ETV Bharat / bharat

Horoscope News: ଡିସେମ୍ବର ୧୯ ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ - ଆଜିର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope News
Horoscope News
author img

By

Published : Dec 19, 2022, 12:46 AM IST

ମେଷ: ପ୍ରିୟଜନଙ୍କୁ ପ୍ରଭାଵିତ କରିବା ପାଇଁ ପ୍ରୟାସ କରିବେ । ଅଜଣା କାରଣରୁ ଆପଣ ନିଜ ଲୋକ ଓ ବନ୍ଧୁମାନଙ୍କ ନିକଟରେ ଅତ୍ୟଧିକ ଖୁସି ହେବେ ନାହିଁ । ରାତିରେ ସମସ୍ତେ ଏକାଠି ହେବାର ସମ୍ଭାବନା ସହ ନୂଆ ବନ୍ଧୁ ମଧ୍ୟ ପାଇ ପାରନ୍ତି ।

ବୃଷ: ଆଶ୍ଚର୍ଯଯ୍ୟଜନକ ଭାବରେ ଆଜିର ଦିନ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଯୋଜନାବଦ୍ଧ ଭାବରେ ଅଥବା ଅପ୍ରତ୍ୟାଶିତ ଭାବରେ କିଛି ହେବ ନାହିଁ । ସାରାଦିନ ଚିନ୍ତାରେ ଦିନ କଟିବ । ଭାବିଚିନ୍ତି କାମ କରନ୍ତୁ । ଆଜି କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ ।

ମିଥୁନ: ଆଜି ଏକ ଭଲ ଦିନ ଅଟେ । ପରିବାର ସହ ସମୟ ଅତିବାହିତ କରନ୍ତୁ । ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ । ମାଆ ଲକ୍ଷ୍ମୀଙ୍କ କରୁଣାରୁ ଧନ ରତ୍ନ ଐଶ୍ଚର୍ଯ୍ୟ ପୂର୍ଣ୍ଣ ହେବ । ଦୂର ଯାତ୍ରା ମଙ୍ଗଳ ଦାୟକ ହେବ । ଦିନଟିକୁ ଉପଭୋଗ କରନ୍ତୁ ତଥା ଅନ୍ୟ ମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ ।

କର୍କଟ: ଦରମା ପାଉଥିବା ଲୋକମାନଙ୍କ ପାଇଁ ଆଜିର ଦିନ ପ୍ରଗତିଶୀଳ ଦିନ ରହିବ । ଆପଣଙ୍କ ଉପସ୍ଥିତି ଓ ଆପଣ ଦେଉଥିବା ମତାମତ ଯୋଗୁଁ କାର୍ଯ୍ୟସ୍ଥଳରେ ଗୁରୁତ୍ଵପୂର୍ଣ୍ଣ ମିଟିଙ୍ଗରେ ଲାଭ ମିଳିବ । ଏହା ଆପଣଙ୍କ ଉପରିସ୍ଥ ଅଧିକାରୀମାନଙ୍କ ସହ ଆପଣଙ୍କ ସମ୍ପର୍କ ଅଧିକ ଭଲ କରିବ । ଆଜି ଦିନ ସାରା ଆପଣ ପ୍ରଶଂସା ଶୁଣିବେ ।

ସିଂହ: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ । ଭାବିଚିନ୍ତି ଟଙ୍କା ନିବେଶ କରନ୍ତୁ । ଯେଉଁଥିରେ କ୍ଷତି ହେବାର ଅଧିକ ସମ୍ଭାବନା ଅଛି, ସେଥିରେ ନିବେଶ କରନ୍ତୁ ନାହିଁ । ଯଦିଓ ଟଙ୍କା ଆପଣଙ୍କ ପାଖରେ ଯଥେଷ୍ଟ ଭାବରେ ଅଛି, ତେବେ ଭାବି ଚିନ୍ତି କୌଣସି ବଡ ନିଷ୍ପତ୍ତି ନିଅନ୍ତୁ । ଆଜି ଦିନ ହେଉଛି ଶାନ୍ତ ଏବଂ ଆକସ୍ମିକର ଦିନ । କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ପ୍ରିୟଜନଙ୍କ ସହିତ ମଜା କୌତୁହଳରେ ଦିନଟି କଟିଯିବ ।

କନ୍ୟା: ଆଜି ଶାରୀରିକ ଅସୁସ୍ଥ ଅନୁଭବ କରିପାରନ୍ତି । ଆପଣ ଦୁର୍ବଳ, ମାନ୍ଦା ଏବଂ ବିରକ୍ତିକର ଅନୁଭବ କରିବେ । ବ୍ୟବସାୟରେ ଅସ୍ଥାୟୀ ସମସ୍ୟା ଆପଣଙ୍କ ଉପରେ ଏବଂ ଆପଣଙ୍କ ମାନସିକ ଶାନ୍ତି ଉପରେ ଭାରି ପଡିବ । କୌଣସି ଅସୁବିଧା ପରିସ୍ଥିତିରେ, ବିଶେଷ ଭାବରେ ସହକର୍ମୀ ଏବଂ ପ୍ରତିଯୋଗୀଙ୍କ ସହିତ ନିଜକୁ ରଖନ୍ତୁ ନାହିଁ ।

