ETV Bharat / bharat

ଆଜିର ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ...

author img

By

Published : Jun 10, 2021, 12:01 AM IST

ତୁମର ଆଜି ଦିନଟି କେମିତି ରହିବ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ଉପାୟ କରିବେ ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ସମୟ କିପରି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ...

ଆଜିର ରାଶିଫଳ
ଆଜିର ରାଶିଫଳ

ମେଷ : ଆଜି ଆପଣଙ୍କୁ ସବୁ କିଛି କରିବାର ସ୍ଵାଧୀନତା ମିଳିବ। ଆଧୁନିକ ଜୀବନଶୈଳୀ ଅନୁସରଣ କରୁଥିବା ପିଲାମାନେ ମଲ୍‍ କିମ୍ଵା ଫିଲ୍ମ ଦେଖି ଯାଇପାରନ୍ତି । ମୋଟ ଉପରେ କହିବାକୁ ଗଲେ ଆପଣ ଆଜି ପରିବାର ସହିତ ସମୟ ବିତାଇବେ ।

ବୃଷ : ଆଜି ଆପଣ କୌଣସି ବି ସ୍ଥାନକୁ ବୁଲିଯିବାକୁ ଚାହୁଁଛନ୍ତି । ସେ ପାଖ ହେଉ କିମ୍ବା ଦୂର । ଆପଣ ଖୁସି ମନରେ ଯୋଜନା କରିବେ, ବୁଲିବା ପାଇଁ ଟଙ୍କା ସଂଗ୍ରହ କରିବେ ଓ ଯେଉଁମାନେ ଆପଣଙ୍କ ସହ ଯିବାକୁ ଚାହାଁନ୍ତି ସେମାନଙ୍କ ସହ କଥା ହୋଇପାରନ୍ତି । କିନ୍ତୁ ଏପରି ମଧ୍ୟ ହୋଇପାରେ କି ଆପଣଙ୍କ ସବୁ ଯୋଜନା ବନ୍ଦ କରି ଘରେ ରହିବାକୁ ନିଷ୍ପତ୍ତି ନେଇପାରନ୍ତି ।

ମିଥୁନ : ଆଜି ଅନ୍ୟମାନଙ୍କ ଭାବପ୍ରବଣତାର ସୁରକ୍ଷାରେ ଆପଣଙ୍କ ସମୟ ଅତିବାହିତ ହୋଇପାରେ । ଯଦିଓ ବହୁତ ଅସ୍ଵାଭାବିକ ନୁହେଁ, କିନ୍ତୁ ଏହା ସାଧାରଣ କଥା ମଧ୍ୟ ନୁହେଁ । ଦିନର ଅଧିକାଂଶ ସମୟରେ, ଆପଣ ପରିବାର ଠାରୁ ଦୂରରେ ରହିପାରନ୍ତି, ଏକ ବ୍ୟବସାୟ ପାଇଁ କିମ୍ଵା ବୁଲାବୁଲିରେ ବାହାରକୁ ଯାଇପାରନ୍ତି ।

କର୍କଟ : କାମିକା ଲୋକମାନଙ୍କ ପାଖରେ କାମର ପରିମାଣ ବହୁତ ଅଧିକ ବଢିଯିବ । କାମର ପରିମାଣ ଏତେ ଅଧିକ ଥିବ ଯେ ସେମାନଙ୍କ ଉପରେ ବହୁତ ଚାପ ରହିବ । ଆପଣ ସହଜ ହେବା ଶିଖନ୍ତୁ ଓ ସବୁ କଥାରେ ନା’ କହିବା ମଧ୍ୟ ଶିଖନ୍ତୁ ବୋଲି ପରାମର୍ଶ ଦିଆଯାଉଛି । ଆପଣ ଯେ ପର୍ଯ୍ୟନ୍ତ ଥଣ୍ଡା ମୁଣ୍ଡରେ ରହୁଛନ୍ତି, କେହି ବି ଆପଣଙ୍କୁ ହରାଇପାରିବେ ନାହିଁ ।

ସିଂହ : ଆପଣଙ୍କ ନିଜ କ୍ଷମତା ଆପଣଙ୍କୁ କେବେ ଆଶ୍ଚାର୍ଯ୍ୟାନ୍ଵିତ କରିଛି କି? ଆଜି ଆପଣ ତାହା ଅନୁଭବ କରିବେ । ସୌହାର୍ଦ୍ଦ୍ୟପୂର୍ଣ୍ଣ ହାବଭାବ ଓ ହାନିକାରକ କ୍ରିୟାର ଅଭାବର ସଠିକ ମିଶ୍ରଣ ଦ୍ଵାରା ଆପଣ ସବୁ ଅବସରରେ ଆକର୍ଷଣର କେନ୍ଦ୍ର ହେବେ ।

କନ୍ୟା : ପିଲାମାନେ ଉଭୟ ଶ୍ରେଣୀ ଭିତରେ ଓ ବାହାରେ ପ୍ରଶଂସାର ପାତ୍ର ହେବେ! ତର୍କ ଓ ବିଚାରର ପ୍ରକ୍ରିୟାକରଣ ମଧ୍ୟ ବଢିବ । ଦିନ ସାରା ଯାହା ବି ହେଉ ଆପଣଙ୍କୁ ପରାମର୍ଶ ଦିଆଯାଉଛି ଯେ ଆପଣ ଶାନ୍ତ ରହି ଦିନର ମଜା ନେବେ ।

