ମେଷ : ଦିନଟି ଏକ ସତେଜ ସକାଳ ସହିତ ଆରମ୍ଭ ହେବ । ଘରେ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ଆଗମନ ହେତୁ ଖୁସିର ବାତାବରଣ ସୃଷ୍ଟି ହେବ । ସେମାନଙ୍କଠାରୁ ପ୍ରାପ୍ତ ଉପହାରଗୁଡ଼ିକରେ ଖୁସି ହେବେ । ଆଜି ଆର୍ଥିକ ଲାଭର ସମ୍ଭାବନା ମଧ୍ୟ ଅଛି । ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତୁ । ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ଭଲ ଭୋଜନ କରିବାର ସୁଯୋଗ ପାଇବେ । ଆଜି ଅଧିକାଂଶ ସମୟ ଆରାମଦାୟକ ମନୋଭାବରେ ରହିବେ । ଆଗାମୀ ପର୍ବକୁ ଦେଖି ସପିଂ ପାଇଁ ମନସ୍ଥ କରିପାରନ୍ତି ।
ବୃଷ : ତୁମ ଭିତରେ କ୍ରୋଧ ଏବଂ ନିରାଶା ଭାବ ରହିବ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ପରିବାର ଏବଂ ଆର୍ଥିକ ପ୍ରସଙ୍ଗରେ ଚିନ୍ତା ହେବ । କ୍ରୋଧଭାବ ହେତୁ କାହା ସହିତ ମତଭେଦ କିମ୍ବା ଝଗଡା ହେବାର ସମ୍ଭାବନା ଅଛି । କଠିନ ପରିଶ୍ରମ ସଠିକ ଫଳାଫଳ ଦେବ ନାହିଁ । ତୁମର କାମ ଠିକ୍ ସମୟରେ ଶେଷ କରିବାକୁ ଚେଷ୍ଟା କର । ପାର୍ବଣ ଋତୁରେ ଅଧିକ ଖର୍ଚ୍ଚ ହୋଇପାରେ । ଆଜି ଆର୍ଥିକ ଚିନ୍ତାରେ ରହିପାରନ୍ତି । ସଞ୍ଚିତ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିପାରେ ।
ମିଥୁନ : ଶତ୍ରୁଙ୍କ ସହ ଝଗଡ଼ା ହେଵ । ଶତ୍ରୁତା କାରଣରୁ ଏହି ଲୋକମାନେ ତୁମକୁ ବଦନାମ କରିପାରନ୍ତି । ଯାହା ହେଉ, ତୁମେ କିନ୍ତୁ ତାଙ୍କୁ ପରାସ୍ତ କରିଵ । ତୁମ ବୁଦ୍ଧି ଆଗରେ ସେମାନେ ଧରାଶାୟୀ ହେଵେ । ଆପଣଙ୍କ ପରିବାରରେ ସୁଖ ଏବଂ ଶାନ୍ତି ରହିବ । ବ୍ୟବସାୟରେ ଲାଭ ହେବ । ଆଜି ଲୋକମାନେ ତୁମ କାର୍ଯ୍ୟକୁ ପ୍ରଶଂସା କରିବେ । ବିବାହ ଇଚ୍ଛା କରୁଥିବା ବ୍ୟକ୍ତିଙ୍କ ବିବାହ ନିଶ୍ଚିତ ହେବାର ସମ୍ଭାବନା ଅଛି । ସାଙ୍ଗମାନଙ୍କଠାରୁ ଲାଭ ପାଇପାରିବେ । ତୁମର ଆୟ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନରେ ମଧୁରତା ରହିବ । ପିଲାମାନଙ୍କଠାରୁ ଭଲ ଖବର ପାଇବେ ।
କର୍କଟ : ଆଜି ଘର ସାଜସଜ୍ଜାରେ ଉଭୟ ସମୟ ଏବଂ ଅର୍ଥ ଖର୍ଚ୍ଚ କରିବେ । ବ୍ୟବସାୟରେ ଲାଭ ହେବ ଏବଂ ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମାପ୍ତ କରି ମନ ଶାନ୍ତି ପାଇବ । ପରିବାରରେ ଶାନ୍ତି ଏବଂ ସୁଖର ପରିବେଶ ରହିବ । ସରକାରୀ କାର୍ଯ୍ୟରେ ଲାଭ ପାଇବେ । ତୁମର ପ୍ରତିଷ୍ଠା ବୃଦ୍ଧି ପାଇବ । ଆର୍ଥିକ ଲାଭ ସମ୍ଭବତଃ । ଆଜି ତୁମର ସମସ୍ତ କାର୍ଯ୍ୟକୁ ସର୍ବୋତ୍ତମ ଉପାୟରେ ସଂପୂର୍ଣ୍ଣ କରିବାକୁ ସମର୍ଥ ହେବ । ପରିବାର ସହିତ ବାହାରକୁ ଯିବାକୁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିପାରନ୍ତି ।
