ETV Bharat / bharat

18 ସେପ୍ଟେମ୍ବର: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - 18 ସେପ୍ଟେମ୍ବର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ...

18 ସେପ୍ଟେମ୍ବର: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Sep 18, 2021, 12:01 AM IST

ମେଷ: ପରିବେଶର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ପ୍ରବଳ ଇଚ୍ଛା ମନୋବୃତ୍ତିକୁ ପ୍ରଭାବିତ କରିବ । ପରିବାର ସମ୍ବନ୍ଧୀୟ ଆଲୋଚନା ଫଳପ୍ରଦ ରହିବ ଏବଂ ପୂର୍ବରୁ ଆଲୋଚନା କରିଥିବା ଫଳାଫଳ ସବୁ ଅନୁଭବ କରିପାରିବେ । ଯଦି ତଥାପି କିଛି ପାଇ ପାରିଲେ ନାହିଁ, ତେବେ ଆଶା ହରାନ୍ତୁ ନାହିଁ ।

ବୃଷ: ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କଠାରୁ ଭଲ ଖବର ପାଇପାରନ୍ତି । ଏହା ଖୁସି କରାଇବ ଏବଂ ଭ୍ରମଣ କରିଯିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିବେ । ଛାତ୍ରମାନେ ମନ ଯୋଗ ଦେଇ ପାଠପଢିବେ ଏବଂ ବିଦେଶରେ ଯାଇ ଇଣ୍ଟର୍ଣ୍ଣ କରିବା ପାଇଁ ଦିନଟି ଶୁଭଦାୟକ । ଛୁଟି ସମୟରେ ଗୋଟିଏ ତୀର୍ଥସ୍ଥାନ ଦର୍ଶନ କରିପାରନ୍ତି । ଏସବୁ ସମସ୍ତ ଖୁସିରେ ଖୁସିରେ ମିଳିଯିବ ।

ମିଥୁନ: ସବୁଦିନ ସମାନ ଯାଏନି କିମ୍ବା ମଣିଷ ଜୀବନ ଏକ ଗୋଲାପର ଶଯ୍ୟା ନୁହେଁ । ନିଜର କ୍ରୋଧକୁ ଆଦୌ ସମ୍ବରଣ କରିପାରିବେ ନାହିଁ । ଚେତନା ଶକ୍ତି ଏବଂ ଇଚ୍ଛାକୁ ନିଜ ଆୟତ୍ତରେ ନ ରଖିଲେ ଅପଦସ୍ତ ହୋଇପାରନ୍ତି । କୌଣସି କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ପର୍ଯ୍ୟଟନ ଏବଂ ଅଜଣା ବ୍ୟକ୍ତିଙ୍କଠାରୁ ଦୁରେଇ ରୁହନ୍ତୁ । ଡାକ୍ତରି ପରୀକ୍ଷା ପାଇଁ ଦିନଟି ଶୁଭ ନୁହେଁ । କୌଣସି ଯୁକ୍ତିତର୍କ କିମ୍ବା ଝଗଡା କରିବା ବର୍ଜନ କରନ୍ତୁ । ରୋଜଗାରର ପନ୍ଥା ନ ଥିବାରୁ ଆର୍ଥିକ ଅନଟନ ଦେଖାଦେବ । ଏହା ଆପଣଙ୍କୁ ହତୋତ୍ସାହିତ କରିପାରେ ।

