ETV Bharat / bharat

ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ଏହି ରାଶିର ବ୍ୟକ୍ତି, ବିଗିଡିପାରେ ସମସ୍ୟା

13th December Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

author img

By ETV Bharat Odisha Team

Published : Dec 13, 2023, 12:01 AM IST

Horoscope
Horoscope

ମେଷ: ନିଜର ପଦକ୍ଷେପ ଉପରେ ନଜର ରଖନ୍ତୁ । ବେଆଇନ ଏବଂ ଅନୈତିକ କାମରୁ ଦୂରେଇ ରୁହନ୍ତୁ । ଯେହେତୁ ଆପଣଙ୍କ ନିଷ୍ପତ୍ତିକୁ ଆପଣଙ୍କ ବରିଷ୍ଠ ଅଧିକାରୀମାନେ ସମର୍ଥନ କରିବେ ନାହିଁ, ତେଣୁ କାର୍ଯ୍ୟ ପାଇଁ ପରିସ୍ଥିତି ଆଜି ଉପଯୁକ୍ତ ନୁହେଁ । ଏଥିଯୋଗୁଁ ଆପଣଙ୍କର ପ୍ରକଳ୍ପ ପୂରଣ ହେବାରେ ବିଳମ୍ବ ହେବ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଅନ୍ୟ ଦିନକୁ ସ୍ଥଗିତ ରଖନ୍ତୁ। ପିଲାଙ୍କ ସହ ମତଭେଦ ହୋଇପାରେ, ତେବେ ଏହା ଶୀଘ୍ର ସମାଧାନ ହୋଇଯାଇପାରେ। ସାଧାରଣ ଆଘାତରୁ ଗୁରୁତର ଅବସ୍ଥା ସୃଷ୍ଟି ହୋଇପାରେ।

ବୃଷ: ଆପଣ ଛୁଟି କଟାଇବା ପାଇଁ ବାହାରକୁ ଯାଇପାରନ୍ତି। ଆପଣଙ୍କ ପାଇଁ ଏହା କିଣିବାର ସମୟ। ଉତ୍ତମ ପୋଷାକପତ୍ର ଏବଂ ସୌଖୀନ ଦ୍ରବ୍ୟ କିଣନ୍ତୁ। ଆଜି ସୁସ୍ବାଦୁ ଭୋଜନର ଯୋଗ ରହିଛି। ସନ୍ଧ୍ୟାରେ ମଧ୍ୟ ଆପଣ ଏକ ସାମାଜିକ କାର୍ଯ୍ୟକ୍ରମରେ କୌତୁହଳପ୍ରଦ ବ୍ୟକ୍ତିତ୍ୱଙ୍କ ସହ ଭେଟିବେ । ସେମାନଙ୍କ ସହ କଥା ହୋଇ ପୁରାପୁରି ଭାବେ ସତେଜ ଅନୁଭବ କରିବେ । ତେବେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟଜନିତ ସାଧାରଣ ଘଟଣାକୁ ଅବହେଳା କରନ୍ତୁ ନାହିଁ ।

ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଆନନ୍ଦମୟ ଏବଂ ଉତ୍ସାହଜନକ ରହିବ । ଆପଣ ଉର୍ଜାରେ ପରିପୂର୍ଣ୍ଣ ରହିବେ ଏବଂ ସକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ଘେରି ରହିବ । ନିଜ କାମକୁ ସଫଳତାର ସହ ଶେଷ କରିବା ଆପଣଙ୍କ ପାଇଁ କେକ୍ ଉପରେ ଆଇସିଂ ଭଳି ହେବେ । କାର୍ଯ୍ୟରେ ଆପଣଙ୍କ ଅନୁଦାନ ପାଇଁ ଆପଣ ସ୍ୱୀକୃତି ପାଇବାର ସମ୍ଭାବନା ରହିଛି । ଏହା ଆପଣଙ୍କର ମିଜାଜକୁ ଆହୁରି ଭଲ କରିବ । ଅର୍ଥଲାଭର ସମ୍ଭାବନା ରହିଛି । ବନ୍ଧୁମାନଙ୍କ ସହ ଆପଣ କାର୍ଯ୍ୟ୍ୟକ୍ରମରେ ପୂର୍ଣ୍ଣ ଏକ ସନ୍ଧ୍ୟା ବିତାଇବେ ।

