ETV Bharat / bharat

12 ଅଗଷ୍ଟ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

author img

By

Published : Aug 12, 2021, 12:01 AM IST

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ...

12 ଅଗଷ୍ଟ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
12 ଅଗଷ୍ଟ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ : ମା’ ମହାଲକ୍ଷ୍ମୀଙ୍କ କରୁଣାରୁ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବ ଏବଂ ଆପଣ ସୌଭାଗ୍ୟପୂର୍ଣ୍ଣ ହେବେ । କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ ।ବ୍ୟବସାୟିକ ପ୍ରଚାର ଓ ପ୍ରସାର ବୃଦ୍ଧି ହେବ । ସମସ୍ତ କାର୍ଯ୍ୟରେ ସୁଫଳ ପ୍ରାପ୍ତି ହେବ ।କମ୍ପ୍ୟୁଟର ତଥା ନେଟ ଦ୍ୱାରା ବାର୍ତ୍ତା ବିନିମୟ ମଜାଦାର ହେବ । ଛୋଟିଆ ଯାତ୍ରା କରିପାରନ୍ତି । ସାମାଜିକ କାର୍ଯ୍ୟରେ ମନୋନିବେଶ କରିବେ ।

ବୃଷ : ଆପଣଙ୍କର ଦକ୍ଷ ଚିନ୍ତାଧାରା ଓ କରୁଣ ବାକ୍ୟ ଦ୍ୱାରା ଅନ୍ୟଙ୍କୁ ବାନ୍ଧି ରଖିବେ ।ନିଜର ଦକ୍ଷତା ବଳରେ ଭଲ କାମ କରିବେ । ପ୍ରତିଯୋଗିତାରେ ସଫଳ ହେବେ । ସାହିତ୍ୟ ପ୍ରତି ମନ ବଳିବ । ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ ।

ମିଥୁନ: ମାଆଙ୍କର ସାନିଧ୍ୟ ଶାନ୍ତି ଦେବ ।ଯଦି କିଛି ଧାର୍ମିକ କାର୍ଯ୍ୟରେ ଭାଗ ନିଅନ୍ତି ତେବେ ଯୁକ୍ତିତର୍କରୁ ଦୂରେଇ ରହନ୍ତୁ ।ପୈତୃକ ସଂପତ୍ତିକୁ ନେଇ ବଡଙ୍କ ସହ ଆଲୋଚନା କରନ୍ତୁ ନାହିଁ ।ଅଯଥା ଦୁଃଖିତ ହେବେ ।

କର୍କଟ : ଆଜି ଆପଣ ନିଜ ଜୀବନସାଥୀଙ୍କ ସହ କିଣାକିଣି କରିବା ପାଇଁ ବାହାରକୁ ଯାଇପାରନ୍ତି । ଅବଶ୍ୟ ସେଥିରେ ଆପଣଙ୍କ ଖର୍ଚ୍ଚ ଅଧିକ ହେବ ।ଯଦିଓ ଆପଣ ଖର୍ଚ୍ଚ ବିଷୟରେ ଚିନ୍ତା କରିବେ ନାହିଁ କିନ୍ତୁ ସଂଧ୍ୟା ବେଳେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ଏକ ଫେରସ୍ତ ଉପହାର ଦେବେ ।

ସିଂହ : ଆପଣ କଠିନ ପରିଶ୍ରମ ପରେ ମଧ୍ୟ ଆବଶ୍ୟକତା ଅନୁସାରେ ଫଳ ନ ପାଇପାରନ୍ତି । ଆପଣ ପୁଣି ଥରେ ନୂଆ କରି ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ଦୂର୍ବଳତା ଓ ତ୍ରୁଟିଗୁଡିକୁ ଧ୍ୟାନ ରଖିବା ଆବଶ୍ୟକ । ଆପଣଙ୍କ ବ୍ୟବସାୟିକ ସମ୍ପର୍କଗୁଡିକ ଦୃଢ ଓ ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ କିଛି ଅତ୍ୟାବଶ୍ୟକ ପଦକ୍ଷେପ ନେବାକୁ ପଡିବ ।ଆର୍ଥିକ ଅବସ୍ଥା ଭଲ ହେବ ।

କନ୍ୟା : ଶରୀର ସୁସ୍ଥ ରହିବ ।ଆର୍ଥିକ ସ୍ଥିତି ସ୍ୱଛଳ ରହିପାରେ । ମନ ହରଷ ରହିବ । ଉଚ୍ଚ ବିଚାର ଧାରା ଯୋଗୁଁ ସାମାଜିକ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । ବ୍ୟବସାୟରେ ପ୍ରଚୁର ଲାଭ ହେବ ।ଯଦ୍ୱାରା ଆର୍ଥିକ ସ୍ଥିତି ବୃଦ୍ଧି ପାଇପାରେ ।ମାନସିକ ଶାନ୍ତି ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଅପେକ୍ଷା କରିଥିବା ସୁଖବର ପାଇ ଆନନ୍ଦିତ ହୋଇପାରନ୍ତି ।ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଉପଭୋଗ୍ୟ ହେବ ।