କର୍କଟ: ଦିନଟି ସବୁ ଦୃଷ୍ଟିରୁ ଶୁଭଫଳ ପ୍ରଦାୟକ ଅଟେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ମୌଜ ମଜଲିସ କରିବେ । କିଛି ଜିନିଷ କିଣାକିଣି କରିବାରେ ଆନନ୍ଦ ପାଇପାରନ୍ତି । ଆପଣ ବହୁ ଦୂରରୁ ଆସିଥିବା ଜଣେ ଭିନ୍ନ ସଂମ୍ପ୍ରଦାୟର ବ୍ୟକ୍ତିଙ୍କ ସାକ୍ଷାତ ପାଇଁ ଉଲ୍ଲସିତ ହେବେ । ଏହି ସାକ୍ଷାତକାର ଭବିଷ୍ୟତରେ ଉପକାରୀ ହୋଇପାରେ । କାର୍ଯ୍ୟରେ ଓ ବ୍ୟବସାୟରେ ସଫଳ ହେବେ । ଏଥିରେ ଆପଣଙ୍କର ଅର୍ଥଲାଭ ହୋଇପାରେ । ଆପଣ ସମ୍ମାନିତ ଏବଂ ପ୍ରଶଂସିତ ହୋଇପାରନ୍ତି । ଆପଣଙ୍କର ଏହି ଆତ୍ମସନ୍ତୋଷ ପାଇଁ ସୁସ୍ୱାଦ ଖାଦ୍ୟ ସେବନ କରିପାରନ୍ତି କିମ୍ବା ସୃଜନକ୍ଷମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଶରୀର ସୁସ୍ଥ ରହିବ ।

ସିଂହ: ଆଜି ଦିନଟି ମଧ୍ୟମ ଫଳ ପ୍ରଦାୟକ ହୋଇପାରେ । ପରିବାରରେ ଶାନ୍ତ ପରିବେଶ ପରିଲିକ୍ଷିତ ହେବ । କାର୍ଯ୍ୟରେ ସହକର୍ମୀ କିମ୍ବା ବନ୍ଧୁଙ୍କ ଠାରୁ ସହଯୋଗ ଲାଭ କରିବେ । ନିୟମିତ ଗୃହ କାର୍ଯ୍ୟ ସମାପନରେ କିଛି ବାଧା ଉପୁଜିପାରେ । ମାମୁଙ୍କଘରୁ କୌଣସି ଅପ୍ରୀତିକର ସମ୍ବାଦ କିମ୍ବା କର୍ମ କ୍ଷେତ୍ରରେ ଶତ୍ରୁଙ୍କ ହସ୍ତକ୍ଷେପ ଯୋଗୁଁ ବିଚଳିତ ହୋଇପାରନ୍ତି । ଏଥିପାଇଁ ଉଦବିଗ୍ନ ହେବେ ଏବଂ କୌଣସି କଥାରେ ଆଗ୍ରହୀ ହେବେ ନାହିଁ । ଉପରିସ୍ଥ କର୍ମଚାରୀଙ୍କ ସଙ୍ଗେ କାର୍ଯ୍ୟସ୍ଥଳରେ କିମ୍ବା ଘରେ ଗୁରୁଜନଙ୍କ ସାମନା ସାମନି ହୁଅନ୍ତୁ ନାହିଁ । ସମସ୍ତ ଜିନିଷକୁ ସର୍ତ୍ତଶୂନ୍ୟ ଭାବେ ଗ୍ରହଣ କରନ୍ତୁ ଏବଂ ଚେଷ୍ଟା ଜାରି ରଖନ୍ତୁ ।

