ETV Bharat / bharat

Gujarat Poll: ଦଳର ଶୋଚନୀୟ ପରାଜୟ ପରେ ଇସ୍ତଫା ଦେଲେ କଂଗ୍ରେସ ପ୍ରଭାରୀ

author img

By

Published : Dec 8, 2022, 4:32 PM IST

ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଇସ୍ତଫା ଦେଲେ ଗୁଜୁରାଟ କଂଗ୍ରେସ ପ୍ରଭାରୀ ରଘୁ ଶର୍ମା । 17 ଆସନରେ ଜିତିଛି ଦଳ । ଅଧିକ ପଢନ୍ତୁ

Gujarat poll: ଇସ୍ତଫା ଦେଲେ କଂଗ୍ରେସ ପ୍ରଭାରୀ

ହାଇଦ୍ରାବାଦ: ଗୁଜୁରାଟରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାଜ୍ୟ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି ରଘୁ ଶର୍ମା । ସେ ନିଜ ଇସ୍ତଫାପତ୍ର ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇ ଦେଇଛନ୍ତି । ଗତ ନିର୍ବାଚନରେ ଦଳ 77 ଆସନ ସହ ବିରୋଧୀ ଦଳ ଭୂମିକାରେ ଥିଲା ବେଳେ ଚଳିତଥର ମାତ୍ର 17 ଆସନରେ ସୀମିତ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.