ତୁଳା: ଆଜି ଆପଣ ଦ୍ଵନ୍ଦ୍ଵରେ ରହିବେ । ଯାହା ଫଳରେ ଆପଣ ଏକ ଦୃଢ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ ନାହିଁ । ଆପଣଙ୍କ ମନରୁ ଦ୍ଵନ୍ଦ୍ଵ ନ ବାହାରିବା ପର୍ଯ୍ୟନ୍ତ କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ ।

ବିଛା: ଆପଣଙ୍କ ଭଷା ଏବଂ କଥାବାର୍ତ୍ତାରେ ଆପଣ ସତର୍କ ଏବଂ ନିୟନ୍ତ୍ରିତ ହେବା ପାଇଁ ପରାମର୍ଶ ଦିଆହେଉଛି । ସାଧାରଣ ଅସୁସ୍ଥତା, ମାନ୍ଦାପଣ ଏବଂ ଷ୍ଟ୍ରେସ୍‌ ଆଜି ଆପଣଙ୍କୁ ଶାନ୍ତ ରହିବା ପାଇଁ ଦେବ ନାହିଁ । ଡ୍ରାଇଭିଙ୍ଗ୍‌ କଲାବେଳେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ ଏବଂ ଯଦି କୌଣସି ଡାକ୍ତରୀ ଚିକିତ୍ସା ପାଇଁ ଯିବାର ଯୋଜନା କରିଛନ୍ତି, ତେବେ ଆଜି ନ କରି ଆଗକୁ ଘଞ୍ଚାନ୍ତୁ ।

ଧନୁ: ଦିନଟି ଖୁସିରେ କଟିବ । ନୂତନ କବିତା ଲେଖିବା ପାଇଁ ପ୍ରେରଣା ପାଇବେ । ପ୍ରେମାଳାପ ମଧୁର ଓ ଫଳଯୁକ୍ତ ହେବ । ପିଲାଙ୍କ ପ୍ରଗତିରେ ସୁଫଳ ପ୍ରାପ୍ତି ହେବ । ପିଲାମାନେ ପାଠପଢାରେ ଉଚ୍ଚ ଫଳ ଯୁକ୍ତ ହେବେ । ସାଙ୍ଗ ତଥା ସ୍ତ୍ରୀଙ୍କ ଠାରୁ କିଛି ଉପହାର ପାଇପାରନ୍ତି ।

ମକର: ଆଜି ଆପଣଙ୍କୁ କାର୍ଯ୍ୟରେ ପ୍ରଶଂସା ମିଳିବ । ଆପଣଙ୍କ ପ୍ରତି ସହଯୋଗୀମାନଙ୍କର ପୂର୍ଣ୍ଣ ସମର୍ଥନ ରହିବ । ଚାକିରୀ ପରିଵର୍ତ୍ତନ ପାଇଁ ଇଚ୍ଛୁକ ଵ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ ନୁହେଁ ।

କୁମ୍ଭ: ଆଜି ନୂତନ କାର୍ଯ୍ୟାରମ୍ଭ ପାଇଁ ପ୍ରକୃଷ୍ଟ ସମୟ ଅଟେ । ସରକାରୀ ତଥା ବ୍ୟବସାୟୀ ଦୃଷ୍ଟିରୁ ସୁଫଳ ମିଳିବ । ସ୍ତ୍ରୀଙ୍କ କାର୍ଯ୍ୟରେ ବ୍ୟସ୍ତ ରହିବେ । ସାମାଜିକ ପ୍ରତିଷ୍ଠା ବଢିବ । ସ୍ତ୍ରୀ ପିଲାଙ୍କ ଠାରୁ ସୁସମ୍ୱାଦ ମିଳିବ । ବିବାହ ହେବାକୁ ଥିଲେ ଆଜି କାର୍ଯ୍ୟ ସମ୍ପର୍ଣ୍ଣ ହେବ ।ସୁନ୍ଦର ଯାତ୍ରାର ସୁଯୋଗ ରହିଛି ।

ମୀନ: ଆଜି ଦିନଟି ସଫଳ ଯୁକ୍ତ ହେବ । ନିଜର ସଫଳତା ଏବଂ କାର୍ଯ୍ୟ ସାଧନା ପାଇଁ ମନ ପ୍ରଫୁଲ ରହିବ । ବ୍ୟବସାୟ ଭଲ ହେବ । ପିତା ତଥା ବୟସ୍କ ମାନଙ୍କ ଦ୍ୱାରା ଉପକୃତ ହେବେ । ପାରିବାରିକ ସମ୍ପର୍କରେ ମଧୁରତା ଭରିବ । ସରକାରୀ ସହାୟତା ମିଳିବା ସହ ପ୍ରତିଷ୍ଠା ପାଇବେ । ସାମାଜିକ ଜୀବନ ସୁଖମୟ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.