କନ୍ୟା: ନିଜର ସନ୍ତାନ ଓ ପ୍ରିୟଜନଙ୍କ ଚିନ୍ତାରେ ବିଚଳିତ ହୋଇପାରନ୍ତି । ଏଥିପାଇଁ ଆପଣଙ୍କ ମାନସିକ ଶାନ୍ତି ବ୍ୟାହତ ହେବ । ଶାରୀରିକ ଅସୁସ୍ଥତା ଅନୁଭବ । ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁଁ ଏହାର ସମାଧାନର ବାଟ ଖୋଜିପାରନ୍ତି । ଏଥିପାଇଁ ବ୍ୟାୟାମ ସମ୍ପର୍କିତ କାର୍ଯ୍ୟ , ନିଜର ସ୍ବାସ୍ଥ୍ୟ ଏବଂ ସୃଜନକ୍ଷମ କାର୍ଯ୍ୟକୁ ପଛକୁ ପକାଇ ପାରନ୍ତି । ଜଣେ ଅନ୍ତରଙ୍ଗ ବନ୍ଧୁ ଓ ପ୍ରିୟଜନଙ୍କ ସାକ୍ଷାତକାର ଖୁସିକୁ ଦ୍ୱିଗୁଣିତ କରିପାରେ ଏବଂ ଆପଣଙ୍କ ଉଲ୍ଲାସ ପାଇଁ ଏହା ଶ୍ରେଷ୍ଠ ଔଷଧ ହୋଇପାରେ । ଏହା ଫଳରେ ଆଜିର ସବୁ ଦୁଃଖକୁ ଆପଣ ଭୁଲିଯାଇ ପାରନ୍ତି । କୌଣସି ଗୁରୁତ୍ୱପୁର୍ଣ୍ଣ ଆଲୋଚନାରେ ନିବ୍ରୁତ୍ତ ରୁହନ୍ତୁ । ଅର୍ଥଲଗାଣକାରୀ ସଂସ୍ଥାରେ ପୁଞ୍ଜି ବିନିଯୋଗ କରନ୍ତୁ ନାହିଁ ।

ତୁଳା: କୌଣସି କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ତେଣୁ ଅନ୍ୟ ଦିନ ତୁଳନାରେ ଆଜି ମାନସିକ ଉତ୍ତେଜନା ବୃଦ୍ଧିପାଇପାରେ । ମାଆ କିମ୍ବା କେହିଜଣେ ପରିଚିତ ମହିଳାଙ୍କ ସହ ମନର ଅମେଳ ଦ୍ବନ୍ଦର କାରଣ ହୋଇପାରେ । ନିଜକୁ ଧ୍ୟାନ ଓ ବ୍ୟାୟାମ ପରି କାର୍ଯ୍ୟରେ ଲିପ୍ତ ରଖିଲେ ମାନସିକ ଶାନ୍ତି ଫେରି ପାଇବେ । ଜଳ ଠାରୁ ନିଜର ଦୁରତା ରକ୍ଷା କରନ୍ତୁ ଏବଂ ପହଁରା ଶିଖିବାକୁ ଯାଉଥିଲେ ଆଜି ଯାଆନ୍ତୁ ନାହିଁ । ଅଧିକ ବିଶ୍ରାମ ନିଅନ୍ତୁ । ଯାତ୍ରା ସ୍ଥଗିତ ରଖନ୍ତୁ ।

ବିଛା: ଏକ ଉଲ୍ଲେଖନୀୟ କାର୍ଯ୍ୟର ସଫଳତା ପରେ ଗୃହ ପ୍ରତ୍ୟାବର୍ତ୍ତନ ଏକ ଶୁଭ ସୂଚନା ଅଟେ । ବନ୍ଧୁ ଗ୍ରହଣରେ ଏବଂ ପରିବାର ସଦସ୍ୟମାନଙ୍କ ସହ ହସ ଖୁସିରେ ସମୟ କାଟିବା ପାଇଁ ଆପଣ ଉତ୍କଣ୍ଠିତ ଚିତରେ ଘରକୁ ଫେରିଛନ୍ତି । ମୌଜ ମଜଲିସ କରିବା ପାଇଁ ଏପରି ଦିନ ଆଉ ଆସି ନ ପାରେ । ଆଜି ଯେଉଁ କାର୍ଯ୍ୟରେ ହାତ ଦେବେ , ସେହି କାର୍ଯ୍ୟରେ ସଫଳତା ଅର୍ଜନ କରିବେ । ଏଥିପାଇଁ ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ । ସମ୍ପର୍କୀୟଙ୍କ ଠାରୁ ସ୍ନେହ ଶ୍ରଦ୍ଧା ଓ ସହାୟତା ମିଳିପାରେ । ପାଖ ସ୍ଥାନକୁ ଭ୍ରମଣ କରିପାରନ୍ତି । ଅର୍ଥ ଉପାର୍ଜନ, ପୁଞ୍ଜିଲଗାଣ ଏବଂ ବୃତ୍ତି ପାଇଁ ଆଜି ଏକ ସୌଭାଗ୍ୟଶାଳୀ ଦିନ । ଆପଣଙ୍କର ସହକର୍ମୀ ଏବଂ ପ୍ରିୟଜନଙ୍କ ସହ ମିଶି ଆପଣ ଆମୋଦ ପ୍ରମୋଦରେ ସମୟ କାଟିବେ ।

