ETV Bharat / bharat

ନଭେମ୍ବର 16 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ, ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ନଭେମ୍ବର 16 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ନଭେମ୍ବର 16 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
author img

By

Published : Nov 16, 2022, 12:00 AM IST

ମେଷ: ଆପଣ ଆଜି ଉଦାସୀନ ଓ ଚିନ୍ତିତ ହୋଇପାରନ୍ତି । ଆପଣଙ୍କ ସମ୍ପର୍କ ଅଧିକ ଭଲ କରିବା ପାଇଁ ଆପଣ ନିଜର ସାଧାରଣ ପଥରୁ ଅଲଗା ହେବେ । ଆପଣଙ୍କ ପାଇଁ ଆପଣଙ୍କ ପ୍ରତିବଦ୍ଧତା ଭବିଷ୍ୟତ ପାଇଁ ନିବେଶ । ଫଳ ହେଉଛି ଜୀବନସାରାର ଭଲପାଇବା ସମ୍ପର୍କ ।

ବୃଷ: ଆଜି ଆପଣ ପରିବାର ସହିତ ଶାନ୍ତିରେ ସମୟ ବିତାଇ ପାରନ୍ତି । ଆପଣଙ୍କ ପରିପକ୍ଵତା ପରିବାର ମଧ୍ୟରେ ଥିବା ଭାବପୂର୍ଣ୍ଣ ସମସ୍ୟାଗୁଡିକ ସହଜରେ ସମାଧାନ କରିବାରେ ସାହାଯ୍ୟ କରିବ । ଶକ୍ତି ଓ ପ୍ରାଚୁର୍ଯ୍ୟକୁ ଆପଣ ଆଜି ନିବେଶ କରିବେ ଓ ଏହାର ଫଳ ଆପଣ ଆଗାମୀ ଦିନଗୁଡିକରେ ପାଇବେ ।

ମିଥୁନ: ଭାବନାତ୍ମକ ଓ ସାମଗ୍ରୀକ ସୁରକ୍ଷାର ଆଜି ସମାନ ଗୁରୁତ୍ଵ ରହିବ । ଆପଣ ଭଲ ପାଇବାକୁ ଚାହାନ୍ତି କିନ୍ତୁ ଆପଣ ଜାଣନ୍ତି ଭଲ ପାଇବା ଆପଣଙ୍କ ପେଟ ଭରିବ ନାହିଁ । ପାଠ ପଢାରେ, ଆପଣଙ୍କ ମନରେ ଯାହା ସମସ୍ୟାର ସମାଧାନ ପାଇ ନିଷ୍ପତ୍ତି ନେଇଥିବେ ତାହା କରିବେ ।

କର୍କଟ: ଯେତେବେଳେ କଷ୍ଟ ଅବସ୍ଥା ଚାଲିଥାଏ, ତାହା ସହ ଆଗକୁ ବଢିବା ଠିକ ହେବ । କିନ୍ତୁ ଆପଣ ଏପରି କଥା ବିଶ୍ଵାସ କରନ୍ତି ଯେ ଅସୁବିଧା ସମୟରେ, ଅସୁବିଧା ଠାରୁ ଦୂରରେ ରହିବା ଭଲ । ଯେହେତୁ ଆଜି ଦିନଟି ଆପଣଙ୍କ ନୁହେଁ, ଆପଣ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଓ କାମଗୁଡିକ ସ୍ଥଗିତ କରିପାରନ୍ତି।

ସିଂହ: ଆପଣ ଏହାକୁ ଆବିର୍ଭାବ କହିପାରନ୍ତି କିନ୍ତୁ ଆଜି ଆପଣଙ୍କ ରହସ୍ୟ ଉଦ୍‍ଘାଟନର ଦିନ । ଶେଷରେ ଆପଣଙ୍କ ଯାତ୍ରା ଶେଷ ହେବାକୁ ଆସିବା ସହ ସବୁ କିଛି ଧିରେଧିରେ ଠିକ ହେବ ଓ ଆପଣଙ୍କ ଲୁକ୍କାୟିତ ପ୍ରତିଭା ବାହାରକୁ ଆସିବ। ଆପଣଙ୍କ ମନ ଯାହା କହୁଛି ତାହା କରନ୍ତୁ ଓ ଆପଣଙ୍କ କଳ୍ପନାର ସମୁଦ୍ରରେ ବୁଡନ୍ତୁ।

କନ୍ୟା: ଆପଣଙ୍କ ଲେଖିବାର ଦକ୍ଷତା ଆପଣଙ୍କୁ ଅନ୍ୟମାନଙ୍କୁ କଷ୍ଟ ନ ଦେଇ ନିଜ ଭାବନା ପ୍ରକାଶ କରିବାରେ ସାହାଯ୍ୟ କରିବ । ଆପଣଙ୍କ ବାକିଆ ଥିବା କାମଗୁଡିକ ଆପଣ ସଫଳତାର ସହିତ ଶେଷ କରିବେ। ଆପଣ ଆଜି ଯାହା ବି କାମ ଧରିବେ ସେଥିରେ ଆପଣ ସଫଳତା ପାଇବେ ।

