ETV Bharat / bharat

Horoscope: ଅଗଷ୍ଟ 11 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - କେମିତି ରହିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ । ଅଧିକ ପଢନ୍ତୁ

Horoscope
Horoscope
author img

By

Published : Aug 11, 2023, 12:05 AM IST

ମେଷ: ଆଜିର ଦିନଟି ହସଖୁସିରେ କଟିବ । ଅନ୍ୟମାନଙ୍କ ସହ ସମ୍ପର୍କ ସୁଦୃଢ଼ କରିବା ପାଇଁ ଚେଷ୍ଟା କରିବେ । ବାକି ରହିଥିବା କାର୍ଯ୍ୟ ଆଜି ଶେଷ କରିବେ । ପରିବାର ସହିତ ସମୟ ବିତାନ୍ତୁ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଘରର ଇଷ୍ଟ ଦେବୀଙ୍କୁ ସୁମରଣା କରନ୍ତୁ ।

ବୃଷ: ଆଜି ଆପଣ ଶାରୀରିକ ଭାବେ ସତର୍କ ରୁହନ୍ତୁ । ଆପଣ କଳା, ଡିଜାଇନିଂ, ଗ୍ରାଫିକ୍ସ ଓ ସ୍ପେସିଆଲ ଇଫେକ୍ଟ ଆଦିରେ ବ୍ୟସ୍ତ ରହି ନିଜର କଳାତ୍ମକ ଦିଗର ଆବିଷ୍କାର କରିବେ । ଆପଣଙ୍କ ପ୍ରତିଭା ପାଇଁ ସବୁ ଜାଗାରେ ଆଜି ସମ୍ମାନିତ ହୋଇପାରନ୍ତି ।

ମିଥୁନ: କାର୍ଯ୍ୟ ବ୍ୟସ୍ତତା ଭିତରେ ଆଜି ଦିନ କଟିବ । କାର୍ଯ୍ୟସ୍ଥଳରେ, ସଠିକତା ପାଇବା ଆପଣଙ୍କ ଲକ୍ଷ୍ୟ ରହିବ । କାର୍ଯ୍ୟସ୍ଥଳରେ ଓ ଘରେ ଆପଣ ସବୁକିଛି ସଠିକ ଭାବେ କରିବାକୁ ଚେଷ୍ଟା କରିବେ । ଗାଡ଼ି ଚଳାଇଲା ବେଳେ ସାବଧାନତା ଅବଲମ୍ବନ କରିବା ଜରୁରୀ ଅଟେ ।

କର୍କଟ: ଦିନ ସାରା ଆପଣ ଅନେକ ଆହ୍ଵାନର ସମ୍ମୁଖୀନ ହେବେ ଏବଂ ସବୁ ଥର ଆପଣ ସେଗୁଡ଼ିକର ସଫଳତାର ସହିତ ସାମ୍‍ନା କରିବେ । ଆପଣ ମସ୍ତିଷ୍କ ତୀକ୍ଷ୍ଣ ରହିବ । ଆପଣଙ୍କୁ କେବଳ ନିଜ ଉପରେ ବିଶ୍ଵାସ ରଖିବା ଦରକାର । ପରିବାରକୁ ସମୟ ଦିଅନ୍ତୁ ।

ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ତେଣୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ । ବିଶ୍ରାମ ନିଅନ୍ତୁ । ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହରନ୍ତୁ ନାହିଁ ।

କନ୍ୟା: ଦିନଟି ଘଟଣାବହୁଳ ରହିବ । କାର୍ଯ୍ୟବ୍ୟସ୍ତତା ଭିତରେ ଦିନ କଟିବ । ବାକି ରହିଥିବା କାର୍ଯ୍ୟ ଆଜି ସମ୍ପୁର୍ଣ୍ଣ ହେବ । ଅଫିସରେ ନିଜ କାର୍ଯ୍ୟକୁ ନେଇ ପ୍ରଶଂସା ସାଉଁଟିବେ ।

ତୁଳା: ପ୍ରେମ ଜୀବନ ଆଜି ଖୁସିରେ କଟିବ। ନିଜ ଜୀବନସାଥିଠାରୁ ବହୁତ ଖୁସି ପାଇବେ । ଜୀବନସାଥୀଙ୍କଠାରୁ ପ୍ରେମ ପାଇବେ । ସଂଧ୍ୟାରେ ପ୍ରିୟଜନଙ୍କ ସହିତ ବାହାରକୁ ଯାଇପାରନ୍ତି । ଆଜି ସୁସ୍ବାଦୁ ଭୋଜନ ମିଳିବାର ସମ୍ଭାବନା ରହିଛି।

ବିଛା: ଆଜି ଆପଣ କାର୍ଯ୍ୟ ପ୍ରତି ଆପଣଙ୍କ ପ୍ରତିବଦ୍ଧତା ଓ ପରିବାର ପ୍ରତି ନିଷ୍ଠା ଦେଖାଇବେ । କାର୍ଯ୍ୟସ୍ଥଳରେ ସମ୍ମାନିତ ହେବେ । ପରିବାର ପରିଜନଙ୍କ ଯତ୍ନ ନିଅନ୍ତୁ । ବାପା ମା'ଙ୍କ ଆର୍ଶୀବାଦ ନେଇ କାର୍ଯ୍ୟ କରିବା ଦ୍ବାରା ସଫଳ ହେବେ ।

ଧନୁ: ଯେଉଁ ବିଷୟକୁ ନେଇ ଆପଣ ବ୍ୟଥିତ ଥିଲେ ତାହାର ସମାଧାନ ହେବ । ପରିବାର ମଧ୍ୟରେ ରହିଥିବା ଭୁଲ ବୁଝାମଣା ଦୂର ହୋଇପାରିବ । ଆଜି କିଛି ବିବାହ ପ୍ରସ୍ତାବ ଆସିବାରେ । ଆଜିର ଦିନ ହସ ଖୁସିରେ କଟିବ ।

ମକର: କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଆପଣ ନିଜ ସହପାଠୀଙ୍କୁ ସମୟ ଦେଇପାରିବେ ନାହିଁ । ସାଙ୍ଗସାଥିଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବ । ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡିପାରେ ।

କୁମ୍ଭ: ଆଜି କିଛି ନଷ୍ପତ୍ତି ନେବା ବେଳେ ଦ୍ୱନ୍ଦ୍ୱରେ ରହିବେ । ଠିକ ଭୁଲ ଜାଣିବା ପାଇଁ ଆପଣଙ୍କୁ କଷ୍ଟ ହୋଇପାରେ । ନିଜର ବୁଦ୍ଧି ଖଟାଇ କୌଣସି କାର୍ଯ୍ୟ କରନ୍ତୁ । ଆଜି ସହପାଠୀ ଆପଣଙ୍କୁ ବିପଦରେ ପକାଇବା ପାଇଁ ଚେଷ୍ଟା କରିବେ । ତେଣୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଗବାନଙ୍କ ଆର୍ଶୀବାଦ ଗ୍ରହଣ କରନ୍ତୁ ।

ମୀନ: ନିଜ ଭବିଷ୍ୟତରେ କିଛି କରିବା ପାଇଁ ଆଜି ଯୋଜନା କରନ୍ତୁ । ଆଜିର ଦିନ ଆପଣଙ୍କ ସପକ୍ଷେର ରହିବ । ତେଣୁ ଇଚ୍ଛା ଅନୁସାରେ କାର୍ଯ୍ୟ କରନ୍ତୁ । ଆଜି ସଫଳତା ନିଶ୍ଚୟ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.