କର୍କଟ: କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଏକ ଉତ୍ତମ ଦିନର ପୂର୍ବାନୁମାନ କରାଯାଉଛି । ଆପଣଙ୍କ ଅର୍ଥକୁ ସଠିକ୍ ସ୍ଥାନରେ ରଖି ଭବିଷ୍ୟତକୁ ସୁରକ୍ଷିତ କରିବାର ଏହା ପ୍ରକୃଷ୍ଟ ସମୟ ଅଟେ। ଏକାଗ୍ରତା, ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ଆପଣଙ୍କ କାମ ଶେଷ କରିବାରେ ସାହାଯ୍ୟ କରିବ । ଆପଣଙ୍କ ବକେୟା ପ୍ରକଳ୍ପ ଶେଷ ହେବାର ସମ୍ଭାବନା ରହିଛି । ଆପଣଙ୍କ କନିଷ୍ଠ କର୍ମଚାରୀମାନଙ୍କୁ ସେମାନଙ୍କ ସହାୟତା ପାଇଁ ଧନ୍ୟବାଦ ଦେବାକୁ ଭୁଲନ୍ତୁ ନାହିଁ । ଏହା ବ୍ୟତୀତ ବୃତ୍ତିଜୀବି ଓ ଛାତ୍ରଛାତ୍ରୀମାନେ ମଧ୍ୟ ଆଜି ଦିନରୁ ଲାଭ ପାଇବେ । ଅତୀତର ସୁଖଦ ସମୟ ମନେ ପକାଇ ପରିବାର ସହ ସନ୍ଧ୍ୟା ବିତାନ୍ତୁ ।

ସିଂହ: ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ଦୁର୍ବଳ ଅନୁଭବ କରିବେ । ଏହାସହ ମାଆଙ୍କ ସ୍ୱାସ୍ଥ୍ୟ ଏବଂ ବଢ଼ୁଥିବା ଖର୍ଚ୍ଚ ମଧ୍ୟ ଆପଣଙ୍କୁ ବ୍ୟସ୍ତ କରିବ । ତେବେ ସନ୍ଧ୍ୟାବେଳକୁ ଆପଣ ଅର୍ଥ ଯୋଗାଡ଼ କରିପାରିବେ । ବୃତ୍ତିଜୀବିମାନେ ପରିଶ୍ରମର ସୁଫଳ ପାଇବେ। ପାଠପଢ଼ା କ୍ଷେତ୍ରରେ ସେମାନେ ସହଜରେ ନିଜ ଟାସ୍କ କରିପାରିବେ । ନୂଆ କାମ ଆରମ୍ଭ କରିବା ଏବଂ ପୁଞ୍ଜିନିବେଶ କରିବା ପାଇଁ ଏହା ଏକ ଭଲ ଦିନ ନୁହେଁ ।

କନ୍ୟା: ତାତ୍ତ୍ୱିକ ବିଷୟ ଏବଂ ଆଧ୍ୟାତ୍ମିକତା ପ୍ରତି ଆପଣଙ୍କ ଦୁର୍ବଳତା ବଢ଼ିବାର ସମ୍ଭାବନା ରହିଛି । ଅପ୍ରତ୍ୟାଶିତ ଧନଲାଭ ହେବ । ଆପଣଙ୍କ ଭାଗ୍ୟଶାଳୀ ନକ୍ଷତ୍ର ଆଜି ନୂଆ କାମ ଆରମ୍ଭ କରିବା ପକ୍ଷରେ ନାହାନ୍ତି । ଏଥିପାଇଁ ଦିନର ବାକି ଭାଗ ଆପଣ ବିରକ୍ତ ହୋଇପାରନ୍ତି । ଏହାସହ ସ୍ଥାବର ସମ୍ପତ୍ତିର ଦଲିଲ୍ କାମ ପାଇଁ ମିଟିଂକୁ ଅନ୍ୟ କୌଣସି ଦିନକୁ ଘୁଞ୍ଚାନ୍ତୁ । ମାଆଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଧ୍ୟାନ ରଖନ୍ତୁ ଏହା ଦ୍ୱାରା ଆପଣଙ୍କୁ ଭଲ ଲାଗିବ ଏବଂ ଆପଣଙ୍କ ମିଜାଜ ମଧ୍ୟ ପରିବର୍ତ୍ତନ ହେବ ।