ସିଂହ : ଆଜି ଦିନଟି ମଧ୍ୟମ ଫଳ ଦେବ । ଚେଷ୍ଟା କରି ଆପଣଙ୍କ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଦୂର ଯାତ୍ରା ପାଇଁ ଯୋଜନା କରିପାରନ୍ତି । କୌଣସି କାରଣରୁ ରାଗି ପାରନ୍ତି । ବିଦେଶୀ ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ । ପିଲାଙ୍କଠାରୁ ଭଲ ଖବର ପାଇବେ । ମାନସିକ ଚିନ୍ତା ଲାଗିରହିବ । ପିଲାଙ୍କ ପାଇଁ ଚିନ୍ତା ବଢିବ । ବ୍ୟବସାୟୀମାନେ ବାଧାର ସମ୍ମୁଖିନ ହେବେ ।
କନ୍ୟା : ନୂତନ କାର୍ଯ୍ୟରମ୍ଭ ପାଇଁ ଦିନଟି ଖୁବ ବଢିଆ ଅଟେ । ଶରୀରର ଜତ୍ନ ନିଅନ୍ତୁ । ବାସି ଖାଦ୍ୟ ତଥା ରେଷ୍ଟୁରାଣ୍ଟର ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ । ନିଜର କଥା ପ୍ରତି ଯତ୍ନବାନ ହୁଅନ୍ତୁ । ନିଜ ପରିବାର ବର୍ଗଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ପାଣି,ନଦୀ,ପୋଖରୀ ଠାରୁ ଦୂରେଇ ରୁହନ୍ତୁ । ଖର୍ଚ୍ଚାନ୍ତ ହେବେ । ଅସାମାଜିକ କାର୍ଯ୍ୟରୁ ନିବୃତ ରୁହନ୍ତୁ ।
ତୁଳା : ଦିନଟି ଖୁସୀରେ କଟିବେ । ବିଭିନ୍ନ ଲୋକଙ୍କ ଗହଣରେ ରହିବେ ଏବଂ ସେମାନଙ୍କର ସାନିଧ୍ୟରେ ପ୍ରସନ୍ନ ରହିବେ । ସାଙ୍ଗ ସାଥିଙ୍କ ମେଳରେ ଯାତ୍ରା ଶୁଭ ରହିବ । କିଣାକିଣି କରିବେ । ଶାରୀରିକ ତଥା ମାନସିକ ଶାନ୍ତି ମିଳିବ । ସାମାଜିକ ପ୍ରତିଷ୍ଠା ମିଳିବ । ଜୀବନ ସାଥି ସହ ସମ୍ପର୍କ ଅତି ଭଲ ରହିବ । ଜୀବନସାଥି ସହ ଦୂର ଯାତ୍ରାର ଯୋଜନା କରିପାରନ୍ତି ।
ବିଛା : ଆଜି ସକାଳ ପରଠାରୁ, ତୁମେ ହଠାତ ତାଜା ଅନୁଭବ କରିବ ଏବଂ ତୁମ ଭାବନା ଅନୁକୂଳ ଆଡକୁ ଗତି କରିବ । ଏହା ଦେଖି ତୁମେ ନିଜେ ହିଁ ଆଶ୍ଚର୍ଯ୍ୟ ହେବ। ହଠାତ ସବୁ ଜିନିଷ ତୁମକୁ ସୁନ୍ଦର ଏବଂ ଆଶାବାଦୀ ଲାଗିବ ଏବଂ ଏହା ନିଜ ଗୁଣ ହିସାବରେ ଆଶା କରି ପାରିବେ ନାହିଁ । ପରିବାରରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ । ଆଜି ନୂଆ କାହା ସହିତ ବନ୍ଧୁ ହୋଇପାରେ । ଖର୍ଚ୍ଚ ନିୟନ୍ତ୍ରଣ ହେବ । ଅସୁସ୍ଥ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ବିରୋଧୀ ଏବଂ ଶତ୍ରୁମାନଙ୍କୁ ପରାସ୍ତ କରିବାକୁ ସମର୍ଥ ହେବେ । ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ । ସାଙ୍ଗମାନଙ୍କ ସହିତ ସାକ୍ଷାତ କରିବେ । ଆର୍ଥିକ ଲାଭର ସମ୍ଭାବନା ଅଛି । ଅସମାପ୍ତ କାର୍ଯ୍ୟ ସମାପ୍ତ ହେବ । ଅତ୍ୟଧିକ ଉତ୍ସାହିତ ହୋଇ କାର୍ଯ୍ୟକୁ ନଷ୍ଟ କରନ୍ତୁ ନାହିଁ ।
