ETV Bharat / bharat

ଜୁଲାଇ ୧୯ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Jul 19, 2022, 12:00 AM IST

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଜୁଲାଇ ୧୯ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଜୁଲାଇ ୧୯ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ: ଥଣ୍ଡା, କାଶ ଏବଂ ସାମାନ୍ୟ ଅସୁସ୍ଥତା ଆପଣଙ୍କୁ ବ୍ୟସ୍ତ କରିପାରେ । କିଛି ସମୟ ବିଶ୍ରାମ ନିଅନ୍ତୁ । ଆଜି ଆପଣ ନିଜର ଷ୍ଟାଇଲ ବଦଳାଇ ନିଜକୁ ଭଲ ପାଇବେ । ଆପଣଙ୍କ ସାମାଜିକ ପ୍ରତିଷ୍ଠା ମଧ୍ୟ ବଢିବ । ଅନେକ ଭଲ ଧାରଣା ଯୋଗୁଁ ଆପଣଙ୍କ ଖ୍ୟାତି ବଢିବ ।

ବୃଷ: ଏକ ଭାଗ୍ୟଶାଳୀ ଦିନ ଆପଣଙ୍କ ଅପେକ୍ଷାରେ ଅଛି । କ୍ଷମତା, ଆତ୍ମ ସମ୍ମାନ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ହେବାର ଅଛି । ଆପଣ କାର୍ଯ୍ୟରେ ପଦୋନ୍ନତି ହୋଇପାରେ କିମ୍ୱା ବ୍ୟବସାୟରେ ବଡ ପ୍ରକଳ୍ପ ପାଇପାରନ୍ତି । ବାଣିଜ୍ୟରେ କରିଥିବା କୌଣସି କାରବାର ଆପଣଙ୍କ ପାଇଁ ଲାଭଦାୟକ ହେବ ।

ମିଥୁନ: କାର୍ଯ୍ୟକୁ ସଫଳତା ପୂର୍ବକ ସମାପ୍ତ କରିବା ପାଇଁ ଆପଣ ନିଜର ବୁଦ୍ଧି ଖର୍ଚ୍ଚ କରିବେ। ଅନ୍ୟପକ୍ଷରେ ଆପଣଙ୍କ ବିନୟ ସ୍ବଭାବରୁ କମ୍ ସୁଫଳ ପାଇବେ। ଆପଣଙ୍କୁ ନିଜର କ୍ଷମତା ଦର୍ଶାଇବାକୁ ହେବ। ଆପଣଙ୍କର ବୁଦ୍ଧିମତା ବଳରେ ଆପଣ ଅନେକ କାର୍ଯ୍ୟ କରିପାରିବେ ।

କର୍କଟ: ଆପଣଙ୍କର କାର୍ଯ୍ୟ ଓ ବ୍ୟବସାୟରେ ଆପଣ କଠିନ ପରିଶ୍ରମ ଦ୍ବାରା ନିଜର ସ୍ଥାନକୁ ସୁରକ୍ଷିତ କରିପାରିବେ। ସହଯୋଗୀଙ୍କ ସହିତ ସମ୍ବନ୍ଧରେ ଉନ୍ନତି ଆସିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ଼ ହେବ। ଘରେ ଆନନ୍ଦର ବାତାବରଣ ରହିବ। ଆପଣ ନିଜର ପ୍ରିୟଜନଙ୍କ ସହିତ ସମୟ ବିତାଇବେ।

ସିଂହ: ଆଜି ଦିନଟିରେ ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ । ଡାକ୍ତରୀ ଖର୍ଚ୍ଚ ଅପେକ୍ଷାକୃତ ଭାବରେ ବଢିପାରେ । ଆଜି ଆପଣ ବାହାରେ ନ ଖାଇବା ଆପଣଙ୍କୁ ସାହାଯ୍ୟ କରିପାରେ । ସାରା ଦିନ କିଛି ପ୍ରତିକୂଳ ଭାବନା ଆପଣଙ୍କ ମନକୁ ବ୍ୟସ୍ତ କରିପାରେ । ସେଥିରୁ ଦୁରରେ ରହିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆଯାଇଛି ।

କନ୍ୟା: ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଆପଣ ସହଜରେ ନାମ ଏବଂ ଯଶ ଅର୍ଜନ କରିପାରନ୍ତି । ଆଜି ଆପଣଙ୍କର ବ୍ୟବସାୟ ଏବଂ ସେମାନଙ୍କ ବ୍ୟବସାୟ ଅଂଶୀଦାରମାନଙ୍କ ମଧ୍ୟରେ ଅନୁକୂଳ ଭାବନା ବଢି ରହିବ । ନୂତନ ବସ୍ତ୍ର କିଣିବାରେ ଆପଣ ଅଧିକ ଖୁସି ହେବେ । ବନ୍ଧୁମାନଙ୍କ ସହ ଗୋଟିଏ ଛୋଟିଆ ଯାତ୍ରା ଆପଣଙ୍କୁ ଅନେକ ଖୁସି ଦେବ ।

ତୁଳା: ଆଜି ଆପଣ ଶାରୀରିକ ପକ୍ଷେ ବେଶ୍‌ ସୁସ୍ଥ ରହିବେ । ପେଶା କ୍ଷେତ୍ରରେ ଆପଣ ଲାଭବାନ ହେବେ । ଆପଣ ସହକର୍ମୀ ଆପଣଙ୍କ ପାଇଁ ବଦ ସାହାଯ୍ୟକାରୀ ହେବେ । ଅଧିକ ଭାବରେ କହିବାକୁ ଗଲେ, ବ୍ୟକ୍ତିଗତ ଭାବରେ ଆପଣ ଆଜି ଦିନଟି ଆପଣଙ୍କ ପରିବାର ସହସ୍ୟଙ୍କ ସହ ଖୁସିବାସୀରେ କଟାଇବେ । ଆଜି ଆପଣ ଆପଣଙ୍କ କାର୍ଯ୍ୟରେ ସଫଳତା ଅର୍ଜନ କରିବେ ଯାହାକି ଆପଣଙ୍କୁ ନାମ ଏବଂ ଯଶ ପ୍ରଦାନ କରିବ ।

