ETV Bharat / bharat

ଦାରିଦ୍ର୍ୟତା ହଟାଇବାକୁ ଆସାମ ସରକାରଙ୍କ ନୂଆ ଯୋଜନା - ଉପଯୁକ୍ତ ପରିବାର ଯୋଜନା ନୀତି

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଗୁରୁବାର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଦାରିଦ୍ର୍ୟତା ହ୍ରାସ କରିବା ପାଇଁ ଯୋଜନା କରିଛନ୍ତି । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ ‘ଉପଯୁକ୍ତ ପରିବାର ଯୋଜନା ନୀତି’ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

ଆସାମ ମୁଖ୍ୟମନ୍ତ୍ରୀ
ଆସାମ ମୁଖ୍ୟମନ୍ତ୍ରୀ
author img

By

Published : Jun 11, 2021, 11:12 AM IST

ଗୌହାଟୀ:ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଗୁରୁବାର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଦାରିଦ୍ର୍ୟତା ହ୍ରାସ କରିବା ପାଇଁ ଯୋଜନା କରିଛନ୍ତି । ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ ‘ଉପଯୁକ୍ତ ପରିବାର ଯୋଜନା ନୀତି’ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ସମ୍ପ୍ରଦାୟର ସମସ୍ତ ହିତାଧିକାରୀମାନେ ଆଗକୁ ଆସି ସମାଜରେ ଦାରିଦ୍ର୍ୟତା ହ୍ରାସ କରିବାରେ ସହାୟତା କରିବାକୁ ସରକାର ଅନୁରୋଧ କରିଛନ୍ତି । ଜନସଂଖ୍ୟାରେ କ୍ରମାଗତ ବୃଦ୍ଧି ହେତୁ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରର 30 ଦିନ ପୂରଣ ଅବସରରେ ଏହା କହିଛନ୍ତି ।

ସେ କହିଛନ୍ତି ଯେ, ସରକାର ସମସ୍ତ ଗରିବ ଲୋକଙ୍କର ଅଭିଭାବକ । ଜନସଂଖ୍ୟା ବୃଦ୍ଧି ସମସ୍ୟାର ମୁକାବିଲା କରିବାରେ ଏହା ସଂଖ୍ୟାଲଘୁ ସମ୍ପ୍ରଦାୟର ସମର୍ଥନ ଆବଶ୍ୟକ । ଏହା ଦାରିଦ୍ର୍ୟ, ନିରକ୍ଷରତା ଏବଂ ଉପଯୁକ୍ତ ପରିବାର ଯୋଜନା ଅଭାବର ମୂଳ କାରଣ ଅଟେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ସମ୍ପ୍ରଦାୟର ମହିଳାଙ୍କୁ ଶିକ୍ଷା ଦେବା ଦିଗରେ କାର୍ଯ୍ୟ କରିବେ ଯାହା ଦ୍ବାରା ଏହି ସମସ୍ୟାର ଫଳପ୍ରଦ ସମାଧାନ ହୋଇପାରିବ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.