ETV Bharat / bharat

ଆକସ୍ମିକ ଲାଭ ପାଇବେ ଏହି ରାଶିର ବ୍ୟକ୍ତି, ବିଦେଶ ଯୋଜନା ହେବ ସଫଳ

author img

By ETV Bharat Odisha Team

Published : Dec 15, 2023, 12:00 AM IST

15th December Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

15th December Horoscope
15th December Horoscope

ମେଷ: ଆଜି ଅନାବଶ୍ୟକ ଯୁକ୍ତିତର୍କ, ଅର୍ଥହୀନ ତର୍କ ଏବଂ ପ୍ରତିକୂଳ ମନୋଭାବରୁ ଦୂରରେ ରହନ୍ତୁ । ଅନ୍ୟଥା ଆପଣଙ୍କ ପାଇଁ ଭାରି ପଡିବ ଏବଂ ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ । କୌଣସି କାର୍ଯ୍ଯ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ।

ବୃଷ: ଆଜି କୌଣସି କାମ ଆରମ୍ଭ କରିବା ପୂର୍ବରୁ ଠାକୁରଙ୍କ ଆଶୀର୍ବାଦ ନିଅନ୍ତୁ । ନୂଆ କାର୍ଯ୍ୟ ଏବଂ ପ୍ରକଳ୍ପ ହାତକୁ ନିଅନ୍ତୁ ନାହିଁ କାରଣ ଏହା ଫଳପ୍ରଦ ହୋଇ ନପାରେ । ଆଜି କୌଣସି ଘଟଣା ବ୍ୟାକୁଳତା କରିପାରେ । ଛୁଆଙ୍କ ଉପରେ କ୍ରୋଧିତ ହୁଅନ୍ତୁ ନାହିଁ।

ମିଥୁନ: ଆଜିର ଦିନର ପ୍ରଥମ ଭାଗ ଆମୋଦପ୍ରମୋଦ ଏବଂ ଦ୍ୱିତୀୟ ଭାଗ ଆପଣଙ୍କ ପାଇଁ ଅସୁବିଧା ଆଣିଦେବ । ତେଣୁ ଦିନର ଅଧିକାଂଶ ସମୟ ମଙ୍ଗଳକାରୀ କାର୍ଯ୍ୟରେ ବିତାନ୍ତୁ ଏବଂ ତା ସହିତ ବନ୍ଧୁ ଏବଂ ପରିବାର ବର୍ଗଙ୍କ ସହିତ ମିଳାମିଶା ଏବଂ ଆନନ୍ଦ ଉଲ୍ଲାସରେ କାଟନ୍ତୁ ।

କର୍କଟ: ନୂଆ ବ୍ୟାପାର ଆରମ୍ଭ କରିବା ପାଇଁ ଏହା ଏକ ଶୁଭ ଦିନ । ସେଥିପାଇଁ ବେପାର ଲମ୍ଵା ଅବଧିର ରହିବ ଓ ଲାଭଦାୟକ ମଧ୍ୟ ହେବ । ଆପଣ ନୂଆ କାର କିମ୍ଵା ଘର କିଣିପାରନ୍ତି । ବନ୍ଧୁଙ୍କ ଠାରୁ ମଧ୍ୟ ଲାଭ ପାଇପାରିବେ । ବିଦ୍ୟାର୍ଥୀମାନେ ପାଠରେ ଭଲ କରିବେ ଓ ଧ୍ୟାନ ବଢିବ।

ସିଂହ: ଆଜି କୌଣସି କାର୍ଯ୍ୟରେ ବାଧା ହେଲେ ଭାଗ୍ୟକୁ ଦୋଷ ଦିଅନ୍ତୁ ନାହିଁ। କିନ୍ତୁ ଆଜିର ଦିନ ଭଲରେ କଟିବ। ଅପରାହ୍‍ଣ ବେଳକୁ ବିଦେଶ ଯାତ୍ରା ନେଇ ସୁସମ୍ବାଦ ମିଳିପାରେ।

କନ୍ୟା: ଆକସ୍ମିକ ଲାଭ ଆପଣଙ୍କୁ ପୁରୁଣା କ୍ଷତିରୁ ସୁରକ୍ଷା ଦେବ। ଅପରାହ୍‍ଣରେ ଆପଣଙ୍କର ସମ୍ଭାବ୍ୟ ବିବାହ ବିଷୟରେ କିଛି ଘଟଣା ହୋଇପାରେ। କିନ୍ତୁ ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଆଗକୁ ଯିବା ସମୟରେ ଧ୍ୟାନର ସହିତ ନିଷ୍ପତ୍ତି ନିଅନ୍ତୁ।

