ETV Bharat / bharat

ଚେନ୍ନାଇ ଗସ୍ତରେ ଶାହ, କୋର କମିଟି ବୈଠକରେ ହେବେ ସାମିଲ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଚେନ୍ନାଇ ଗସ୍ତ କରିଛନ୍ତି । ଚେନ୍ନାଇରେ ଦଳର କୋର କମିଟି ବୈଠକରେ ସାମିଲ ହେବେ ।

ଆଜି ଶାହଙ୍କ ଚେନ୍ନାଇ ଗସ୍ତ, କୋର କମିଟି ବୈଠକରେ ହେବେ ସାମିଲ

author img

By

Published : Nov 21, 2020, 2:08 PM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଚେନ୍ନାଇ ଗସ୍ତରେ ଆସିଛନ୍ତି । ଚେନ୍ନାଇରେ ଦଳର କୋର କମିଟି ବୈଠକରେ ସାମିଲ ହେବେ । ଶାହ ତାଙ୍କ ରାଜ୍ୟ ଗସ୍ତ ସମୟରେ ଅଭିନେତା ରଜନୀକାନ୍ତଙ୍କୁ ମଧ୍ୟ ଭେଟିବାର ସମ୍ଭାବନା ରହିଛି ।

ଏକ ବର୍ଷରୁ ଅଧିକ ସମୟ ପରେ ନଭେମ୍ବର 21ରେ ଶାହା ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟ ମଧ୍ୟରେ ସେ ରାଜ୍ୟ ୟୁନିଟର ଅଧିକାରୀ ଏବଂ କୋର କମିଟିକୁ ମଧ୍ୟ ସମ୍ବୋଧିତ କରିବେ । ଆଗାମୀ ବିଧାନସବା ନିର୍ବାଚନ ପୂର୍ବରୁ ଦଳର ସଙ୍ଗଠନକୁ ମଜବୁତ କରିବା ଏବଂ AIADMK ସହିତ ଗଠବନ୍ଧନ ଭଳି ବିଷୟରେ ଚର୍ଚ୍ଚା ହେବ ବୋଲି କୁହାଯାଉଛି ।

ସେପଟେ ତାମିଲନାଡୁ ବିଜେପି ସଭାପତି ଏଲ ମୁର୍ଗନ କହିଛନ୍ତି ଯେ ବିଜେପିର ବରିଷ୍ଠ ନେତାଙ୍କ ଏହି ଗସ୍ତ ବିରୋଧୀ ଦଳ ମଧ୍ୟରେ ଭୟ ସୃଷ୍ଟି କରିବ । ମୁର୍ଗନ ଗଣମାଧ୍ୟମକୁ କହିଛନ୍ତି ଯେ ମାର୍ଚ୍ଚରେ ତାମିଲନାଡୁ ବିଜେପିର ସଭାପତି ହେବା ପରଠାରୁ ଏହା ଶାହାଙ୍କର ପ୍ରଥମ ଗସ୍ତ ହୋଇଥିବାରୁ ବିମାନବନ୍ଦରରୁ ଦଳର ଭେନ୍ୟୁ ପର୍ଯ୍ୟନ୍ତ ଗୃହମନ୍ତ୍ରୀଙ୍କ ସ୍ବାଗତ ପାଇଁ ଭବ୍ୟ ପ୍ରସ୍ତୁତି ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.