ତୁଳା: ଆପଣଙ୍କ ସକାଳ ବିରକ୍ତିକର ହୋଇପାରେ। ବୋଧହୁଏ ଆପଣଙ୍କ ସ୍ୱାସ୍ଥ୍ୟ ଆଜି ଆପଣଙ୍କ ପକ୍ଷରେ ନାହିଁ ଏବଂ ଆଜି ଆପଣ ଉର୍ଜାହୀନ ରହିବେ । ପରିବାର ସଦସ୍ୟଙ୍କ ସହ କଥା ହେବା ସମୟରେ ନିଜ ସୀମା ମଧ୍ୟରେ ରୁହନ୍ତୁ । ପରିସ୍ଥିତିକୁ ଅସୁନ୍ଦର ମୋଡ ନେବାକୁ ଦିଅନ୍ତୁ ନାହିଁ । ଆପଣଙ୍କୁ ଧାର୍ମିକ କାର୍ଯ୍ୟ, ରୀତିନୀତି ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ। ସନ୍ଧ୍ୟାରେ ଅପ୍ରତ୍ୟାଶିତ ଅର୍ଥଲାଭ ହେବ । ଠିକ୍ ସମୟରେ ନିଜର କାମ ଶେଷ କରିବା ଯୋଗୁଁ ଆପଣଙ୍କ ଭାଗ୍ୟରେଖା ଉପରକୁ ଉଠିପାରେ । ଏହା ଖୁସି ଅନୁଭବ କରାଇବାର ଏବଂ ପ୍ରିୟ ବନ୍ଧୁଙ୍କ ସହ ଦୁଃସାହସିକ ଯାତ୍ରାରେ ବାହାରିବାର ସମୟ ଅଟେ ।

ବିଛା: ଦିନସାରା ଆପଣଙ୍କୁ ସକରାତ୍ମକ ଚିନ୍ତାଧାରା ଘେରି ରହିବ । ଆପଣ ଆଜି ବଢିଆ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ରହିବେ । ଆପଣଙ୍କ ବଦଳୁଥିବା ମିଜାଜ ଯୋଗୁଁ ଘରର ଶାନ୍ତିଭଙ୍ଗ କରନ୍ତୁ ନାହିଁ । ମୋଟାମୋଟି ଭାବରେ ସବୁକିଛି ଆଜି ଭଲ ହେବ । ତେଣୁ ନିଜ ମିଜାଜ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ରୁକ୍ଷ କଥା କହିବା ପୂର୍ବରୁ ଥରେ ଭାବନ୍ତୁ । ଖୁବ କମ୍ ଦେଖା ହେଉଥିବା ବନ୍ଧୁଙ୍କ ସହ ଭେଟି ଦିନର ସଦୁପଯୋଗ କରନ୍ତୁ । ଦିନର ଶେଷ ଭାଗ ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟକର ହେବ । ଯେହେତୁ ସେମାନଙ୍କ ପଢ଼ାରେ ବାଧା ସୃଷ୍ଟି ହେବ । ଆପଣ ଧାର୍ମିକ କାର୍ଯ୍ୟକଳାପରେ ସମୟ ଅତିବାହିତ କରିବାର ସମ୍ଭାବନା ରହିଛି ।

ଧନୁ: ଦିନଟି ଆପଣଙ୍କ ପାଇଁ ସାଧାରଣ ରହିବ । ଦିନର ପ୍ରଥମ ଭାଗରେ ମାନସିକ ଚାପରେ ରହିବେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବା ଭଳି ଲାଗୁ ନାହିଁ । ଘରେ ମଧ୍ୟ ବିବାଦ ଦେଖା ଦେଇପାରେ, ଯାହାକି ଆପଣ ଦାୟିତ୍ୱପୂର୍ଣ୍ଣଭାବରେ ବ୍ୟବହାର କଲେ ଏଡ଼ାଇ ଦିଆଯାଇପାରେ। ଯଦି କିଛି ଡାକ୍ତରୀ ସର୍ଜରୀ କିମ୍ବା ଅପରେସନ୍ ରହିଛି ତାହେଲେ ସ୍ଥଗିତ ରଖନ୍ତୁ । ସେଥିାପଇଁ ଆଜି ଦିନଟି ଭଲ ନାହିଁ । ତେବେ କଷ୍ଟକର ସମୟ ଶୀଘ୍ର ବଦଳିବ, ଦିନର ଶେଷ ଭାଗରେ ସ୍ଥିତିରେ ସୁଧାର ଆସିବ । ନିଜ ବନ୍ଧୁଙ୍କ ସହ ବିବାଦ ତୁଟାଇ ଭଲ ସମୟ ବିତାନ୍ତୁ । ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି, କପେ ଚା କିମ୍ବା କଫି ପିଇ ପୁରୁଣା ସ୍ମୃତିର ମନ୍ଥନ କରିପାରନ୍ତି ।

