ETV Bharat / bharat

ଜାନୁଆରୀ 10 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

author img

By ETV Bharat Odisha Team

Published : Jan 10, 2024, 12:01 AM IST

10th January Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
ଆଜିର ରାଶିଫଳ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମଧ୍ୟମ ଧରଣର ରହିବ । ଆପଣ କ୍ଳାନ୍ତ, ଅଳସୁଆ ଏବଂ ଅସ୍ଥିର ଅନୁଭବ କରିପାରନ୍ତି । ଯେହେତୁ ଆପଣ ଅତ୍ୟନ୍ତ ନିରୁତ୍ସାହ ଅନୁଭବ କରିବେ, ତେଣୁ କୌଣସି କାର୍ଯ୍ୟ କରିବା ପାଇଁ ଆପଣଙ୍କ ଆଗ୍ରହ ରହିବ ନାହିଁ । ଯଦି ଆପଣଙ୍କ ବ୍ୟାକୁଳତା ଉପରେ ବିଶେଷ ଭାବରେ ନିୟନ୍ତ୍ରଣ ରଖିବେ, ତେବେ ପରିସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ରହିଛି । ଛୋଟ ଛୋଟ ଜିନିଷ ଉପରେ ଆପଣ ଧୈର୍ଯ୍ୟ ହରାନ୍ତୁ ନାହିଁ ।

ବୃଷ: କାର୍ଯ୍ୟ ବୋଝ ଅଧିକ ହେବ । ଆପଣ କଠିନ ପରିଶ୍ରକ କରିପାରନ୍ତି କିନ୍ତୁ ସଫଳତା ଶୀଘ୍ର ଆସି ନ ପାରେ । ଆପଣ ଅନିଶ୍ଚିତ ଅନୁଭବ କରିପାରନ୍ତି । ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଉପଯୁକ୍ତ ସମୟ ନୁହେଁ । ଖାଦ୍ୟ ପ୍ରତି ନଜର ଦିଅନ୍ତୁ । ଯାତ୍ରା କ୍ଷେତ୍ରରେ ପ୍ରତିବନ୍ଧକ ଆସିପାରେ । ଆର୍ଥିକ ଲାଭ ପଛରେ ନ ଗୋଡାଇ ଆଜି ଧ୍ୟାନ ଏବଂ ଆଧ୍ୟାତ୍ମିକ ଆଡକୁ ଗତି କରନ୍ତୁ ।

ମିଥୁନ: ଆଜି ଏକ ଆନନ୍ଦ ଉଲ୍ଲାସର ଦିନ ହେବ । ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭଲ ରହିବେ । ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ପରିବାର ଏବଂ ବନ୍ଧୁଙ୍କ ସହିତ ନିକଟବର୍ତ୍ତୀ ଏକ ସୁନ୍ଦର ସ୍ଥାନକୁ ଯାତ୍ରା କରିବାର ଅଛି । ଆପଣଙ୍କ ପୋଷାକପତ୍ର ବଦଳାଇବାର ଆଶା ପୁରଣ ହେବ । ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବାର ସମ୍ଭାବନା ରହିଛି ।

କର୍କଟ: ଆଜି ବ୍ୟବସାୟୀମାନଙ୍କର ଭାଗ୍ୟ ସେମାନଙ୍କ ସପକ୍ଷରେ ରହିବ । ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିବେ । ଆପଣ ପରିବାର ସହିତ ଅଧିକ ସମୟ ଦେବେ ଏବଂ ସେମାନଙ୍କୁ ଖୁସି କରିବେ । ସାରା ଦିନ ଆପଣଙ୍କ ମନ ଶାନ୍ତ ରହିବ । ଆପଣଙ୍କ ପ୍ରତିଯୋଗୀଙ୍କ ଅପେକ୍ଷା କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ ଏବଂ ସହଜରେ ସେମାନଙ୍କୁ ଜିତିପାରିବେ ।