ତୁଳା : କ୍ଷମତାରେ ଥିବା କେହି ଜଣେ ଆପଣଙ୍କୁ ମଜାରେ ହଇରାଣ କରିପାରନ୍ତି । କିନ୍ତୁ ଆପଣଙ୍କ ଭାଗ୍ୟ ଟାଣ ଥିବାରୁ ଆପଣଙ୍କ ନିଜ ଭାବନା ଛଡା କେହି ଆପଣଙ୍କୁ ଅସୁବିଧା ପକେଇପାରିବେ ନାହିଁ ।ଆପଣ ସହଜରେ ଏହି ସବୁ ସମସ୍ୟାରୁ ବାହାରିଯିବେ, ଯାହା ସେମାନଙ୍କୁ ଚିଡାଇବା ପରି ହେବ ।

ବିଛା : ସବୁ କାମରେ ଆପଣ ସଫଳତା ଲାଭକରିବେ । ଆପଣଙ୍କ କାର୍ଯ୍ୟରେ ଉପରିସ୍ଥ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି । ଯୁବକ ଯୁବତୀଙ୍କ ପାଇଁ ବିବାହ ସୂତ୍ରରେ ବାନ୍ଧି ହେବାର ପ୍ରକୃଷ୍ଟ ଦିନ ।ନିଜ ପସନ୍ଦ ମୁତାବକ ଜୀବନ ସାଥୀ ପାଇପାରିବେ । ଦମ୍ପତ୍ତିମାନେ ପୁତ୍ର ସୁଖ ଲାଭ କରିପାରନ୍ତି ।ସାମାଜିକ ଜୀବନ ଅତ୍ୟନ୍ତ ସୁଖପ୍ରଦ ହେବ । ସନ୍ଧ୍ୟାରେ ବନ୍ଧୁଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିବେ ।

ଧନୁ : ଆଜି ଗ୍ରାହକ ଓ ସପ୍ଲାୟରମାନଙ୍କ ସହ ମିଟିଙ୍ଗ ଆୟୋଜନ କରିବାରେ ଆପଣଙ୍କ ଅଧିକାଂଶ ସମୟ ଚାଲିଯିବ । ଆପଣଙ୍କ ଧୈର୍ଯ୍ୟ ଯୋଗୁଁ ଲୋକମାନେ ଦେଉଥିବା ପରାମର୍ଶ ଓ ମତାମତଗୁଡିକ ଆପଣ ଶୁଣିପାରିବେ ।ଏହା ଅବଶ୍ୟ ଆପଣଙ୍କ ପାଇଁ ବହୁତ ଲାଭ ଓ ଉତ୍ପାଦନକ୍ଷମ ହେବ ।

ମକର : ଆଜିର ଦିନ ବହୁତ ଗୁରୁତ୍ଵପୂର୍ଣ୍ଣ ରହିବ କାରଣ ଆଜି ଆପଣ ଜଣଙ୍କ ସହ ଦେଖା କରିବେ ଯାହା ସହ ଆପଣ ଜୀବନ ସାରା ସମ୍ପୃକ୍ତ ରହିବେ । ଆଜିର ଅଧିକାଂଶ ସମୟ ଆପଣଙ୍କୁ ସମ୍ପର୍କୀୟମାନେ ବ୍ୟସ୍ତ ରଖିବେ ।ଆପଣଙ୍କୁ ଏହା ଭଲ ନ ଲାଗିପାରେ, କିନ୍ତୁ ଆପଣଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥିବ ।

କୁମ୍ଭ : ଆପଣଙ୍କ ଅନ୍ତଃ ଧ୍ଵନିକୁ ଶୁଣନ୍ତି ଓ ଆପଣଙ୍କ ମନ ଯାହା କହୁଛି ତାହା କରନ୍ତୁ । ଯଦ୍ଵାରା ଆପଣଙ୍କ ପଥରେ ଆପଣଙ୍କୁ ଅନ୍ୟ କେହି ବାଟ ଦେଖାଇବାର ଆବଶ୍ୟକତା ରହିବ ନାହିଁ । କାର୍ଯ୍ୟସ୍ଥଳରେ ଆପଣଙ୍କ ସବୁ ଭଲରେ ଯିବ କାରଣ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଓ ନିଷ୍ପତ୍ତିର ସମର୍ଥନ କରିବେ ।

ମୀନ : ଆପଣଙ୍କ ନିକଟରେ କେହି ପହଞ୍ଚିପାରିବେ ନାହିଁ । ଆପଣ ଯେହେତୁ ଆପଣଙ୍କ ତଳ କର୍ମଚାରୀମାନଙ୍କୁ ସେମାନଙ୍କ କାମରେ ସଠିକତା ଆଣିବାରେ ସାହାଯ୍ୟ କରୁଛନ୍ତି ସେଥିପାଇଁ ସେମାନଙ୍କର କୌଣସି ଅଭିଯୋଗ ରହିବ ନାହିଁ । ଆପଣ ପ୍ରେରିତ କରିବେ ଓ ସେମାନେ ପ୍ରେରିତ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.