ETV Bharat / bharat

ସେପ୍ଟେମ୍ବର ୧୩ ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ - ଆଜିର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ସେପ୍ଟେମ୍ବର ୧୩ ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

author img

By

Published : Sep 13, 2022, 12:00 AM IST

ମେଷ: ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ । ନିଜକୁ ଏକାଗ୍ର ଚିତ୍ତ ଏବଂ ସ୍ଥିର ନରଖିପରିବାରେ ଅସମର୍ଥ ହେବେ । ଏଥିପାଇଁ ଆପଣ ଧ୍ୟାନ ଓ ଯୋଗର ସାହାଯ୍ୟ ନେଲେ ଏଥିରୁ ମୁକ୍ତି ପାଇପାରିବେ । ପୁଞ୍ଜିବିନିଯୋଗକାରୀମାନେ ନିଜର ପୁଞ୍ଜିକୁ ବହୁ ଯାଗାରେ ବିନିଯୋଗ କରି କୌଣସି ସଫଳ ପାଇବେ ନାହିଁ । ଆଜି କୌଣସି ଆଇନ ସମ୍ପର୍କିତ କାଗଜରେ ଦସ୍ତଖତ କରିବାବେଳେ ସତର୍କତା ଅବଲମ୍ଵନ କରନ୍ତୁ । ସନ୍ଧ୍ୟାରେ ସମସ୍ୟାର ପରିବର୍ତ୍ତନ ହୋଇ ସୁଖ ଶାନ୍ତି ମିଳିପାରେ । ପାରିବାରିକ ପରିବେଶ ଅତ୍ୟନ୍ତ ପ୍ରିତିକର ଓ ମଧୁମୟ ହେବ । ଆପଣ ଯଦି କିଛି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଚାହୁଁଥାନ୍ତି କିମ୍ଵା ନୂତନ କାର୍ଯ୍ୟର ଶୁଭାରମ୍ଭ କରିବାକୁ ମନସ୍ଥ କରିଛନ୍ତି, ତାହାହେଲେ ଏହି ସନ୍ଧ୍ୟାଟି ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ଅଟେ । ଆପଣ ନିଜର ଖର୍ଚ୍ଚ ପ୍ରତି ସଜାଗ ରୁହନ୍ତୁ ।

ବୃଷ: ଆଜି ଆପଣଙ୍କୁ ଦୁଇପ୍ରକାରର ସ୍ୱାଦ ଚାଖିବାକୁ ପଡିପାରେ । ଦିବସର ପ୍ରଥମାର୍ଦ୍ଧରେ ଆପଣ ସାମାଜିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ବ୍ୟବସାୟୀ ବନ୍ଧନରେ ବାନ୍ଧି ହୋଇପାରନ୍ତି । ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ବଣଭୋଜି କରିବାକୁ ଯାଇ ମୌଜ ମଜଲିସରେ ସମୟ କାଟିପାରନ୍ତି । ବେଶେଷତଃ ପିଲାମାନଙ୍କ ସହ ମିଶି ଆପଣ ଅଧିକ ଉତ୍‍ଫୁଲ୍ଳିତ ହେବେ । ଦିବସର ଦ୍ୱିତୀୟାର୍ଦ୍ଧରେ ଗ୍ରହମାନଙ୍କର ଶୁଭଫଳ ଅଭାବରୁ ଆପଣଙ୍କର ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଆପଣ ନିଜକୁ ଦୁର୍ବଳ ଓ ଶିଥିଳ ଅନୁଭବ କରିବେ । ଉତ୍କଣ୍ଠା ବୃଦ୍ଧି ପାଇପାରେ । ପରିବାରର ସଦସ୍ୟଙ୍କ ସହ ମନୋମାଳିନ୍ୟ ପରିବାରର ବାତାବରଣକୁ ନଷ୍ଟ କରିପାରେ ।

ମିଥୁନ: ଆଜି ଦିନଟି ଉତ୍ତମ ଫଳାଫଳ ସହିତ ଘଟଣାପୂର୍ଣ୍ଣ ରହିବ । କାର୍ଯ୍ୟସ୍ଥଳରେ ସିନିଅର୍‌ମାନେ ଆପଣଙ୍କ ଉପରେ ଖୁସି ହୋଇପାରନ୍ତି । ଏହା ପରିବେଶକୁ ଆପଣଙ୍କ ପାଇଁ କାର୍ଯ୍ୟ ଅନୁକୂଳ କରିପାରେ । ଏହି ସମୟରେ ବ୍ୟବସାୟରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଲାଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବାକି ରହିଥିହା କାର୍ଯ୍ୟ ଆଜି ସମ୍ପୁର୍ଣ୍ଣ ହେବ ।

