଇବେ । ଆପଣ ବହୁତ ଦିନ ଧରି ବାକିଆ ଥିବା ଘରକାମଗୁଡିକ ଶେଷ କରିବେ ଓ ପରିବାର ସଦସ୍ୟମାନଙ୍କ ମଧ୍ୟରେ ଥିବା ଆନମନାକୁ ଠିକ କରିବେ ।

କର୍କଟ: ଆଜି ଭାଇମାନଙ୍କଠାରୁ କିଛି ସାହାଯ୍ୟ ପାଇବେ । ବନ୍ଧୁମାନଙ୍କ ସହ ମିଳନ ଏବଂ ପ୍ରିୟଜନଙ୍କ ରୌଶ୍ୟରୁ ଆପଣ ଲାଭବାନ ହେବେ । କୌଣସି ଏକ ରମଣୀୟ ସ୍ଥାନ ଦେଖିବାକୁ ଯାଇପାରନ୍ତି । ଆଜି ଆପଣ ସବୁକାର୍ଯ୍ୟରେ ସଫଳତା ହାସଲ କରିବେ । ଶତ୍ରୁ ତଥା ଦୁର୍ଜନମାନେ ପରାଜିତ ହେବ । ଆପଣଙ୍କର ଭାବାବେଗ ପ୍ରିୟଜନଙ୍କ ସହିତ ସମ୍ପର୍କକୁ ବୃଦ୍ଧି କରିବେ । ସମାଜିକ ଜୀବନରେ ପ୍ରତିଭା ଓ ସମ୍ମାନ ବୃଦ୍ଧି ପାଇବ । ଆର୍ଥିକ ସ୍ବଚ୍ଛଳତାର ବୃଦ୍ଧି ବି ହୋଇପାରେ ।

ସିଂହ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ସେ ଯାହାହେଉ ପରିବାର ସଦସ୍ୟଙ୍କ ସହଯୋଗ ଯୋଗୁଁ ଆପଣ ଖୁସିରେ ଦିନଟିକୁ କାଟିପାରିବେ । ବହୁ ଦୂରରେ ରହୁଥିବା ବନ୍ଧୁଙ୍କ ସହ ନିବିଡ଼ ବନ୍ଧନରେ ବାନ୍ଧିହୋଇ ପଡିବେ । ଏହି ସମ୍ପର୍କ ଆପଣଙ୍କୁ ଭବିଷ୍ୟତରେ ସାହାଯ୍ୟ ପ୍ରଦାନ କରିପାରେ । ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ । ନିଜର କଠିନ ପରିଶ୍ରମର ଫଳ ଆଜି ମିଳିବ ନାହିଁ ।

କନ୍ୟା : ଆଜି ଧାର୍ମିକ ବିଶ୍ଵାସ ଓ ଆଧ୍ୟାତ୍ମିକତା ସମ୍ପର୍କିତ ସମସ୍ୟାଗୁଡିକ ସାମ୍ନାକୁ ଆସିବ । ଆପଣଙ୍କ ପସନ୍ଦ କ୍ଷେତ୍ରରେ ସଫଳତା ପାଇବା ପାଇଁ ଏକାଗ୍ର ମନରେ ଆପଣଙ୍କ ଲକ୍ଷ୍ୟକୁ ଅନୁସରଣ କରନ୍ତୁ, ଓ ଆପଣଙ୍କ ଦକ୍ଷତା ଓ ପ୍ରତିଭାର ଲାଭ ଉଠାନ୍ତୁ । ଆପଣ ଆଜି ସମ୍ପର୍କ କ୍ଷେତ୍ରରେ ଭାବପୂର୍ଣ୍ଣ ନ ହୋଇ ତର୍କସଙ୍ଗତ ଓ ହିସାବୀ ହେବା ଆବଶ୍ୟକ ।

ତୁଳା: ନିଜର କ୍ରୋଧ ସମ୍ବରଣ କରନ୍ତୁ । ଯଦି ପାରନ୍ତି ତାହେଲେ କୌଣସି ପ୍ରକାର ଯୁକ୍ତିତର୍କ କିମ୍ବା ଅଦରକାରି ଆଲୋଚନା କରନ୍ତୁ ନାହିଁ । ପରିବାରର ଜଣେ ସଦସ୍ୟଙ୍କ ସଙ୍ଗେ ପାଟିତୁଣ୍ଡ ହୋଇପାରେ । ଆଜି କିଛି ଶାରିରୀକ ଅସୁସ୍ଥତା ଭୋଗିପାରନ୍ତି ଏବଂ ଏହା ଜୀବନପ୍ରତି ବିପଦ ଆଣିପାରେ । ଆଜି ଆପଣ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଆଜି ଆପଣନିଜକୁ କୋର୍ଟ କଚେରୀ ମାମଲାରୁ ଦୁରେଇ ରୁହନ୍ତୁ । ନଚେତ୍ ନିଜର ସମ୍ମାନର ଅଧୋଗତି ଘଟିବ । ଏପରି ଘଡିସନ୍ଧି ମୁହୁର୍ତ୍ତରେ ଠାକୁର ପୂଜା ଆପଣଙ୍କ ମନକୁ ଶାନ୍ତି ପ୍ରଦାନ କରିବ ।