ମକର: ଅନୁମାନ, ଆର୍ଥିକ, ବୃତ୍ତିଗତ ଏବଂ ସାମାଜିକ କ୍ଷେତ୍ରରେ ଦିନଟି ଫଳପ୍ରଦ ରହିବ । ଆଜି ଆପଣ ବିଭିନ୍ନ କ୍ଷେତ୍ରରେ ସୁନାମ ଏବଂ ପ୍ରସିଦ୍ଧି ଅର୍ଜନ କରିବେ । ତେବେ ଦିନର ପରବର୍ତ୍ତୀ ଭାଗରେ ଆପଣ ସାବଧାନ ରହିବା ଉଚିତ । ସ୍ୱାସ୍ଥ୍ୟ ପାଇଁ ଦିନଟି ସାଧାରଣ ରହିବ । ଅଦାଲତ ସମ୍ପର୍କିତ ବିଷୟରେ କାମ କରିବା ସମୟରେ ସାବଧାନ ରୁହନ୍ତୁ । ଆଜି ଆପଣ ଦୁର୍ଘଟଣାପ୍ରବଣ ରହିବେ ନିରାପଦରେ ଗାଡ଼ି ଚଲାନ୍ତୁ । ଏକ ବ୍ୟସ୍ତ ଓ ଚାପଭରା ଦିନ ପରେ ଆପଣ ରୁଚିପୂର୍ଣ୍ଣ ରାତ୍ରି ଭୋଜନ କିମ୍ବା ସିନେମା ଭଳି ମନୋରଞ୍ଜନ ପାଇଁ ଅର୍ଥବ୍ୟୟ କରିବେ ।

କୁମ୍ଭ: ଆଶା କରାଯାଉଥିବା ଏବଂ ଅପ୍ରତ୍ୟାଶିତ ଆର୍ଥିକ ଲାଭ ହେବ । ଆପଣଙ୍କ କାର୍ଯ୍ୟରେ ବରିଷ୍ଠ ଅଧିକାରୀମାନେ ଆପଣଙ୍କ ପ୍ରଦର୍ଶନରେ ଖୁସି ଏବଂ ସନ୍ତୁଷ୍ଟ ହେବେ। ସେମାନେ ଆପଣଙ୍କୁ ପଦୋନ୍ନତି ଅଫର କରିପାରନ୍ତି । ଏହାସହ କାର୍ଯ୍ୟକ୍ଷେତ୍ରରେ ସମ୍ଭାବ୍ୟ ଲାଭ ମିଳିପାରେ । ବ୍ୟସ୍ତତାପୂର୍ଣ୍ଣ ଦିନ ପରେ ନିଜକୁ ପ୍ରସ୍ତୁତ କରିବା ପାଇଁ ସୁଇମିଂ କରନ୍ତୁ କିମ୍ବା ଲଙ୍ଗ ଡ୍ରାଇଭରେ ଯାଆନ୍ତୁ ।

ମୀନ: ସକାଳ ସମୟ ବ୍ୟବସାୟୀ ଏବଂ ବୃତ୍ତିଜୀବିଙ୍କ ପାଇଁ ଲାଭଦାୟକ ହୋଇନପାରେ। ବରିଷ୍ଠ ଅଧିକାରୀ କିମ୍ବା ପ୍ରତିଦ୍ୱନ୍ଦୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ କିମ୍ବା ଅସହମତ ହୁଅନ୍ତୁ ନାହିଁ । କାମ ପାଇଁ ଆପଣଙ୍କୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ । ତେବେ କିଛି ବାଧା ପରେ କାର୍ଯ୍ୟକ୍ଷେତ୍ରରେ ବାତାବରଣ କୋଳାହଳମୟ ହେବ । ଆପଣଙ୍କ ବକେୟା କାମ ସନ୍ଧ୍ୟା ସୁଦ୍ଧା ଶେଷ ହେବ । ବ୍ୟକ୍ତିଗତ ଜୀବନରେ ନିଜ ପିଲାଙ୍କ ଉନ୍ନତି ଏବଂ କୃତିତ୍ୱ ଆପଣଙ୍କୁ ପିତାମାତା ଭାବରେ ଖୁସି ଏବଂ ସନ୍ତୋଷ ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.