ETV Bharat / bharat

ଲାଲୁଙ୍କ ଜାମିନ ଆବେଦନ ଖାରଜ କଲେ ଝାଡଖଣ୍ଡ ହାଇକୋର୍ଟ

author img

By

Published : Feb 19, 2021, 10:28 PM IST

ଝାଡଖଣ୍ଡ ହାଇକୋର୍ଟ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଜାମିନ ପିଟିସନ ଉପରେ ଶୁଣାଣି କରି ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଅଧିକ ପଢନ୍ତୁ...

ଲାଲୁଙ୍କ ଜାମିନ ଆବେଦନ ଖାରଜ କଲେ ଝାରଖଣ୍ଡ ହାଇକୋର୍ଟ

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଜାମିନ ପିଟିସନ ଉପରେ ଶୁକ୍ରବାର ଶୁଣାଣି ହୋଇଛି । ଝାଡଖଣ୍ଡ ହାଇକୋର୍ଟ ଏହି ପିଟିସନର ଶୁଣାଣି କରି ଲାଲୁଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ।

ବହୁଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଲାଲୁ ଯାଦବ ଗିରଫ ହୋଇଥିଲେ । ଏନେଇ ତାଙ୍କ ପକ୍ଷରୁ ଜାମିନ ଆବେଦନ ହୋଇଥିଲା । ଏହି ମାମଲା ସହ ଜେଲ ମ୍ୟାନୁଆଲ ଉଲ୍ଲଙ୍ଘନ ମାମଲାର ଝାଡଖଣ୍ଡ ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ଜଷ୍ଟିସ ଅପରେଶ ସିଂ ମାମଲାର ଶୁଣାଣି କରି ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.