ETV Bharat / bharat

ସାଙ୍ଗ ହୋଇ ଏକାଠି ଚାଲିଗଲେ ପରିବାର, ମୃତ୍ୟୁ ପୂର୍ବରୁ ଫେସବୁକରେ ସେୟାର କଲେ ପୋଷ୍ଟ - ହରିୟାଣା ପରିବାରର ଆତ୍ମହତ୍ୟା

ଫାଶୀ ଦେଇ ଏକାଠି ଆତ୍ମହତ୍ୟା କଲେ ତିନି ଜଣ। ଗୋଟିଏ ପରିବାରର ବାପା-ମା'-ପୁଅ ଫାଶୀ ଦେଇ କରିଛନ୍ତି ଆତ୍ମହତ୍ୟା । ହରିୟାଣାର ଏକ ଗାଁରୁ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ସାଙ୍ଗ ହୋଇ ଏକାଠି ଚାଲିଗଲେ ବାପା-ମା'-ପୁଅ, ମୃତ୍ୟୁ ପୂର୍ବରୁସେୟାର କଲେ ଫେସବୁକ ପୋଷ୍ଟ
ସାଙ୍ଗ ହୋଇ ଏକାଠି ଚାଲିଗଲେ ବାପା-ମା'-ପୁଅ, ମୃତ୍ୟୁ ପୂର୍ବରୁ ସେୟାର କଲେ ଫେସବୁକ ପୋଷ୍ଟ
author img

By

Published : Dec 24, 2021, 5:18 PM IST

ହରିୟାଣା: ଫାଶୀ ଦେଇ ଏକାଠି ଆତ୍ମହତ୍ୟା କଲେ ତିନି ଜଣ। ଗୋଟିଏ ପରିବାରର ବାପା-ମା'-ପୁଅ ଫାଶୀ ଦେଇ କରିଛନ୍ତି ଆତ୍ମହତ୍ୟା । ହରିୟାଣାର ଏକ ଗାଁରୁ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।

ଏଠାରେ ଗୋଟିଏ ପରିବାରର ତିନି ଜଣ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି | ସେମାନଙ୍କ ମଧ୍ୟରେ 48 ବର୍ଷୀୟ ଓମପ୍ରକାଶ, 45 ବର୍ଷୀୟା ପତ୍ନୀ କମଲେଶ ଏବଂ 20 ବର୍ଷର ପୁଅ ସୋନୁ ଅଛନ୍ତି। 20 ବର୍ଷର ପୁଅ ସୋନୁ ନିଜ ଫେସବୁକ୍ ପେଜରେ ଗୋଟିଏ ପରେ ଗୋଟିଏ ସାତୋଟି ଭିଡିଓ ଅପଲୋଡ୍ କରିଥିଲେ ଏବଂ ସେହି ଭିଡିଓକୁ କେହି ଦେଖିବା ପୂର୍ବରୁ ହିଁ ପୁରା ପରିବାର ବୁଧବାର ରାତିରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି ।

ଓମପ୍ରକାଶଙ୍କ ପରିବାର ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରୁ ବାହାରକୁ ନ ବାହାରିବାରୁ ଗ୍ରାମବାସୀମାନେ ସନ୍ଦେହ କରିଥିଲେ। ସେତେବେଳେ ଗାଁର କିଛି ଲୋକ ଓମପ୍ରକାଶଙ୍କ ପୁଅ ସୋନୁଙ୍କ ଫେସବୁକ୍ ପେଜ ଦେଖିସାରିଥିଲେ । ଯେଉଁଥିରେ ସୋନୁ ଏବଂ ଓମ୍ ପ୍ରକାଶ କାନ୍ଦୁଥିବା ଅନେକ ଭିଡିଓ ଅପଲୋଡ୍ କରିଥିଲେ। ଉଭୟେ ନିଜକୁ ଏବଂ ପୂରା ପରିବାରକୁ ଏକ ହତ୍ୟା ମାମଲାରେ ନିର୍ଦ୍ଦୋଷ କହି ପୋଲିସ ଏବଂ ଗ୍ରାମବାସୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରି ଆତ୍ମହତ୍ୟା କରିଥିବା କହିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.