କର୍କଟ: ଦିନର ପ୍ରଥମ ଅଧକରେ ଆପଣ ଅଧିକ ଚିନ୍ତାରେ ରହି ପାରନ୍ତି । ଆପଣ କାର୍ଯ୍ୟ କ୍ଷେତ୍ରରେ ଅସ୍ଥାୟୀ ଭାବରେ ଅସୁବିଧାରେ ପଡି ପାରନ୍ତି ଏବଂ ଏହା ଆପଣଙ୍କୁ ବିରକ୍ତିକର କରିଦେଇପାରେ । କାହାରି ସହିତ ବିଶେଷ କରି ଆପଣଙ୍କ ସିନିଅର୍‌ଙ୍କ ସହ କାର୍ଯ୍ୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିବରଣୀ ଦେଇ କଥାବାର୍ତ୍ତା କରନ୍ତୁ ନାହିଁ । ଆପଣ ଆପଣ ପେଶାଗତ ସଂପର୍କ ହରାଇ ପାରନ୍ତି । ଦିନର ଶେଷ ଆଡକୁ ଏହି ପରିସ୍ଥିତି ବଦଳିଯାଇପାରେ ।

ସିଂହ: ଆଜି ଦିନଟି ଦୁଃଖମୟ ରହିବ । ଆପଣଙ୍କ ଶରୀର, ରାଗ, ଏବଂ କଥା ପ୍ରତି ଯତ୍ନବାନ ହୁଅନ୍ତୁ । ପରିବାର ଭିତରେ ଦ୍ୱନ୍ଦର ଆଶଙ୍କା ଅଛି । ତେଣୁ ପରିସ୍ଥିତିକୁ ବିଜ୍ଞତାର ସହିତ ଶାନ୍ତ ରହି ହ୍ୟାଣ୍ଡେଲ୍‌ କରନ୍ତୁ । ବେଆଇନ୍‌ କାର୍ଯ୍ୟକଳାପ କିମ୍ବା ଅନୈତିକ କାର୍ଯ୍ୟଠାରୁ ଦୁରେଇ ରୁହନ୍ତୁ । ଯାହାକି ଆପଣଙ୍କୁ ହଇରାଣରେ ପକାଇଦେଇପାରେ । ଆପଣଙ୍କ ସହ କଥାବାର୍ତ୍ତା ଏକ ଗଭୀର ଯୁକ୍ତିତର୍କ ଆଡକୁ ବାଟ ଦେଖେଇଥାଏ ।

କନ୍ୟା: ଆପଣ ନିଜକୁ କଳା ଜଗତରେ ସକ୍ରିୟ ଭାବରେ ବ୍ୟସ୍ତ ରଖିବେ ଏବଂ ସାମାଜିକ ଜୀବନରେ ବହୁ ଅନୁଷ୍ଠାନ ସହିତ ଜଡିତ ରହି ସମୟ କାଟିବେ । ଏହାଦ୍ୱାରା ଆପଣଙ୍କ ସମ୍ମାନ ବୃଦ୍ଧି ପାଇବା ସହିତ ସ୍ୱୀକୃତି ମିଳିପାରେ । ଆପଣଙ୍କ ବୃତ୍ତିରେ ଆପଣଙ୍କ ଅଂଶୀଦାର ବ୍ୟବସାୟୀମାନେ ଆପଣଙ୍କ ଆଡକୁ ସହଯୋଗର ହାତ ବଢାଇବେ ଏବଂ ଆପଣ ଅର୍ଥଲାଭ କରିବେ । ଆଜି ଆପଣ ଦିନର ଅଧିକାଂଶ ସମୟ ମନୋରଞ୍ଜନ ଓ ଆମୋଦ ପ୍ରମୋଦରେ କାଟିପାରନ୍ତି ।

