ETV Bharat / bharat

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲା ଗୁଜୁରାଟ ସରକାର - ବ୍ଲାକ ଫଙ୍ଗସ

ଦେଶର କିଛି ରାଜ୍ୟରେ କଳା କବକ (ବ୍ଲାକ ଫଙ୍ଗସ) ଚିହ୍ନଟ ହେବା ପରେ ଏବେ ପୁଣି ଚିନ୍ତା ଦୁଇ ଗୁଣା ହୋଇଛି । ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲା ଗୁଜୁରାଟ ସରକାର । ଅଧିକ ପଢନ୍ତୁ....

ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କଲା ଗୁଜୁରାଟ ସରକାର

author img

By

Published : May 21, 2021, 6:55 AM IST

ଗାନ୍ଧିନଗର: ଗୋଟିଏ ମହାମାରୀର ତାଣ୍ଡବଳୀଳା ଶେଷ ହୋଇନଥିବାବେଳେ ପୁଣି ଏକ ସଙ୍କଟ ମୁଣ୍ଡ ଟେକିବାକୁ ଆରମ୍ଭ କରିଦେଲାଣି । ଏଥର କିନ୍ତୁ ଭୂତାଣୁ ନୁହେଁ, ବରଂ କବକ । ଦେଶର କିଛି ରାଜ୍ୟରେ କଳା କବକ (ବ୍ଲାକ ଫଙ୍ଗସ) ଚିହ୍ନଟ ହେବା ପରେ ଏବେ ପୁଣି ଚିନ୍ତା ଦୁଇ ଗୁଣା ହୋଇଛି । ଗୁଜୁରାଟ ସରକାର ଏହି ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଘୋଷଣା କରିଛନ୍ତି ।

ଏହି ରୋଗର ଚିକିତ୍ସା କରୁଥିବା ସରକାରୀ ଏବଂ ଡାକ୍ତରଖାନା / ମେଡିକାଲ କଲେଜଗୁଡ଼ିକୁ ସ୍କ୍ରିନିଂ, ନିରାକରଣ ଏବଂ ଚିକିତ୍ସା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡିବ ବୋଲି ଗୁଜୁରାଟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ପାଇଁ ବିଶେଷ ପ୍ରୋଟୋକଲ ଅନୁଯାୟୀ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.