ଧନୁ : ପିଲାଙ୍କ ଶରୀର ଏବଂ ପାଠପଢା ସଂକ୍ରାନ୍ତିୟ ବିଷୟ ସାରାଦିନ ତୁମକୁ ଚିନ୍ତାଗ୍ରସ୍ତ କରି ପକାଇବ । ବିରକ୍ତି ଭାବ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ଆଜି କିଛି ବିଷୟରେ କଳ୍ପନା କରିପାରନ୍ତି । ସାହିତ୍ୟ ଆଡକୁ ଟିକିଏ ଢଳି ପଡିବାର ସମ୍ବାବନା ଅଛି ।
ମକର : ଆଜି ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ ନ କରିପାରନ୍ତି । ଏକ ଅସନ୍ତୁଳନ ପରିବେଶ ତୁମକୁ ଭାବନାଗ୍ରସ୍ତ କରି ପକାଇପାରେ । ଶକ୍ତି ଏବଂ ଇଚ୍ଛାର ଅଭାବ ଅନୁଭବ ହେବ । ପ୍ରିୟଜନମାନକ ସହ ଯୁକ୍ତିତର୍କ ହେବାର ସମ୍ଭାବନା ରହିପାରେ, ଯାହାକି ପ୍ରତିକୂଳ ପରିବେଶ ସୃଷ୍ଟି କରିପାରେ ।
କୁମ୍ଭ : ଆଜି ମାନସିକ ଚିନ୍ତା କିଛି କମ ହୋଇପାରେ । ଉତ୍ସାହିତ ଅନୁଭବ କରିବେ । ବନ୍ଧୁ ଓ ପ୍ରିୟଜନମାନଙ୍କ ସହିତ ଦେଖା ହୋଇପାରେ । ଆଜି ତୁମେ କିଛି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ କରିବାର ଯୋଜନା କରିପାର । ଏକ ଛୋଟ ଯାତ୍ରାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ତୁମର ଲକ୍ଷ୍ୟ ପୂରଣ କରିବାକୁ ତୁମେ ଏକ ସ୍ଥିତିରେ ରହିବ । ବିଶେଷକରି ଭାଇ ଓ ଭଉଣୀମାନଙ୍କ ସହିତ ସମ୍ପର୍କରେ ମଧୁରତା ଅନୁଭବ କରିବେ । ଛାତ୍ରମାନଙ୍କ ପାଇଁ ଆଜି ଏକ ଭଲ ସମୟ ।
ମୀନ : ଆଜି କଥାବାର୍ତ୍ତା ଉପରେ ସଞ୍ଜମତା ରଖି କଥା ହୁଅ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖ । ଟଙ୍କା ପଇସା ସମ୍ୱଦ୍ଧିତ କାରବାର ବେଳେ ସାବଧାନ ରୁହନ୍ତୁ। କ୍ଲାନ୍ତ ଅନୁଭବ କରିପାରନ୍ତି । ଅଧିକ ଭୋଜନକରନ୍ତୁ ନାହିଁ । କର୍ମକ୍ଷେତ୍ରରେ ଧର୍ଯ୍ୟର ସହିତ ଏବଂ ସ୍ନେହପୂର୍ଣ୍ଣ ଭାବରେ ଯୋଗାଯୋଗ କରନ୍ତୁ ।
17 ନଭେମ୍ବର ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - 17 ନଭେମ୍ବର ରାଶିଫଳ
ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ
![17 ନଭେମ୍ବର ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ 17 ନଭେମ୍ବର ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ](https://etvbharatimages.akamaized.net/etvbharat/prod-images/768-512-13648043-thumbnail-3x2-horoscope.jpg?imwidth=3840)