ତୁଳା: ଆଜି ଦିନଟି ଶୁଭଫଳ ପ୍ରଦାନ କରିବ । ଆପଣ ନିଜର ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ଯୋଗୁଁ ସବୁକାର୍ଯ୍ୟରେ ସଫଳତା ଅର୍ଜନ କରିବେ । ମାତ୍ର ଆପଣ ଅତ୍ୟଧିକ ଖୁସି ହୁଅନ୍ତୁ ନାହିଁ । କାରଣ ଏହା ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ପାରିବାରିକ ପରିବେଶ ଶାନ୍ତ ଓ ପ୍ରୀତିଦାୟକ ହୋଇପାରେ, ମାତ୍ର ଆପଣ ନିଜର ଉତ୍ତେଜନା ଓ ବାର୍ତ୍ତାଳପର ଶୈଳୀକୁ ଆୟତ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଆଜି ଦିନଟି ଶିଳ୍ପୀମାନଙ୍କ ନିମନ୍ତେ ସର୍ବୋତ୍କୃଷ୍ଟ ଦିନ ସେମାନେ ନିଜର ଆକର୍ଷଣୀୟ କଳାକୃତ୍ତିକୁ ଦର୍ଶକଙ୍କ ନିକଟରେ ପ୍ରଦର୍ଶନ କରି ନିଜକୁ ଗୌରବନ୍ୱିତ ମନେ କରିପାରନ୍ତି । ବନ୍ଧୁମାନଙ୍କ ଗହଣରେ ଆପଣ ଦିବସଟିକୁ ଆମୋଦ ପ୍ରମୋଦରେ ସମୟ କାଟିବେ ।

ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ । ଆପଣ ନିଜେ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇ ଦିବସଟିର ଅଧିକାଂଶ ସମୟ ପ୍ରୁସ୍ତକ-ଜଗତରେ କଟାଇବେ । ଯେଉଁ ବିଦ୍ୟାର୍ଥୀମାନେ ଶିକ୍ଷା ଜଗତରୁ ବିଦାୟ ନେଇସାରିଛନ୍ତି ସେହି ମାନଙ୍କ ପାଇଁ ଏହା ଶୁଭ ସଂକେତ ଅଟେ । ଦିନତମାମ ଆପଣ ନିଜର ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ଥିବାରୁ ଯେ କୌଣସି କାର୍ଯ୍ୟକୁ ବିନା ପ୍ରତିବନ୍ଧକରେ ସମ୍ପୂର୍ଣ୍ଣ କରିପାରନ୍ତି । ଶାରୀରିକ ସୁସ୍ଥତା ବଜାୟ ରହିବ । ଆଜି ଆପଣ ଧୈର୍ଯ୍ୟଧରି ଶୁଭ ସମୟକୁ ଅପେକ୍ଷା କରନ୍ତୁ ।

ଧନୁ: ଆଜି ଆପଣ ନିଜେ ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିବାକୁ ପଡିବ । ଆପଣଙ୍କ ମାତାଙ୍କର ଶାରୀରିକ ଅସୁସ୍ଥତା, ପରିବାରରେ ଅଶାନ୍ତ ପରିବେଶ ଆପଣଙ୍କ ମନକୁ ଭାରାକ୍ରାନ୍ତ କରିବ । ତେଣୁ ଧୈର୍ଯଧରି ଶୁଭ ସମୟକୁ ଅପେକ୍ଷା କରନ୍ତୁ । ନଚେତ୍‍ ଏହାର କୌପ୍ରଭାବ ଆପଣଙ୍କ ମନ ଓ ଶରୀରକୁ ଅସୁସ୍ଥ କରିପାରେ । ଆର୍ଥିକ କ୍ଷତି ସହିବାକୁ ପଡିପାରେ । ମଧ୍ୟାହ୍ନପରେ ପରିବେଶ ଶାନ୍ତ ହୋଇପାରେ ଏବଂ ମାନସିକ ଦୁଃଶ୍ଚିନ୍ତାରୁ ଆପଣ ମୁକ୍ତି ହୋଇପାରନ୍ତି । ଆପଣ ନିଜକୁ ସୃଜନଶୀଳ କାର୍ଯ୍ୟରେ ଲିପ୍ତ ରହିବାକୁ ଆଗ୍ରହାନ୍ୱିତ ହୋଇପାରନ୍ତି । ଆପଣଙ୍କ ଶାରୀରିକ ସୁସ୍ଥତା ବଜାୟ ରହିବ ।