ତୁଳା: ଆଜି ଆପଣଙ୍କ ଭାବନା ସହ ଖେଳୁଥିବା ଓ ଆପଣଙ୍କ ଦକ୍ଷତାରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ପ୍ରତିଯୋଗୀମାନଙ୍କ ସହ ସମସ୍ୟା ହୋଇପାରେ। କିନ୍ତୁ ଆପଣ ସଫଳତା ପାଇବେ । ଆପଣ କାର୍ଯ୍ୟକ୍ଷେତ୍ରରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ପୂର୍ବ ଶତ୍ରୁତା ଉଗ୍ରରୂପ ନେଇପାରେ।

ବିଛା: ଭାବୁକ ପ୍ରେମ ପ୍ରସଙ୍ଗ ପୂର୍ବ ଠାରୁ ଅଧିକ ତୀବ୍ର ଓ ମନମୋହକ ହେବ । ସଂଧ୍ୟା ସମୟ ପ୍ରେମଭରା ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପଦୋନ୍ନତି ପାଇବାର ସମ୍ଭାବନା ରହିଛି ।

ଧନୁ: ଆପଣଙ୍କ ପାଇଁ ଆଜିର ଦିନ ସାଧାରଣ ରହିବ । ଦିନର ପ୍ରଥମ ଭାଗରେ ଖୁସୀ ଏବଂ ସନ୍ତୁଷ୍ଟିର ବର୍ଷା ହେବ। କିନ୍ତୁ ଦିନର ଦ୍ୱିତୀୟ ଭାଗରେ ଆପଣ ଅସୁବିଧାର ସମ୍ମୁଖୀନ ହେବେ । ଆର୍ଥିକ ଲାଭ, ସାମାଜିକ ପରିଦର୍ଶନ ଏବଂ ମନ୍ଦିରକୁ ଯାତ୍ରା ହେବାର ସମ୍ଭାବନା ରହିଛି । ଦ୍ୱିତୀୟ ଭାଗ ଆପଣଙ୍କ ପାଇଁ ସହାୟକ ଏବଂ ସାହାଯ୍ୟକାରୀ ହେବ ।

ମକର: ଆଜି ସକାଳ ସମୟ ସମସ୍ୟା ଘେରରେ ରହିବ କିନ୍ତୁ ବ୍ୟସ୍ତ ନହୋଇ ଧୌର୍ଯ୍ୟ ଧରନ୍ତୁ। ଦିନର ପ୍ରଥମ ଭାଗରେ, ଆପଣ ଅତ୍ୟନ୍ତ ସଜାଗ ଏବଂ ଯତ୍ନଶୀଳ ରହନ୍ତୁ। ଗାଡି ଅଧିକ ସ୍ପିଡ କରନ୍ତୁ ନାହିଁ କାରଣ ଦୁର୍ଘଟଣା ହେବାର ସମ୍ଭାବନା ରହିଛି ।

କୁମ୍ଭ: ଆଜି ସବୁ କାର୍ଯ୍ୟରେ ସଫଳତା ପାଇବେ। ସାମାଜିକ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଫଳପ୍ରଦ ହେବ। ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତି କଷ୍ଟକର ହେବ। ପରିବାରରେ ଅପ୍ରିତିକର ପରିବେଶ ସୌହାର୍ଦପୂର୍ଣ୍ଣ ଏବଂ ଶାନ୍ତତାକୁ ନଷ୍ଟ କରିଦେବ ।

ମୀନ: ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଜି ଆପଣ ଉନ୍ନତି କରିବେ। ସାମାଜିକ ଦୃଷ୍ଟିକୋଣରୁ ଆପଣଙ୍କ ସମ୍ମାନରେ ବୃଦ୍ଧି ହେବ ଏବଂ ପେଶାଦାର ଦୃଷ୍ଟିକୋଣରୁ ପଦୋନ୍ନତି ହୋଇପାରେ ଏବଂ ଆର୍ଥିକ ଲାଭ ମଧ୍ୟ ହୋଇପାରେ। ଅବଶ୍ୟ ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଭଲ ରହିବ । ଆଜିର ଜୀବନ ଆପଣଙ୍କ ପାଇଁ ଖୁସୀ, ଶାନ୍ତତା ଏବଂ ସନ୍ତୁଷ୍ଟିର ଉପଯୁକ୍ତ ସନ୍ତୁଳନ ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.