ବିଛା : ନିରାଶାକୁ ଆପଣଙ୍କୁ ଏକ ସୁସ୍ଥ ଢଙ୍ଗରେ ସାମ୍ନା କରିବା ଶିଖିବା ଦରକାର । ଠିକ ନିଷ୍ପତ୍ତି ନେବା ସବୁବେଳେ କଷ୍ଟକର । ଭାବନାରେ ବହି ଯାଇ କୌଣସି ନିଷ୍ପତ୍ତି ଶୀଘ୍ର ନିଅନ୍ତୁ ନାହିଁ କାରଣ ସେଗୁଡିକ ଠିକ ଲାଗିପାରେ କିନ୍ତୁ ପରେ ଅତ୍ୟଧିକ ଅବ୍ୟବହାରିକ ଭଳି ଲାଗିପାରେ ।

ଧନୁ : ଆଜି ଦିନରେ ଅନ୍ୟମାନଙ୍କୁ ସାହାଯ୍ୟ ପ୍ରଦାନ କରି ପାଖ ପଡୋଶୀଙ୍କ ପ୍ରଶଂସା ଭାଜନ ହେବେ । ଉପରିସ୍ଥ ହାକିମଙ୍କୁ ପ୍ରଭାବି କରି ଆପଣଙ୍କର ପଦୋନ୍ନତି ହେବାର ସମ୍ଭାବନା ଅଛି । ବ୍ୟବସାୟ ସଂକ୍ରାନ୍ତରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ନିଜର ପିତାଙ୍କଠାରୁ କିଛି ସୁଖବର ପାଇପାରନ୍ତି ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଶୁଭଙ୍କର ମନେ ହେବ ।

ମକର : ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଫଳ ପ୍ରଦାନକାରୀ ଦିବସ ଅଟେ । କଳା ଓ ସାହିତ୍ୟ ସମ୍ପର୍କିତ ଗୋଟିଏ ନୂତନ ଯୋଜନା ଆପଣ ହାତକୁ ନେଇ ସଫଳତା ଲାଭ କରିପାରନ୍ତି । ନିଜର ଚିନ୍ତନଶୀଳ ମନୋବୃତ୍ତିର ସଫଳ ରୁପାୟନ ନିମନ୍ତେ ଏକ ପୁସ୍ତକ ପଠନ ମେଳାର ଆୟୋଜନ କରିପାରନ୍ତି । ସରକାରୀ କାର୍ଯ୍ୟରେ ଆପଣ କିଛି ଦୁର୍ଦ୍ଦଶାର ସମ୍ମୁଖିନ ହୋଇପାରନ୍ତି । ଆଳସ୍ୟ ଓ କ୍ରୋଧ ଆପଣଙ୍କ ଶାରୀରିକ ଅସୁସ୍ଥତାର କାରଣ ହୋଇପାରେ ।

କୁମ୍ଭ : ବହୁ ଅସନ୍ତୋଷ ଯୋଗୁଁ ମନ ଭାରାକ୍ରାନ୍ତ ରହିବା ସହିତ ଉତ୍ତେଜନା ଓ କ୍ରୋଧ ପ୍ରକାଶ ପାଇବ । ଭଗବାନଙ୍କୁ ପ୍ରାର୍ଥନା ଓ ଧ୍ୟାନରତ ହେଲେ ମାନସିକ ଶାନ୍ତି ଫେରିଆସିପାରେ । ଚୋରୀପରି ଅନୈତିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଆପଣଙ୍କ ଆଜି ଆଦୌ ଖରାପ ଭାଷା ବ୍ୟବହାର କରନ୍ତୁ ନାହିଁ, ଯାହା ଅନ୍ୟକୁ କଷ୍ଟ ଦେବ । ପରିବାରର କୌଣସି ଏକ ଶୁଭକର୍ମ ପାଇଁ ଖର୍ଚ୍ଚର ପରିମାଣ ବଢିଯାଇପାରେ ।

ମୀନ : ଆଜି ଆପଣଙ୍କ ଭାଗ୍ୟ ଉଜ୍ଜଳ ଅଟେ । କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । କିଛି ସମୟ ମଜାରେ ଅତିବାହିତ କରନ୍ତୁ । ପରିବାର ବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ ବୁଲନ୍ତୁ । ଭଲ ପାଉଥିବା ବ୍ୟକ୍ତିଙ୍କ ସାଙ୍ଗରେ ସୁଖଦ ମୂହୁର୍ତ୍ତ ବିତାନ୍ତୁ । ମାନସିକ ଶାନ୍ତି ତଥା ଶାରୀରିକ କ୍ଳାନ୍ତି ଦୂରେଇ ଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.