ସିଂହ: କଳା ଏବଂ ସୃଜନଶୀଳ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ କରିବେ । ଯେହେତୁ ଦିନ ତାଙ୍କୁ ପାଇଁ ଅନୁକୂଳ ଅଟେ । ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଭଲ କରିବେ । ଆପଣଙ୍କର ମିଳନ ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ରାଗ ନିୟନ୍ତ୍ରଣରେ ରଖନ୍ତୁ, ଫଳରେ ଆପଣଙ୍କ ଏକାଗ୍ରତା ବଜାୟ ରହିବ।

କନ୍ୟା: ଦିନଟି ଭଲ ନୁହେଁ । ଶରୀର ଓ ମନ ଭଲ ରହିବ ନାହିଁ । ପ୍ରେମିକାଙ୍କ ସହ ମତଭେଦ ହେବ । ମାଆଙ୍କ ଦେହ ଭଲ ରହିବ ନାହିଁ । ଧନ ସମ୍ପତି ତଥା ଜରୁରୀ କାଗଜ ପତ୍ରର ଯତ୍ନ ନିଅନ୍ତୁ। ପାଣିକୁ ଡରିବେ । ସ୍ତ୍ରୀଙ୍କ ସହ ବାର୍ତ୍ତାଳାପ ନ କରିବା ଭଲ । ଅଯଥା ଗଣ୍ଡଗୋଳରେ ଭାଗ ନିଅନ୍ତୁ ନାହିଁ । ଖର୍ଚ୍ଚ ବଢିବ ।

ତୁଳା: ଆପଣଙ୍କ ଭାଇ ଭଉଣୀମାନେ ସ୍ୱାଗତଭରା ଏବଂ ସାହାଯ୍ୟକାରୀ ହେବେ । ନୂତନ ପ୍ରକଳ୍ପ ଏବଂ ଅଣ୍ଡର୍‌ଟେକିଂ ପାଇଁ ଆଜିଦିନ ଅତ୍ୟନ୍ତ ଶୁଭ ରହିବ । ଆପଣ ଦିନସାରା ଉଜ୍ଜ୍ୱଳ ଏବଂ ସକ୍ରିୟ ଅନୁଭବ କରିବେ । ବିଦେଶରୁ କିଛି ଭଲ ଖବର ଆସିବାର ଅଛି । ଆପଣଙ୍କ ପ୍ରତିଯୋଗୀ ଏବଂ ବିରୋଧୀଙ୍କ ଠାରୁ ଆପଣ ବିଜୟଲାଭ କରିବେ । ସମ୍ମାନ ଏବଂ ଖ୍ୟାତି ଆସିବାର ଅଛି ।

ବିଛା: ଧନ ପ୍ରାପ୍ତିର ସୁବର୍ଣ୍ଣ ସୁଯୋଗ ହେବ । ଅଯଥା ଖର୍ଚ୍ଚକୁ ଟାଳନ୍ତୁ । ପରିବାରରେ ଅନ୍ୟ ବ୍ୟକ୍ତିଙ୍କ ଦଖଲକୁ ନଜର ଅନ୍ଦାଜ କରନ୍ତୁ ନାହିଁ । ପରିବାରରେ ସୁସମ୍ପର୍କ ସ୍ଥାପନ କରନ୍ତୁ । ଶାରୀରିକ ପରିସ୍ଥିତି ଜଟିଳ ହେବ । ଦୁଃଚିନ୍ତା କରନ୍ତୁ ନାହିଁ । ପିଲାମାନେ ପାଠ ପଢାରେ ମନ ଦେବେ ନାହିଁ ।