ବିଛା: ଆପଣ ଆଜି ଦିନରେ ଖୋସାମତ କରିବାରୁ ବଞ୍ଚିତ ରହିବା ପାଇଁ ପରାମର୍ଶ ଦିଆଯାଇଥାଏ । ପିଲାମାନଙ୍କ ସମ୍ପର୍କିତ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ । ପିଲାମାନଙ୍କ ପାଇଁ ସଫଳତାରୂପକ ସ୍ୱାଦ ସେମାନକୁ ପାଠ ପଢା ଦିଗରେ ଆଗକୁ ବଢିବା ପାଇଁ ଆଗ୍ରହ ଜନ୍ମାଇବ ।

ଧନୁ: ଆଜି ମାନସିକ ବ୍ୟସ୍ତତା ଯୋଗୁଁ ମନ ଶାନ୍ତିରେ ରହିବ ନାହିଁ । ଆପଣ ସାରାଦିନ ପରିବାରରେ ଅସନ୍ତୁଳନ ବାତାବରଣ ଯୋଗୁଁ ପରିବାର ସଦସ୍ୟଙ୍କୁ ଖୋସାମତ କରିବାରେ ଲାଗି ରହି ପାରନ୍ତି । ଯଦି ସମ୍ପତ୍ତି ସମ୍ବନ୍ଧିତ ଏହି ଘଟଣା ହୋଇଥାଏ, ତେବେ କଥାବାର୍ତ୍ତା ହେବାବେଳେ ସାବଧାନତା ଅବଲମ୍ବନ କରିବାକୁ ପଡିଥାଏ । ଆଜି ଦିନରେ ମଧ୍ୟ ଆର୍ଥିକ ହାନି ହୋଇପାରେ ।

ମକର: ଆପଣ ଆଜି ଦିନରେ ଅତି ଖୁସିରେ ଆପଣଙ୍କ ପରିବାର ଏବଂ ସାଙ୍ଗସାଥିଙ୍କ ସହ ଖୁସିରେ କଟାଇବେ । ଏକ ଆନନ୍ଦମୟ ଯାତ୍ରାର ସମ୍ଭାବନା ଅଛି । ସମ୍ପତ୍ତି ସମ୍ପର୍କିତ ମାମଲାରେ ସାବଧାନ ରହିବେ । ପେଶାଦାର ଏବଂ ଛାତ୍ରମାନଙ୍କ ପାଇଁ ଅଧିକ ସୁବିଧାଜନକ ରହିପାରେ । ଆପଣ ଆପଣଙ୍କ ପ୍ରତିଦ୍ୱନ୍ଦିକୁ ହଟାଇପାରନ୍ତି । ଆପଣଙ୍କ ଶାରୀରିକ ଏବଂ ମାନସିକ ଅବସ୍ଥା ଆପଣଙ୍କୁ ଅସୁବିଧାରେ ପକାଇପାରିବ ନାହିଁ ।

କୁମ୍ଭ: ଆପଣଙ୍କ ପାଇଁ ବିଭିନ୍ନ ବିଷୟରେ ସିଦ୍ଧାନ୍ତ ନେବାରେ ଅନେକ କଷ୍ଟକର ହୋଇପାରେ । ଅଯଥା ଖର୍ଚ୍ଚଠାରୁ ଦୁରେଇ ରୁହନ୍ତୁ । ଆପଣଙ୍କ କଥା ଉପରେ ନିୟନ୍ତ୍ରଣ ନ ରହିଲେ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ । ଛାତ୍ରମାନଙ୍କୁ ପାଠପଢାରେ ଧ୍ୟାନ ଦେବାକୁ ହେବ । ହୁଏତ ସଫଳତା ପାଇବା ପାଇଁ ବିଛି ସମୟ ନେଇପାରେ । ଧୈର୍ଯ୍ୟ ରଖନ୍ତୁ ।

ମୀନ: ଆଜି ଆପଣ ମାନସିକ ଭାବରେ ଆରାମ ଏବଂ ଶାରୀରିକ ପକ୍ଷେ ବେଶ୍‌ ସୁସ୍ଥ ରହିବେ । ନୂଆ କାମ ହାତକୁ ନେବା ପାଇଁ ଆପଣଙ୍କ ଆଗ୍ରହ ଆପଣଙ୍କୁ ପ୍ରୋତ୍ସାହନ କରିବ । ଆପଣଙ୍କର ଘରୋଇ ଜୀବନ ବନ୍ଧୁତ୍ୱପୂର୍ଣ୍ଣ ରହିବ । ବନ୍ଧୁ ଏବଂ ପ୍ରିୟଜନମାନଙ୍କ ସହ ଯାତ୍ରା କରିପାରନ୍ତି । ଆଉ ମଧ୍ୟ ଆର୍ଥିକ ଲାଭ ହୋଇପାରେ । ଆପଣ ଧାର୍ମିକ କାର୍ଯ୍ୟରେ ମନଦେବେ ଏବଂ ତୀର୍ଥସ୍ଥାନ ଦର୍ଶନ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.