ତୁଳା: ଆପଣଙ୍କ ସଫଳତାରେ ଆପଣଙ୍କ ପରିବାର ହେଉଛି ଆଧାରଶିଳା । ଆହୁରିମଧ୍ୟ ଆଜି ତାହା ହି ହେବ। ଆପଣଙ୍କ ଶୁଭ ସମୟ ଆପଣଙ୍କ ଘରୁ ଆରମ୍ଭ ହେବ ଓ ଆପଣ ଯେଉଁ ସ୍ଥାନକୁ ଯିବେ ସେହି ତାଳ ଓ ଲୟରେ ଏହି ଭାଗ୍ୟକୁ ସାଥିରେ ନେଇ ଯିବେ । ଆପଣଙ୍କ ସ୍ମିତହାସ୍ୟ ଦ୍ବାରା ଆପଣ ଲୋକମାନଙ୍କୁ ନିଜ ଆଡକୁ କରିଦେବେ ।

ବିଛା: ଆପଣ ନିଜର ମୂଲ୍ୟାୟନ କରିବା ଓ ନିଜର କ୍ଷମତାଗୁଡିକର ପରୀକ୍ଷା କରିବାରେ ଅଧିକାଂଶ ସମୟ ଖର୍ଚ୍ଚ କରିବେ । ଆପଣଙ୍କ ବ୍ୟବସାୟିକ ଦକ୍ଷତାଗୁଡିକୁ ବଢାଇବା ପାଇଁ ଯାହା ଆବଶ୍ୟକ ଆପଣ ସବୁ କରିବେ। ଆପଣଙ୍କ ବିରଳ ଅନ୍ତର୍ଦୃଷ୍ଟି ଓ ଲୋକମାନଙ୍କ ପ୍ରକୃତିକୁ ବୁଝିବାର ଉପହାର ଆପଣଙ୍କୁ ନିକଟ ଭବିଷ୍ୟତରେ ନେତୃତ୍ଵ ନେବା ପାଇଁ ପ୍ରସ୍ତୁତ କରିବ।

ଧନୁ: ଆପଣ ଆପଣଙ୍କ ହିତକୁ ଯେପରି ଜୀବନ୍ତ ରଖୁଛନ୍ତି ତାହା ଆପଣଙ୍କ ମସ୍ତିଷ୍କକୁ ବ୍ୟସ୍ତ ରଖୁଛି । ଆଜିର କାର୍ଯ୍ୟକଳାପଗୁଡିକ ଆପଣଙ୍କ ଦୈନନ୍ଦିନର ନିରସ ସମୟକୁ ଅଲଗା କରିବ । ଆପଣଙ୍କୁ ଯାହା ଭଲ ଲାଗେ, ସେ ବଗିଚା କାମ ହେଉ, କି ରୋଷେଇ ଏପରିକି ପୁରୁଣା ବହି ପଢିବା ମଧ୍ୟ ହେଉ ତାହା କରନ୍ତୁ ।

ମକର: ଆଜି ଦିନ ଏକ ଗୋଲାପ ପରି ସୁନ୍ଦର ହେବ । କମିସନ ମାଧ୍ୟମରେ ବହୁତ ଆୟ ସୁଧ ଏବଂ ବ୍ୟବସାୟରେ ବୃଦ୍ଧିର ସମ୍ଭାବନା ରହିଛି । ଆପଣ ଏକ ମଜବୁତ ଆର୍ଥିକ ବୁନିଆଦୀ ମିଳିବାର ସମ୍ଭାବନା ରହିଛି । ସାର୍ବଜନିକ ଏବଂ ବୃତ୍ତିଗତ ଛବି ଭାବେ ଏକ ଉଲ୍ଳେଖନୀୟ ସୁଧାର ହେବ। ଏକ ଛୋଟ ଭ୍ରମଣକୁ ରୋକା ଯାଇ ପାରିବ ନାହିଁ।

କୁମ୍ଭ: ସମସ୍ତ ଉପାୟରେ ଆପଣଙ୍କ ପ୍ରତିଯୋଗୀଙ୍କ ଠାରୁ ଆଗରେ ରହି ଆପଣ ଆଜି ନିଜକୁ ପ୍ରମାଣିତ କରିବେ । ଆପଣ ନିଜ ନିରାଶାକୁ ପରାସ୍ତ କରିବେ ଓ ଆଗକୁ ବଢି ଚାଲିବେ । ଆପଣଙ୍କ ପ୍ରସନ୍ନ କରୁଥିବା ଆଚରଣ ଅନ୍ୟମାନଙ୍କ ନିକଟରେ ଆପଣଙ୍କୁ ଲୋକପ୍ରିୟ କରିବ ଓ ଆପଣ ସବୁ ସମୟରେ ପ୍ରଶଂସା ପାଇବେ ।

ମୀନ: ଆପଣ ଆଜି ଭବିଷ୍ୟତ ବିଷୟରେ କହିପାରିବେ କାରଣ ସବୁ କ୍ଷେତ୍ରରେ ଆପଣ ଲାଭବାନ ହୋଇପାରିବେ । ଷ୍ଟକ୍‍ ମାର୍କେଟରେ ବ୍ୟାପାର କରିବା ପାଇଁ ଆଜି ଦିନଟି ଭଲ ଓ ଯେ ପର୍ଯ୍ୟନ୍ତ ଆପଣ ବଜାର ଆଡକୁ ଆକର୍ଷିତ ହେବେ ସେ ପର୍ଯ୍ୟନ୍ତ ଆପଣ ଲାଭ ପାଇବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.