ଧନୁ: ଆଜି ଦିନରେ କୌଣସି କାର୍ଯ୍ୟ ଆପେ ଆପେ ହେବ ନାହିଁ । ସହଯୋଗୀ କିମ୍ବା ଘନିଷ୍ଠ ସମ୍ପର୍କୀୟଙ୍କ ନିର୍ଦ୍ଦେଶରେ କୌଣସି ଭୁଲ୍ କାମ କରନ୍ତୁ ନାହିଁ । ଏପରି କଲେ ଦିନଟି ଅଶାନ୍ତିରେ କଟିପାରେ । ଉଦ୍ୟମ ଓ ଅର୍ଥ ସଙ୍ଗତିର ସବୁ କ୍ଷେତ୍ରରେ ଆବଶ୍ୟକତା ଥିବା ଯୋଗୁଁ କ୍ଳାନ୍ତି ଅନୁଭବ କରିପାରନ୍ତି । ପରିବାରର କେହି ସଦସ୍ୟ ସହଯୋଗ କରିବାକୁ ମନା କରିପାରନ୍ତି । ସେଥିପାଇଁ ନିଜର କ୍ରୋଧ ପ୍ରକାଶ କରନ୍ତୁ ନାହିଁ । ସେମାନେ ଯାହା କରିବାକୁ ଚାହୁଁଛନ୍ତି, ତାଙ୍କୁ କରିବାକୁ ଦିଅନ୍ତୁ । ମାତ୍ର ଖୋସାମୋତ କରନ୍ତୁ ନାହିଁ କି ମନଦୁଃଖ କରନ୍ତୁ ନାହିଁ । ଆପଣଙ୍କର ଦୃଢ ଇଚ୍ଛାଶକ୍ତି କୌଣସି ଏକ ସିଦ୍ଧାନ୍ତ ନେବାକୁ ବାଧା ଦେଇପାରେ । ବ୍ୟସ୍ତ ହୁଅନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ଶୁଭ ଏବଂ ବାକିଥିବା ସିଦ୍ଧାନ୍ତକୁ ବିଳମ୍ବ କରିବା ପାଇଁ ପ୍ରବର୍ତ୍ତାଇବ । ସମୟର ଗତି ସଙ୍ଗେ ତାଳ ଦେଇ ଚାଲନ୍ତୁ ଏବଂ ନିଶ୍ଚିତ ହୁଅନ୍ତୁ । ଦୂର ବିଦେଶରେ ରହୁଥିବା ବନ୍ଧୁମାନଙ୍କ ସହ ଯୋଗାଯୋଗ ମଙ୍ଗଳଦାୟକ ହେବ । ମକର ସାମାଜିକ, ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ବ୍ୟବସାୟୀ ତଥା କର୍ମଚାରୀମାନେ ଉନ୍ନତି ପାଇବେ । ହାତକୁ ନେଇଥିବା କାର୍ଯ୍ୟଗୁଡିକ ଭଲ ଫଳ ପ୍ରଦାନ କରିବ । ପ୍ରତିଷ୍ଠା ବଢିବ । ପଦୋନ୍ନତି ହୋଇପାରେ । ସାଙ୍ଗମାନଙ୍କ ସହ ଖୁସିରେ ସମୟ ବିତିବ । ଘରେ ମନ ଖୁସି ଓ ମୌଜ କରିବେ ।

