ETV Bharat / bharat

ପରଲୋକରେ ବରିଷ୍ଠ କଂଗ୍ରେସ ନେତା ରାଜୀବ ସତ୍ୟଭ

ପରଲୋକରେ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଜୀବ ସତ୍ୟଭ ।

author img

By

Published : May 16, 2021, 10:32 AM IST

ପରଲୋକରେ ବରିଷ୍ଠ  କଂଗ୍ରେସ ନେତା ରାଜୀବ ସତ୍ୟଭ
ପରଲୋକରେ ବରିଷ୍ଠ କଂଗ୍ରେସ ନେତା ରାଜୀବ ସତ୍ୟଭ

ନୂଆଦିଲ୍ଲୀ: କୋରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଲେ ଗୁଜୁରାଟ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ରାଜୀବ ସତ୍ୟଭ । 46 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କୋରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ସେ ନିମୋନିଆରେ ପୀଡିତ ଥିଲେ ।

ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭେଣ୍ଟିଲେଟର ରଖାଯାଇଥିଲା । ଚିକିତ୍ସାଧିନ ହସ୍ପିଟାଲରେ ଆଜି ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁରେ କଂଗ୍ରେସର ବହୁ ନେତା ଦୁଃଖ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.