ତୁଳା : ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନ ବହୁତ ଶୁଭ । ଆପଣଙ୍କ ଜାଦୁ ଦ୍ଵାରା ଆପଣ ସମସ୍ତଙ୍କ ହୃଦୟ ଜିତିପାରିବେ । ଆପଣଙ୍କ ଘର ଓ ଏହାର ଭିତର ସାଜସଜ୍ଜା ଲୋକମାନଙ୍କୁ ପ୍ରଭାବିତ କରିବ । ଏହାର ସକାରାତ୍ମକତାର ଲାଭ ଉଠାନ୍ତୁ ।

ବିଛା : ଆଜି ଆପଣ ଜଣେ ଦିବ୍ୟଦ୍ରଷ୍ଟା । ଆଜି ଆପଣ ଯାହା କରିବେ ତାହା ଏକ ସଫଳ ଭବିଷ୍ୟତ ତିଆରି କରିବ । କିନ୍ତୁ ତୁରନ୍ତ ଫଳ ଆଶା କରିବା ମୂର୍ଖାମୀ ହେବ । ଆପଣଙ୍କ ଜୀବନରେ ସେହି ସ୍ଫୁର୍ତ୍ତ ପରିବର୍ତ୍ତନଗୁଡିକ ଆଣିବା ପାଇଁ ଆପଣଙ୍କୁ ଧୈର୍ଯ୍ୟ ଧରିବାକୁ ହେବ । ଅପେକ୍ଷା କରନ୍ତୁ ଓ ଦେଖନ୍ତୁ କିପରି ଆପଣଙ୍କ ଧୈର୍ଯ୍ୟ ଆପଣଙ୍କୁ ଭବିଷ୍ୟତରେ ଭଲ ଫଳ ଦେଉଛି!

ଧନୁ : ଆପଣଙ୍କୁ ସହିବା ଶକ୍ତି ବଢାଇବାକୁ ପଡିବ କାରଣ ଆଜି ଆପଣଙ୍କ ନିଜ ଲୋକ ଆପଣଙ୍କୁ ସମାଲୋଚନା କରିପାରନ୍ତି । କିନ୍ତୁ ଆପଣଙ୍କ ଚାରିପାଖରେ ଥିବା ସମସ୍ତଙ୍କୁ ଆପଣ ଖୁସି କରିବ ସମ୍ଭବ ନୁହେଁ । ଆପଣଙ୍କ ପ୍ରିୟଜନଙ୍କ ପାଇଁ ଭଲ କାମ କରି ଆପଣ ଖୁସି ଅନୁଭବ କରିପାରନ୍ତି ।

ମକର : ବିଦ୍ୟାର୍ଥୀମାନଙ୍କ ପାଇଁ ଖୁସି ଖବର! ଯଦି ଆପଣ ବିଦେଶରେ ପଢିବାକୁ ଚେଷ୍ଟା ଚଳାଇଛନ୍ତି, ତେବେ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ । ଆପଣଙ୍କ ପ୍ରାଥମିକତା ସୁନିଶ୍ଚିତ କରନ୍ତୁ ଓ ଦେଖନ୍ତୁ କିପରି ଗୋଟିଏ ପରେ ଗୋଟିଏ ସଫଳତା ପାଉଛନ୍ତି, କିନ୍ତୁ ମନେ ରଖନ୍ତୁ କେବଳ ସଠିକ ଭାବେ ଯୋଜନା କରି ହି ଆପଣ ଆପଣଙ୍କ ଲକ୍ଷ୍ୟ ପ୍ରାପ୍ତ କରିବାରେ ସଫଳ ହେବେ ।

କୁମ୍ଭ : ଆପଣଙ୍କୁ ଆପଣଙ୍କ ରୁଟିନ ଜୀବନରେ କିଛି ପରିବର୍ତ୍ତନ ଆଣିବା ପାଇଁ ପରାମର୍ଶ ଦିଆଯାଉଛି ଯାହା ଦ୍ଵାରା ସବୁ କିଛି ବହୁତ ବଢିଆ ଚାଲିବ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ଆତ୍ମସନ୍ତୋଷ ଲାଭ କରିବେ । କଷ୍ଟ କରି ଚାଲନ୍ତୁ ଯାହା ଦ୍ଵାରା ଆପଣ ନିଶ୍ଚିତ ସଫଳତା ପ୍ରାପ୍ତ କରିବେ ।

ମୀନ : ଶାନ୍ତ ସ୍ଵଭାବ ଓ ପାଣ୍ଡିତ୍ୟରେ ଆପଣ ଆଜି ଭରପୂର ରହିବେ । ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଆପଣଙ୍କୁ ବହୁତ ପସନ୍ଦ ଓ ଆପଣଙ୍କ ଉତ୍ତରଦାୟିତ୍ଵ ହେଉଛି ଆପଣ ଏହାକୁ ପାଇବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.