ମକର: ସାମାଜିକ, ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ବ୍ୟବସାୟୀ ତଥା କର୍ମଚାରୀମାନେ ଉନ୍ନତି ପାଇବେ । ହାତକୁ ନେଇଥିବା କାର୍ଯ୍ୟଗୁଡିକ ଭଲ ଫଳ ପ୍ରଦାନ କରିବ । ପ୍ରତିଷ୍ଠା ବଢିବ । ପଦୋନ୍ନତି ହୋଇପାରେ । ସାଙ୍ଗମାନଙ୍କ ସହ ଖୁସିରେ ସମୟ ବିତିବ । ଘରେ ମନ ଖୁସି ଓ ମଉଜ କରିବେ ।

କୁମ୍ଭ: ଏ ସମୟରେ ନିଜ ଶରୀର, ସୁଖାଦ୍ୟ ଏବଂ ବ୍ୟାୟାମ ଇତ୍ୟାଦିରେ ଅବହେଳା କରନାହିଁ । ଠିକରେ ବିଶ୍ରାମ ମିଳିବ ନାହିଁ । ଅସୁସ୍ଥତା ଅନୁଭବ କରିବେ, ଏଥିପାଇଁ ମାନସିକ ଶାନ୍ତି ଉପରେ ଗୁରୁତ୍ବ ଦିଅନ୍ତୁ । କଚେରୀ କାମରେ ସାବଧାନ ଏବଂ କାହା କଥାରେ ଅର୍ଥ ଲଗାନ୍ତୁ ନହିଁ । ପଇସାପତ୍ର, ବାକ୍ୟ ଓ ରାଗିଯିବା ଅଭ୍ୟାସ ପ୍ରତି ସାବଧାନ ରୁହନ୍ତୁ । ପ୍ରିୟଜନମାନେ କୌଣସି କାର୍ଯ୍ୟରେ ବିରୋଧ କରିପାରନ୍ତି । ଏଥିରେ ଗୁରୁତ୍ୱ ଦିଅନାହିଁ ବରଂ ସେମାନଙ୍କ ନିର୍ଦ୍ଦେଶକୁ ନିରୀକ୍ଷଣ କରନ୍ତୁ, ହୁଏତ ଆପଣ ଭୁଲ ଥାଇପାରନ୍ତି, ନିଜ ଭୁଲକୁ ସୁଧାରିବାକୁ ଚେଷ୍ଟା କରନ୍ତୁ।

ମୀନ: ବନ୍ଧୁ , ସମକକ୍ଷ ବ୍ୟକ୍ତି ଏବଂ ପ୍ରିୟଜନଙ୍କର ପ୍ରିୟଭାଜନ ହେବେ । ସମ୍ପର୍କୀୟ ପ୍ରିୟଜନମାନେ ହିତକାରୀ ଓ ଫଳଦାୟକ ସାବ୍ୟସ୍ତ ହେବେ । ନିଜ ଲୋକଙ୍କ ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି । ନୂତନ ବନ୍ଧୁତ୍ବ ଓ ସନ୍ଧି ସ୍ଥାପନ କରିପାରନ୍ତି, ଯାହାକି ଭବିଷ୍ୟତରେ ଉପକାରୀ ହୋଇପାରେ । ଅବସର ସମୟରେ ଏକ ପରିଭ୍ରମଣ ଯୋଜନା କରିପାରନ୍ତି । ପରିବାରର ସଦସ୍ୟଙ୍କ ଠାରୁ , ବିଦେଶରୁ କିମ୍ବା କାର୍ଯ୍ୟାଳୟରୁ ଶୁଭ ଖବର ପାଇ ଉଲ୍ଲସିତ ହେବେ । ପରୋପକାରୀ କାର୍ଯ୍ୟରେ ମନୋନିବେଶ କରିବା ପାଇଁ ଉତ୍ସାହିତ ହୋଇପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.