ETV Bharat / bharat

ଜୁଲାଇ ୧୫ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Jul 15, 2022, 12:00 AM IST

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଜୁଲାଇ ୧୫ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଜୁଲାଇ ୧୫ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ: ବ୍ୟବସାୟ ଦୃଷ୍ଟିରୁ ଆପଣ ଆପଣଙ୍କ ବରିଷ୍ଠ ବ୍ୟକ୍ତିମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନାରେ ଲାଗି ରହିବେ । ଆପଣଙ୍କ ପ୍ରକଳ୍ପକୁ ସରକାର ତରଫରୁ କିଛି ଲାଭ ମିଳିବ । ଚାକିରୀ ସମ୍ବନ୍ଧୀୟ ଯାତ୍ରା ଆପଣ କରିପାରନ୍ତି । ଆପଣଙ୍କ ପରିବାରର ଅନସ୍ଥା ଦୋଦୁଲ୍ୟମାନ ରହିବ ।

ବୃଷ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳାଫଳ ଦେବ । ବ୍ୟବସାୟୀମାନେ ନିଜ ନିଜ ପ୍ରକଳ୍ପରେ ଫଣ୍ଡ୍‌ ନିବେଶ କରି ନୂଆ କାମ ହାତକୁ ନେଇପାରନ୍ତି । ବିଦେଶ ଯାତ୍ରା କରିପାରନ୍ତି । ଗୋଟିଏ ତୀର୍ଥସ୍ଥାନ ଦର୍ଶନ ଆପଣଙ୍କ ଧାର୍ମିକତାକୁ ସାମର୍ଥ୍ୟ ଯୋଗାଇଦେବ ।ପାରିବାରିକ ଜୀବନ ଅତ୍ୟନ୍ତ ପ୍ରୀତିକର ମନେହେବ ।

ମିଥୁନ: ଦିନଟି ଅତ୍ୟନ୍ତ ଅଶୁଭଜନକ ଅଟେ । ଯେଉଁମାନେ ନିଜର ଶାରୀରିକ ଅସୁବିଧା ପାଇଁ ଚିକିତ୍ସିତ ହେଉଛନ୍ତି, କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ଶଲ୍ୟଚିକିତ୍ସା କରନ୍ତୁ ନାହିଁ । ଆକ୍ରମଣାତ୍ମକ ମନୋଭାବ ଆପଣଙ୍କୁ ଆଘାତ ଦେଇପାରେ । ନିଜର ମାନସିକ ଶାନ୍ତିକୁ ରକ୍ଷା କରନ୍ତୁ । ଅସାବଧାନତା ନିଜର ମାନହାନି ଘଟାଇ ପାରେ । ମାନସିକ ଶାନ୍ତି ପାଇବାକୁ ହେଲେ ଠାକୁରପୂଜା କରନ୍ତୁ ।

କର୍କଟ: ଦିନଟିକୁ ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ ସୁଖରେ କଟାଇପାରିବେ । ମନୋରଞନ କାର୍ଯ୍ୟରେ ମନୋନିବେଶ କଲେ ଶାନ୍ତି ପାଇବେ । ବୃତ୍ତିଗତ ଜୀବନରେ ଅର୍ଥଲାଭ ହୋଇପାରେ । ଆପଣ ନିଜର ଅଂଶୀଦାରଙ୍କଠାରୁ ଉପକୃତ ହେବେ । ଅଳ୍ପଦିନ ପାଇଁ କୌଣସି ସ୍ଥାନକୁ ପରିଭ୍ରମଣରେ ଯାଇ ମନକୁ ଶାନ୍ତି ପ୍ରଦାନ କରିବେ । ସାମାଜିକ ଜୀବନରେ ପ୍ରତିଷ୍ଠିତ ହେବେ ।