ମକର: ଦିବସର ପ୍ରଥମାର୍ଦ୍ଧରେ ଖୁସିର ଲହର ଖେଳିବା ବେଳେ ଦ୍ୱିତୀୟାର୍ଦ୍ଧରେ କିଛି ଅସୁବିଧା ଘଟିପାରେ । ପରିବାରର ପରିବେଶ ଶାନ୍ତ ଓ ପ୍ରୀତିପଦ ଥିବାରୁ ଆପଣ ଥଟ୍ଟା ତମସା ଓ ମୌଜ ମଜଲିସରେ ସେମାନଙ୍କର ସହ ସମୟ କାଟିବାକୁ ଚେଷ୍ଟା କରିବେ । ସାମାଜିକ କ୍ଷେତ୍ରରେ ବନ୍ଧୁବାନ୍ଧବଙ୍କ ସହ ଆତ୍ମୀୟତା ବୃଦ୍ଧି ପାଇବ । ବ୍ୟକ୍ତିଗତ ଜୀବନରେ ଆପଣଙ୍କ ଦକ୍ଷତା ଓ କର୍ମ କୁଶଳତା ପ୍ରଦର୍ଶିତ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବେ ଏବଂ ପ୍ରତିଦ୍ୱନ୍ଦୀଙ୍କୁ ପରାଜିତ କରିବେ । ମାତ୍ର ଅପରାହ୍ନରେ ପରିସ୍ଥିତିର ପରିବର୍ତ୍ତନ ଘଟିପାରେ । ଏକ ଦୁର୍ଘଟଣା ଘଟି ଜଣେ ପ୍ରିୟଜନ ଆଘାତ ହୋଇପାରନ୍ତି ।ସ୍ଥାବର ସମ୍ପତ୍ତି ସମ୍ପର୍କିତ ଘଟଣାରେ ଆପଣ ସତର୍କତା ଅବଲମ୍ଵନ କରନ୍ତୁ ।

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ କଷ୍ଟଦାୟକ ହୋଇପାରେ । ଆଜି ଆପଣ ନିଜର ଉତ୍ତେଜିତ ମନକୁ ନିୟନ୍ତ୍ରଣ ନକଲେ ଆପଣଙ୍କୁ ନିଜ ଗୃହରେ ଏବଂ ଅଫିସ୍‍ ରେ ଏହାର ପ୍ରଭାବ ଅନୁଭୂତ ହେବ । ବାର୍ତ୍ତାଳାପ କରିବା ପୂର୍ବରୁ ନିଜକୁ ସମିକ୍ଷା କରନ୍ତୁ, କାରଣ କୌଣସି ଅପ୍ରିତିକର ପରିସ୍ଥିତିକୁ ନିଜର ମଧୁର ବଚନରେ ସମାଧାନ କରିପାରିବେ । ଦିବସଟିର ଅସାନ୍ତ ପ୍ରବାହ ଆପଣଙ୍କର ମନକୁ ଭାରାକ୍ରାନ୍ତ କରିପାରେ । ଅପରାହ୍ନରେ ଅବସ୍ଥାରେ ପରିବର୍ତ୍ତନ ଘଟିପାରେ । ଗୃହରେ ଶାନ୍ତ ପରିବେଶ ଜାରିରହିବ ଏବଂ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ ।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ । ଆପଣଙ୍କ ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ହେବ । ମାତ୍ର ଆପଣ ନିଜର ଉତ୍ତେଜନା ଏବଂ ତିକ୍ତ ବାର୍ତ୍ତାଳପକୁ ନିଜର ଆୟତନରେ ନରଖିଲେ ଅପରାହ୍ନରେ ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି ହେବ । ତେଣୁ ପରିବାରର ସଦସ୍ୟଙ୍କ ସହ ଆଦୌ ଯୁକ୍ତିତର୍କ କରନ୍ତୁ ନାହିଁ । ଆଜି ଆପଣ ନୂତନ ଯୋଜନାର କାର୍ଯ୍ୟକାରୀ ଚାହୁଁଥିଲେ ତୁରନ୍ତ ଏହାର ଶୁଭାରମ୍ଭ କରନ୍ତୁ । ଆଜିର ଦିବସଟି ଏଥିପାଇଁ ସର୍ବୋତ୍କୃଷ୍ଟ ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.