ଧନୁ: ନିଶ୍ଚିତ ରୁହନ୍ତୁ ଠିକ୍‌ ଯୋଜନା କରିଥିବା ଭଳି ଏହି ଦିନଟି ବିତିବ । ଏହା ଆପଣଙ୍କ ପାଇଁ ଆର୍ଥିକ ଲାଭ ଆଣିବ । ଆପଣ ଦିନସାରା ତାଜା ଏବଂ ଅଧିକ ସକ୍ରିୟ ଅନୁଭବ କରିବେ । ଏକ ଛୋଟ ମନୋରଞ୍ଜନ ଯାତ୍ରା ମଧ୍ୟ ହୋଇପାରେ । ପ୍ରିୟଜନଙ୍କ ସହିତ ଅନନ୍ଦ ଉଲ୍ଲାସରେ ସମୟ ବିତାଇ ପାରନ୍ତି । ଏକ ଶୁଭ ଏବଂ ଖୁସି ଆୟୋଜନ ପାଇଁ ଆପଣଙ୍କୁ ନିମନ୍ତ୍ରଣ ପାଇବାର ସମ୍ଭାବନା ରହିଛି ।

ମକର: ଆଜି ଆପଣଙ୍କ ପାଇଁ ଉଲ୍ଲାସହୀନ ଏବଂ ହତାସର ଦିନ ହେବ । ସାମାଜିକ ଏବଂ ଧର୍ମ କାର୍ଯ୍ୟରେ ଆପଣ କେତେକ ଖର୍ଚ୍ଚ କରିପାରନ୍ତି । ଆପଣଙ୍କ ପ୍ରିୟଜନମାନେ ସାହାଯ୍ୟକାରୀ ହୋଇ ନ ପାରନ୍ତି ଏବଂ ବନ୍ଧୁତ୍ୱ ଭାବ ଦେଖାଇ ନ ପାରନ୍ତି । ନକ୍ଷେତ୍ର ପ୍ରଭାବରୁ ଜଣା ପଡୁଛି ଯେ ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ଖ୍ୟାତି ଉଭୟର କ୍ଷତି ହୋଇପାରେ । ଏହି ସବୁ କାରଣରୁ ଆପଣଙ୍କ ଭାବନା ଧର୍ମ ଏବଂ ଅଧ୍ୟାତ୍ମିକ ଆଡକୁ ଟାଣି ହୋଇପାରେ ।

କୁମ୍ଭ: ଆଜି ନୂତନ କାର୍ଯ୍ୟାରମ୍ଭ ପାଇଁ ପ୍ରକୃଷ୍ଟ ସମୟ ଅଟେ । ସରକାରୀ ତଥା ବ୍ୟବସାୟୀ ଦୃଷ୍ଟିରୁ ସୁଫଳ ମିଳିବ । ସ୍ତ୍ରୀଙ୍କ କାର୍ଯ୍ୟରେ ବ୍ୟସ୍ତ ରହିବେ । ସାମାଜିକ ପ୍ରତିଷ୍ଠା ବଢିବ । ସ୍ତ୍ରୀ ପିଲାଙ୍କ ଠାରୁ ସୁସମ୍ୱାଦ ମିଳିବ । ବିବାହ ଆଦି କାର୍ଯ୍ୟ ସମ୍ପର୍ଣ୍ଣ ହେବ । ସୁନ୍ଦର ଯାତ୍ରାର ସୁଯୋଗ ଅଛି ।

ମୀନ: ଆଜି ଦିନଟି ସଫଳ ଯୁକ୍ତ ହେବ । ମନ ପ୍ରଫୁଲ ରହିବ ନିଜର ସଫଳତା ଏବଂ କାର୍ଯ୍ୟ ସାଧନା ପାଇଁ । ବ୍ୟବସାୟ ଭଲ ହେବ। କରଜ ମିଳିବ । ପିତା ତଥା ବୟସ୍କ ମାନଙ୍କ ଦ୍ୱାରା ଉପକୃତ ହେବେ । ପାରିବାରିକ ସମ୍ପର୍କରେ ମଧୁରତା ଭରିବ । ସରକାରୀ ସହାୟତା ମିଳିବ । ପ୍ରତିଷ୍ଠା ପାଇବେ। ସାମାଜିକ ଜୀବନ ସୁଖମୟ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.