ସିଂହ: ଉତ୍କଣ୍ଠାରେ ଜଡିତ ହୋଇ ଦିନଟି ଅଶାନ୍ତିରେ କଟିବ । ଦୁଃଖଦୁର୍ଦ୍ଦଶା ଭୋଗିବାଯୋଗୁଁ ମନ ଭାରାକ୍ରାନ୍ତ ହେବ । କୌଣସି କାରଣରୁ କାର୍ଯ୍ୟ କରିବାବେଳେ ଅସୁବିଧାରେ ପଡିପାରନ୍ତି । କାର୍ଯ୍ୟାଳୟରେ ନିଜର ସହକର୍ମୀଙ୍କଠାରୁ ସହଯୋଗ ମିଳିବ ନାହିଁ । ନିଜର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ହେଲାବେଳେ ସଞ୍ଜମତା ରଖନ୍ତୁ । କଠିନ ପରିଶ୍ରମ କରିଥିବା କାର୍ଯ୍ୟରେ ସାମାନ୍ୟ ସଫଳତା ମିଳିପାରେ ।

କନ୍ୟା: ଆଜି ଦିନଟି ଛାତ୍ରଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ଅଟେ । ନିଜର ସନ୍ତାନମାନଙ୍କ ଚିନ୍ତାରେ ବୁଡି ରହିବେ । ଅର୍ଥ ଲଗାଣକାରୀ ସଂସ୍ଥା କିମ୍ବା ବାଜି ଲଗେଇଥିବା ସଂସ୍ଥାରୁ କିଛି ନ ମିଳିବା ପାଇଁ ହତୋତ୍ସାହିତ ହେବେ । ମାନସିକ ଅଶାନ୍ତିରେ ଦିନଟିକୁ ଅତିବାହିତ କରିବେ । କୌଣସି ମେଧା ଆଲୋଚନାରେ ଅଂଶଗ୍ରହଣ କରନ୍ତୁ ନାହିଁ ।

ତୁଳା: ଆଜି ଦିନଟିରେ ଶିଥିଳ ଅନୁଭବ କରିବେ । ଆପଣ ନିଜର ମାତାଙ୍କ ନିମନ୍ତେ ଚିନ୍ତିତ ରହିବେ । ସମ୍ପତ୍ତି ସମ୍ପର୍କିୟ କାଗଜପତ୍ର ପାଇଁ ସତର୍କତା ଅବଲମ୍ୱନ କରନ୍ତୁ । ଯଦି ସମ୍ଭବ ହୁଏ ଆଜି ଯାତ୍ରା କରନ୍ତୁ ନାହିଁ । ଆପଣଙ୍କର ଗୃହ ପରିବେଶ ଦୋଳାୟମାନ ସ୍ଥିତିରେ ରହିବ । ନିଜର ସମ୍ମାନହାନି ଘଟିବା ସ୍ଥାନରୁ ନିଜକୁ ଦୂରେଇରୁହନ୍ତୁ ।

ବିଛା : ଆଜି ଆନନ୍ଦ ଏବଂ ମଜ୍ଜା ପ୍ରତି ସେକେଣ୍ଡରେ ଭରିରହିଛି । ଆଜିର ଦିନ ଏକ ଭାଗ୍ୟଶାଳୀ ଦିନ ଅଟେ । ଆପଣଙ୍କ ଆନନ୍ଦର ସୀମା ରହିବ ନାହିଁ ଏବଂ ଏଥିରେ ନିଜକୁ ହଜେଇଦେବେ । ନିଜର ଚେଷ୍ଟା ବଳରେ ନିଜର ହଜିଯାଇଥିବା ବନ୍ଧୁଙ୍କ ସହ ପୁଣି ମିଶିପାରିବେ । ଆପଣଙ୍କ ନୂତନ କାମରେ ସେମାନଙ୍କ ସହଯୋଗ ମିଳିବ । ଭବିଷ୍ୟତରେ ଲାଭବାନ ହେବେ । ଦୂର ଯାତ୍ରା କରିପାରନ୍ତି ।

ଧନୁ: ଆଜି ଦିନଟିରେ ଆପଣ ବ୍ୟସ୍ତ ହୋଇ ରହିପାରନ୍ତି । ଆପଣଙ୍କ ପାରିବାରିକ ଜୀବନ ସ୍ମୃତିଯୁକ୍ତ ହୋଇପାରେ । ଆପଣ ନିଜର କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିବାରେ ଅସମର୍ଥ ହୋଇପାରନ୍ତି । ତେଣୁ ହତୋତ୍ସାହିତ ହୋଇପାରନ୍ତି । ଆଜି କୌଣସି ଗୁରୁତ୍ୱପୁର୍ଣ୍ଣ ସିଦ୍ଧାନ୍ତ ନିଅନ୍ତୁ ନାହିଁ । ବୃତ୍ତିଗତ ଓ ଗୃହକର୍ମରେ ନିଜକୁ ଦିନସାରା ଲିପ୍ତ ରଖିବେ ।

ମକର: ପ୍ରଥମେ ଠାକୁରଙ୍କୁ ପ୍ରାର୍ଥନା କରି ଦିନଟି ଶୁଭରେ କଟିବ । ଆପଣ ଧାର୍ମିକ କାର୍ଯ୍ୟ ଆୟୋଜନ କରିବାରେ ନିଜକୁ ଲିପ୍ତ ରଖିବେ । ପାରିବାରିକ ଜୀବନ ସୁଖମୟ ହେବ । ନିଜର ବନ୍ଧୁ ଓ ପ୍ରିୟଜନଙ୍କଠାରୁ କିଛି ଉପହାର ପାଇପାରନ୍ତି । ବୃତ୍ତିଗତ ଜୀବନରେ ନିଜର ପ୍ରତିପତ୍ତି ବୃଦ୍ଧି ପାଇବ । ବରିଷ୍ଠ ଅଧିକାରୀମାନେ ଆପଣଙ୍କ କର୍ମରେ ସନ୍ତୋଷ ପ୍ରକାଶ କରିବେ ।

କୁମ୍ଭ : ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ଦୁର୍ବଳ, ଏବଂ କ୍ଲାନ୍ତ ଅନୁଭବ କରିବେ । ଏହା ପରିବାର ଭିତରେ ଦ୍ୱନ୍ଦ କଳହ ସୃଷ୍ଟି କରିପାରେ ଯାହାକି ବାକ୍‌ଯୁଦ୍ଧର ରୂପ ନେଇପାରେ । ଯାହା ଫଳରେ ଆପଣ ହଇରାଣ ଏବଂ ବିରକ୍ତି ଅନୁଭବ କରିପାରନ୍ତି । ଆପଣ ଆପଣଙ୍କ ଖର୍ଚ୍ଚ, ରାଗ, ଏବଂ କଥା ଉପରେ ନଜର ରଖନ୍ତୁ ଏବଂ ଭବିଷ୍ୟତର କଳହ ପାଇଁ ପ୍ରସ୍ତୁତ ରୁହନ୍ତୁ ।

ମୀନ : ଆଜି ଦିନଟି ଶୁଭ ରହିବା ନେଇ ପୂର୍ବାନୁମାନ କରାଯାଉଛି । ପୁରସ୍କାର, ଲାଭ, ଫାଇଦା, ଯାହା ଇଚ୍ଛା କରିବେ ତାହା ପାଇବେ । ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଏସବୁ ଆପଣଙ୍କୁ ମିଳିପାରେ । ଏହି ସମୟରେ ଯାତ୍ରା ଶୁଭଙ୍କର ହେବ, ଆପଣଙ୍କ ଜୀବନସାଥୀଙ୍କ ସହ ଘନିଷ୍ଠତା ବଢ଼ିବ । ଗ୍ରହଙ୍କର ମଙ୍ଗଳକର ସ୍ଥିତି ଯୋଗୁଁ ପ୍ରେମ ଏବଂ ଲାଭ ଆଶା କରୁଥିବା ବ୍ୟକ୍ତିମାନେ ଲାଭାନ୍ୱିତ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.